www.samajalive.in
Monday, December 8, 2025
27.1 C
Bhubaneswar

ହିମାଚଳପ୍ରଦେଶରେ ଭୂସ୍ଖଳନ ; ଜଣେ ମୃତ ; ୩୦ରୁ ଅଧିକ ନିଖୋଜ

କିନୌର : ଆଜି ହିମାଚଳପ୍ରଦେଶରେ ହୋଇଥିବା ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ଏବେ ମଧ୍ୟ ୩୦ରୁ ଅଧିକ ଲୋକେ ନିଖୋଜ ରହିଛନ୍ତି ।ଏନଡିଆରଏଫ,ସେନା,ସ୍ଥାନୀୟଲୋକେ ଉଦ୍ଧାର କାର୍ୟ୍ୟ କରୁଥିବା ସମୟରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ସରକାରୀ ବସ ସହ ଅନ୍ୟ ଯାନ ଏବେ ମଧ୍ୟ ମାଟିତଳେ ଚାପି ହୋଇ ରହିଛି ।ହିମାଚଳପ୍ରଦେଶର ରେକାଙ୍ଗପିଓର ଉତ୍ତରାଖଣ୍ଡର ହରିଦ୍ୱାରକୁ ଏହି ସରକାରୀ ବସ ଯାଉଥିଲା ବୋଲି ଜଣାପଡିଛି ।ଆଜି ହିମାଚଳପ୍ରଦେଶରେ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି । କିନୌର ଜିଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଚୀଲ ଜଙ୍ଗଲ ନିକଟରେ ପାହାଡ ଧସିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories