www.samajalive.in
Saturday, December 6, 2025
26.1 C
Bhubaneswar

ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣା ; ୨୧ ଗିରଫ

ଭୁବନେଶ୍ୱର : ରାଜଧାନୀ ମଞ୍ଚେଶ୍ୱର ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ମଞ୍ଚେଶ୍ୱର ପୁଲିସ ୨୧ ଜଣଙ୍କୁ ଗିରଫ କରିଛି ବୋଲି ଆଜି ଜଣାପଡିଛି। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଏହି ଘଟଣାରେ ବେସବଲ ବ୍ୟାଟ୍‍ , ଖଣ୍ଡା, ଭୁଜାଲି , ମାରଣାସ୍ତ୍ର ମଧ୍ୟ ଜବତ କରିଛି।
ସୂଚନା ଯୋଗ୍ୟ, ଗତକାଲି ମଞ୍ଚେଶ୍ୱର ମୁଣ୍ଡା ସାହିରେ ପ୍ରାୟ ଅଧଘଣ୍ଟା ଧରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଛୋଟ କଥାକୁ ନେଇ ଏହି ଝଗଡା ହୋଇଥିବା ବେଳେ ପ୍ରାୟ ୪୦ ରୁ ୫୦ ଯୁବକ ଏହି ଆକ୍ରମଣରେ ସାମିଲ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାର ଦୃଶ୍ୟ ସିସିଟିଭରେ କଏଦ ହୋଇଥିବା ବେଳେ ପୁଲିସ ସିସିଟିଭ ଯାଞ୍ଚ ସହିତ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଘଟଣାରେ ୫ ରୁ ୬ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories