www.samajalive.in
Saturday, December 6, 2025
14.1 C
Bhubaneswar

ଏମ୍ସିଏଲ ର ନିଶିଗନ୍ଧା କ୍ଲବ ଗୃହରେ ଭୟାବହ ଅଗ୍ନିକାଣ୍ଡ

ବୁର୍ଲା  : ବୁର୍ଲା ଆନନ୍ଦ ବିହାର ସ୍ଥିତ ଏମ୍ସିଏଲ ର ନିଶିଗନ୍ଧା କ୍ଲବ ଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ନିଆଁ କୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀ ର ଦୁଇଟି ଗାଡି ପହଂଚି ନିଆଁ କୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇ ଥିବା ଜଣାପଡିଛି । ଗତକାଲି ରାତି ୧୨ ଟା ୩୦ ମି ରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ନିଶିଗନ୍ଧା କ୍ଲବ୍ ମଧ୍ୟରେ ରହିଥିବା ସମସ୍ତ ଆସବାବ ପତ୍ର ମଧ୍ୟ ପୋଡି ଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories