ଦିନ ୧୧ଟା – ମୁଖ୍ୟ ଖବର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣଙ୍କର ଜୀବନ ନେଇଛି କରୋନା ; ଖୋର୍ଦ୍ଧାରୁ ସର୍ବାଧିକ ୨୦ ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି
ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ
ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ସଂକ୍ରମିତ ୪୩୬
ଦିନକରେ ୧୪୭୫ ଜଣ ସୁସ୍ଥ
ରାଜ୍ୟରେ ୧୦୯୮୮ ନୂଆ ସଂକ୍ରମିତ
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦୀଙ୍କ ଅଧ୍ୟକ୍ଷତା ; ସାମୁଦ୍ରିକ ବିବାଦ ତୁଟାଅ
ଆଜିଠୁଁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର, ଶ୍ରଦ୍ଧାଳୁ ମାନିବେ କଟକଣା
ଦେଶରେ ଦିନକ ମଧ୍ୟରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮୧୫୮କୁ ବୃଦ୍ଧି
୩,୧୧,୮୦,୯୬୮ ଜଣ ସୁସ୍ଥ
ସଂପ୍ରତି ଦେଶରେ ୩,୮୮,୫୦୮ ସକ୍ରିୟ କରୋନା ରୋଗୀ ରହିଛନ୍ତି
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୮,୬୮୨କୁ ବୃଦ୍ଧି
ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଥିବାବେଳେ ମୃତ୍ୟୁ ହାର ୧.୩୪%
ଶ୍ରୀନଗରରେ ଉଡିଲା ୧୦୦ ଫୁଟ ଉଚ୍ଚ ଭାରତର ଜାତୀୟ ପତାକା
ଆଫଗାନିସ୍ତାନରେ ଭାରତ ଗଠନମୂଳକ ଭୂମିକା ନିର୍ବାହ କରିଛି- ପେଣ୍ଟାଗନ୍
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦୀଙ୍କ ଅଧ୍ୟକ୍ଷତା ; ସାମୁଦ୍ରିକ ବିବାଦ ତୁଟାଅ
ଅଲିମ୍ପିକ୍ସ ପଦକ ତାଲିକା : ୪୮ତମ ସ୍ଥାନ ୪ ଦଶନ୍ଧିରେ ସର୍ବଶ୍ରେଷ୍ଠ
କୃଷକଙ୍କୁ ମିଳିଲା ପିଏମ୍-କିଷାନର ୯ମ କିସ୍ତି
ଚାଲିଛି ଧାରା ଶିରାବଣ; ଜଳ ଖୋଜୁଛି ଜଳଭଣ୍ଡାର ;ବିଦ୍ୟୁତ୍ ଉଉତ୍ପାଦନ ବନ୍ଦ ଆଶଙ୍କା
Comments are closed.