www.samajalive.in
Sunday, December 7, 2025
14.1 C
Bhubaneswar

ଜଙ୍ଗଲ ମଞ୍ଚ ପକ୍ଷରୁ ଆଶା କର୍ମୀଙ୍କୁ କରୋନା କିଟ୍ ପ୍ରଦାନ

କଣ୍ଟାମାଳ : ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସର ପତକା ଉତ୍ତୋଳନ ଉତ୍ସବ ଅବସରରେ ଆଶା କର୍ମୀ ମାନଙ୍କୁ କରୋନା କିଟ୍ ର ବଣ୍ଟନର ଶୁଭାରମ୍ଭ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯଜେ୍ଞଶ୍ୱରୀ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । ଏଫଇଏସର ସହଯୋଗରେ ବୌଦ୍ଧ ଜିଲ୍ଲା ଜଙ୍ଗଲ ମଞ୍ଚ ତରଫରୁ କରୋନା ସମାଗ୍ରୀଭାବେ ଅକ୍ସିମିଟର, ଥର୍ମୋମିଟର, ସାନିଟାଇଜର, ଓ ତୁଣ୍ଡି ସାମଗ୍ରୀର କିଟ୍ ପ୍ରଦାନ କରାଯାଇ ଥିଲା । ଏହି ଉତ୍ସବରେ କଣ୍ଟମାାଳ ବିଡିଓ ବନ୍ଦନା ଖଟୁଆ ଏବଂ ଜିଲ୍ଲା ଜଙ୍ଗଲ ମଞ୍ଚର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories