www.samajalive.in
Sunday, December 7, 2025
26.1 C
Bhubaneswar

ଶପିଙ୍ଗ କରି ବ୍ୟକ୍ତି ଫେରିବା ସମୟରେ କାରରେ ଥିଲା ସାପ ; ଆଉ ତା’ପରେ….

ଚିନ୍ତା କରନ୍ତୁ ଆପଣ କାରରେ କୌଣସି ସ୍ଥାନକୁ ଯିବା ପାଇଁ ବାହାରିଛନ୍ତି, ମାତ୍ର ସେହି ସମୟରେ କାର ଭିତରେ ଏକ ବଡ ସାପ ରହିଛି । ଆପଣଙ୍କ ଅବସ୍ଥା କିପରି ହେବ । ଏଭଳି ହିଁ ଏକ ଘଟଣା ଆମେରିକାର ଉତ୍ତର ଟେକ୍ସାସ ଅଞ୍ଚଳର । ଏଠାରେ ଶପିଙ୍ଗ ସେଣ୍ଟରର ବାହାରରେ କାରରେ ସାପକୁ ଦେଖି ଜଣେ ବ୍ୟକ୍ତି ଭୟରେ ଥରିବାକୁ ଲାଗିଲେ ।
ଶପିଙ୍ଗ ସେଣ୍ଟର ବାହାରେ ଥିବା ନିଜ କାରକୁ ବ୍ୟକ୍ତି ଜଣଙ୍କ ଯିବା ସମୟରେ ଦେଖିଲେ କାର ଭିତରେ ଏକ ସାପ । ସେ ତୁରନ୍ତ ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ସାପଟିକୁ ଧରିବାକୁ ସକ୍ଷମ ହୋଇଥିଲେ । ପୁଲିସ ସାପଟିକୁ ଉଦ୍ଧାର କରିବା ପରେ ପରାମର୍ଶ ଦେଇଥିଲେ ଯେ , ଯେଉଁଯାଏଁ ସାପ ବିଷୟରେ ଜଣା ନାହିଁ, ସାପର ନିକଟକୁ ଯିବା ଉଚିତ ନୁହେଁ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories