BJD Bijuli 480×75 Mob

ଦିନ ୧ଟା – ମୁଖ୍ୟ ଖବର

BJD Bijuli 480×75 Mob

ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୋମନାଥ ମନ୍ଦିର ଆମ ବିଶ୍ବାସର ପ୍ରେରଣାରସ୍ଥଳ : ମୋଦୀ

ଆତଙ୍କ ଦ୍ୱାରା ବିଶ୍ୱାସକୁ କ୍ଷୁର୍ଣ୍ଣ କରାଯାଇ ପାରିବ ନାହିଁ

୧୮ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଟିକା ଖୁବ୍ ଶୀଘ୍ର ;  ୧୨ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା ଲାଗି ଅନୁମତି ଲୋଡିଲା ଜନସନ୍ ଆଣ୍ଡ ଜନସନ୍

ସ୍ବର୍ଣ୍ଣ ଅନ୍ବେଷଣ ପାଇଁ ମଞ୍ଚ ପ୍ରସ୍ତୁତି

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆଫଗାନ ସେଲ୍‍

ଓଡ଼ିଶାରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲୀ, ଭୁବନେଶ୍ବରରେ ନବନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ

ରାଜ୍ୟରେ ଦିନକରେ ଆଉ ୯୮୬ କୋରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ , ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୮ ଜଣ

ରାଜ୍ୟରେ ଆଉ ୬୯ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୨୨୩କୁ ବୃଦ୍ଧି

ଭୁବନେଶ୍ବର ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ଋଷିକୁଲ୍ୟା ଛାତ୍ରାବାସ ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୩୬,୫୭୧ କୋରୋନା ସଂକ୍ରମିତ ଚିହ୍ନଟ

ଦିନକରେ ଆଉ ୩୬,୫୫୫ ସୁସ୍ଥ , ମୋଟ ଆରୋଗ୍ୟ ସଂଖ୍ୟା ୩,୧୫,୬୧,୬୩୫

ଦେଶରେ କୋରୋନା ଆରୋଗ୍ୟ ହାର ୯୭.୫୪%କୁ ବୃଦ୍ଧି

ଦେଶରେ ଚିକିତ୍ସାଧୀନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାର ୬୦୫ ରହିଛି

ବିଜେପିର ଜନ ଆଶୀର୍ବାଦ ଯାତ୍ରାର ଦ୍ବିତୀୟ ଦିନ : ଭୁବନେଶ୍ବର, ଜଟଣୀ, ଡେଲାଙ୍କ ଓ ଆଠଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିପୂଜା ଓ ଉଦ୍ଘାଟନକ କାର୍ଯ୍ୟକ୍ରମ

ଟ୍ରେନ୍ ଯୋଗେ ରାୟଗଡ଼ାରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

୧୦୫ତମ ସମ୍ବିଧାନ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ଏଣିକି ରାଜ୍ୟଗୁଡ଼ିକୁ ମିଳିବ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାର ଅଧିକାର,ସାମାଜିକ ଓ ଶିକ୍ଷା ସ୍ତରରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିପାରିବ ରାଜ୍ୟ

ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ମାଧବପୁର, ଆଠଗଡରେ ଆଜି ଏମଆରଆଇ ଓ ସିଟି ସ୍କାନ ମେସିନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆରମ୍ଭ ଆବେଦନ ପ୍ରକ୍ରିୟା, ଦିନ ୧୧ ଟାରୁ ସାମ୍‌ସ ପୋର୍ଟାଲରେ ଆବେଦନ ଫର୍ମ ଉପଲବ୍ଧ ହେବ

ଅଗଷ୍ଟ ୨୩ରୁ ଖୋଲିବ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ସହ ଅନ୍ୟ ଧାର୍ମାନୁଷ୍ଠାନ

ଜାମ୍ମୁ ଓ କାଶ୍ମୀର ଅବନ୍ତୀପୋରାର ପାମ୍ପୋରରେ ଗୁଳି ବିନିମୟ,ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

Comments are closed.