www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ବିଗ୍‍ ବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ; ହୃଦଘାତରେ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ଅକାଳ ବିୟୋଗ

ଗଣେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମର ମାର୍ଗଦର୍ଶିକା ଜାରି

- Advertisement -

ବିଜେବି କଲେଜର ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ; ୧୫ରୁ ଅଧିକ ଛାତ୍ର ଆହତ

ଦେଶରେ ୨୪ଘଣ୍ଟାରେ ଆଉ ୪୭,୦୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୫୭,୯୩୭

ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୦୯ ଆକ୍ରାନ୍ତଙ୍କ ମୃତ୍ୟୁ ;  ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୯,୫୨୯

ଦିନକରେ ଆଉ ୩୫,୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୨୦,୨୮,୮୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୩,୮୯,୫୮୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ସେହିଭଳି ଦିନକରେ ଆଉ ୮୧,୦୯,୨୪୪ଟିକା ନେଇଥିବା ବେଳେ ମୋଟ ୬୬,୩୦,୩୭,୩୩୪ ଟିକା ନେଇ ସାରିଛନ୍ତି

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଠାରୁ ୩ଟି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ଯିବେ

ଆସାମରେ ଚଳିତ ବନ୍ୟାରେ ୨୨ ଜିଲା ପ୍ରଭାବିତ; ୬.୪୭ ଲକ୍ଷ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ

ହରିଆଣାରେ ପରିବାରର ୪ ସଦସ୍ୟଙ୍କୁ ଗୁଳିକରି ହତ୍ୟା କଲା ୨୦ ବର୍ଷ ବୟସ୍କ ଯୁବକ

କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କ ପରଲୋକ; ଦୀର୍ଘଦିନ ହେଲା ଅସୁସ୍ଥ ଅବସ୍ଥାରେ ଚିକିତ୍ସାଧୀନ ଥିଲେ

ନିଷ୍ଠୁର ତାଲିବାନ ଗୋଷ୍ଠୀକୁ ସ୍ୱୀକୃତି ଦେବାନେଇ ତରବର ହେବାର ନାହିଁ; ଭବିଷ୍ୟତର କାର୍ଯ୍ୟକଳାପ ସେମାନେ ପରିବର୍ତ୍ତନ ହୋଇଛନ୍ତି କି ନାହିଁ କହିବ- ଆମେରିକା

ଇସଲାମାବାଦ ଦୀର୍ଘ କାଳରୁ ତାଲିବାନର ଅଭିରକ୍ଷକ ହୋଇ ରହିଆସିଛି- ପାକିସ୍ତାନ ମନ୍ତ୍ରୀ

ରାଜ୍ୟରେ ଚିହ୍ନଟ ହେଲେ ୭୫୪ ନୂଆ କୋଭିଡ ସଂକ୍ରମିତ

ସଂଗରୋଧରୁ ୪୩୮ ଓ ସ୍ଥାନୀୟ ସଂକ୍ରମିତ ୩୧୬

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୦୮ ଜଣ

ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୭, ବଲାଙ୍ଗିର ୪, ବଉଦ ୩ ଓ କଟକରୁ ୧୧୦ ଜଣ ଚିହ୍ନଟ

ଦେବଗଡ ଜିଲାରୁ ୯, ଢେଙ୍କାନାଳ ୯, ଗଞ୍ଜାମ ୪, ଜଗତସିଂହପୁର ୨୫

ଯାଜପୁର ୨୮, ଝାରସୁଗୁଡା ୧, କଳାହାଣ୍ଡିରୁ ୨ ଚିହ୍ନଟ ହୋଇଛନ୍ତି

କନ୍ଧମାଳରୁ ୧, କେନ୍ଦ୍ରାପଡା ୧୯, କେନ୍ଦୁଝର ୧୬, ଖୋର୍ଦ୍ଧାରୁ ୨୬୧ ଚିହ୍ନଟ

କୋରାପୁଟ ୬, ମାଲକାନଗିରି ୯, ମୟୁରଭଞ୍ଜ ୨୩, ନବରଙ୍ଗପୁର ୨, ନୂଆପଡା ୭, ପୁରୀରୁ ୨୮ ଚିହ୍ନଟ ହୋଇଛନ୍ତି

ରାୟଗଡା ଜିଲାରେ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ

ଦିନକ ମଧ୍ୟରେ ୬୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୭୨୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ; ଚନ୍ଦନ ମିତ୍ର ‘ପାୟୋନିୟର’ ଖବର କାଗଜର ପୂର୍ବତନ ସମ୍ପାଦକ ଓ ପ୍ରକାଶକ

ରାଜ୍ୟରେ ଖସିଲା ଦୈନିକ କରୋନା ମୃତ୍ୟୁ; ୨୪ ଘଣ୍ଟାରେ ୬ ମୃତ

ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଯାଜପୁର ଓ କଟକ ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories