www.samajalive.in
Saturday, December 6, 2025
16.1 C
Bhubaneswar

ସୀତାବିଞ୍ଜ ରେଳ ଷ୍ଟେସନରୁ ଅଜଗର ଉଦ୍ଧାର

ପାଟଣା : ଯଖପୁରା ବାଂଶପାଣି ରେଳ ପଥର ସୀତାବିଞ୍ଜ ଷ୍ଟେସନକୁ ଯିବା ରାସ୍ତାରେ  କର୍ମଚାରୀ ମାନେ ଏକ ଅଜଗର ସାପକୁ ଦେଖି ଢେଙ୍କିକୋଟର ସାପ ଧରାଳି ନାଦୀର୍ ଆନସାରୀ କୁ ଖବର ଦେଇଥିଲେ। ଖବର ପାଇବା ପରେ ନାଦୀର ଘଟଣା ସ୍ଥଳକୁ ଯାଇ ଅଜଗର ଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଅଜଗରଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଅଜଗର ଉଦ୍ଧାର ହୋଇଥିବାରୁ ଷ୍ଟେସନ କର୍ମଚାରୀ ଆଶ୍ଵସ୍ତ ହୋଇଛନ୍ତି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories