www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର

ଭୁବନେଶ୍ୱର : ବିଧାନସଭାରେ ଆରମ୍ଭରେ କଂଗ୍ରେସର ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ କେନ୍ଦ୍ର କରି ହଟ୍ଟଗୋଳ ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

- Advertisement -

କରୋନାରେ ରାଜ୍ୟରେ ଆଉ ୭ ମୃତ; ବାଲେଶ୍ୱରରେ ୬ ବର୍ଷର ଶିଶୁକନ୍ୟା ଜୀବନ ଗଲା

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୨

ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫ରେ ପହଞ୍ଚିଛି

ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୪୯ କୋଭିଡ ସଂକ୍ରମିତ

ସଂଗରୋଧରୁ ୪୯୫ ଓ ସ୍ଥାନୀୟ ସଂକ୍ରମିତ ୩୫୪

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୦ ଜଣ

ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୫୧, ବରଗଡ ୩, ଭଦ୍ରକ ୧୧, ବଲାଙ୍ଗିର ୪, ବଉଦ ୧ ଓ କଟକରୁ ୧୧୭ ଜଣ ଚିହ୍ନଟ

ଦେବଗଡରୁ ୮, ଢେଙ୍କାନାଳ ୨୬, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୨ ଓ ଯାଜପୁରରୁ ୩୨ ଚିହ୍ନଟ

ଝାରସୁଗୁଡାରୁ ୪, କଳାହାଣ୍ଡି ୪, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୧୨ ଓ ଖୋର୍ଦ୍ଧା ଜିଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି

ମାଲକାନଗିରିରେ ୧, ମୟୁରଭଞ୍ଜ ୨୧, ନବରଙ୍ଗପୁର ୪, ନୟାଗଡ ୭, ପୁରୀ ୩୧, ରାୟଗଡାରୁ ୧୨ ଚିହ୍ନଟ

ସମ୍ବଲପୁରରେ ୧୬, ସୋନପୁର ୩, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୮ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦିନକରେ ୭୩୮ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୭୩୪୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦିଲ୍ଲୀରେ ଠାବ ହେଲା ସୁଡଙ୍ଗ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ଯାଏ ଲମ୍ବିଛି

ଦେଶରେ ଦିନକରେ ୪୫,୩୫୨ ନୂଆ କରୋନା ରୋଗୀ ଚିହ୍ନଟ

ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୩୪,୭୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି

ଦୈନିକ ସଂକ୍ରମଣ ହାର ୨.୭୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୬%

ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ୫୨.୬୫ କୋଟି ନମୁନା ପରୀକ୍ଷା

ଏଥିସହିତ ମୋଟ ୬୭.୦୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଆସାମ-ମିଜୋରାମ ସୀମାରେ ପୁଣି ଉତ୍ତେଜନା ; ନିର୍ମାଣ ଶ୍ରମିକଙ୍କୁ ଅପହରଣ କରାଯାଇଥିବା ମିଜୋରାମର ଅଭିଯୋଗ

ଆଜି ଶପଥ ନେବ ତାଲିବାନ ସରକାର

କୋହଲି ଓ ସାର୍ଦ୍ଦୁଳଙ୍କ ଅର୍ଦ୍ଧଶତକ, ଭାରତର ୧୯୧ ରନ୍‌

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories