ଶିଶୁଙ୍କ ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ବେଶ ଉପକାରୀ ଏହି ଖାଦ୍ୟ

ଏବେ ମଧ୍ୟ କରୋନାର କାୟା ଜାରି ରହିଛି। ଏହାସହ ୩ୟ ତରଙ୍ଗର ମଧ୍ୟ ଆଶଙ୍କା କରାଯାଉଛି। ଏହି ତରଙ୍ଗରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହି କାରଣରୁ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା…
Read More...

ସମଲେଇ ପୀଠରେ ପହଞ୍ଚିଲା ନୂଆଁଖାଇ ପାଇଁ ନୂଆ ଧାନ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆଁଧାନ | ମା'ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଆଣି ମୁଖ୍ୟ ପୂଜକଙ୍କୁ ପ୍ରଦାନ…
Read More...

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ' ନିଉ ବ୍ରାଇଡ ' ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ…
Read More...

ଖବର ପ୍ରକାଶନ ପରେ ଗୁରିଗୁଡ଼ା ଗାଁରେ ପହଞ୍ଚିଲେ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ 

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର ୭ କିମି ଦୂରରେ ରହିଛି ପାହାଡ଼ ଉପରେ ଗୁରିଗୁଡା ଗ୍ରାମ। ଏହି ଗ୍ରାମକୁ ଯିବା ଆସିବା କରିବା କଷ୍ଟସାଧ୍ୟ । ଗୋଟିଏ ସ୍ଥାନରେ ଏକ ଲକ୍ଷ ଟଙ୍କା ବିନିମୟରେ ୧୦ ମିଟର…
Read More...

ଘରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପାଟଣା :  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଡମସିଣାବିଲା ଗ୍ରାମରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ଗ୍ରାମର ଦଶରଥ ବିଶ୍ୱାଳ ବୋଲି ଜଣାପଡିଛି। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି…
Read More...

ବିଜେପି ଢେଙ୍କିକୋଟ ମଣ୍ଡଳର ପଞ୍ଚାୟତ ସ୍ତରୀୟ ବୈଠକ

ପାଟଣା :  ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତରେ ବିଜେପିର ପଞ୍ଚାୟତ ସ୍ତରୀୟ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ୟ୍ୟକାରିଣୀ…
Read More...

ଗୋରୁ ବୋଝେଇ ପିକଅପକୁ ଅଟକ ରଖି ତୁରୁମୁଙ୍ଗା ଥାନାରେ ଜିମା ଦେଲେ ଗ୍ରାମବାସୀ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମହ୍ଲାରପଦା ଗ୍ରାମରେ ରବିବାର ରାତିରେ  ଏକ ଗୋରୁ ବୋଝେଇ ପିକ୍ଅପ୍ କୁ ଅଟକ ରଖି ତୁରୁମୁଙ୍ଗା ଆରକ୍ଷୀଙ୍କ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ  ବିଳମ୍ବିତ ରାତିରେ…
Read More...

ଦିନ ୧ଟା – ମୁଖ୍ୟ ଖବର

ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଟ୍ରକ-କାର ଧକ୍କା ; ୫ ମୃତ , ୨ ଶିଶୁ ଗୁରୁତର ପଞ୍ଜଶିରରେ ପାକିସ୍ତାନର ଆକାଶି…
Read More...

ରାସ୍ତା ପାର୍ଶ୍ବ ଖୁଣ୍ଟିକୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ   ; ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ତିଳବେଡ଼ା ନିକଟରେ ରବିବାର ରାତିରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଖୁଣ୍ଟି କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ…
Read More...

ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବିଫଳ ; ଥାନାରେ ଅଭିଯୋଗ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ତୁରୁମୁଙ୍ଗା ବଜାରର ସାହୁ କମ୍ପ୍ଲେକ୍ସ ରେ ଥିବା ଏସବିଆଇ ଏଟିଏମ୍ ଟିକୁ ରବିବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ଭାଙ୍ଗି ଟଙ୍କା ଲୁଟ…
Read More...

ରାଇକିଆ ଠାରେ ଜାତୀୟ ପୋଷଣ ସପ୍ତାହ ଅବସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ଉଦଘାଟିତ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସ୍ବାତୀ ଓ ଓଡିଶା ମିଲେଟ ମିଶନ ତରଫରୁ ପୋଷଣ ସପ୍ତାହ,୨୦୨୧ ଅବସରରେ ଖୁଦ୍ର ଶସ୍ୟ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦର୍ଶନୀ…
Read More...

ଉପଜିଲ୍ଲାପାଳଙ୍କ ଅଚାନକ ଚଢାଉ ; ସିଲ୍‌ ହେଲା କ୍ଳିନିକ

ମୋହନା : ଗଜପତି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କ ସହିତ ଜିଲ୍ଲା ମେଡିକାଲ୍‌ ଭିଜିଟାଲ ଟିମ୍ ମିଳିତଭାବେ ଚାନ୍ଦିପୁଟରେ ଚାଲିଥିବା ଏକ ଘରୋଇ କ୍ଳିନିକକୁ ସିଲ୍‌ କରିବା ସହ କ୍ଳିନିକ ମାଲିକଙ୍କ ଠାରୁ ଏକ…
Read More...

ଟ୍ରକ-କାର ଧକ୍କା ; ୫ ମୃତ , ୨ ଶିଶୁ ଗୁରୁତର

ଗାଜିୟାବାଦ : ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର…
Read More...

ଛପର ନଥିବା ମାଟିକାନ୍ଥ ଘରେ ବିତୁଛି ରାଧାଚରଣଙ୍କ ଜୀବନ 

ବେଗୁନିଆ : ସରକାର ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ ବଦ୍ଧ ପରିକର ହୋଇଥିବାବେଳେ କିଛି ପ୍ରଶାସନିକ ଅଧିକାରୀ ଏବଂ ଗ୍ରାମ୍ୟର ଅସାଧୁ ବ୍ୟକ୍ତିଙ୍କ ପାଇଁ ବହୁତ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇବାରୁ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ପଞ୍ଜଶିରରେ ପାକିସ୍ତାନର ଆକାଶି ଆକ୍ରମଣ; ନର୍ଦର୍ଣ୍ଣ ଆଲାଏନ୍ସର ଅନେକ ଲଢୁଆ ନିହତ କରୋନାରେ ରାଜ୍ୟରେ ଆଉ ୭ ମୃତ ଅନୁଗୁଳ ଜିଲାରେ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ କଟକ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର…
Read More...

୩ଟି ଟ୍ରକରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର ,୩ ଗିରଫ 

ବେଗୁନିଆ : ବାଘମାରୀ ପେଟ୍ରୋଲ ଟାଙ୍କି ଆଗରେ ଥିବା ୩ ଟି ଟ୍ରକରୁ ୫ ତାରିଖ ରାତିରେ ବାଘମାରୀ ଗ୍ରାମର ଦୁଇଜଣ ଯୁବକ ୨ ଟି ବ୍ୟାଟେରୀ, ଜଗ ରଡ଼ ,ସମସ୍ତ ରେଂଚି ସହିତ ଅନ୍ୟ ଏକ ଟ୍ରକରୁ ପ୍ରାୟ ୪୦ ହଜାର ଟଙ୍କାର ଗୁଣ୍ଡ…
Read More...

ସଟର ଚାବି କାଟି ଚୋରୀ କରିବା ଉଦ୍ୟମ ପଣ୍ଡ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକରେ ଗତ ବିଳମ୍ବିତ ରାତିରେ ଗୋଟିଏ ଦୋକାନ ସଟର ଚାବି କାଟି ଚୋରୀ କରିବା ଉଦ୍ୟମ ପଣ୍ଡ ହୋଇଛି । ଚୋର ଦୋକାନ ର ସଟର ଚାବି କାଟିବା ସମୟରେ ପାଖ ଦୋକାନର ଜଣେ ଦୋକାନୀ ଚୋର ଚୋର…
Read More...

ଢେଙ୍କିକୋଟ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ

ପାଟଣା: ଢେଙ୍କିକୋଟ ପୁରାତନ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳନ କାର୍ୟ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବିନା ଉପସ୍ଥିତିରେ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକ…
Read More...

ପଞ୍ଚାୟତ ଗୋଦାମରୁ ଛୁଟି ଦିନରେ ଚାଉଳ ଚୋରୀ ; ଯୋଗାଣ ସହାୟକଙ୍କୁ ଧରିଲେ ଗ୍ରାମବାସୀ

ପାଟଣା :  ରବିବାର ଛୁଟିଦିନ ଥିବା ବେଳେ ସାହାରପଡ଼ା ବ୍ଲକ ଦିଗ ପଶି ପଞ୍ଚାୟତ ଗୋଦାମରୁ ଯୋଗାଣ ସହାୟକ କୁଶାଲ ହାଁସଦା ଗୋଟିଏ ବସ୍ତା ବିପିଏଲ ଚାଉଳ ବାଇକରେ ବାନ୍ଧି ନେବା ସମୟରେ ଗ୍ରାମବାସୀ ତାଙ୍କୁ ଧରିଛନ୍ତି। ଯୋଗାଣ…
Read More...

ବିଳମ୍ବିତ ରାତିରେ ଔଷଧ ଦୋକାନର ଆଜବେଷ୍ଟସ ତାଡି ଚୋରୀ 

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ଜନୌଷଧି ଦୋକାନର ଆଜ୍‌ବେଷ୍ଟସ ଛପର ତାଡି ଗତ ବିଳମ୍ବିତ ରାତିରେ କୈାଣସି ଦୁର୍ବୃତ୍ତ ୫ ହଜାର ଟଙ୍କା ସହ ଅନ୍ୟାନ୍ୟ…
Read More...

ବ୍ରହ୍ମଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ

ପିପିଲି : ବ୍ରହ୍ମଚେତନା ପରିଷଦ, ଓଡିଶା ପକ୍ଷରୁ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟୋପଯୋଗୀ କାର୍ଯ୍ୟକ୍ରମ ପିପିଲି ବ୍ଳକ ଅନ୍ତର୍ଗତ ରାଜତେଇ ଗ୍ରାମର ବାଲିପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଥିବା…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିନେଟ୍ ହଲ ପରିସରରେ ଗବେଷଣା ,ପରାମର୍ଶ, ଆଭିନବିକରଣ ଓ ଉଷ୍ମଓୟନ ବିଭାଗର ( ଆର୍ ସି ଆଇ ଆଇ) ସହାୟତାରେ ଗୁରୁ ଦିବସ ପାଳନ କରାଯାଇଛି।  ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ…
Read More...

ନୀଳାଚଳ କୃଷକ ମହାସଂଘର କାର୍ଯ୍ୟାଳୟ ଉଦଘାଟନ

ସାକ୍ଷୀଗୋପାଳ : ନୀଳାଚଳ କୃଷକ ମହାସଂଘର ସତ୍ୟବାଦୀ ବ୍ଲକ କାର୍ୟ୍ୟାଳୟ ଜୟପୁର ପଞ୍ଚାୟତର ଜୟପୁର ଗ୍ରାମରେ ଉଦଘାଟିତ ହୋଇଯାଇଛି।  ମହାସଂଘ ଉପଦେଷ୍ଟା ମଣ୍ଡଳୀର ସଭାପତି ନିରଞ୍ଜନ ମହାପାତ୍ର ଏହି କାର୍ୟ୍ୟାଳୟକୁ ଉଦଘାଟନ…
Read More...

ରକ୍ତହୀନତା ରୋଗରେ ନାବାଳିକା ମୃତ

କଣ୍ଟାମାଳ : ଜଣେ ୧୦ ବର୍ଷର ନାବାଳିକା ଚିକିତ୍ସା ସୁବିଧା ନ ପାଇ ବାପମାଆଙ୍କ ସମ୍ମୁଖରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଲମ୍ବସରୀ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ

ବୌଦ୍ଧ : ବୌଦ୍ଧଜିଲ୍ଲା ସଦର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା  ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ…
Read More...

ଦିନ ୧ଟା – ମୁଖ୍ୟ ଖବର

ପାକ-ଆଫଗାନ ସୀମାରେ ଆତ୍ମଘାତି ବିସ୍ଫୋରଣ; ୩ ମୃତ, ୨୦ ଆହତ ବାର୍ବି କଣ୍ଢେଇ ଭଳି ଦେଖାଯିବାକୁ ୨୪ ଲକ୍ଷ ଖର୍ଚ୍ଚ ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା…
Read More...

ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ; ଜଣେ ଗିରଫ

ବୌଦ୍ଧ : ବୌଦ୍ଧଜିଲା ଅବକାରୀ ବିଭାଗ ପକ୍ଷରୁ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ଗ୍ରାମରେ ମଦ ବିକ୍ରି ହେଉଥିବା ଖବର ପାଇ ଏକ ଟିମ ଚଢାଉ କରି ୪୪ ଲିଟର ଦେଶୀ ମଦ ଜବତ କରିବା ସହିତ ୨୩ ଲିଟର ବିୟର ଜବତ କରିଛି। ଏଥିସହିତ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବୌଦ୍ଧ ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ କୃତୀତ୍ୱ

ବୌଦ୍ଧ  : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବୌଦ୍ଧ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମିଳିଥିବା ସୂଚନା ମୁତାବକ ମାନବତତ୍ୱ ସମ୍ମାନ ପରୀକ୍ଷାରେ ଶ୍ରେଷ୍ଠ…
Read More...

ପ୍ରକଳ୍ପସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ବୌଦ୍ଧ  : ବୌଦ୍ଧଜିଲା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ ରାଷ୍ଟ୍ରୀୟ ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ପ୍ରକଳ୍ପ ଅଧିକାରୀ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କ…
Read More...

ବୌଦ୍ଧକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ସହ ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ : ବୌଦ୍ଧଜିଲାରୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଶାସକ ଦଳର ଦୁଇ ବିଧାୟକ ଲାଗାତାର ବିଜୟୀ ହୋଇଆସୁଥିବାବେଳେ ଜିଲାବାସୀଙ୍କ ପ୍ରମୁଖ ଦାବୀ ବୌଦ୍ଧକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ହୋଇପାରିନାହିଁ। ଏନେଇ…
Read More...

ଶିକ୍ଷକ କେବଳ ଶିକ୍ଷାଦାନ ନୁହେଁ ରକ୍ତଦାନ କରି ବଞ୍ଚାଇପାରନ୍ତି ଅମୂଲ୍ୟ ଜୀବନ

ରେଙ୍ଗାଲିକେମ୍ପ  :  ପବିତ୍ର ଗୁରୁଦିବସ ଅବସରରେ ଅତାବିରା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ଠାରେ ଶିକ୍ଷକ ସଂଘ ଆନୁକୂଲ୍ୟରେ ନିଆରା ଭାବରେ ଗୁରୁଦିବସ ପାଳନ କରି ଦର୍ଶାଇଛନ୍ତି ଯେ ଜଣେ ଶିକ୍ଷକ ତାର ଜୀବନ କେବଳ ଶିକ୍ଷାଦାନ…
Read More...

କଣ୍ଟାବାଞ୍ଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ 

କଣ୍ଟାବାଞ୍ଜି  : ସେପ୍ଟେମ୍ବର ୫ରେ ଭାରତ ମାତାଙ୍କ ଅନ୍ୟତମ ବରପୁତ୍ର ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜିରେ' ଗୁରୁ ଦିବସ' ଉତ୍ସବ ପାଳିତ…
Read More...

ସମୁଦ୍ରରେ ଭାସିଯିବା ବେଳେ ୨ ପର୍ଯ୍ୟଟକ ଉଦ୍ଧାର ; ୧ ମୃତ

ପୁରୀ : ପୁରୀ ସମୁଦ୍ରରେ ଭାସିଯିବା ବେଳେ ୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ଖବର ମିଳିଛି। ମୃତ ଯୁବକ ହେଲେ ଶୁଭମ ସାହୁ। ତାଙ୍କୁ ୧୬ ବର୍ଷ ବୟସ। ସେ ପୁରୀ ବଳିଆ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ; ୬ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୩ ଜିଲାକୁ ହଳଦିଆ ଚେତାବନୀ ,ସତର୍କ…
Read More...

ପ୍ଲାଣ୍ଟେସନ କ୍ଲବ ପକ୍ଷରୁ ବୃକ୍ଷବନ୍ଧୁ ସମ୍ମାନ ପ୍ରଦାନ ଉତ୍ସବ

ପିପିଲି : ପୁରୀ ଜିଲା ପ୍ଲାଣ୍ଟେସନ କ୍ଳବ ପକ୍ଷରୁ ପିପିଲି ପୌରାଞ୍ଚଳର ସିରିଆପୁର ଗ୍ରାମ ଠାରେ ରବିବାର ବୃକ୍ଷରୋପଣ ସହ ବୃକ୍ଷବନ୍ଧୁ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ଲାଣ୍ଟେସନ କ୍ଳବର…
Read More...

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଗଡମଧୁପୁର : ଧର୍ମଶାଳା ଥାନା ଅନ୍ତର୍ଗତ ମହିଶରା ପଂଚାୟତ ପାରିକ୍ଷେତ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗାଁର ନେତ୍ରାନନ୍ଦ…
Read More...

ଜାଣନ୍ତୁ ନିଜ ସ୍ୱଭାବ ବିଷୟରେ କିଛି ଜଣାଅଜଣା କଥା

ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ, କୌଣସି ବ୍ୟକ୍ତିଙ୍କ ପୋଷାକ ପିନ୍ଧିବାର ଶୈଳୀ ଓ କଥାବାର୍ତ୍ତାରୁ ତାଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ହେଲେ ଏକଥା ଖୁବ୍‍ କମ୍‍ ଲୋକ ହିଁ ଜାଣିଥାଆନ୍ତି ଯେ ବ୍ୟକ୍ତିଙ୍କ ଚାଲିବା ଶୈଳୀ…
Read More...

ନଡିଆରେ ପ୍ରସ୍ତୁତ କରନ୍ତୁ ଏହି ମିଠା

ଆବଶ୍ୟକ ସାମଗ୍ରୀ ଖିର – ୧ଲିଟର ମିଲ୍କ ମେଡ଼୍ – ୧କପ ରୁ କମ ଗୁଜୁରାତି ଗୁଣ୍ଡ – ଅଳ୍ପ ଖିରସର – ୨ଚାମଚ ନଡ଼ିଆ କୋରା ଗୁଣ୍ଡ – ୨ ଚାମଚ(କୋରା ସାମାନ୍ୟ ଭାଜି ଏହାକୁ ପେଷି ଦିଅନ୍ତୁ) କାଜୁ, ବାଦାମ, କିସମିସ –…
Read More...

ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ

କଟକ : କଟକ ଜିଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ସିଦେ୍ଧଶ୍ୱର ସାହିରେ ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଯାଇଛି। ଜମିବାଡି ବିବାଦକୁ କେନ୍ଦ୍ରକରି…
Read More...

ଗୁରୁଦିବସରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ବସ୍ତା : ଗୁରୁଦିବସରେ ସଡକ ଦୁର୍ଘଟଣାରେ ଜଣେ ଗୁରୁଙ୍କ ଜୀବନ ଚାଲି ଯାଇଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଭୋଲୋରା ନିକଟରେ ଆଜି ଏହି ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଶିକ୍ଷକ ଜଣଙ୍କ…
Read More...

କେରଳରେ କରୋନା ସହ ନିପାହ ଭୟ ; ଚିକିତ୍ସାଧୀନ ଅବସ୍ଥାରେ ୧୨ ବର୍ଷ ନାବାଳକର ମୃତ୍ୟୁ

ଥିରୁବନ୍ତପୁରମ : କେରଳରେ କରୋନା କାୟା ମଧ୍ୟରେ ଏବେ ସୃଷ୍ଟି ହୋଇଛି ନିପାହ ଭାଇରସର ଭୟ। କୋଝିକୋଡିରେ ନିପାହ ଭାଇରସରେ ସଂକ୍ରମଣ ହୋଇ ଜଣେ ୧୨ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସୂଚନା ଯୋଗ୍ୟ,…
Read More...

କାର ଧକ୍କାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

କଟକ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର ଜଣେ କନେଷ୍ଟବଳ। ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଶ୍ରୀଲଙ୍କାକୁ ୧୫୦ ଟନ୍ ଅମ୍ଳଜାନ ପଠାଇଲା ଭାରତ ଦେଶରେ ଦିନକରେ ଆଉ ୪୨,୭୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩କୁ ବୃଦ୍ଧି ଦିନକରେ ଆଉ ୩୮,୦୯୧ ଆକ୍ରାନ୍ତ ସୁସ୍ଥ…
Read More...

ଦୁନିଆରେ ସର୍ବଶ୍ରେଷ୍ଠ : ଗୁରୁ

ପ୍ରତିବର୍ଷ ସେପ୍ଟେମ୍ବର ୫ ଗୁରୁଦିବସ ଭାବେ ପାଳନ କରାଯାଏ। ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଏହିଦିନ। ତାଙ୍କ ଜନ୍ମଦିନକୁ ହିଁ ଗୁରୁଦିବସ ରୂପେ ପାଳନ କରାଯାଏ। । ଗୁରୁଙ୍କ…
Read More...

ଦେଶରେ ନୂଆ ସଂକ୍ରମିତ ୪୨,୭୬୬ ; ସକ୍ରିୟ ଆକ୍ରାନ୍ତ ହାର ୧.୨୪%

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୪୨,୭୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୮,୦୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ; ବ୍ୟାଡମିଣ୍ଟନ ଏସଏଚ-୬ ବର୍ଗରେ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର ଆଜି ପବିତ୍ର ଗୁରୁଦିବସ ; କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ଗୁରୁଦିବସ…
Read More...

ରାଜ୍ୟରେ ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅନୁଗୁଳ ଓ ବାଲେଶ୍ୱରରୁ ୨…
Read More...

ରାଜ୍ୟରେ ନୂଆ ସଂକ୍ରମିତ ୮୦୫

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮ । ଏହାସହ ମୋଟ…
Read More...

ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଲ୍ୟାସିଂହପୁର ବ୍ଲକ ଗସ୍ତ “ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ନିମନ୍ତେ…

କଲ୍ୟାଣିଂହପୁର :  ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ କଲ୍ୟାଣ ସିଂହପୁର ପଞ୍ଚାୟତସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ପରିଦର୍ଶନ କରିଥିଲେ।…
Read More...

କୋଟିଏ ଟଙ୍କାର ଧଳା ଜହର ଜବତ ; ଇଞ୍ଜିନିୟରିଂ ଛାତ୍ର ଗିରଫ

ଖୋର୍ଦ୍ଧା  : ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲପମ୍ପ ନିକଟରୁ ଏସଟିଏଫ ଜଣେ ଇଞ୍ଜିନିୟରିଂ ଛାତ୍ର ଠାରୁ ୧କେଜି.୩୪ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଛାତ୍ର ଜଣଙ୍କ ଖୋର୍ଦ୍ଧା ପୈାରାଂଚଳ ଅନ୍ତର୍ଗତ ଗୁରୁଜଙ୍ଗ ଅଂଚଳର…
Read More...

ଭିମସାର ସୁପର ସ୍ପେସିଆଲିଟି ବିଭାଗ ଖୋଲିବା ଆଶା ଉଜ୍ଜ୍ୱଳ

ବୁର୍ଲା : ବୁର୍ଲା ସ୍ଥିତ ଭୀମସାରଠାରେ ୬ ମହଲା ବିଶିଷ୍ଟ ସୁପର-ସ୍ପେଶିଆଲିଟୀ କୋଠା ନିର୍ମାଣ କାମ ମନ୍ଥରତା ଏବଂ ପୁଣି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା। ଗତଗତ ୨୦୧୭ରେ କାର୍ଯ୍ୟାଦେଶ ପରେ କାମ ଆରମ୍ଭ ହୋଇଥିବା ବେଳେ…
Read More...

୨୨ କିଲୋ ଗଞ୍ଜେଇ ଜବତ ; ଜଣେ ଗିରଫ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ବାଙ୍ଗିଛକ ନିକଟରେ ରାମନାଗୁଡା ପୁଲିସ ପାଟ୍ରୋଲିଂ  କରୁଥିବା ସମୟରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ପଡିଆଵେଡା ପଞ୍ଚାୟତ ଅନ୍ତର୍ଗତ ବୋରିଂଗ୍ରାମର ତେଲନଦୀ ସାହିର ଟୁରି ହେମ୍ବ୍ରମ ପତ୍ନୀ ମଙ୍ଗତୀ ହେମ୍ବ୍ରମ (୫୨)ଭାଲୁ ଆକ୍ରମଣରେ ଆହତ ହୋଇ ଠାକୁରମୁଣ୍ଡା…
Read More...

ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ପିପିଲି : ପିପିଲି ଉପ-ନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୩୦ରେ ପିପିଲି ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହାସହିତ ପଶ୍ଚିମବଙ୍ଗ ଭବାନୀପୁର ନିର୍ବାଚନ ମଣ୍ଡଳୀ,ସମଶେର ଜଙ୍ଗ…
Read More...

ଦିନ ୧ଟା – ମୁଖ୍ୟ ଖବର

କଳକାରଖାନାରେ ବିସ୍ଫୋରଣ ; ୧ ମୃତ, ୪ ଗୁରୁତର ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡକୁ ତାଲିବାନର ବିରୋଧ ସେପ୍ଟେମ୍ବର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧୁମେହ…
Read More...

କାରଖାନାରେ ବିସ୍ଫୋରଣ ; ୧ ମୃତ, ୪ ଗୁରୁତର

ମୁମ୍ବଇ : ମହାରାଷ୍ଟ୍ରର ବୋଈସରରେ ଶନିବାର ସକାଳେ ଏକ ପୋଷାକ କାରଖାନାରେ ବଡ ଧରଣ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ ଫଳରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଜଣେ ସେଠାରେ ଥିବା ଜଣେ କର୍ମଚାରୀଙ୍କ…
Read More...

ଆର୍ଥିକ ଏବଂ ଡିଜିଟାଲ ସାକ୍ଷରତା ଶିବିର

ବେଗୁନିଆ :  ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବେଗୁନିଆ ଶାଖା ତରଫରୁ ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ମା ବୁଢ଼ୀ ବଘେଇ ପୀଠରେ ଆର୍ଥିକ ଏବଂ ଡିଜିଟାଲ ସାକ୍ଷରତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ…
Read More...

ଆବାସ ଯୋଜନା ଠାରୁ ବହୁ ଦୂରରେ ହୁଲାସ

ବେଗୁନିଆ : ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ କୋକସିଂହ ଗ୍ରାମରେ ଜଣେ ନିରାଶ୍ରୟା ବିଧବା ମହିଳା ସରକାରୀ ଆବାସ ଯୋଜନାରେ ମିଳୁଥିବା ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କର ଦୁଃଖ ଶୁଣୁନଥିବାର…
Read More...

ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ ପଦକ ; ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ଟୋକିଓ : ଚଳିତ ପାରାଲିମ୍ପିକ୍ସରେ ପୁଣି ଥରେ ଶୁଟିଂରେ ଭାରତକୁ ୨ଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ରୌପ୍ୟ ପଦକ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଭାରତର ନ୍ୟାୟପାଳିକା ଇତିହାସରେ ରେକର୍ଡ; ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମକୁ ଅନୁମୋଦନ: ୪୪ ଆଇନଜୀବୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮୧ କରୋନା ସଂକ୍ରମିତ…
Read More...

ଦିନକରେ ଚିହ୍ନଟ ହେଲେ ଆଉ ୪୨, ୬୧୮ ; ଆରୋଗ୍ୟ ହାର ୯୭.୪୩%

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୪୨ ହଜାର ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୪୫,୯୦୭କୁ…
Read More...

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ବ୍ରହ୍ମପୁର: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଓକିଲଙ୍କ ପାଇଁ ଆୟୋଜିତ ଇ-ସର୍ଭିସ ପ୍ରଶିକ୍ଷଣ କାଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ…
Read More...

ଲୁହାରଡ ମାଡ଼ରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ଗତ କାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ମାଡ ମାରିବା ପରେ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ…
Read More...

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରୁଥିବା ସମୟରେ ଏବେ ଏହା ୧୦ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି…
Read More...

ସଇଁତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ବିକ୍ଷୋଭ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ବ୍ଲକ ସଇଁତଲା ପଞ୍ଚାୟତକୁ ମରୁଡି ଦାବିରେ ଚାଷୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଇଁତଲା ସରପଞ୍ଚ ଭୀମସେନ ସ୍ୱାଇଁ, ଓକିଲ ସଙ୍ଘ…
Read More...

ହତ୍ୟାକାଣ୍ଡର ସାତ ଦିନ ପରେ ଘଟଣାର ପର୍ଦ୍ଦାଫାଶ ; ୭ ଗିରଫ

ବାଲେଶ୍ୱର  : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଁ ନିକଟ ସତ୍ୟନଗରରେ ଜମି ବ୍ୟବସାୟୀ ମାଲିକ ରମେଶ ବେହେରା(ନୁନୁ)ଙ୍କୁ ଗତ ଶନିବାର ସନ୍ଧ୍ୟାରେ ଜଘନ୍ୟ ହତ୍ୟା କରାଯାଇଥିଲା । ଜଣାଶୁଣା…
Read More...

ବିଶ୍ଵ ନାରିକେଳ ଦିବସରେ ନଡିଆ ଚାରାରୋପଣ

ସୁଆଣ୍ଡୋ :  ପ୍ରତିବର୍ଷ ସେପ୍ଟେମ୍ବର ଦୁଇ ତାରିଖ ବିଶ୍ଵ ନାରିକେଳ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ବ୍ଲକର ବିଭିନ୍ନ ସ୍ଥାନରେ ନାରିକେଳ ଦିବସ ପାଳନ କରାଯାଇଛି । ସାଣ୍ଢରା ଶାସନ ସ୍ଥିତ…
Read More...

ଡେଙ୍ଗୁ-ଭାଇରାଲ ଜ୍ୱରରେ ଏଯାଏଁ ୧୦୦ରୁ ଅଧିକ ମୃତ ; ଫିରୋଜାବାଦରୁ ୭୫

ଫିରୋଜାବାଦ : ଉତ୍ତରପ୍ରଦେଶରେ ଡେଙ୍ଗୁ ଓ ଭାଇରାଲ ଜ୍ୱରର କାୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖାଯାଉଛି। କେବଳ ଫିରୋଜାବାଦରେ ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି।ମଥୁରାରେ ୧୭, ମୈନପୁରୀରେ ୩, କାସଗଞ୍ଜରେ ୨ ଜଣ…
Read More...

ଉତ୍ତରପ୍ରଦେଶରେ ଭାଇରାଲ ଜ୍ୱରର କାୟା ; ପ୍ରତିଦିନ ହଜାର ହଜାର ସଂଖ୍ୟକ ରୋଗୀ ଆସୁଛନ୍ତି ହସ୍ପିଟାଲ

ଗୋଣ୍ଡା : ଉତ୍ତରପ୍ରଦେଶରେ ବ୍ୟାପୁଥିବା ରହସ୍ୟମୟ ଜ୍ୱରର କାୟା ଏବେ ଜିଲାର ମଧ୍ୟ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଗାଁରୁ ନେଇ ସହର ଯାଏଁ ଭାଇରାଲ ଜ୍ୱରର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ…
Read More...

ଦିନ ୨ଟା – ମୁଖ୍ୟ ଖବର

ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲା ବରାଦର ଏ ପର୍ୟ୍ୟନ୍ତ କେନ୍ଦ୍ର ବଜେଟର ୩୭.୯% କୋଭିଡ ଟିକା କିଣାରେ ଖର୍ଚ୍ଚ ହୋଇଛି: ଆରଟିଆଇ ତଥ୍ୟ ଗୁପଚୁପ ପାଇଁ ଆତ୍ମହତ୍ୟା କଲେ ସ୍ତ୍ରୀ ବିବାହ ଉତ୍ସବରେ ନାଚିଲେ…
Read More...

ଲାଞ୍ଜିଗଡରେ ସେରୋସର୍ଭେ,ମସ୍କାପଦର ଓ ଜଗନ୍ନାଥପୁରରେ ରକ୍ତ ନମୁନା ସଂଗ୍ରହ

ଲାଞ୍ଜିଗଡ଼ : ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଇସିଏମ୍ଆର ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସେରୋସର୍ଭେ କରାଯାଉଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକ ମସ୍କାପଦର ଓ ଜଗନ୍ନାଥପୁର ଠାରେ ଏହି ସର୍ଭେ…
Read More...

ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତର କାଦୋବେଡା ଗାଁରେ। ୬୦ ବର୍ଷୀୟ ରିଚେକ ବନଛୋର ବିଷ ପିଇ ଆତ୍ମହତ୍ୟା…
Read More...

ଗୁପଚୁପ ପାଇଁ ଆତ୍ମହତ୍ୟା କଲେ ସ୍ତ୍ରୀ

ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ଗୁପଚୁପ୍‍ ଖାଇବାରେ ନାପସନ୍ଦ (କ୍ରୋଧ)ହୋଇ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବିଷ…
Read More...

ନିର୍ମାଣଧୀନ ବ୍ରିଜ ଉପରୁ ୨ ମୃତଦେହ ଜବତ

ଯାଜପୁର : ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ଆଜି ୨ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମିର୍ଜାପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣଧୀନ ବ୍ରିଜ ଉପରୁ…
Read More...

ସାଧାରଣ ବୈଠକ ସହ ବିଜେପି ଜିଲ୍ଲା ଆର ଟି ଆଇ କାର୍ୟ୍ୟାଳୟ ଉଦଘାଟିତ 

ବେଗୁନିଆ  : ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ଅନ୍ତର୍ଗତ ସିମୋର ଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ବିଜେପି ଜିଲ୍ଲା ଆର ଟି ଆଇ କାର୍ୟ୍ୟାଳୟ…
Read More...

ନ୍ୟୁୟର୍କରେ ବାତ୍ୟା ‘ଇଡା’ ତାଣ୍ଡବ ; ୪୦ରୁ ଅଧିକ ମୃତ

ନ୍ୟୁୟର୍କ : ନ୍ୟୁୟର୍କରେ ବାତ୍ୟା ‘ଇଡା’ ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଏଯାଏଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଯାଏଁ ନିଖୋଜ ରହିଛନ୍ତି ବୋଲି ଖବର ମିଳିଛି। ବାତ୍ୟା ପ୍ରଭାବରେ ମଙ୍ଗଳବାର…
Read More...

ଦିନ ୧୧ଟା – ମୁଖ୍ୟ ଖବର

ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର ଭୁବନେଶ୍ୱର : ବିଧାନସଭାରେ ଆରମ୍ଭରେ କଂଗ୍ରେସର ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ କେନ୍ଦ୍ର କରି ହଟ୍ଟଗୋଳ ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରୋନାରେ…
Read More...

ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର

ଟୋକିଓ: ଟୋକିଓ ପାରା ଅଲମ୍ପିକରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଥିବା ଦେଖାଯାଉଛି। ଆଜି ଭାରତକୁ ଆଉ ଏକ ପଦକ ମିଳିଛି। ନୋଏଡାର ପ୍ରବୀଣ କୁମାର ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରବୀଣ କୁମାର ୨.୦୭ ମିଟର…
Read More...

ରାହାଡପୁର କଳାପଥରଖାଦାନରେ ଚଢାଉ, କମ୍ପ୍ରେସର, ଗାଡି ଜବତ, ଦୁଇଜଣ ଅଟକ

ଗଡମଧୁପୁର : ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ଖାଦାନ ଉପରେ ଆଜି ସକାଳୁ ତହସିଲ ପକ୍ଷରୁ ଚଢାଉ କରିବା ଫଳରେ ଗୋଟିଏ କମ୍ପ୍ରେସର ଓ ୫ଟି ହାଇୱା ଗାଡି ଜବତ କରାଯିବା ସହିତ ଦୁଇଜଣ ଅଟକ ରଖାଯାଇଥିବା ଜଣାଯାଇଛି।…
Read More...

ସିଦ୍ଧାର୍ଥଙ୍କ ଶେଷ ଫଟୋ ପୋଷ୍ଟ ; ଯାହାକୁ ଦେଖି ସଭିଁଙ୍କ ଆଖିରେ ଅଶ୍ରୁ

ମୁମ୍ବଇ : ଆଜି ପୁଣି ଜଣେ ପରିଚିତ ମୁହଁ ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ସିଦ୍ଧାର୍ଥଙ୍କ ଶେଷ ଫଟୋ ପୋଷ୍ଟକୁ ଦେଖି ସମସ୍ତେ…
Read More...

ସାମ୍ନାକୁ ଆସିଲା ମହାମାରୀର ଏକ ନୂଆ ଭାରିଆଣ୍ଟ ‘ମ୍ୟୁ’

ନୂଆଦିଲ୍ଲୀ : ପୁଣି କରୋନା ମହାମାରୀର ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଥିବା ନେଇ ଖବର ମିଳିଛି। ଡେଲଟା, ଡ଼େଲଟା ପ୍ଲସ, ଆଲ୍ଫା,ବିଟା,ଲାମ୍ବଡ଼ା ,ଗାମା ପରେ ଏବେ ବି.୧.୬୨୧ ଆସିଛି। ଯାହାକୁ ଏମ୍‍ୟୁ ବା ମ୍ୟୁ ବୋଲି ମଧ୍ୟ…
Read More...

ମହାବଳ ନିଖୋଜ ପରେ ନନ୍ଦନକାନରେ ଆତଙ୍କ

ଭୁବନେଶ୍ୱର : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀରୁ ମହାବଳ ବାଘ ସୁରଜ ଖସିଯିବା ପରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। କିଛି ସମୟ ମଧ୍ୟରେ ନନ୍ଦନକାନନ କର୍ମଚାରୀ ଖୋଜା ଖୋଜି କରି ବାଘକୁ ପାଇଥିଲେ। ମାତ୍ର…
Read More...

ପୋଖରୀରେ ବୁଡି ଯୁବକ ମୃତ

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ପଞ୍ଚାୟତର ମଠ ସାହି ଗ୍ରାମରେ ରହୁଥିବା ଜନୈକ ଯୁବକ ମଠ ସାହି ପୋଖରୀକୁ ଗାଧେଇବାକୁ ଯାଇ ପାଣିରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ନାମ ଦେବରାଜ ପ୍ରଧାନ…
Read More...

ହରଭଙ୍ଗାରେ ନୂତନ ବି.ଡି.ଓଙ୍କ ଦାୟିତ୍ୱଗ୍ରହଣ 

ହରଭଙ୍ଗା  : ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ଭାବେ ସୁବାଷ ଯାନୀ ଦାୟିତ୍ୱ ଗ୍ରହଣ କରିଛନ୍ତି।ଗତ ଅଗଷ୍ଟ ୩୧ରେ ତତ୍କାଳୀନ ବି.ଡି.ଓ ନୀଳକଣ୍ଠ ବେହେରା ଚାକିରୀରୁ ଅବସରପରେ ବି.ଡି.ଓ ଦାୟିତ୍ୱକୁ ନେଇ ନାନା କଳ୍ପନାଜଳ୍ପନା…
Read More...

ହରଭଙ୍ଗା ବ୍ଲକ ମରୁଡିସ୍ଥିତି ପରଖିଲା ବିଜେପି କୃଷକ ମୋର୍ଚ୍ଚା ଟିମ୍

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଦେଖାଦେଇଥିବା ମରୁଡିସ୍ଥିତି ପରଖିବା ପାଇଁ ଭୁବନେଶ୍ୱରରୁ ବିଜେପି କୃଷକ ମୋର୍ଚ୍ଚାର ଏକ ୫ଜଣିଆ ପ୍ରତିନିଧି ଦଳ ହରଭଙ୍ଗା ବ୍ଲକର ଉଦେପୁର ଏବଂ ଶରଦ୍ଧାପୁର ଗ୍ରାମ ପରିଦର୍ଶନ କରିଥିବା…
Read More...

ଦିନ ୨ଟା – ମୁଖ୍ୟ ଖବର

ବିଗ୍‍ ବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ; ହୃଦଘାତରେ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ଗଣେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମର ମାର୍ଗଦର୍ଶିକା ଜାରି ବିଜେବି କଲେଜର ୨ ହଷ୍ଟେଲ…
Read More...

ବର୍ଷାରେ ବେହାଲ ରାଜଧାନୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତାର ଜାରି ରହିଥିବା ବର୍ଷାର ପ୍ରଭାବରେ ମହାମାୟା ପ୍ଲାଇଓଭରର ନିକଟରେ ଏକ୍ସପ୍ରେସୱେ ଓ ରିଙ୍ଗ ରୋଡ ସମେତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାରୁ ରାସ୍ତାଘାଟ ଜାମ୍‍ ହୋଇଥିବା ଭଳି…
Read More...

ଦେଶରେ ଆଉ ନୂଆ ସଂକ୍ରମିତ ୪୭,୦୯୨ ; ମୃତ ୫୦୯

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ଅତିକ୍ରମ କରିଛି। ୨୪ଘଣ୍ଟାରେ ଆଉ ୪୭,୦୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୫୭,୯୩୭କୁ ବୃଦ୍ଧି…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଠାରୁ ୩ଟି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ଯିବେ ଆସାମରେ ଚଳିତ ବନ୍ୟାରେ ୨୨ ଜିଲା ପ୍ରଭାବିତ; ୬.୪୭ ଲକ୍ଷ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହରିଆଣାରେ ପରିବାରର ୪…
Read More...

ଓଠ ପାଇଁ କଫି ଗୁଣ୍ଡ

ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏଭଳି କିଛି ଉପାୟ ଯାହା ଏହି ସମ୍ୟାକୁ ୧୦…
Read More...

ଅଜଣାଗାଡି ଧକ୍କାରେ ୪ଗାଈ,ବାଛୁରୀ ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଠିଡିକାଯୋର ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଅଜଣାଗାଡି ଧକ୍କାରେ ଦୁଇଟି ଗାଈ,ଦୁଇଟି ବାଛୁରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ସକାଳୁ…
Read More...

ଉଦ୍ୟାନ ବିଭାଗର ଅସହଯୋଗ ମନୋଭାବ ଅଭିଯୋଗ ; ଆନ୍ଦୋଳନକୁ ଓହ୍ଲାଇବ ଛତୁଚାଷୀ ମହାସଂଘ

ପିପିଲି: ପୁରୀ ଜିଲାର ଛତୁଚାଷୀଙ୍କ ପ୍ରତି ଉଦ୍ୟାନ ବିଭାଗର ବେଖାତିର ଓ ଅସହଯୋଗ ମନୋଭାବକୁ ନେଇ ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘର ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଛି। ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ…
Read More...

ସମାଜ ପ୍ରଭାବ ; ସାମାଜିକ ସୁରକ୍ଷାରେ ସାମିଲହେଲେ ସୁଭଦ୍ରା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକସ୍ଥିତ ପୁରୁଣାକଟକ ଥାନା ପଛପାଖରେ ବିଧବା ସୁଭଦ୍ରା ବେହେରା ଦୁଇ ପୁଅ,ଝିଅଙ୍କୁ ଧରି ଅସହାୟ ଅବସ୍ଥାରେ ଦିନକାଟୁଥିବା ଏକ ଶୀର୍ଷକ ଖବର ଗତ ୨୮ତାରିଖ ସମାଜରେ…
Read More...

ଶାସ୍ତ୍ରୀନଗରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ରେଙ୍ଗାଲିକେମ୍ପ : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଅନେକ ମନ୍ଦିର ,ଗ୍ରାମ ମାନଙ୍କରେ ବଡ ଧୁମଧାମରେ ପାଳିତ ହୋଇଥାଏ ।କୁମାରୀ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ୟ୍ୟନ୍ତ ସମସ୍ତ କୃଷ୍ଣ ପ୍ରେମୀ ଏହି…
Read More...

ବାଇକ୍ ଧକ୍କାରେ ତିନି ଜଣ ଗୁରୁତର

ରେଙ୍ଗାଲିକେମ୍ପ : ଗତକାଲି ସନ୍ଧ୍ୟା ପ୍ରାୟ ପାଞ୍ଚ ଟାରେ ଅତାବିରା ବ୍ଲକ ଲାଦେରପାଲି ସ୍ଥିତ ସେବାଶ୍ରମ ସ୍କୁଲ୍ ସମ୍ମୁଖରେ ଏକ ବାଇକ୍ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣା ସୂତ୍ରରୁ ଜଣାପଡିଛି ଯେ ଏକ ବାଇକ୍…
Read More...

ବୌଦ୍ଧ ଜିଲ୍ଲାରୁ ପୁଣି କରୋନା ସଂକ୍ରମିତ ହେଲା ଶିଶୁ

ବୁର୍ଲା : ବୌଦ୍ଧ ଜିଲ୍ଲାର ପୁଣି ଜଣେ ଶିଶୁ ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବୁର୍ଲା ଭିମସାର ଦ୍ୱିତୀୟ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିବା ହସପିଟାଲ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି।…
Read More...

ପୁର ପଲ୍ଲୀରେ ନନ୍ଦଉତ୍ସବ

ସୁଆଣ୍ଡୋ :  ପୁରୀଜିଲା ସତ୍ୟବାଦୀର ପୁରପଲ୍ଲୀରେ ନନ୍ଦୋତ୍ସବ ସମାରୋହରେ ପାଳିତ ହୋଇ ଯାଇଛି । ଶତାଧିକ ବର୍ଷଧରି ଆନନ୍ଦପୁର ଗ୍ରାମରେ ନନ୍ଦୋତ୍ସବ ପାଳିତ ହୋଇ ଆସୁଛି । ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଏହା ଆୟୋଜନ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ

ଗାଜିୟାବାଦ : ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ଏକ ବଡ ଧରଣର ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ବୋଲି ଜଣାପଡିଛି। ଜଣଙ୍କ ଅବସ୍ଥା ଏବେ ମଧ୍ୟ…
Read More...

 ଟୀକା ନେବା ପାଇଁ ଲମ୍ବା ଧାଡ଼ି ; ୨୦୦ରୁ ଉର୍ଦ୍ଧ୍ୱ ପରିବାର ସ୍ୱାସ୍ଥ୍ୟ କେନ୍ଦ୍ରରେ

ମୋହନା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ପ୍ରଥମ ଓ ୨ୟ ପାନ ଟୀକାକରଣ । ପ୍ରତେକ ଦିନ ୩୦୦ରୁ ଉର୍ଦ୍ଧ୍ଵ ଲୋକ ନେଉଛନ୍ତି ଟୀକା ।…
Read More...

ବ୍ୟବସାୟୀଙ୍କ ଘରୁ ସୁନା ରୂପା ଅଳଙ୍କାର ଚୋରି

କଲମପୁର : କଳାହାଣ୍ଡି କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା…
Read More...