bjd gruha runa banner

ଦିନ ୧୧ଟା – ମୁଖ୍ୟ ଖବର

bjd  ek lkhya koti banner

ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି

ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୧,୬୪୨ ; ମୃତ୍ୟୁହାର ୧.୩୪%

ଦିନକରେ ଆଉ ୩୫,୯୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୧୧,୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୪୮%

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୧,୯୪୭ ; ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୯%

୨୪ ଘଣ୍ଟାରେ ୧୧,୮୧,୨୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୪୮,୦୫,୬୫୨ ନମୁନା ପରୀକ୍ଷା କରାଯାଇଛି

ଦିନକରେ ୧୭,୪୩,୧୧୪ ଟିକା ନେଇଥିବା ବେଳେ ଏଯାଏଁ ୫୪,୫୮,୫୭,୧୦୮ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ସମ୍ବଲପୁର ଜିଲାରୁ ସର୍ବାଧିକ ୧୨; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ;  ସଂଗରୋଧରୁ ୫୦୭ ଏବଂ ସ୍ଥାନୀୟ ସଂକ୍ରମିତ ୩୬୧

ରାଜ୍ୟରେ ଦିନକ ମଧ୍ୟରେ ୧୦୪୩ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୭୮୨୪୦

ସଂପ୍ରତି ରାଜ୍ୟରେ ୧୦୧୮୭ ଜଣ ସକ୍ରିୟ ସଂକ୍ରମିତ

କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ; ତିନି ଦଶନ୍ଧିର ସମ୍ପର୍କ ତୁଟାଇଲେ

‘ବିନା ବାଧାରେ ତାଲିବାନଙ୍କର କାବୁଲ ଦଖଲ ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବେ ରହିବ’

ଆଫଗାନ ପ୍ରସଙ୍ଗରେ ବାଇଡେନଙ୍କ ଇସ୍ତଫା ଦାବି କଲେ ଡୋନାଲଡ ଟ୍ରମ୍ପ

ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର

ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ

ହାଇତି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧି

ରକ୍ତପାତ ଏଡ଼ାଇବାକୁ ମୁଁ ଦେଶ ଛାଡ଼ିଲି – ଅଶରଫ ଘନି

ବାଣିଜ୍ୟିକ ଉଡାଣ ପାଇଁ କାବୁଲ ବିମାନବନ୍ଦର ବନ୍ଦ

ତାଲିବାନ ନେତା ମୁଲ୍ଲା ଅବଦୁଲ ଘାନି ବାରାଦାର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ଘୋଷିତ

ବିନା ବିତର୍କରେ ସଂସଦରେ ବିଲ୍ ମଞ୍ଜୁରୀ ନେଇ ପ୍ରଧାନ ବିଚାରପତିଙ୍କ ଉଦବେଗ

ଆଫଗାନିସ୍ତାନ ସରକାରଙ୍କ ଆତ୍ମସମର୍ପଣ: ଇସ୍ତଫା ଦେଲେ ଆଫଗାନିସ୍ତାନର ରାଷ୍ଟ୍ରପତି, ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି

ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ତାଲିବାନ କମାଣ୍ଡର ଅବଦୁଲ ଗନି

Comments are closed.