www.samajalive.in
Monday, December 8, 2025
17.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପଞ୍ଜଶିରରେ ପାକିସ୍ତାନର ଆକାଶି ଆକ୍ରମଣ; ନର୍ଦର୍ଣ୍ଣ ଆଲାଏନ୍ସର ଅନେକ ଲଢୁଆ ନିହତ

କରୋନାରେ ରାଜ୍ୟରେ ଆଉ ୭ ମୃତ

- Advertisement -

ଅନୁଗୁଳ ଜିଲାରେ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ

କଟକ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି

ଖୋର୍ଦ୍ଧା ଜିଲାରେ ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀ ଜିଲାରେ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ମୁଲ୍ଲା ମହମ୍ମଦ ହାସନ ଆଖୁନ୍ଦ ତାଲିବାନ ଶାସନର ମୁଖ୍ୟ ହେବେ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୮ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୩୭୨ ଓ ସ୍ଥାନୀୟ ସଂକ୍ରମିତ ୨୬୬

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୯୩ ଜଣ

ଅନୁଗୁଳ ଜିଲାରେ ୧୭, ବାଲେଶ୍ୱର ୩୩, ବରଗଡ ୭ ଓ ଭଦ୍ରକ ଜିଲାରେ ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀରରେ ୨, ବଉଦ ୧, କଟକ ୬୬, ଦେବଗଡ ୩, ଢେଙ୍କାନାଳ ୯, ଗଜପତିରେ ୯ ଜଣ ଚିହ୍ନଟ

ଗଞ୍ଜାମରେ ୪, ଜଗତସିଂହପୁର ୨୨, ଯାଜପୁର ୩୨, ଝାରସୁଗୁଡା ୨ ଏବଂ କେନ୍ଦ୍ରାପଡା ଜିଲାରେ ୧୫ ଚିହ୍ନଟ

କେନ୍ଦୁଝର ଜିଲାରେ ୧୪, ଖୋର୍ଦ୍ଧାରେ ୨୪୫, କୋରାପୁଟ ୩, ମାଲକାନଗିରିରେ ୫ ଚିହ୍ନଟ

ନବରଙ୍ଗପୁରରେ ୪, ନୟାଗଡ ୨, ପୁରୀ ୧୮, ରାୟଗଡା ୪, ସମ୍ବଲପୁର ୧୪, ସୋନପୁର ୨, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୫୨ ଚିହ୍ନଟ ହୋଇଛନ୍ତି

ସୋମବାର ଦିନକ ମଧ୍ୟରେ ୭୨୭ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ୬୯୦୦ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଦିନକରେ ୩୧,୨୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ ୪୨,୯୪୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଆରୋଗ୍ୟ ହାର ୯୭.୪୮% ରହିଛି

ଦିନକ ମଧ୍ୟରେ ମୋଟ ୧ କୋଟି ୧୩ ଲକ୍ଷ ପାନ କୋଭିଡ ଟିକା ଦିଆଯାଇଛି

ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ପଞ୍ଜଶିରରେ ତାଲିବାନି ଆକ୍ରମଣକୁ ଇରାନର ଦୃଢ ନିନ୍ଦା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories