www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ

ଭାରତ ପାଇଁ ବିପଦ ତାଲିବାନ : ହିଜବୁଲ ମୁଜାହିଦ୍ଦିନର ଅଡିଓ ବାର୍ତ୍ତା ଜାରି ; ଭାରତ ଉପରେ ଆକ୍ରମଣ ପାଇଁ ତାଲିବାନ ସହାୟତା ଲୋଡିଲା ହିଜବୁଲ ମୁଜାହିଦ୍ଦିନ

- Advertisement -

କାବୁଲରୁ ଲୋକଙ୍କୁ ସ୍ଥାନାନ୍ତର, ଇତିହାସର ସବୁଠାରୁ କଷ୍ଟସାଧ୍ୟ କାର୍ୟ୍ୟ : ବାଇଡେନ

ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ; ଚୀନ୍‌ ସରକାରଙ୍କ ସମର୍ଥନ

ଦେଶବାସୀଙ୍କ ବିରୋଧରାଜ୍ୟରେ ଆଉ ୯୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୬ ; ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ସଂକ୍ରମଣ ୩୮୦

୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୩, ବାଲେଶ୍ୱର ୫୧, ବରଗଡ ୭, ଭଦ୍ରକ ୧୨, ବଲାଙ୍ଗୀର ୫

କଟକ ୮୮, ଦେଓଗଡ ୧୦, ଢେଙ୍କାନାଳ ୧୬,ଗଜପତି ୬,ଗଞ୍ଜାମ ୪, ଜଗତସିଂହପୁର ୨୪, ଯାଜପୁର ୪୯, ଝାରସୁଗୁଡା ୨, କଳାହାଣ୍ଡି ୭

କନ୍ଧମାଳ ୪, କେନ୍ଦ୍ରାପଡା ୩୧, କେନ୍ଦୁଝର ୧୦, ଖୋର୍ଦ୍ଧା ୩୫୨, କୋରାପୁଟ ୬, ମାଲକାନଗିରି ୭, ମୟୁରଭଞ୍ଜ ୩୮, ନୟାଗଡ ୧୯

ପୁରୀ ୩୦, ରାୟଗଡା ୭, ସମ୍ବଲପୁର ୧୩, ସୋନପୁର ୩, ସୁନ୍ଦରଗଡ ୮, ଷ୍ଟେଟ ପୁଲରୁ ୭୯
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୦,୦୮୪କୁ ବୃଦ୍ଧି

୯,୮୩,୨୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୯,୪୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୬ ଆକ୍ରାନ୍ତ ମୃତ ; ଜଗତସିଂହପୁରରୁ ସର୍ବାଧିକ ୧୧, ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଞ୍ଚିଲା

ଜଳେଶ୍ୱର : ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର ; ଜଣେ ମୃତ ; ୧୬ ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ଦୁର୍ଘଟଣା

ଦେଶରେ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ଆରୋଗ୍ୟ ହେଲେ ୩୬,୩୪୭, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨କୁ ବୃଦ୍ଧି

ଆରୋଗ୍ୟ ହାର ୯୭.୫୪%

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୧ ହଜାର ୩୪୦ ; ୧୫୧ ଦିନ ମଧ୍ୟରେ ସର୍ବନିମ୍ନ

ଏଟିଏମ ଭ୍ୟାନରୁ ୨୪ ଲକ୍ଷ ଲୁଟ ଘଟଣା, ଗାଡି ଚାଳକ ଆଶିଷ ହିଁ ମାଷ୍ଟରମାଇଣ୍ଡ

ପାଟଣାରେ କୂଅରେ ପଡ଼ି ୫ ବର୍ଷର ଶିଶୁ ପୁତ୍ର ମୃତ

ବାଲେଶ୍ୱର ଜିଲା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର ; ଜଣେ ମୃତ

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories