www.samajalive.in
Saturday, December 6, 2025
23.1 C
Bhubaneswar

ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି

ପୁରୀ : ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି ।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ  ଦର୍ଶନ ବ୍ୟବସ୍ଥାବଳୀ ଜାରି  ………….

ଚଳିତ ମାସ ୧୨ ଓ ୧୩ ତାରିଖ: ସେବକ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ।

- Advertisement -

୧୬ ରୁ ୨୦ ତାରିଖ
ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି

୨୩ ରୁ ସମସ୍ତଙ୍କୁ ଦର୍ଶନ ସୁଯୋଗ

ଶନିବାର ଓ ରବିବାର ବନ୍ଦ ରହିବ ଦର୍ଶନ
ଜନ୍ମାଷ୍ଟମୀ ଓ ଗଣେଶ ପୂଜାରେ ଭକ୍ତଙ୍କ ପ୍ରବେଶ ବନ୍ଦ

ସର୍ତ୍ତାବଳୀ:
୧. ଦୁଇଟି କରନା ଟୀକା ନେଇଥିବା
ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା
ମଧ୍ୟର କରନା ସଂକ୍ରମିତ ହୋଇ
ନଥିବା ରିପୋର୍ଟ
୨. ମାସ୍କ ଓ ସାମାଜିକ ଦୁରତ୍ଵ
ବାଧ୍ୟତାମୂଳକ
୩. ପ୍ରବେଶ ପୂର୍ବରୁ ହାତ ଧୋଇବେ
୪. ସକାଳ ୭ ରୁ ରାତି ୭ ଦର୍ଶନ
୫. ସିଂହଦ୍ୱାର ଦେଇ ପ୍ରବେଶ ଉତ୍ତର
ଦ୍ଵାର ଦେଇ ପ୍ରସ୍ଥାନ
୬. ଆନନ୍ଦ ବଜାରରେ ଅଭଡ଼ା ଖାଇବା
ନିଷେଧ। କିଣି ପାରିବେ
୭. ପାନ ଛେପ ଓ ଗୁଟଖା ଛେପ
ପକାଇଲେ ଜୋରିମାନା
୮.ବିଗ୍ରହଙ୍କୁ ସ୍ପର୍ଶ ମନା

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories