www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାମ ଶାସନରେ ବିଶ୍ଵଶାନ୍ତି ଗୀତା ଯଜ୍ଞ

ପାଟଣା :  ସମଗ୍ର ବିଶ୍ୱର କଲ୍ୟାଣ ଓ ମହାମାରୀ ଦୁର କରିବା ପାଇଁ ପାଟଣା ପଞ୍ଚାୟତ ସମିତି ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସ୍ୱାମ ଶାସନ ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ଗୀତା ଯଜ୍ଞ ଧୁମଧାମରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି। କଳସ ସ୍ଥାପନ ସହ ଗ୍ରାମ ଦେବତୀ ଙ୍କ ମାର୍ଜଣା , ରୁଦ୍ରାଭିଷେକ , ଚଣ୍ଡିପାଠ ,ଗୀତାପାଠ ସତ୍ୟନାରାୟଣ ପାଲା ପୂଜା  ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଅଜିତ କୁମାର ଦାଶ ଓ ତାଙ୍କ ପତ୍ନୀ ଅଞ୍ଜଳି ଦାଶଙ୍କ ଉପସ୍ଥିତି ରେ ପଣ୍ଡିତ ଅର୍ଦ୍ଧେନ୍ଦୁ ଚକ୍ରବର୍ତ୍ତୀ , ଅଲେଖ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଶେଖର ଦାଶ, ଗୌରଚନ୍ଦ୍ର ତ୍ରିପାଠୀ, ଶିବପ୍ରସାଦ ଦାଶ, ତରୁଣ କୁମାର ତ୍ରିପାଠୀ , ରାଜବଲ୍ଲଭ ମିଶ୍ର ଓ ତରୁଣ କୁମାର ଦାଶ ପୂଜାବିଧି ଯଜ୍ଞାଦି ପରିଚାଳନା କରିଥିଲେ। ସର୍ବଶ୍ରୀ ଜ୍ଞାନେନ୍ଦ୍ର ମିଶ୍ର , ବୀର ମୋହନ ଦ୍ୱିବେଦୀ, ସୁମିତ ପତି, ସୌମ୍ୟରଂଜନ ଦାସ, ଗିରିଜା ଶଙ୍କର ମିଶ୍ର ଓ ଅମରେନ୍ଦ୍ର ମିଶ୍ର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories