ଦିନ ୧୧ଟା – ମୁଖ୍ୟ ଖବର
ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର
ଭୁବନେଶ୍ୱର : ବିଧାନସଭାରେ ଆରମ୍ଭରେ କଂଗ୍ରେସର ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ କେନ୍ଦ୍ର କରି ହଟ୍ଟଗୋଳ ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
କରୋନାରେ ରାଜ୍ୟରେ ଆଉ ୭ ମୃତ; ବାଲେଶ୍ୱରରେ ୬ ବର୍ଷର ଶିଶୁକନ୍ୟା ଜୀବନ ଗଲା
ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨
ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ
ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫ରେ ପହଞ୍ଚିଛି
ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ
ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୪୯ କୋଭିଡ ସଂକ୍ରମିତ
ସଂଗରୋଧରୁ ୪୯୫ ଓ ସ୍ଥାନୀୟ ସଂକ୍ରମିତ ୩୫୪
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୦ ଜଣ
ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୫୧, ବରଗଡ ୩, ଭଦ୍ରକ ୧୧, ବଲାଙ୍ଗିର ୪, ବଉଦ ୧ ଓ କଟକରୁ ୧୧୭ ଜଣ ଚିହ୍ନଟ
ଦେବଗଡରୁ ୮, ଢେଙ୍କାନାଳ ୨୬, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୨ ଓ ଯାଜପୁରରୁ ୩୨ ଚିହ୍ନଟ
ଝାରସୁଗୁଡାରୁ ୪, କଳାହାଣ୍ଡି ୪, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୧୨ ଓ ଖୋର୍ଦ୍ଧା ଜିଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି
ମାଲକାନଗିରିରେ ୧, ମୟୁରଭଞ୍ଜ ୨୧, ନବରଙ୍ଗପୁର ୪, ନୟାଗଡ ୭, ପୁରୀ ୩୧, ରାୟଗଡାରୁ ୧୨ ଚିହ୍ନଟ
ସମ୍ବଲପୁରରେ ୧୬, ସୋନପୁର ୩, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୮ ନୂଆ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦିନକରେ ୭୩୮ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୭୩୪୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି
ଦିଲ୍ଲୀରେ ଠାବ ହେଲା ସୁଡଙ୍ଗ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ଯାଏ ଲମ୍ବିଛି
ଦେଶରେ ଦିନକରେ ୪୫,୩୫୨ ନୂଆ କରୋନା ରୋଗୀ ଚିହ୍ନଟ
ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୪,୭୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି
ଦୈନିକ ସଂକ୍ରମଣ ହାର ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୬%
ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ୫୨.୬୫ କୋଟି ନମୁନା ପରୀକ୍ଷା
ଏଥିସହିତ ମୋଟ ୬୭.୦୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା ; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ
ଆଜି ଶପଥ ନେବ ତାଲିବାନ ସରକାର
କୋହଲି ଓ ସାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ, ଭାରତର ୧୯୧ ରନ୍
Comments are closed.