www.samajalive.in
Friday, December 12, 2025
14.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପରମ ବୀର ସିଂହ, ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା ପ୍ରସ୍ତୁତ କରିଥିଲେ- ନୱାବ ମଲିକ

ଭାରତୀୟ ସେନାକୁ ମିଳିଲା ନୂଆ ଇସ୍ରାଏଲି ହେରୋନ ଡ୍ରୋନ: ଲଦାଖ ସେକ୍ଟରରେ ମୁତୟନ ହେବ

- Advertisement -

ରାଜ୍ୟରେ ୨୩୭ ନୂଆ ଆକ୍ରାନ୍ତ; ୨ ମୃତ

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାରେ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୯ ଓ ସ୍ଥାନୀୟ ସଂକ୍ରମିତ ୯୮

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୯ ଜଣ ରହିଛନ୍ତି

ବାଲେଶ୍ୱର ଜିଲାରେ ୫, ବଲାଙ୍ଗିର ୫, ବଉଦ ୧, କଟକ ୧୯, ଢେଙ୍କାନାଳ ୩, ଗଞ୍ଜାମ ୧, ଜଗତସିଂହପୁରରେ ୩ ଚିହ୍ନଟ

ଯାଜପୁର ୮, ଝାରସୁଗୁଡା ୪, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୧୧୩, ମୟୁରଭଞ୍ଜ ୮, ନୟାଗଡ ୨, ପୁରୀ ୩, ସମ୍ବଲପୁର ୧୩, ସୁନ୍ଦରଗଡ ୧୬ ଏବଂ ଷ୍ଟେଟପୁଲରୁ ୨୭ ଚିହ୍ନଟ

ଦିନକ ମଧ୍ୟରେ ୨୦୩ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୩୭୦ ସକ୍ରିୟ ସଂକ୍ରମିତ ଅଛନ୍ତି

ଦେଶରେ ୮୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଦିନକ ମଧ୍ୟରେ ୧୦,୨୦୭ କରୋନାରୁ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ ମୋଟ ୬୪,୨୪,୧୨,୩୧୫ ନମୁନା ପରୀକ୍ଷା କରାଯାଇସାରିଛି

ସେହି ସମୟ ମଧ୍ୟରେ ମୋଟ ୧,୨୪,୧୦,୮୬,୮୫୦ ପାନ କୋଭିଡ ଟିକା ଦିଆଯାଇଛି

ଦେଶରେ ସଂପ୍ରତି ୯୯,୦୨୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଆସନ୍ତାକାଲି ଅବପାତର ରୂପ ; ୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

Hot this week

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

Related Articles

Popular Categories