www.samajalive.in
Monday, December 8, 2025
27.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଭାରତର ନ୍ୟାୟପାଳିକା ଇତିହାସରେ ରେକର୍ଡ; ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମକୁ ଅନୁମୋଦନ: ୪୪ ଆଇନଜୀବୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮୧ କରୋନା ସଂକ୍ରମିତ

- Advertisement -

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୮ ଜଣ

ସଂଗରୋଧରୁ ୩୯୮ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଚିହ୍ନଟ

ଅନୁଗୁଳ ଜିଲାରେ ୧୮, ବାଲେଶ୍ୱର ୩୪, ବରଗଡ ୧୪, ଭଦ୍ରକ ୯ ଓ ବଉଦ ଜିଲାରେ ୩ ଜଣ ଚିହ୍ନଟ

କଟକ ଜିଲାରେ ୧୦୧, ଦେବଗଡ ୯, ଢେଙ୍କାନାଳ ୧୯, ଗଞ୍ଜାମ ୧୩ ଓ ଜଗତସିଂହପୁରରେ ୧୯ ଚିହ୍ନଟ
ଯାଜପୁର ଜିଲାରେ ୩୩, ଝାରସୁଗୁଡା ୫, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୧୦, ଖୋର୍ଦ୍ଧା ୨୨୨ ଓ କୋରାପୁଟରେ ୩ ଚିହ୍ନଟ

ମାଲକାନଗିରିରେ ୩, ମୟୁରଭଞ୍ଜ ୨୭, ନବରଙ୍ଗପୁର ୧, ନୟାଗଡ ୧୦ ଓ ପୁରୀରେ ୨୬ ଚିହ୍ନଟ ହୋଇଛନ୍ତି

ରାୟଗଡାରେ ୫, ସମ୍ବଲପୁର ୧୦, ସୋନପୁର ୬, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦ରେ ପହଞ୍ଚିଲା

ପଞ୍ଜଶିରରେ ମଧ୍ୟ ତାଲିବାନ ସହିତ ମିଶି ଲଢୁଛନ୍ତି ପାକିସ୍ତାନୀ ସୈନ୍ୟ

ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ ପଦକ ; ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨ ହଜାର ୬୧୮ ନୂଆ କରୋନା ଆକ୍ରାନ୍ତ ; ୩୩୦ ମୃତ

ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୦,୨୨୫

ଦିନକରେ ୩୬,୩୮୫ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୧,୦୦,୦୦୧

ଡୁରାଣ୍ଡ ଲାଇନରେ ପାକିସ୍ତାନର ତାରବାଡକୁ ତାଲିବାନର ବିରୋଧ

ମାସକରେ ୧୫ ଲକ୍ଷ ବେରୋଜଗାର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ଲୁହାରଡ ମାଡ଼ରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories