www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଠାରୁ ୩ଟି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ଯିବେ

ଆସାମରେ ଚଳିତ ବନ୍ୟାରେ ୨୨ ଜିଲା ପ୍ରଭାବିତ; ୬.୪୭ ଲକ୍ଷ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ

- Advertisement -

ହରିଆଣାରେ ପରିବାରର ୪ ସଦସ୍ୟଙ୍କୁ ଗୁଳିକରି ହତ୍ୟା କଲା ୨୦ ବର୍ଷ ବୟସ୍କ ଯୁବକ

କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କ ପରଲୋକ; ଦୀର୍ଘଦିନ ହେଲା ଅସୁସ୍ଥ ଅବସ୍ଥାରେ ଚିକିତ୍ସାଧୀନ ଥିଲେ

ନିଷ୍ଠୁର ତାଲିବାନ ଗୋଷ୍ଠୀକୁ ସ୍ୱୀକୃତି ଦେବାନେଇ ତରବର ହେବାର ନାହିଁ; ଭବିଷ୍ୟତର କାର୍ଯ୍ୟକଳାପ ସେମାନେ ପରିବର୍ତ୍ତନ ହୋଇଛନ୍ତି କି ନାହିଁ କହିବ- ଆମେରିକା

ଇସଲାମାବାଦ ଦୀର୍ଘ କାଳରୁ ତାଲିବାନର ଅଭିରକ୍ଷକ ହୋଇ ରହିଆସିଛି- ପାକିସ୍ତାନ ମନ୍ତ୍ରୀ

ରାଜ୍ୟରେ ଚିହ୍ନଟ ହେଲେ ୭୫୪ ନୂଆ କୋଭିଡ ସଂକ୍ରମିତ

ସଂଗରୋଧରୁ ୪୩୮ ଓ ସ୍ଥାନୀୟ ସଂକ୍ରମିତ ୩୧୬

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୦୮ ଜଣ

ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୭, ବଲାଙ୍ଗିର ୪, ବଉଦ ୩ ଓ କଟକରୁ ୧୧୦ ଜଣ ଚିହ୍ନଟ

ଦେବଗଡ ଜିଲାରୁ ୯, ଢେଙ୍କାନାଳ ୯, ଗଞ୍ଜାମ ୪, ଜଗତସିଂହପୁର ୨୫

ଯାଜପୁର ୨୮, ଝାରସୁଗୁଡା ୧, କଳାହାଣ୍ଡିରୁ ୨ ଚିହ୍ନଟ ହୋଇଛନ୍ତି

କନ୍ଧମାଳରୁ ୧, କେନ୍ଦ୍ରାପଡା ୧୯, କେନ୍ଦୁଝର ୧୬, ଖୋର୍ଦ୍ଧାରୁ ୨୬୧ ଚିହ୍ନଟ

କୋରାପୁଟ ୬, ମାଲକାନଗିରି ୯, ମୟୁରଭଞ୍ଜ ୨୩, ନବରଙ୍ଗପୁର ୨, ନୂଆପଡା ୭, ପୁରୀରୁ ୨୮ ଚିହ୍ନଟ ହୋଇଛନ୍ତି

ରାୟଗଡା ଜିଲାରେ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ

ଦିନକ ମଧ୍ୟରେ ୬୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୭୨୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ; ଚନ୍ଦନ ମିତ୍ର ‘ପାୟୋନିୟର’ ଖବର କାଗଜର ପୂର୍ବତନ ସମ୍ପାଦକ ଓ ପ୍ରକାଶକ

ରାଜ୍ୟରେ ଖସିଲା ଦୈନିକ କରୋନା ମୃତ୍ୟୁ; ୨୪ ଘଣ୍ଟାରେ ୬ ମୃତ

ଖୋର୍ଦ୍ଧା ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଯାଜପୁର ଓ କଟକ ଜିଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories