www.samajalive.in
Monday, December 8, 2025
20.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆତଙ୍କବାଦି ଅନ୍ୟତ୍ର ଆତଙ୍କି କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କଲେ ତାଲିବାନ ଦାୟୀ ରହିବେ- ବ୍ଲିଙ୍କେନ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭୧ କରୋନା ଆକ୍ରାନ୍ତ

- Advertisement -

ସଂଗରୋଧରୁ ୪୪୮ ଓ ସ୍ଥାନୀୟ ସଂକ୍ରମିତ ୩୨୩

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୧୧୭ ଜଣ

ଅନୁଗୁଳ ଜିଲାରେ ୧୬, ବାଲେଶ୍ୱର ୪୧, ବରଗଡ ୩, ଭଦ୍ରକ ୧୫ ଓ ବଲାଙ୍ଗିରରେ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

କଟକ ଜିଲାରେ ୭୧, ଦେବଗଡ ୫, ଢେଙ୍କାନାଳ ୧୨, ଗଞ୍ଜାମ ୪, ଜଗତସିଂହପୁର ୨୬, ଯାଜପୁର ୩୪ ଓ ଝାରସୁଗୁଡା ଜିଲାରେ ୯ ଜଣ ଚିହ୍ନଟ ହୋଇଛନ୍ତି

କଳାହାଣ୍ଡି ଜିଲାରେ ୧, କେନ୍ଦ୍ରାପଡା ୧୪, କେନ୍ଦୁଝର ୫, ଖୋର୍ଦ୍ଧାରେ ୩୨୭ ଜଣ ଚିହ୍ନଟ

କୋରାପୁଟରେ ୧୧, ମାଲକାନଗିରି ୩, ମୟୁରଭଞ୍ଜ ୧୯, ନବରଙ୍ଗପୁର ୩, ନୟାଗଡ ୧୧, ନୂଆପଡାରେ ୧ ଚିହ୍ନଟ

ପୁରୀରେ ୨୧, ରାୟଗଡା ୧୧, ସମ୍ବଲପୁର ୧୭, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୭୬ ଚିହ୍ନଟ

ରାଜ୍ୟରେ ଦିନକରେ ୫୭୪ ଜଣ ସୁସ୍ଥ ହୋଇଛନ୍ତି

ଦେଶରେ ଦିନକରେ ୪୩,୨୬୩ ନୂଆ କରୋନା ସଂକ୍ରମିତ; ୩୩୮ ଆକ୍ରାନ୍ତଙ୍କ ମୃତ୍ୟୁ

ଦିନକ ମଧ୍ୟରେ ୪୦,୫୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହି ସମୟ ମଧ୍ୟରେ ଆଉ ୩୩୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୪୧,୭୪୯କୁ ବୃଦ୍ଧି

ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୭୧.୬୫ କୋଟି ପାନ ଟିକା ଦିଆଯାଇଛି

ତାଲିବାନର ଫତୱା ଜାରି: ସୁରକ୍ଷା ଓ ନ୍ୟାୟ ବିଭାଗର ବିନାନୁମତିରେ ବିରୋଧ, ବିକ୍ଷୋଭ ମନା

ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ମୃତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୭୮

ଅନୁଗୁଳରୁ ୩, ଖୋର୍ଦ୍ଧାରୁ ୨, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories