ଦିନ ୨ଟା – ମୁଖ୍ୟ ଖବର

ଭାରତ ଏବେ ଏକ ଅଗ୍ରଣୀ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ପଥରେ ଅଗ୍ରସର ହେଉଛି- ପ୍ରଧାନମନ୍ତ୍ରୀ ଇଡି, ସିବିଆଇ ଅଧିକାରୀ ହାଜର ହେବାକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ନିର୍ଦ୍ଦେଶ ୨ ଦିନର ବର୍ଷା…
Read More...

ଖେଳୁଥିବା ବେଳେ କାନ୍ଥ ଭୁଷୁଡି ଜଣେ ଶିଶୁ ମୃତ ; ୬ ଆହତ

ଗଞ୍ଜାମ : ଖେଳିବା ବେଳେ କାନ୍ଥ ଭୁଷୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ରାଶିବାଡି ରାମଚନ୍ଦ୍ରପୁର ଗାଁରେ ଘଟିଛି। ଏକ ଘର ନିକଟରେ…
Read More...

ସାକ୍ଷୀଗୋପାଳ ମନ୍ଦିରରେ ରାଧାଷ୍ଟମୀ ପାଳିତ

ସୁଆଣ୍ଡୋ : ପୁରୀଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧା ଠାକୁରାଣୀଙ୍କ ଜନ୍ମୋତ୍ସଵ ମଂଗଳବାର ପାଳିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୋଖରିଆ ଧୁଆପୋଛା କରାଯାଇ କରଣ ପଣ୍ଡିତ ମୁରୁଜରେ ଭଦ୍ର ମଣ୍ଡଳ କାଟି ଥିଲେ।…
Read More...

ଦିନ ୧୨ଟା – ମୁଖ୍ୟ ଖବର

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଅନୁଗୁଳ-ତାଳଚେର ରେଳପଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୧୨ଟି ଟ୍ରେନ ବାତିଲ ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖୋର୍ଦ୍ଧା ଜିଲାରୁ…
Read More...

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ରାଉରକେଲା ଗସ୍ତରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇଜିଏଚ ସୁପର ସ୍ପେଶାଲିଟି…
Read More...

ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଚମ୍ବା : ହିମାଚଳ ପ୍ରଦେଶର ଚମ୍ବା ଜିଲାର ତିସା ଥାନା ଅନ୍ତର୍ଗତ ଅଞ୍ଚଳରେ ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରେ ଏକ ଘରେ ହଠାତ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ…
Read More...

ଥଣ୍ଡା ପାଗରେ ସ୍ୱାଦିଷ୍ଟ ସୁପ୍‍

ଆବଶ୍ୟକ ସାମଗ୍ରୀ ଫୁଲ କୋବି – ୧ଟି ଗାଜର – ୧ଟି କଟା ପିଆଜ – ୧ଟି କଟା ରସୁଣ – ୨ ରୁ ୩ଟି ତେଲ – ଅଳ୍ପ ଧନିଆ ପତ୍ର – ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ – ଅଳ୍ପ କ୍ଷୀର – ୧ କପ ରୁ କମ ପ୍ରସ୍ତୁତି…
Read More...

ଗଛ ପଡି ରାସ୍ତା ବନ୍ଦ

ଯାଜପୁର  : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ଅଣ୍ଟିଆ ଗ୍ରାମ ପଂଚାୟତର ତଳସାହି ଗ୍ରାମ ମୁଣ୍ଡରେ ଏକ ପୁରାତନ ବର ଗଛ ଲଗାଣ ବର୍ଷାରେ ଉପୁଡି ରାସ୍ତା ବନ୍ଦ ହୋଇଛି। ଫଳରେ ଗମନାଗମନରେ ବାଧା ଦୃଷ୍ଟି ହେବା ସହ ଗ୍ରାମକୁ…
Read More...

ଦିଲ୍ଲୀରେ ଭୁଷୁଡିଲା ୪ ମହଲା କୋଠା ; ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ : ବର୍ଷାର ତାଣ୍ଡବ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ପରିବା ମାର୍କେଟରେ ଏକ ୪ ମହଲା କୋଠା ଭୁଷୁଡି ପଡିଛି। ଅନେକ ଲୋକେ ଏହା ତଳେ ଦବି ହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।…
Read More...

୩ କେଜି ସୁନାରେ ଲେହେଙ୍ଗା

ସୁରତ : ଭିନ୍ନ ଭିନ୍ନ ପୋଷାକର ଡିଭାଇନ ମଧ୍ୟ ବିଭିନ୍ନ। ସଭିଏଁ ନିଜର ଚାହିଦା ଓ ପସନ୍ଦ ଅନୁଯାୟୀ ପୋଷାକ କିଣିଥାଆନ୍ତି। ତେବେ ସାଧାରଣତଃ ଲେହେଙ୍ଗା ବିବାହ, ସ୍ୱତନ୍ତ୍ର ପୂଜାପର୍ବାଣି ସମୟରେ ପିନ୍ଧିଥାଆନ୍ତି। ତେବେ…
Read More...

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୮ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିନ୍ତାମଣି ସ୍ଥିତ ମରନାୟକନହଲ୍ଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ ସହ ଦ୍ରୁତ ଗତିରେ ଆସୁଥିବା ଜିପ୍‍ ବାଡେଇ ହୋଇ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ କରୋନା ଆକ୍ରାନ୍ତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୦୪ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ତାଲିକା ପ୍ରକାଶ, ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ…
Read More...

ଲଗାଣ ବର୍ଷା : ସାମୁଦ୍ରିକ ଉଚ୍ଚ ଜୁଆର ପ୍ରଭାବରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ପାଣି

ଆରଡି : ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ଧାମରା ସମୁଦ୍ର ମୁହାଣରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି…
Read More...

ଅଠରନଳା ନିକଟସ୍ଥ ନୀଳଚକ୍ର ନଗର ଜଳମଗ୍ନ

ପୁରୀ : ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ  ।  ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀରେ ଲୋକଙ୍କ ଘର ଭିତରେ ବର୍ଷାପାଣି। ଅଠରନଳା ନିକଟସ୍ଥ ନୀଳଚକ୍ର ନଗରରେ ଅଧିକାଂଶ ଲୋକଙ୍କ ଘରେ…
Read More...

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ରହିଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩,…
Read More...

୧୨ ଜିଲାରେ ରେଡ ୱାର୍ଣ୍ଣିଂ ଜାରି ; ୧୩ ଏଵଂ ୧୪ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଟ୍ୱିନ ସିଟି ସମେତ ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇ ରହିଛି।ଏହାସହ ପାଣିପାଗ ବିଭାଗ ପକ୍ଷରୁ ୧୨ଟି ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରେଡ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ୧୩  ଏଵଂ ୧୪ ତାରିଖ ଦିନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ…
Read More...

ପ୍ରବଳ ବର୍ଷାରେ ବେହାଲ ପୁରୀ

ପୁରୀ : ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପର୍ଯ୍ୟଟନ ସହର ପୁରୀ । ବର୍ଷାରେ ବେହାଲ ସାରା ସହର। ପ୍ରବଳ ବର୍ଷା ଯୋଗୁଁ ପୁରୀର ସବୁ ଶିକ୍ଷାନୁଷ୍ଠାନରେ ପାଣି।…
Read More...

ପୁରୀ ଓ ରାଜଧାନୀରେ ରେକର୍ଡ ସୃଷ୍ଟି କଲା ବର୍ଷା

ଭୁବନେଶ୍ୱର :ଗତକାଲି ଠାରୁ ଟ୍ୱିନ ସିଟି ସହ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ଲଗାଣ ବର୍ଷା। ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା ବିତ୍ପାତ । ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି।…
Read More...

ଲଗାଣ ବର୍ଷା ; କାନ୍ଥ ପଡି ୨ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏକ ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ ଘଟିଛି। ଗରଦପୁର…
Read More...

ବୃଦ୍ଧାଶ୍ରମରେ ନୂଆଁଖାଇ ପାଳିଲେ ଜିଲ୍ଲାପାଳ

ହରଭଙ୍ଗା  : ସରକାରୀ ଛୁଟି ମିଳିଲେ ପରିବାର ସହିତ ଛୁଟିଦିନ କଟାଇବା ପାଇଁ ସବୁ ସରକାରୀ କର୍ମଚାରୀ ସମସ୍ତେ ଚାହିଁବସିଥାନ୍ତି। ସବୁବେଳେ ନୂତନ ଚିନ୍ତନରେ ରହୁଥିବା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଛୁଟିଦିନରେ…
Read More...

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ରେଡ୍‍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଆସନ୍ତା କାଲି ସକାଳ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲାକୁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାମଧ୍ୟରେ ପୁରୀ,…
Read More...

୧୩ ଗରିଲା କରୋନା ପଜିଟିଭ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଜର୍ଜିଆସ୍ଥିତ ଆଟଲାଣ୍ଟା…
Read More...

ଦିନ ୧ଟା – ମୁଖ୍ୟ ଖବର

କଟକ : ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କଟକ ୧୨ ଘଣ୍ଟିଆ ବନ୍ଦ ଡାକରା ; ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ପ୍ରସଙ୍ଗକୁ କେନ୍ଦ୍ର କରି ବନ୍ଦ ଡାକରା ଭୁବନେଶ୍ୱର : ରାଜ୍ୟରେ ୨ଦିନ ପ୍ରବଳ ବର୍ଷା ; ଆଜି ୮…
Read More...

ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା  : ହରଭଙ୍ଗା ବ୍ଲକ ଚାରିଛକ ରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ଶନିବାର ଅପରାହ୍ନରେ ଅସରାଏ ବର୍ଷା ରେ କୁଢ଼ କୁଢ଼ ଆବର୍ଜନା ବିଭିନ୍ନ ସ୍ଥାନରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି…
Read More...

ବଙ୍ଗୋମୁଣ୍ଡା ଜମିଦାର ପଡ଼ାରେ ଲୁଟ ଉଦ୍ୟମରେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ

କଣ୍ଟାବାଞ୍ଜି : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପ୍ରହରରେ ହତ୍ୟାକାଣ୍ଡ ଘଟିଯାଇଛି ।ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ,ଚୋରି ଘଟଣା ଘଟୁଛି ।  ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଭୁବନେଶ୍ୱର : ରାଜ୍ୟରେ ୨ଦିନ ପ୍ରବଳ ବର୍ଷା ; ଆଜି ୮ ଜିଲାକୁ ଅରେଞ୍ଜ ଓ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ; ରାଜ୍ୟରେ ୧୬ଟି ସହରରେ ହେବ ନିଟ୍‍ ପରୀକ୍ଷା ବ୍ରହ୍ମପୁର :…
Read More...

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬ କରୋନା ଅକ୍ରାାନ୍ତ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ପୁରୀରୁ ୨ ଲେଖାଏଁ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା…
Read More...

ଦେଶରେ ହ୍ରାସ ସଂକ୍ରମିତ ସଂଖ୍ୟା ; ୩୩୮ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ଆଉ ୨୮,୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୬,୯୨୧କୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪୯ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୭୦୦ ମଧ୍ୟରେ ସମୀତି ରହିଛି। ୨୪ ଘଣ୍ଟାରେ ଆଉ ୬୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।…
Read More...

ନିଖୋଜ ନାବାଳିକା ଉଦ୍ଧାର 

ବେଗୁନିଆ :  ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ଗ୍ରାମର ଅଜୟ କୁମାର ସୁବୁଦ୍ଧିଙ୍କ ନାବାଳିକା ଝିଅ ଗତ ୯ ତାରିଖ ଦିନ ରାତିରେ ଘରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକମାନେ ତାକୁ ବହୁ ଖୋଜା ଖୋଜି କରି ନ…
Read More...

ଟାଟା ଏ ସି ଗାଡିରୁ ବ୍ୟାଟେରୀ ଚୋରି ; ବ୍ୟାଟେରୀ ଜବତ, ଜଣେ ଗିରଫ 

ବେଗୁନିଆ:  ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗ।ରସିଂହ ଗ୍ରାମରୁ ଗତକାଲି ରାତିରେ ଘର ଆଗରେ ଥିବା ଏକ ଟାଟା ଏ ସି ଗାଡିରୁ ସେହି ଗ୍ରାମର ଜଣେ ବ୍ୟକ୍ତି ବ୍ୟାଟେରୀ ଚୋରି କରି ନେଇ ପଳାଉଥିବା ସମୟରେ ଗାଡି ମାଲିକଙ୍କ ସହିତ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ 

ବେଗୁନିଆ : ବେଗୁନିଆ ଥାନା କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କାଚେରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜନୈକ ବ୍ୟକ୍ତି ଅନ୍ୟଜଣଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହିତ ଗୃହକର୍ତାଙ୍କୁ ଏକ ବୋତଲରେ…
Read More...

କରୋନାରେ ଆକ୍ରାନ୍ତ ବେଗୁନିଆ ତହସିଲଦାର

ବେଗୁନିଆ : ଜନସାଧାରଣଙ୍କ ଠାରୁ କୋଭିଡ ମହାମାରୀକୁ ଦୁରେଇ ରଖିବା ପାଇଁ ସରକାର ପ୍ରଣୟନ କରୁଥିବା ବିଭିନ୍ନ କୌଶଳ ଏବଂ ନୀତିନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ଲୋକମାନେ କିପରି କରୋନାଠାରୁ ଦୂରରେ ରହିବେ…
Read More...

ଏହି ଉପାୟରେ ଏସିଡ଼ିଟି ବଦହଜମି ଭଳି ସମସ୍ୟାରୁ ମିଳେ ମୁକ୍ତି

ମିଠା ଜାତୀୟ ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ଏପରି ଖୁବ କମ ଲୋକ ଅଛନ୍ତି, ଯେଉଁମାନଙ୍କୁ ମିଠା ପସନ୍ଦ ନୁହେଁ। ବିଭିନ୍ନ ସମୟରେ ଯେପରି କି ଖରା, ବର୍ଷା, ଶୀତ ଆଦିରେ ଆମକୁ ଭିନ୍ନ ଭିନ୍ନ ପ୍ରକାର ମିଠା ଜାତୀୟ…
Read More...

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଫେରାଇଲେ ଥାନା ଅଧିକାରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଗ୍ରାମ ନିକଟସ୍ଥ ବୁଲାଣିରେ ବାଇକର ଭାରସାମ୍ୟ ରକ୍ଷା କରିନପାରି ରାସ୍ତା କଡ଼କୁ ଛିଟିକି ପଡିଥିଲେ ଜଣେ ଯୁବକ । ଯାହାଫଳରେ ବାଇକ ଚାଳକଙ୍କ ଆଖି ପାଖରେ ଆଘାତ…
Read More...

ଦିନ ୨ଟା – ମୁଖ୍ୟ ଖବର

ରାଜପୁରାରେ ବିସ୍ଫୋରଣ ; ୩ ଶିଶୁ ଗୁରୁତର ୯/୧୧ ମାନବ ଜାତି ଉପରେ ଆକ୍ରମଣ ଥିଲା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସ୍ଥାୟୀ ସମାଧାନ ଭାରତ ଶିକ୍ଷା ଦେଉଥିବା ମାନବିକ ମୂଲ୍ୟବୋଧରେ ରହିଛି ସୁପ୍ରିମକୋର୍ଟ…
Read More...

ଦୋକାନକୁ ଧକ୍କା ଦେଇ ଓଲଟିଲା କାର୍‍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଅନ୍ତର୍ଗତ ଏକଚାଳିଆ ଗ୍ରାମ୍ୟଛକ ଠାରେ ଶନିବାର ସକାଳେ ଏକ କାର୍‍ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଦୋକାନକୁ ଧକ୍କା ଦେବା ପରେ ଓଲଟି ପଡିଥିଲା । ଏଥିରେ ଦୋକାନୀଙ୍କ…
Read More...

ରାଜପୁରାରେ ବିସ୍ଫୋରଣ ; ୩ ଶିଶୁ ଗୁରୁତର

ରାଜପୁରା : ପଞ୍ଜାବର ରାଜପୁରାରେ ଏକ ଅଭାବନୀୟ ଘଟଣା ଘଟିଥିବା ଆଜି ଖବର ମିଳିଛି। ରାଜପୁରା ସନ୍ଥନଗରରେ ପୂର୍ବାହ୍ନ ୧୦ଟାରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶିଶୁ ଆହତ ହୋଇଛନ୍ତି। ସଭିଁଙ୍କ ବୟସ ୬ ରୁ ୧୨ ବର୍ଷ…
Read More...

ନିଜ ଶୋଇବା ଘରେ ଆତ୍ମହତ୍ୟା କଲେ ବିବାହିତ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଞ୍ଚିବେଡା ଗ୍ରାମରେ ଗତ ବିଳମ୍ବିତ ରାତିରେ ଜଣେ ବିବାହିତା ମହିଳା ନିଜ ଶୋଇବା ଘରେ ପିନ୍ଧା ଶାଢୀରେ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ସେହି ଗ୍ରାମର ବିଶୁନୁ ମୁଣ୍ଡାଙ୍କ…
Read More...

ସାକ୍ଷୀଗୋପାଳଙ୍କ ଦୋଳବେଦୀ ଉପରେ ବୈଠକ

ସାକ୍ଷୀଗୋପାଳ :  ସାକ୍ଷୀଗୋପାଳ ମନ୍ଦିର ଓ ମନ୍ଦିର ଚତୁର୍ପାଶ୍ୱ ଉନ୍ନୟନ ନିମନ୍ତେ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ସାକ୍ଷୀଗୋପାଳ ମନ୍ଦିର ଭୂ ସମ୍ପତ୍ତି ଉପରେ ବ୍ୟବସାୟ ଓ ଘର କରି ରହୁଥିବା ୧୨୩ ଜଣ…
Read More...

ଗୋରୁ ବୋଝେଇ ଗାଡି ଜବତ; ଚାଳକ ଗିରଫ

ବେଗୁନିଆ  : ଏକ ଟାଟା ଏ ସି ଗାଡ଼ିରେ ୧୩ ଟି ଗାଈ ବଳଦ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ନେଇ ଯାଉଥିବା ଗୋରୁ ଗାଡିଟିକୁ  ସନ୍ଧ୍ୟାରେ ବେଗୁନିଆ ପୁଲିସ ଟୀକାତାଳ ଠାରୁ ଜବତ କରିବା ସହିତ ଗାଡି ଚାଳକକୁ ଗିରଫ କରିଛି…
Read More...

ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସକାଳ ୮ଟା୫୦ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ…
Read More...

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

କନ୍ଧମାଳ : କନ୍ଧମାଳ ଜିଲା ସଦର ଥାନା ଅଞ୍ଚଳ ତୁଡ଼ିପାଜୁ  ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ରହିଛନ୍ତି। ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କଂହର ରାତ୍ରି ସମୟରେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ; ମା’ସମଲେଇଙ୍କ ନିକଟରେ ଲାଗି ନବାନ୍ନ ଯୋଶିମଠରେ ଭୂକମ୍ପ ଅନୁଭୂତ; ତୀବତ୍ରା ରିକ୍ଟର ସ୍କେଲରେ ୪.୬ ଆଜି ଦିନରେ ଆମେରିକାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)ର ୨୦…
Read More...

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକରୁ ୨,ବାଲେଶ୍ୱର,ଢେଙ୍କାନାଳ, ଜଗତସିଂହପୁର, ଯାଜପୁର,ମାଲକାନଗିରି ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ…
Read More...

ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡିଶା। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଉଛି…
Read More...

ନୂଆଁଖାଇ ଜୁହାର ; ପଶ୍ଚିମ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଭିନନ୍ଦନ ଜଣାଇ ମୋଦୀ ଟ୍ୱିଟ ଯୋଗେ କହିଛନ୍ତି, ଦେଶ…
Read More...

ଆଜି ନୂଆଁଖାଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଗାଁ ଠାରୁ ନେଇ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଆଜି ନବାନ୍ନ ଲାଗି କରାଯିବ। କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ…
Read More...

ସଡକ ଦୁର୍ଘଟଣା ; ୨ ମୃତ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଟ୍ରକକୁ ପଛରୁ ଏକ ବାଇକ ପିଟିବାରୁ ୨ ଜଣଙ୍କ ଜୀବନ…
Read More...

ଜାଣନ୍ତୁ ଟମାଟୋର ଆଶ୍ଚର୍ଯ୍ୟଜନକ ଲାଭ

ବିଲାତି ପରିବା ଭାବେ ଜଣାଯାଉଥିବା ଟମାଟୋ କେବଳ ଯେ ତରକାରୀର ରଙ୍ଗ ଓ ସୁଆଦ ବଢ଼ାଇଥାଏ, ତା’ ନୁହେଁ। ବରଂ ସ୍ବାସ୍ଥ୍ୟ ପାଇଁ ଏହା ଏକ ସର୍ବୋତ୍ତମ ପରିବା ଭାବେ ପରିଚିତ। ଆଜିକାଲି ପ୍ରାୟତଃ ଅଧିକାଂଶ ବ୍ୟଞ୍ଜନରେ ଟମାଟୋର…
Read More...

ଆଜି ପବିତ୍ର ଗଣେଶ ଚତୁର୍ଥୀ ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। गणपति बाप्पा मोरया!गणेश…
Read More...

ବାଦାମ ମୋଦକ

ଆବଶ୍ୟକ ସାମଗ୍ରୀ ସୁଜି – ୪ କପ ଖିର – ଆବଶ୍ୟକ ପରିମାଣରେ ପେଷା ଚିନି – ୧ କପ କାଜୁ – ୫ ଟି ପେସ୍ତା ବାଦାମ – ୫ଟି ବାଦାମ – ୧୦ ରୁ ୧୨ ଟି ଘିଅ – ଆବଶ୍ୟକ ଅନୁଯାୟୀ ମିଲକି ମେଡ୍‍଼ – ଆବଶ୍ୟକ ଅନୁଯାୟୀ…
Read More...

୮୦ ଲକ୍ଷର ଗଞ୍ଜେଇ ଜବତ ; ଜଣେ ଗିରଫ

ଭଞ୍ଜନଗର : ପିକଅପ ଭ୍ୟାନରୁ ୩୨୦ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗଜପତି-ଗଞ୍ଜାମ ରାସ୍ତାର ବଡଗଡ ଥାନା ଅନ୍ତର୍ଗତ ଡାଳଖାଇ ନିକଟରୁ ଏହି ଗଞ୍ଜେଇ ଜବତ…
Read More...

ଦିନ ୧ଟା – ମୁଖ୍ୟ ଖବର

କୁଖ୍ୟାତ ଅପରାଧୀ ମୁଖ୍‍ତାର ଆନସାରୀ ଆଉ ବିଏସପି ପ୍ରାର୍ଥୀ ନୁହନ୍ତି- ମାୟାବତୀ ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଗଣେଶ ପୂଜା ଆଜି ପବିତ୍ର ଗଣେଶ ପୂଜା ; ଟ୍ୱିନ ସିଟି ସହ ସମସ୍ତ ସ୍ଥାନରେ କୋଭିଡ କଟକଣା ମଧ୍ୟରେ…
Read More...

ଫିକା ପଡିଲା ଗଣେଷ ପୂଜା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଫିକା ପଡ଼ିଲା ଗଣେଷ ପୂଜା । ପୂର୍ବରୁ ପ୍ରତ୍ୟେକ ଘରେ ଓ ସାହି, ଗଳିକନ୍ଦି ଛକରେ ମେଢ,ଆଲୋକ ସଜା, ତୋରଣ ତିଆରି କରି ବାଦ ବିବାଦ ହୋଇ ଧୁମଧାମରେ ପୂଜା …
Read More...

ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଗଣେଶ ପୂଜା

ଭୁବନେଶ୍ୱର : ଆଜି ସମସ୍ତ ସ୍ଥାନରେ କରାଯାଉଛି ଅଗ୍ରପୂଜ୍ୟଙ୍କ ଆରାଧନା। ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ସାଜସଜ୍ଜାରେ ସଜ୍ଜିତ କରାଯାଇଛି। ତେବେ ରାଜଧାନୀର ଫରେଷ୍ଟ ପାର୍କରେ ବକୁଲ ଫାଉଣ୍ଡେସନ ପକ୍ଷରୁ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆଜି ପବିତ୍ର ଗଣେଶ ପୂଜା ; ଟ୍ୱିନ ସିଟି ସହ ସମସ୍ତ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ହେଉଛି ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ କାଲିଠାରୁ ପାଗରେ ଘଟିବ ପରିବର୍ତ୍ତନ…
Read More...

ଦେଶରେ ଆଉ ନୂଆ ଆକ୍ରାନ୍ତ ୩୪,୯୭୩ ; ମୃତ ୨୬୦

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ଦିନକରେ ଆଉ ୩୪,୯୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି। ଦୈନିକ କରୋନା ଜନିତ ମୃତ୍ୟୁ ୧୦ରେ ସୀମତି ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା…
Read More...

ଆଜି ଠାରୁ ୩ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଆଜି ଠାରୁ ୩ ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ଅନୁଯାୟୀ, ଆଜି ଗଣେଶ ପୂଜା ଥିବାରୁ ଓ ପୂର୍ବ ଏସଓପି ଅନୁଯାୟୀ…
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆସନ୍ତାକାଲି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓ ଆଖପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି…
Read More...

ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ।

ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ୟ୍ୟେଷୁ ସର୍ବଦା ଆଜି ପବିତ୍ର ଗଣେଶ ପୂଜା।  ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା…
Read More...

ଖିର ଛେନା ଛଣା

ଆବଶ୍ୟକ ସାମଗ୍ରୀ : ଖିର (ଛେନା ପ୍ରସ୍ତୁତ ପାଇଁ) – ୧ ଲିଟର ଲେମ୍ବୁ ରସ – ୨ଚାମଚ ସୁଜି – ୨ଚାମଚ ଚିନି – ୨କପ ଗୋଲାପ ଜଳ – ଅଧା କପ୍ ତେଲ ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଗ୍ୟାସରେ ଏକ…
Read More...

ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରନ୍ତୁ

ସ୍କ୍ରବ୍ କଲେ ତ୍ବଚାର ଲୋମଛିଦ୍ର ଖୋଲିଯିବା ସହ ରଙ୍ଗ ସଫା ଦେଖାଯାଏ। ଘରୋଇ ଉପାୟରେ ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରିପାରିବେ । ତୈଳ ତ୍ବଚା ହୋଇଥିଲେ, କ୍ରିମ୍ ଯୁକ୍ତ ମଏଶ୍ଚରାଇଜର…
Read More...

ମୋହନା ମାଉସୀ ମା’ ମନ୍ଦିର ପରିସରରେ ଫୁଟିଲା ବ୍ରହ୍ମକମଳ

ମୋହନା  : ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ୫ ଶହ ମିଟର ଦୂରରେ ଥିବା ମାଉସୀ ମା' ମନ୍ଦିର ପରିସରରେ ଥିବା ତୁଳସୀ ବଗିଚା ନିକଟରେ ଗୁରୁବାର ଦିନ ଗଛରେ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ…
Read More...

ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂସଦର ୫ମ ବାର୍ଷିକ ସମ୍ମିଳନୀ

ଗୋପାଳପୁର : କନିସି ସ୍ଥିତ ଖଲିକୋଟ ବିଶ୍ଵବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂସଦ ଓ ଖଲିକୋଟ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ୫ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀକୁ ଖଲିକୋଟ…
Read More...

ବ୍ୟାଙ୍କ ଅଫ ଇଣ୍ଡିଆର ୧୧୬ ତମ ପ୍ରତିଷ୍ଠା ଦିବସ

ପାଟଣା : ବ୍ୟାଙ୍କ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖା ପକ୍ଷରୁ ମଙ୍ଗଳବାର କାର୍ୟ୍ୟଳୟ ପରିସରରେ ୧୧୬ ତମ ପ୍ରତିଷ୍ଠା ଦିବସ ଏହାର ସ୍ଥାନୀୟ ବରିଷ୍ଠ ଶାଖା ପରିଚାଳକ ଘନଶ୍ୟାମ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଦିନ ୧ଟା – ମୁଖ୍ୟ ଖବର

ଓସାମାକୁ ସୁରକ୍ଷା ଦେଇଥିବା ପାକିସ୍ତାନ ଅଲ୍‍ କାଏଦାକୁ ଆତଙ୍କ ବୋଲି କହିଲା ବ୍ୟାଙ୍କ ଅଫ ବରୋଦାର ବିଓବିୱର୍ଲଡ ଆତଙ୍କବାଦି ଅନ୍ୟତ୍ର ଆତଙ୍କି କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କଲେ…
Read More...

ଅବକାରୀ ବିଭାଗ ର ଚଢ଼ାଉ ; ୧୩୦୦ କେଜି ପୋଚ ନଷ୍ଟ , ୩୦୦ ଲିଟର ମହୁଲି ମଦ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଓ ସଦର ଅବକାରୀ ବିଭାଗ ପକ୍ଷରୁ  ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦଭାଟି ଭାଙ୍ଗିବା ସହ ୧୩୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି…
Read More...

୧୧ କେଭି ବିଦ୍ୟୁତ୍ ଆଘାତରେ ୧ ମୃତ, ୩ ଗୁରୁତର

ପାଟଣା :  ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ବଜାରରେ ୧୧ କେଭି ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଓ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ…
Read More...

ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି ଉପରେ ପଞ୍ଚଦିବସୀୟ କର୍ମଶାଳା ଉଦଯାପିତ

ପାଟଣା : ଜୁଆଙ୍ଗ ଉନ୍ନୟନ ସଂସ୍ଥା କେନ୍ଦୁଝର ଓ ଡିଜିଟାଲ ଗ୍ରୀନ ଭୁବନେଶ୍ଵରର ମିଳିତ ସହଯୋଗରେ ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ସ୍ଥିତ 'ଭାରତ' ସଂଗଠନ ପରିସରରେ ପାଞ୍ଚ ଦିନିଆ ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି…
Read More...

ମୈଦଲପୁର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ମୈଦଲପୁର ମଣ୍ଡଳ ବିଜେପିର କାର୍ୟ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ରବିନ୍ଦ୍ର ପ୍ରସାଦ ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ କାର୍ୟ୍ୟକାରିଣୀ ସଭ୍ୟ ପଦ୍ମନ…
Read More...

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ

ପୁରୀ : ଭକ୍ତଙ୍କ ପାଇଁ ଖୋଲିସାରିଛି ଶ୍ରୀମନ୍ଦିର। ତାଲାବନ୍ଦ ପରେ ମନ୍ଦିର ଖୋଲିବା ପରେ ପ୍ରତିଦିନ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି। ଏଣିକି ଶନିବାର ମଧ୍ୟ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ…
Read More...

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ; ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଦିଆଯାଇଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ଏହି…
Read More...

ପୁଷ୍ଟିହୀନତା ହ୍ରାସ ପାଇଁ ପୋଷଣ ଅଭିଯାନ କାର୍ୟ୍ୟକ୍ରମ 

ବେଗୁନିଆ : ବେଗୁନିଆ ବ୍ଲକରେ ପୁଷ୍ଟିହୀନତା ହ୍ରାସ ପାଇଁ ଶିଶୁ ବିକାଶ କାର୍ୟ୍ୟାଳୟ ତରଫରୁ ସି ଡି ପି ଓ ରଞ୍ଜୁବାଳା ସାହୁଙ୍କ ପ୍ରତେକ୍ଷ ତତ୍ୱବଧାନରେ ୨୦୨୧ ସେପ୍ଟେମ୍ବରରୁ ପୋଷଣ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି…
Read More...

ହାଇୱା ଜବତ ; ୫୫ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ : ଦୁଇଟି ସ୍ପଲ ବୋଝେଇ ଜବତ ହାଇୱାରୁ ୫୫ହଜାର ଟଙ୍କା ଜରିମାନା ଆଦାୟ ରିବା ସହ ଆଉ ଏକ ପଥରବୋଝେଇ ମିନିଟ୍ରକ ଜବତ କରାଯାଇଛି।ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର…
Read More...

ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ପୃଷ୍ଟିକର ମାସ ପାଳନ 

ବୌଦ୍ଧ / କଣ୍ଟାମାଳ : କଣ୍ଟାମାଳ ବ୍ଲକ ରେଙ୍ଗାଲି ଗ୍ରାମପଂଚାୟତ ଅନ୍ତର୍ଗତ ସାନଛେପ।ପାଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପୃଷ୍ଟିକର ମାସ ପାଳିତ ହୋଇଯାଇଛି। ଆୟୋଜିତ ବୈଠକରେ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ପାଢ଼ୀ…
Read More...

ବୟସ ୭୦; ମିଳିଲାନି ଆବାସ ଘର 

ବୌଦ୍ଧ  : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ନିରୀହ ଲୋକ ମାନଙ୍କ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ।  ସେଥି ମଧ୍ୟରୁ ଆବାସ ଯୋଜନା ଅନ୍ୟତମ।  ଗରିବ ଲୋକମାନଙ୍କ ମୁଣ୍ଡ ଉପରେ ଛ।ତ ଘର ଦେବାକୁ ଯୋଜନା କରାଯାଇଥିବା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆତଙ୍କବାଦି ଅନ୍ୟତ୍ର ଆତଙ୍କି କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କଲେ ତାଲିବାନ ଦାୟୀ ରହିବେ- ବ୍ଲିଙ୍କେନ ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭୧ କରୋନା ଆକ୍ରାନ୍ତ ସଂଗରୋଧରୁ ୪୪୮ ଓ ସ୍ଥାନୀୟ…
Read More...

ପେସାରେ ଶିକ୍ଷକ ନିଶାରେ ଗଛ ଲଗାଇବା ; ୧୦ଫୁଟ ଉଚ୍ଚତାର ଖଡାଗଛ

ବୌଦ୍ଧ : କଣ୍ଟାମାଳ ବ୍ଲକ ଶିମିଳିପଦର ଗ୍ରାମପଂଚାୟତ ଅନ୍ତର୍ଗତ ସିଆଲଝୁଲି ଗ୍ରାମରେ ଦେଖିବାକୁ ମିଳିଛି ୧୦ଫୁଟ ଲମ୍ବର ଖଡାଗଛ । ଏହି ଗାଁ ର ସରୋଜ କୁମାର ରଣାଙ୍କ ଘରେ ଏହି ଗଛ ଦେଖିବାକୁ ମିଳିଛି । ସରୋଜ ଜଣେ ଶିକ୍ଷକ ।…
Read More...

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩, ଖୋର୍ଦ୍ଧାରୁ ୨, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି…
Read More...

ଶୟନ କକ୍ଷରେ କୌଣସି ଜଳ ସ୍ରୋତ ରଖିବା ଉଚିତ ନୁହେଁ

ଯେଉଁମାନେ ବଡ଼ମାନଙ୍କର ଅପମାନ କରିଥାଆନ୍ତି ଓ ଖରାପ ବ୍ୟବହାର କରିଥାଆନ୍ତି। ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ। ଶାସ୍ତ୍ରରେ କୁହାଯାଇଛି, ବଡ଼ମାନଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି…
Read More...

ଖଟାମିଠା ଗାଜର ଚଟଣୀ

ଆବଶ୍ୟକୀୟ ସାମଗ୍ରୀ: ୨ଟି ଗାଜର ଏକ କପ୍ ଚିନି ଅଦା ଖଣ୍ଡେ ରସୁଣ ୩ରୁ ୪ କୋଲା ଅଧା ଛୋଟ ଚାମଚ ଗୁଜୁରାତି ଗୁଣ୍ଡ ଏକ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଖିସମିସ୍ ୧୦ରୁ ୧୨ଟି ଲୁଣ ସ୍ବାଦନୁଯାୟୀ ଏବଂ ପାଣି ଆବଶ୍ୟକୀୟ…
Read More...

ଅକ୍ଷୟ କୁମାରଙ୍କ ମାଆ ଅରୁଣାଙ୍କ ପରଲୋକ

ମୁମ୍ବଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କର ପରଲୋକ ହୋଇଥିବା ନେଇ ଆଜି ଜଣାପଡିଛି। ସକାଳେ ମୁମ୍ବଇର ହୀରାନନ୍ଦାନୀ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି। ଅସୁସ୍ଥ ଥିବାରୁ ତାଙ୍କୁ…
Read More...

ପୋତି ହେଲାଣି ଡ୍ରେନ ; ଦୃର୍ଗନ୍ଧରେ ଫାଟୁଛି ଗାଁ

କଲ୍ୟାଣସିଂହପୁର  :ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରତ୍ୟେକ ସାହିରେ ଥିବା ଡ୍ରେନ ଗୁଡିକ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଛତାକୁ ଗୁରୁତ୍ୱର…
Read More...

ଦିନ ୧ଟା – ମୁଖ୍ୟ ଖବର

ଦୁର୍ଗା ପୂଜା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ଋୁଷ-ଭାରତ ଏନଏସଏ ସ୍ତରୀୟ ଆଲୋଚନା: ଆଫଗାନିସ୍ତାନ, କୂଟନୀତି, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ ରାଜ୍ୟରେ ୨୪ ଘଣ୍ଟାରେ…
Read More...

ଦୁର୍ଗା ପୂଜା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ

ଭୁବନେଶ୍ୱର : ଦୁର୍ଗା ପୂଜା ବେଳେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ଆବଦ୍ଧ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ହୋଇଛି । ବୈଠକ ସକାରାତ୍ମକ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ମୂର୍ତ୍ତି…
Read More...

ସବୁଜ ବନାନୀ ଫୁଟବଲ ପ୍ରତିଯୋଗିତାରେ ଟୁକୁଡିହା ଚାମ୍ପିଆନ୍

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗ୍ରାମର ସବୁଜ ବନାନୀ କ୍ଲବ ପକ୍ଷରୁ ଗତ ୫ ତାରିଖ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ବାରା ଉଦଘାଟିତ ହୋଇଥିବା ସୀମିତ ଅବଧି ଫୁଟବଲ ପ୍ରତିଯୋଗିତା…
Read More...

ସାହାରପଡାରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ୟ୍ୟଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଛି । ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତ ରେ ଆସି ବୈଠକ ସାରି…
Read More...

ଖୁଣ୍ଟାପଡା ଗ୍ରାମର ୧୨ଜଣ ବୃଦ୍ଧା ଓ ବିଧବାଙ୍କୁ ଭତ୍ତା ମିଳୁନାହିଁ

ପାଟଣା : ସରକାରଙ୍କ ଭତ୍ତା ଯୋଜନାରେ ଆଜି ବି ଭତ୍ତାରୁ ୧୨ଜଣ ବୃଦ୍ଧା ଓ ବିଧବା ଭତ୍ତା ବଞ୍ଚିତ ହୋଇଛନ୍ତି। କେନ୍ଦୁଝରଜିଲ୍ଲା ପାଟଣାବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ସରକାରୀ ଭତ୍ତା ଯୋଜନା…
Read More...

ମାସ ମାସ ଧରି “ମୋ ସରକାର” କକ୍ଷରେ ତାଲା

ପାଟଣା : ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମକର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି । ଶେଷ ବାକ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲେଖା ଥିବା ପାଟଣା ବ୍ଲକ…
Read More...

ସୀତାବିଞ୍ଜ ରେଳ ଷ୍ଟେସନରୁ ଅଜଗର ଉଦ୍ଧାର

ପାଟଣା : ଯଖପୁରା ବାଂଶପାଣି ରେଳ ପଥର ସୀତାବିଞ୍ଜ ଷ୍ଟେସନକୁ ଯିବା ରାସ୍ତାରେ  କର୍ମଚାରୀ ମାନେ ଏକ ଅଜଗର ସାପକୁ ଦେଖି ଢେଙ୍କିକୋଟର ସାପ ଧରାଳି ନାଦୀର୍ ଆନସାରୀ କୁ ଖବର ଦେଇଥିଲେ। ଖବର ପାଇବା ପରେ ନାଦୀର ଘଟଣା…
Read More...

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜାତୀୟ ସୁପୋଷଣ କାର୍ୟ୍ୟକ୍ରମ

ରେଙ୍ଗାଲି:  ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ତରଫରୁ ସ୍ଥାନୀୟ ନିଶାନଭଙ୍ଗା ଓ କତରବଗା ପଂଚାୟତ ରେ ସୁପୋଷଣ ଉପରେ ପର୍ଯ୍ୟବେଶିତ ଆଲୋଚନା ଚକ୍ର ସହ ସୁସ୍ଥ ଶିଶୁ ପ୍ରତିଯୋଗିତା ଆୟୋଜିତ କରାଯାଇ ପୁରସ୍କୃତ କରାଯାଇଥିଲା…
Read More...

ଷ୍ଟେଟ୍ ବ୍ୟାଙ୍କରେ ଆଧାର କାର୍ଡ ସଂଶୋଧନ ପାଇଁ ଲମ୍ବା ଧାଡି

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତ ପାଇଁ ମାତ୍ର ଗୋଟିଏ ଆଧାର କାର୍ଡ କେନ୍ଦ୍ର ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ମଧ୍ୟରେ ରହିଛି । ପୂର୍ବରୁ ଦୁଇଟି ସ୍ଥାନରେ ହେଉଥିଲା ଆଧାର କାର୍ଡ ସଂଶୋଧନ ଓ ନୂତନ…
Read More...

୩୬ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ମୋଟ ୩୬ ବ୍ଲକ ଶିକ୍ଷା…
Read More...

ନିଟ୍‌ ପ୍ରବେଶ ପତ୍ର ଉପଲବ୍ଧ

ଭୁବନେଶ୍ବର :  ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନ୍‌ଟିଏ) ଦ୍ବାରା ପରିଚାଳିତ ସ୍ନାତକ (ୟୁଜି) ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌) ଆସନ୍ତା ୧୨ ତାରିଖରୁ ଅନୁଷ୍ଠିତ ହେବ। ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରରେ…
Read More...