www.samajalive.in
Tuesday, December 9, 2025
15.1 C
Bhubaneswar

ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଗଣେଶ ପୂଜା

ଭୁବନେଶ୍ୱର : ଆଜି ସମସ୍ତ ସ୍ଥାନରେ କରାଯାଉଛି ଅଗ୍ରପୂଜ୍ୟଙ୍କ ଆରାଧନା। ବିଭିନ୍ନ ସ୍ଥାନରେ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ସାଜସଜ୍ଜାରେ ସଜ୍ଜିତ କରାଯାଇଛି। ତେବେ ରାଜଧାନୀର ଫରେଷ୍ଟ ପାର୍କରେ ବକୁଲ ଫାଉଣ୍ଡେସନ ପକ୍ଷରୁ ନିଆରା ଭାବେ ଗଣେଶ ପୂଜା ପାଳନ କରାଯାଇଛି।

ଏଠାରେ ଏକ ବୃକ୍ଷକୁ ପ୍ରଭୁ ଗଣେଶଙ୍କ ଭାବେ ସଜାଯାଇ ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦରେ ଏଠାରେ ଲଡୁ ମିଠା ବଦଳରେ ଛୋଟ ଛୋଟ ଗଛ ପ୍ରଦାନ କରାଯାଉଛି। କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଅଧିକ ଥିବାରୁ ଗଛକୁ ପୂଜାର୍ଚ୍ଚନା କରି ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିବାକୁ ବକୁଲ ଫାଉଣ୍ଡେସନ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories