www.samajalive.in
Saturday, December 6, 2025
19.1 C
Bhubaneswar

ବିଳମ୍ବିତ ରାତିରେ ଔଷଧ ଦୋକାନର ଆଜବେଷ୍ଟସ ତାଡି ଚୋରୀ 

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ଜନୌଷଧି ଦୋକାନର ଆଜ୍‌ବେଷ୍ଟସ ଛପର ତାଡି ଗତ ବିଳମ୍ବିତ ରାତିରେ କୈାଣସି ଦୁର୍ବୃତ୍ତ ୫ ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷ ପତ୍ର ଚୋରି କରି ନେଇଛନ୍ତି।  ସକାଳେ ଦୋକାନ ମାଲିକ ପ୍ରଶନ୍ନ କୁମାର ମହାନ୍ତ ଦୋକାନ ଖୋଲିବା ସମୟରେ ଦୋକାନ ର ଆଜବେଷ୍ଟସ ତାଡି ଚୋର ଦୋକାନ ରେ ଚୋରୀ କରି ନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ପ୍ରଶନ୍ନ ଙ୍କ ପକ୍ଷରୁ ଦୋକାନରେ ଚୋରୀ ସମ୍ପର୍କରେ ତୁରୁମୁଙ୍ଗା ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ତୁରୁମୁଙ୍ଗା ଆରକ୍ଷୀ ଘଟଣା ର ତଦନ୍ତ କରୁଛନ୍ତି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories