www.samajalive.in
Monday, December 8, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜି ପବିତ୍ର ଗଣେଶ ପୂଜା ; ଟ୍ୱିନ ସିଟି ସହ ସମସ୍ତ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ହେଉଛି ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା

ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ କାଲିଠାରୁ ପାଗରେ ଘଟିବ ପରିବର୍ତ୍ତନ

- Advertisement -

ଜମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ବୃହତ ଜନସମ୍ପର୍କ କାର୍ଯ୍ୟକ୍ରମ: ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଜମ୍ମୁ କାଶ୍ମୀର ଗସ୍ତ ଆରମ୍ଭ; ପର୍ଯ୍ୟାୟକ୍ରମେ ଗସ୍ତ କରିବେ ୭୦ କେନ୍ଦ୍ରମନ୍ତ୍ରୀ

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଭାରତ ପାଇଁ ସିଧାସଳଖ ଚିନ୍ତାର କାରଣ- ତିରୁମୂର୍ତ୍ତି

ବିଦ୍ୱେଷମୂଳକ ଭାଷଣ, କୋଭିଡ ଆଇନ ଉଲ୍ଲଂଘନ ପାଇଁ ଓୱାଇସିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ରାଜ୍ୟରେ ୭୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୩୫ ଓ ସ୍ଥାନୀୟ ସଂକ୍ରମିତ ୩୧୦ ଜଣ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୧୧୯ ଜଣ ରହିଛନ୍ତି

ଅନୁଗୁଳ ଜିଲାରେ ୧୦, ବାଲେଶ୍ୱର ୩୨, ବରଗଡ ୧୧, ଭଦ୍ରକରେ ୯ ଓ କଟକରୁ ୧୨୦ ଚିହ୍ନଟ ହୋଇଛନ୍ତି
ଦେବଗଡରୁ ୬, ଢେଙ୍କାନାଳ ୯, ଞ୍ଜାମ ୩, ଜଗତସିଂହପୁର ୧୮, ଯାଜପୁର ୨୭ ଓ କନ୍ଧମାଳରୁ ୩ ଚିହ୍ନଟ

କେନ୍ଦ୍ରାପଡା ଜିଲାରେ ୧୮, କେନ୍ଦୁଝର ୫, ଖୋର୍ଦ୍ଧାରୁ ୨୯୭, କୋରାପୁଟରୁ ୧, ମାଲକାନଗିରିରୁ ୧ ଓ ମୟୁରଭଞ୍ଜରୁ ୩୨ ଚିହ୍ନଟ ହୋଇଛନ୍ତି

ନବରଙ୍ଗପୁରରେ ୪, ନୟାଗଡ ୧୧, ନୂଆପଡା ୨, ପୁରୀ ୧୭, ରାୟଗଡା ୨ ଓ ସମ୍ବଲପୁରରେ ୧୦ ଚିହ୍ନଟ
ଏଥିସହିତ ସୁନ୍ଦରଗଡରେ ୨୪ ଓ ଷ୍ଟେଟପୁଲରୁ ୭୨ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଦିନକ ମଧ୍ୟରେ ୬୯୪ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୭୦୮୭ ଜଣ କରୋନା ରୋଗୀ ରହିଛନ୍ତି

ଆଜି ଠାରୁ ୩ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ଆଉ ଗୁରୁତ୍ୱ ନାହିଁ- ଶରଦ ପୱାର

ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୮,୦୮୪ରେ ପହଞ୍ଚିଲା

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩୪,୯୭୩ କରୋନା ସଂକ୍ରମିତ ଚିହ୍ନଟ ; ୨୬୦ ମୃତ

ଗଣେଶ ପୂଜା ପାଇଁ ମହାରାଷ୍ଟ୍ରରେ ବଢିଲା ତୃତୀୟ ଲହର ଆଶଙ୍କା; ପୂଜା ପୂର୍ବଦିନ ସବୁ ନିୟମ, କଟକଣାକୁ ଭାଙ୍ଗିଦେଲେ ମୁମ୍ବଇ ବାସିନ୍ଦା

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୭୪,୯୫୪କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୬୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୨,୦୦୯

୨୪ ଘଣ୍ଟାରେ ଆଉ ୩୭,୬୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୨୩,୪୨,୨୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୩,୯୦,୬୪୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି

ମୋଟ ୭୨,୩୭,୮୪,୫୮୬ ଟିକା ନେଇ ସାରିଛନ୍ତି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories