www.samajalive.in
Monday, December 8, 2025
13.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲା ବରାଦର

ଏ ପର୍ୟ୍ୟନ୍ତ କେନ୍ଦ୍ର ବଜେଟର ୩୭.୯% କୋଭିଡ ଟିକା କିଣାରେ ଖର୍ଚ୍ଚ ହୋଇଛି: ଆରଟିଆଇ ତଥ୍ୟ

- Advertisement -

ଗୁପଚୁପ ପାଇଁ ଆତ୍ମହତ୍ୟା କଲେ ସ୍ତ୍ରୀ

ବିବାହ ଉତ୍ସବରେ ନାଚିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନ୍ୟୁୟର୍କରେ ବାତ୍ୟା ‘ଇଡା’ ତାଣ୍ଡବ ; ୪୦ରୁ ଅଧିକ ମୃତ

ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖରାଙ୍କୁ ଆଉ ଏକ ପଦକ ; ସୁଟିଂରେ ଅବନୀ ଲେଖରା ଜିତିଲେ ବ୍ରୋଞ୍ଜ ପଦକ, ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଥିଲେ ଅବନୀ

ଏ ପର୍ଯ୍ୟନ୍ତ କେନ୍ଦ୍ର ବଜେଟର ୩୭.୯% କୋଭିଡ ଟିକା କିଣାରେ ଖର୍ଚ୍ଚ ହୋଇଛି: ଆରଟିଆଇ ତଥ୍ୟ

ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲା ବରାଦର

ଅନ୍ତିମଯାତ୍ରାରେ ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳା

ତାଲିବାନ ପଟୁ ଭାରତକୁ ଆସିଲା ପ୍ରଥମ ଚେତାବନୀ: କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ଅଧିକାର ରହିଛି

ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର

ଭୁବନେଶ୍ୱର : ବିଧାନସଭାରେ ଆରମ୍ଭରେ କଂଗ୍ରେସର ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ କେନ୍ଦ୍ର କରି ହଟ୍ଟଗୋଳ ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

କରୋନାରେ ରାଜ୍ୟରେ ଆଉ ୭ ମୃତ; ବାଲେଶ୍ୱରରେ ୬ ବର୍ଷର ଶିଶୁକନ୍ୟା ଜୀବନ ଗଲା

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨

ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫ରେ ପହଞ୍ଚିଛି

ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୪୯ କୋଭିଡ ସଂକ୍ରମିତ

ସଂଗରୋଧରୁ ୪୯୫ ଓ ସ୍ଥାନୀୟ ସଂକ୍ରମିତ ୩୫୪

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୦ ଜଣ

ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୫୧, ବରଗଡ ୩, ଭଦ୍ରକ ୧୧, ବଲାଙ୍ଗିର ୪, ବଉଦ ୧ ଓ କଟକରୁ ୧୧୭ ଜଣ ଚିହ୍ନଟ

ଦେବଗଡରୁ ୮, ଢେଙ୍କାନାଳ ୨୬, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୨ ଓ ଯାଜପୁରରୁ ୩୨ ଚିହ୍ନଟ

ଝାରସୁଗୁଡାରୁ ୪, କଳାହାଣ୍ଡି ୪, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୧୨ ଓ ଖୋର୍ଦ୍ଧା ଜିଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି

ମାଲକାନଗିରିରେ ୧, ମୟୁରଭଞ୍ଜ ୨୧, ନବରଙ୍ଗପୁର ୪, ନୟାଗଡ ୭, ପୁରୀ ୩୧, ରାୟଗଡାରୁ ୧୨ ଚିହ୍ନଟ

ସମ୍ବଲପୁରରେ ୧୬, ସୋନପୁର ୩, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୮ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦିନକରେ ୭୩୮ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୭୩୪୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦିଲ୍ଲୀରେ ଠାବ ହେଲା ସୁଡଙ୍ଗ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ଯାଏ ଲମ୍ବିଛି

ଦେଶରେ ଦିନକରେ ୪୫,୩୫୨ ନୂଆ କରୋନା ରୋଗୀ ଚିହ୍ନଟ

ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୪,୭୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୬%

ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ୫୨.୬୫ କୋଟି ନମୁନା ପରୀକ୍ଷା

ଏଥିସହିତ ମୋଟ ୬୭.୦୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା ; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ

କୋହଲି ଓ ସାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ, ଭାରତର ୧୯୧ ରନ୍‌

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories