www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

- Advertisement -

ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ

ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ

ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ

ଦେଶରେ ଆରୋଗ୍ୟ ହାର ୯୭.୪୬%  ; ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩%

ଗୁରୁବାର ସଂଧ୍ୟା ସୁଦ୍ଧା ୪୮.୯୪ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ୫୨.୯୫ କୋଟି ପାନ ଟିକା ଦିଆଯାଇଛି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ବରଗଡ ଜିଲାରୁ ସର୍ବାଧିକ ୧୩ ,ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୯୩ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୯୫ ଓ ସ୍ଥାନୀୟ ସଂକ୍ରମିତ ୪୯୮

ଆଉ ୧୧୭୭ ଜଣ ସୁସ୍ଥ ;  ରାଜ୍ୟରେ ସଂପ୍ରତି ୧୦୮୦୯ ଜଣ ସକ୍ରିୟ କରୋନା ସଂକ୍ରମିତ

+୨ ନାମଲେଖା, ୨୦୩୦ କନିଷ୍ଠ ମହାବିଦ୍ୟାଳୟ ସାମିଲ

ଜଟିଳ ହେଉଛି ଆଫଗାନିସ୍ତାନ ପରିସ୍ଥିତି; ବଳପୂର୍ବକ କ୍ଷମତାସୀନ ସରକାରକୁ ସ୍ୱୀକୃତି ଦେବନାହିଁ ଭାରତ ; ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ଚୀନ ପ୍ରସ୍ତୁତ
ଇସ୍ରୋ ଜିଏସଏଲଭି -ଏଫ୧୦ ଭୂ-ସର୍ବେକ୍ଷଣ ଉପଗ୍ରହ ଉତକ୍ଷେପଣ ଅସଫଳ

ବେଙ୍ଗାଲୁରୁରେ ଛୋଟପିଲା ସଂକ୍ରମିତ, ୧୦ ଦିନରେ ୪୯୯ ଆକ୍ରାନ୍ତ

ଚନ୍ଦ୍ରରେ ଜଳଅଣୁ ଠାବ

ଅଧୁରା ରହିଗଲା ସ୍ବପ୍ନ, ହେଲିକପ୍ଟର ପଙ୍ଖା ଭାଙ୍ଗି ନିର୍ମାତା ମୃତ

ମେଲ୍‌ବୋର୍ଣ୍ଣରେ ପ୍ରଦର୍ଶିତ ହେବ ନୀଳମାଧବଙ୍କ ‘କାଲିର ଅତୀତ’

ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ, ଭାରତ ୨୭୬/୩

ବିଶ୍ବ ଜାଭେଲିନ୍‌ ମାନ୍ୟତାର ୨ୟ ସ୍ଥାନରେ ନୀରଜ

ଭାରତୀୟ ପଦକ ବିଜେତାଙ୍କୁ ୨.୫ କୋଟି ପୁରସ୍କାର ଦେବ ଜେଏସ୍‌ଡବ୍ଲ୍ୟୁ

ବିଳମ୍ବ ହେବ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories