କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ

ତିରୁବନନ୍ତପୁରମ : କରୋନା ମହାମାରୀର ବିପଦ ଜାରି ରହିଥିବା ବେଳେ କେରଳରେ ପୁଣି କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଏହାକୁ କାବୁ କରିବାକୁ ସରକାର ୩୧ ଜୁଲାଇ ଓ ଅଗଷ୍ଟ ୧କୁ ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା…
Read More...

ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଜିଭଛେଲା

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କୁ ଜଣେ ଶ୍ରଦ୍ଧାଳୁ ସୁନାର ଜିଭଛେଲା ଦାନ କରିଛନ୍ତି । ପ୍ରଭୁଙ୍କ ପାଇଁ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ସେ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ…
Read More...

ଜିଲ୍ଲା ଦୌରା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ ଓ ସମୀକ୍ଷା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଆଜି ଚନ୍ଦାହାଣ୍ଡି ଜେଏମ ଏଫସି କୋର୍ଟ ପରିଦର୍ଶନ କରିବା ସହ କୋର୍ଟ ର ନଥିପତ୍ର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି…
Read More...

ପ୍ରତିଷ୍ଠାତା ତଥା ଗାଁ ଶିକ୍ଷାର ଦରଦୀ ବନ୍ଧୁ ନିତ୍ୟାନନ୍ଦ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକସଭା

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟାଙ୍ଗରପାଲି ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠାତା ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନଙ୍କ ଆତ୍ମାର ସଦଗତି…
Read More...

ଘରର ମୁଖ୍ୟଦ୍ବାର ପାଇଁ କିଛି ବିଶେଷ ନିୟମ

ଘରର ମୁଖ୍ୟଦ୍ବାରକୁ ସୁଖ ପ୍ରବେଶର ଦ୍ବାର କୁହାଯାଇଥାଏ। ମୁଖ୍ୟଦ୍ବାରକୁ ସମୃଦ୍ଧିର ରାସ୍ତା କୁହାଯାଇଥାଏ। ଏହି ସ୍ଥାନରୁ ପରିବାର ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ମୁଖ୍ୟଦ୍ବାର ଠିକ ଭାବେ ତିଆରି ନ ହେବା…
Read More...

ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଦଶିକା ଶାଳୀନ ପଣ୍ଡିତ ଆଜି କୋରାପୁଟ ଜିଲାର ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି…
Read More...

ସତ୍ୟବାଦୀ ବିଧାୟକ, ପୁରୀ ଜିଲ୍ଲାପାଳଙ୍କ ଐତିହାସିକ ସ୍ଥାନ ପରିଦର୍ଶନ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ,ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଯୁଗର ଐତିହାସିକ ବନ…
Read More...

ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି ବେଳେ ଠିକା କର୍ମଚାରୀଙ୍କ ମୃତ୍ୟୁ

ପୁରୀ : ପୁରୀରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି । ଘୋଡା ବଜାର ପ୍ରାଣୀ ଚିକିସôାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିବା ବେଳେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।…
Read More...

କିସମିସ୍‌ କୁ ପାଣିରେ ବତୁରାଇ ଖାଆନ୍ତୁ ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ପାଣିରେ କିସମିସ୍‌ କୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ବରଦାନରୁ କମ ନୁହେଁ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଜାଣନ୍ତୁ କିସମିସ୍‌ ବତୁରାଇ ଖାଇଲେ…
Read More...

ମୁଖ୍ୟ ଶାସନ ସଚିବଙ୍କ ସମେତ ୪ ଜଣ ସଚିବଙ୍କ ନବରଙ୍ଗପୁର ଗସ୍ତ 

ନବରଙ୍ଗପୁର : ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ଜଳ…
Read More...

ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି

ନୁ୍ୟୟର୍କ : ଆମେରିକାରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ଆଉ ୬୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ୱାର୍ଲଡମିଟର ରିପୋର୍ଟରୁ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ…
Read More...

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା କାରଣରୁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ  ୫…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ;  ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା…
Read More...

୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ହାତରେ ଲଗାନ୍ତୁ

ମୁହଁର ସୁନ୍ଦରତା ସହ ହାତର ସୌନ୍ଦର୍ୟ୍ୟ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁଇ ଗୁଣିତ କରିଥାଏ। ହାତ ଶୁଷ୍କ ଓ ଖରାର ପ୍ରଭାବରେ ହାତର ରଙ୍ଗ କମ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ…
Read More...

ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ

ବହୁ ସମୟରେ ଦେଖାଯାଏ ଯେ, ଭୁଲ୍‍ ପ୍ରଣାଳୀରେ ରୋଷେଇ କରିବା ଦ୍ୱାରା ଖାଦ୍ୟରେ ଥିବା ଭିଟାମିନ ବା ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇଥାଏ । ତେବେ…
Read More...

ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର : ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ସ୍ଥାପତ୍ୟ ଘୋଡା । ଏନେଇ ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର…
Read More...

କାହାର ସ୍ବପ୍ନ ପୂରଣ କରିବାକୁ ଇଚ୍ଛା ଥିଲେ ନିଜେ ପ୍ରଥମେ ସ୍ବପ୍ନ ଦେଖିବା ଉଚିତ – ଡ. ଏପିଜେ ଅବଦୁଲ କାଲାମ

ଆଜି ଦେଶର ପୂର୍ବତନ ରାଷ୍ଟ୍ରପତି ଓ ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କାଲାମଙ୍କ ୬ଷ୍ଠ ପୁଣ୍ୟତିଥି । ।ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ହୋଇଥିଲା। ତାମିଲନାଡୁର…
Read More...

ଥେରୁବାଲି-ଗୁଣପୁର ରେଳ ଲାଇନ ସମ୍ପ୍ରସାରଣ ଦାବି

ଜେକେପୁର : ରାୟଗଡା ଜିଲ୍ଲାର ଥେରୁବାଲି-ଗୁଣୁପୁର ରେଳପଥକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ମଧ୍ୟ ସାକାର ହୋଇଛି ।ରେଳପଥ ନିର୍ମାଣ ନେଇ ଅର୍ଥ ଅଟକଳ ମଧ୍ୟ ହୋଇସାରିଛି ।…
Read More...

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ସମ୍ବଲପୁର ସହରରେ ଯୁବକଙ୍କୁ ବିଭତ୍ସ ହତ୍ୟା ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ; ଜୁଲାଇ ୨୮ରୁ ୩୦ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ…
Read More...

ଆଖଣ୍ଡଳମଣିଙ୍କ ପୀଠର ସମ୍ପ୍ରସାରଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ- ପୂର୍ବତନମନ୍ତ୍ରୀ ମନମୋହନ ସାମଲ

ଆରଡି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଥିବା ସମ୍ପ୍ରସାରଣ ଓ ବିକାଶମୂଳକ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ…
Read More...

ଆର.ଆଇ ଅଫିସ ସ୍ଥାନାନ୍ତରିତକୁ ନେଇ ଲମ୍ବସରୀ ପଞ୍ଚାୟତବାସୀଙ୍କ କଣ୍ଟାମାଳ ତହସିଲ ଘେରାଉ ଓ ବିକ୍ଷୋଭ

କଣ୍ଟାମାଳ : ପ୍ରସ୍ତାବିତ ଦପଲା ରାଜସ୍ୱ କାର୍ଯ୍ୟାଳୟକୁ ବିରୋଧ କରି ଶତାଧିକ ଲୋକ କଣ୍ଟାମାଳ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଲମ୍ବସରୀ ପଞ୍ଚାୟତରେ…
Read More...

ସମ୍ବଲପୁର ସହରରେ ଯୁବକଙ୍କୁ ବିଭତ୍ସ ହତ୍ୟା

ସମ୍ବଲପୁର : ସମ୍ବଲପୁର ସହରରେ ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ହରିଓମ ନଗରରେ ଯୁବକଙ୍କୁ ବିଭତ୍ସ ହତ୍ୟା। ।ଗତ ବିଳମ୍ବିତ ରାତ୍ରୀରେ ଦୀପକ ଯାଦବ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ…
Read More...

ରାସ୍ତାର ଖାଲରେ ଜମି ରହିଛି ପାଣି ; ଅଞ୍ଚଳବାସୀ ହନ୍ତସନ୍ତ

ରେଙ୍ଗଲିକେମ୍ପ : ଅତାବିରା ବ୍ଲକ ଲୁରୁପାଳି ଗ୍ରାମର ମେହେର ପଡ଼ା କୁ ଯାଇଥିବା ରାସ୍ତାଟି ବହୁତ୍ ଖରାପ ହୋଇଛି। ପ୍ରତି ଅଧାମିଟର ଅନ୍ତରରେ ଖାଲ ହୋଇ ଯାଇ ଅତିଶୟ ଶୋଚନୀୟ ହୋଇପଡିଛି।ଏବେ ବର୍ଷା ଦିନରେ ସେହି ଖାଲ…
Read More...

ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ପ୍ରତିଷ୍ଠା ଦିବସ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କୁ ଫଳ ବଣ୍ଟନ କରା ଯାଇଥିବା ଜଣାଯାଇଛି । କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରେସ…
Read More...

ବେଆଇନ ପଥର ଖଣି ଉପରେ ଚଢ଼ାଉ ; ୨ ଟି ଜେସିବି ଜବତ ,୨ ଜଣ ଗିରଫ 

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଏବଂ ବାଲିବେରେଣିରେ ୩ ଟି ପଥରଖଣି ନିଲାମ ହୋଇଛି ।କିନ୍ତୁ କୌଣସି ଖଣିର କାଗଜପତ୍ର ହୋଇନଥିବାବେଳେ ସେହି ଖଣି ଗୁଡିକରୁ ଦିନରାତି ପଥର କଟାଯାଇ ଚାଲାଣ କରାଯାଉଛି ।ଏପରିକି…
Read More...

ଶ୍ରାବଣ ମାସ : ସମ୍ପୂର୍ଣ୍ଣ ନିଷ୍ଠା ସହ ମହାଦେବଙ୍କୁ ପୂଜା କରନ୍ତୁ

ଶ୍ରାବଣ ମାସରେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକେ ନିଜର ମନସ୍କାମନା ପୂରଣ କରିଥାଆନ୍ତି । କିଛି ଲୋକ ଭଗବାନ ଭୋଳାଶଙ୍କରଙ୍କୁ ଉପାସନାରେ ସନ୍ତୁଷ୍ଟ କରାଇ ଅସାଧ୍ୟ ରୋଗରୁ ମୁକ୍ତି ପାଇ ଥାଆନ୍ତି, ତ ଅନ୍ୟ କେହି ନିଜର…
Read More...

ରହସ୍ୟମୟ କୁଣ୍ଡ ; ତାଳି ବଜାଇବା ମାତ୍ରେ ଏଠାରେ ଜଳସ୍ତର ଉପରକୁ ଉଠିଥାଏ

ସାରା ଦୁନିଆରେ ଏପରି କେତେକ ସ୍ଥାନ ଓ ଜିନିଷ ରହିଛି ଯାହା ଆଜି ମଧ୍ୟ ରହସ୍ୟମୟ । କେହି ମଧ୍ୟ ତାହାର ରହସ୍ୟ ଜାଣିବାକୁ ସକ୍ଷମ ହୋଇନାହାନ୍ତି ବୋଲି କୁହାଯାଏ । ଭାରତର ଏଭଳି ଏକ ରହସ୍ୟମୟ କୁଣ୍ଡ ରହିଛି, ଯାହା ବିଷୟରେ…
Read More...

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ନିରଞ୍ଜନ ରଥଙ୍କ କାଦୁଆ ଆଶ୍ରମ ପରିଦର୍ଶନ

ସାକ୍ଷୀଗୋପାଳ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ( ଯାହା କି କାଦୁଆ ଆଶ୍ରମ ନାମରେ ପରିଚିତ )ର ପୁନରୁଦ୍ଧାର କରାଯିବ । ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି…
Read More...

ଶ୍ରାବଣ ମାସ : ଖାଦ୍ୟରେ ସାମିଲ କରନ୍ତୁ ସାବୁଦାନା ଖେଚେଡ଼ି, ସିଝା ଆଳୁ

ଆଜି ଠାରୁ ଆରମ୍ଭ ଶ୍ରାବଣ ମାସର ପ୍ରଥମ ସୋମବାର। ବିଶେଷ କରି ଶ୍ରାବଣ ମାସରେ ଭଗବାନ ଶିବଶଙ୍କରର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ବହୁ ଲୋକେ ଏହି ମାସରେ ବ୍ରତ ମଧ୍ୟ ପାଳନ କରିଥାଆନ୍ତି। ବିଶେଷ କରି ସୋମବାର ଦିନ।…
Read More...

ଆଜି ଠାରୁ ରାଜଧାନୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌

ନୂଆଦିଲ୍ଲୀ : ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌ ଖୋଲାଯାଇଥିବା ବେଳେ ଶହେ ପ୍ରତିଶତ ସିଟିଂରେ ଚାଲିଲା ମେଟ୍ରୋ ଓ ବସ୍‌ । ମାତ୍ର ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌ ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା…
Read More...

ଆଜି ଶ୍ରାବଣର ପ୍ରଥମ ସୋମବାର ; ଖାଁ ଖାଁ ସମସ୍ତ ଶୈବପୀଠ

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର। ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳ ଲାଗି କରିଥାଆନ୍ତି। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ…
Read More...

ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି: ଶ୍ରାବଣ ମାସର ଅୟମାରମ୍ଭରେ କରୋନାର ନିୟମ ପାଳନପୂର୍ବକ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା।କବୟିତ୍ରୀ ସଞ୍ଜୁକ୍ତା ପରିଛ୍ଛାଙ୍କ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮ ଓଡ଼ିଶାରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୪୨…
Read More...

ହାଇଦ୍ରାବାଦ ଓ ଦିଲ୍ଲୀରେ ଭୂକମ୍ପ ଝଟକା

ହାଇଦ୍ରାବାଦ : ରାଜଧାନୀ ଦିଲ୍ଲୀ ଓ ହାଇଦ୍ରାବାଦରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି ।ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ଦକ୍ଷିଣରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୫ଟାରେ ଏହି ଭୂକମ୍ପ ଝଟକା ଅନୁଭବ…
Read More...

ତ୍ୱଚା ପାଇଁ ବେଶ ଉପକାରୀ ଅମୃତଭଣ୍ଡା , ଲେମ୍ବୁ, ମହୁ

ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ପେଷ୍ଟଟି ମୁହଁରେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।…
Read More...

ଗାଈ ଗୋରୁଙ୍କ ପରଙ୍ଗଯାତ୍ରା

ପିପିଲି : ପାହାଡିଆ ଅଞ୍ଚଳ ଅଭିମୁଖେ ଗୋପାଳକ । ବର୍ଷାଋତୁରେ ଚାରଣଭୂମି ଜଳମଗ୍ନ ହେବା କାରଣରୁ ଗୋରୁ, ଗାଈଙ୍କର ଖାଦ୍ୟାଭାବ ଦେଖାଦେଇଥାଏ । ଚନ୍ଦନପୁର, ସତ୍ୟବାଦୀ, ବ୍ରହ୍ମଗିରି ଆଦି ଅଞ୍ଚଳରେ ଥିବା ଜଳମଗ୍ନ ଚାଷଜମି…
Read More...

ପତଞ୍ଜଳି ଯୋଗ ସମିତି ପକ୍ଷରୁ ୨ଦିନିଆ ଯୋଗ ଶିବିର ଆୟୋଜିତ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗ ସମିତି ତରଫରୁ ୨ଦିନିଆ ଯୋଗ ଶିବିର ପାଳିତ ହୋଇଯାଇଛି। ଜିଲ୍ଲାର ସୁନାମଧନ୍ୟ ଯୋଗାଚାର୍ୟ୍ୟ ରାଜେଶ ଆର୍ୟ୍ୟଙ୍କ…
Read More...

ସାକ୍ଷୀଗୋପାଳ ମନ୍ଦିର ; ସେବକଙ୍କ ଖଟଣି ରୋଷଘରୁ ଚୋରି

ସାକ୍ଷୀଗୋପାଳ  : ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ଥିବା ସେବାୟତଙ୍କ ଖଟଣି ରୋଷଘର ମଧ୍ୟରୁ ଗତକାଲି ଚୋରି ହୋଇଯାଇଛି । ଦୁର୍ବୃତ୍ତ ମାନେ କବାଟ କୁନ୍ଦା ଭାଙ୍ଗି ରୋଷଘର ମଧ୍ୟରୁ ୨ ଗୋଟି ପିତ୍ତଳ ଥାଳି, ୬ ଗୋଟି…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ୭୯ ତମ ମନ କି ବାତ୍‍ : ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ହେବ ପାଳନ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍‍ ର ୭୯ ତମ ସଂସ୍କରଣ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୯ ତମ ମନ କି ବାତ୍‍ ; ଟୋକିଓ ଅଲିମ୍ପିକ୍ସ ପାଇଁ ଯାଇଥିବା ଖେଳାଳୀଙ୍କୁ କଲେ ଭୂୟସୀ ପ୍ରଶଂସା ; ସମ୍ବଲପୁରର ଇଷାକ ମୁଣ୍ଡାଙ୍କୁ କଲେ ପ୍ରଶଂସା ; କହିଲେ ଇଷାକ ମୁଣ୍ଡା ଆମ…
Read More...

ରବିବାର ବିଶେଷ : ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ହୋଇଥାଏ ଲାଭଦାୟକ

ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଜ୍ଞାନ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟପୂଜା କରୁଥିବା ବ୍ୟକ୍ତିଙ୍କ ବିଶେଷ ସମସ୍ୟା ରୁହେ ନାହିଁ ଏବଂ ସବୁ ସଙ୍କଟ ଦୂର…
Read More...

ଡେଥ ଜୋନରେ ପୁଣି ସଡକ ଦୁର୍ଘଟଣା ; ଅଟୋରେ ଥିବା ମତ୍ସ୍ୟଜୀବୀ ସମେତ ଚାଳକ ଗୁରୁତର

ଗୋପାଳପୁର : ଗଞ୍ଜାମ ଜିଲ୍ଲାର ଡେଥ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ତଥା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଠାରେ ରବିବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ପଛପଟକୁ…
Read More...

ଦେଶରେ ନୂଆ ଆକ୍ରାନ୍ତ ୩୯,୭୪୨ ; ମୃତ ୫୩୫

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩୯,୭୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୭୧,୯୦୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ; ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧ ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬୭ ଜଣକ ମୃତ୍ୟୁ ;…
Read More...

ଓଜନ ହ୍ରାସ କରିଥାଏ ଏହି ଘରୋଇ ଉପାୟ

ଆଜିକାଲି ଦୁନିଆ ସାରା ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ…
Read More...

ଗୃହର ଅଗଣାରେ ତୁଳସୀ ଲଗାଇ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ

ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ…
Read More...

ଆଗାମୀ ୫ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଏହାସହ ଆଗାମୀ ୫ ଦିନ ଓ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି…
Read More...

ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଏକ୍ସ ରେଗୁଲାର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ପାଇଁ କେନ୍ଦ୍ର ପରିଦର୍ଶନ କଲେ (ଡି ଇ ଇ) ପ୍ରାଥମିକ ଶିକ୍ଷା…
Read More...

ସାପସହ ଲଢେଇ କଲା ପୋଷା କୁକୁର ; କିଛି ସମୟ ପରେ ଉଭୟ ମୃତ

ରାଜସ୍ଥାନ : ରାଜସ୍ଥାନର ବୁନ୍ଦି ଜିଲାରେ ଗୋଟିଏ ପୋଷା କୁକୁର ଓ ନାଗସାପ ମଧ୍ୟରେ ହୋଇଥିବା ଲଢେଇର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଘଟଣା ବୁନ୍ଦୀର ଜଲୋଦ ଗାଁର। ଏଠାରେ ନାଗସାପ ଘର ଭିତରକୁ ପ୍ରବେଶ କରିବାକୁ…
Read More...

୨୬ରେ ଖୋଲିବ ଉଚ୍ଚ ବିଦ୍ୟାଳୟ ; ଶ୍ରେଣୀ ଗୃହ କରାଯାଉଛି ବିଶୋଧନ

ମୋହନା : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀ ଖୋଲିବା ନିମନ୍ତେ ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକର ପରିବେଶକୁ ପରିଷ୍କାର ଓ…
Read More...

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ନିମନ୍ତେ ଆରମ୍ଭ ହୋଇପାରେ ଟିକାକରଣ – ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : ଦେଶରେ ପିଲାମାନଙ୍କ ନିମନ୍ତେ ସେପ୍ଟେମ୍ବର ସୁଦ୍ଧା କୋଭିଡ ଟିକାକରଣ ଆରମ୍ଭ ହୋଇପାରେ ବୋଲି ଏମସ୍‍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂକ୍ରମଣ ସହ ଲଢେଇ ପାଇଁ ଏହା ଏକ…
Read More...

ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଣ୍ଟାମାଳ ଗାଁରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଶନିବାର ଜଣାପଡିଛି। ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ: ମୀରା ବାଇ ଚାନୁଙ୍କୁ ରୌପ୍ୟ ପଦକ ଟୋକିଓ ଅଲମ୍ପିକରେ ଭାରତର ବିଜୟ ଅଭିଯାନ ; ପୁରୁଷ ହକିରେ ନ୍ୟୁଜିଲ୍ୟାଣ୍ଡକୁ ୩/୨ରେ ପରାସ୍ତ କଲା ଭାରତ ଟୋକିଓ ଅଲମ୍ପିକରେ ଭାରତର…
Read More...

ଯୁବ ବିଜେଡି ଉପସଭାପତିଙ୍କ ଚିଟଫଣ୍ଡ ଲିଙ୍କ ଅଭିଯୋଗ 

ନୀଳଗିରି: ନୂଆ କରି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ବ୍ଲକ ଯୁବ ବିଜେଡିର ଉପସଭାପତି ପଦବୀ ପାଇଥିବା ବାଦଲ ପଣ୍ଡାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେ ପୂର୍ବରୁ ଓରକ୍ସ ଡିଲ ନାମକ ଏକ ଚିଟଫଣ୍ଡରେ ଏଜେଣ୍ଟ ଭାବେ…
Read More...

ଗୁରୁ ପୂର୍ଣ୍ଣିମା : ଯେଉଁଠାରେ ଜ୍ଞାନ , ସେଠାରେ ପୂର୍ଣ୍ଣିମା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଷାଢ ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶବାସୀଙ୍କୁ ଓ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦୁନିଆ ଭଗବାନ ବୁଦ୍ଧଙ୍କ ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖିଛନ୍ତି।…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ;  ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨ ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ…
Read More...

ପାଣିରେ ଅଳ୍ପ ଡ଼ାଲଚିନି ଗୁଣ୍ଡ ପକାଇ ପିଅନ୍ତୁ ; ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିଥାଏ

ମହୁ – ପିଇବା ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମୁହଁ ଚର୍ମ ନରମ ହେବା ସହ ଚମିକ ଥାଏ। ପୁଦିନା ପତ୍ର- ପୁଦିନା ପତ୍ରର ପାଣି ପିଇବା ଦ୍ୱାରା ପେଟ ସଫା ହୋଇଥାଏ। ରକ୍ତ ପରିଷ୍କାର କରିଥାଏ। ଫଳରେ…
Read More...

ଡୁମୁରିଆରୁ ବିଦେଶୀ ମଦ ଜବତ

ପାଟଣା : ପାଟଣା ଅବକାରୀ ଥାନାଧିକାରୀ ଦିଲୀପ କୁମାର ତାଣ୍ଡି ଙ୍କ ନେତୃତ୍ୱ ରେ ଗୁରୁବାର ଡୁମୁରିଆର ଏକ ବ୍ରଏଲର କୁକୁଡ଼ା ମାଂସ ଦୋକାନ ଉପରେ ଚଢ଼ାଉ ସମୟରେ ସେଠାରେ ବିକ୍ରି ପାଇଁ ଗଚ୍ଛିତ ଥିବା ବିଦେଶୀ ମଦ ଜବତ…
Read More...

ତେଜୁଛି କ୍ରସର ବିରୋଧି ଆନ୍ଦୋଳନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ କ୍ରସର ବିରୋଧି ଆନ୍ଦୋଳନ ଉଗ୍ରରୂପ ଧାରଣ କରୁଛି। ଖରଭୁଇଁ ଗାଁ ଲୋକଙ୍କ କ୍ରସର ବିରୋଧ ଆନ୍ଦୋଳନ ଯୋଗୁଁ ଦୀର୍ଘ ଏକ ମାସ ହେଲା କ୍ରସର ଶିଳ୍ପ ଏବଂ…
Read More...

ରାମଗିରିରେ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ ; ୬ ଆହତ

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଏକ ଯାତ୍ରୀବାହି ଅଟୋ ରାମଗିରି ଗ୍ରାମ…
Read More...

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ; ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା

ବ୍ରହ୍ମପୁର : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଛି। ଆଜି ପ୍ରାୟ ଦିନ ୧୧ଟାରେ ପାରଳାଖେମୁଣ୍ଡି ସ୍ଥିତ…
Read More...

ବଜ୍ରପାତରେ ୨ ବଳଦ ମୃତ ; ୧ ବାଛୁରୀ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କିର୍ତ୍ତିଙ୍ଗୀ ଗ୍ରାମରେ ୨ ଗୋରୁ ମୃତ। ଗୁରୁବାର ମଧ୍ୟାହ୍ନ ସମୟରେ ହଠାତ ବର୍ଷା ସାଙ୍ଗକୁ ଘତଘଡି ମାରିବାରୁ କିର୍ତ୍ତିଙ୍ଗୀ ଗ୍ରାମର ଅଜୟ ଓ ବିପିନ ଦଳାଇ ବିଲରେ ହଳ ନେଇ…
Read More...

ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂଆ ପ୍ରକଳ୍ପ ନିର୍ଦ୍ଦେଶକ

ପାଟଣା : ଓଡ଼ିଶା ପ୍ରଶାସନିକ ସେବା ର ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟ…
Read More...

ଅଦିନିଆ ବର୍ଷାରେ ବେହାଲ ଜାତୀୟ ରାଜପଥ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ ହାଟପଦାଠାରେ ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାଟି ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ଓ ମୋହନାକୁ ସଂଯୋଗ କରୁଛି। ଏହି…
Read More...

ମହାରାଷ୍ଟ୍ରରେ ବଦଳିଲା ସ୍ଥିତି ; ୬ ଜିଲାରେ ବର୍ଷାର ତାଣ୍ଡବ ; ରାୟଗଡରେ ୫ ମୃତ , ୩୦ ନିଖୋଜ

ମୁମ୍ବଇ : ମହରାଷ୍ଟ୍ରର ତଥା ଦେଶର ଆର୍ଥିକ ରାଜଧାନୀ ମୁମ୍ବଇର ମାଙ୍ଗଲୀ, ଅକୋଲା, ଅମରାବତୀ,ନାଗପୁର,କୋହ୍ଲାପୁର ସମେତ ଅନ୍ୟ କିଛି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ବହୁ ନଦୀରେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ମହାରାଷ୍ଟ୍ରରେ ବଦଳିଲା ସ୍ଥିତି ; ୬ ଜିଲାରେ ବର୍ଷାର ତାଣ୍ଡବ ; ରାୟଗଡରେ ୫ ମୃତ , ୩୦ ନିଖୋଜ ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨…
Read More...

ବୈତରଣୀ ରେ ଯୁବ ବ୍ୟବସାୟୀ ନିଖୋଜ ଘଟଣା, ତିନି ଦମକଳ କେନ୍ଦ୍ର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ବେ ମିଳିଲାନି…

ପାଟଣା : ବୈତରଣୀ ସ୍ରୋତରେ ଭାସିଯାଇଥିବା ଚାଇଁବସା ର ଯୁବ ବ୍ୟବସାୟୀ ଶ୍ରୀରାମ ମୁନ୍ଦ୍ରା (୧୯) ଙ୍କୁ ଖୋଜିବା ପାଇଁ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଙ୍କ ସହ ପାଟଣା ଅଗ୍ନିଶମ ବାହିନୀ, ଠାକୁରମୁଣ୍ଡା ଅଗ୍ନିଶମ…
Read More...

ଦେଶରେ ହ୍ରାସ ମୃତ୍ୟୁ ସଂଖ୍ୟା ; ନୂଆ ଆକ୍ରାନ୍ତ ୩୫,୩୪୨

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ରାଜ୍ୟରେ ଆଉ ୬୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୩୭୭

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ। ଦିନକରେ ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ଘଣ୍ଟାରେ ଆଉ ୧ ହଜାର ୯୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୦୯ ଓ ସ୍ଥାନୀୟ ସଂକ୍ରମିତ ୮୦୮ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩, ୮୫୧କୁ ବୃଦ୍ଧି…
Read More...

ଦୁର୍ଘଟଣାରେ ଗୁରୁତରଙ୍କ ମୃତ୍ୟୁ

ପାଟଣା : ଗତ ମଙ୍ଗଳବାର ସନ୍ଧ୍ୟାରେ ଖିରେଇଟାଙ୍ଗୀରି ନିକଟରେ ଏକ ଟ୍ରକ୍ ରେ ପିଟି ହୋଇ ବାଇକ୍ ଚାଳକ ପଶ୍ଚିମବଙ୍ଗ ବାସିନ୍ଦା ତଥା ବାଲେଶ୍ବର ର ଏକ କମ୍ପାନୀ ରେ କାର୍ୟ୍ୟ କରୁଥିବା ସୁମନ ଜାନା (୨୬) ଙ୍କ ର ଘଟଣା ସ୍ଥଳରେ…
Read More...

ରାଜ୍ୟରେ ଆଉ ନୂଆ ସଂକ୍ରମିତ ୧୯୧୭

ଭୁବନେଶ୍ୱର : ରାଜ୍ୟରେ ୨୪ଘଣ୍ଟାରେ ଆଉ ୧ ହଜାର ୯୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୦୯ ଓ ସ୍ଥାନୀୟ ସଂକ୍ରମିତ ୮୦୮ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩,…
Read More...

ସଠିକ ସମୟରେ ଭୋଜନ କରିବା ଦ୍ୱାରା ମିଳେ ଏହି ଲାଭ

ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ବିଶେଷ କରି ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ କମ୍ ସମୟରେ ଅଧିକ ଓଜନ ହ୍ରାସ କରିବାକୁ…
Read More...

ତେନ୍ତୁଳି ରସ ଛତୁ

ଆବଶ୍ୟକ ସାମଗ୍ରୀ ଛତୁ – ୪୦୦ ଗ୍ରାମ ପଞ୍ଚଫୁଟଣ – ଅଳ୍ପ ଧନିଆ ଗୁଣ୍ଡ – ୧ଚାମଚ ଜିରା ଗୁଣ୍ଡ – ୧ ଚାମଚ ଗରମ ମସଲା – ୧ ଚାମଚ ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ ତେନ୍ତୁଳି ରସ – ଅଳ୍ପ ତେଲ – ଆବଶ୍ୟକ ଅନୁଯାୟୀ…
Read More...

ଘରେ ରଖନ୍ତୁ ଚାନ୍ଦିର ମୟୁର : ମିଳିବ ଶୁଭଫଳ

ଚାନ୍ଦିକୁ ଶୁଭ ଧାତୁ କୁହାଯାଏ।ଏହି ଧାତୁରେ ନିର୍ମିତ ବସ୍ତୁ ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୟୁର ମଧ୍ୟ ଦେବତାଙ୍କ ପ୍ରିୟ। ମା’ସରସ୍ୱତୀ,ଭଗବାନ ଶ୍ରୀକୃଷ୍ଣ,କାର୍ତ୍ତିକେୟ ଓ ଶ୍ରୀ ଗଣେଶଙ୍କ ଫଟୋରେ ପକ୍ଷୀଙ୍କ…
Read More...

ଏକ ଘରୁ ୪ ମୃତଦେହ ; ମହିଳାଙ୍କ ସହ ତାଙ୍କ ୩ ଶିଶୁଙ୍କ ଗଳା ଦବାଇ ହତ୍ୟା

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରା ମହାନଗରରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଥିବା ଜଣାପଡିଛି। ଜଣେ ମହିଳା ଓ ତାଙ୍କ ୩ ଶିଶୁଙ୍କର ଗଳା ଦବାଇ ହତ୍ୟା କରାଯାଇଛି। ଗୁରୁବାର ସକାଳେ ଘରର କବାଟ ଖୋଲା ଥିବାରୁ ସ୍ଥାନୀୟ…
Read More...

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ; ଆଜି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସୃଷ୍ଟ ହୋଇଥିବା ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ…
Read More...

ଦିନ ୧ଟା – ମୁଖ୍ୟ ଖବର

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ; ଆଜି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ସଂଗରୋଧରୁ…
Read More...

୫ ପଇସାରେ ବିରିୟାନୀ ଖାଇବାକୁ ଲୋକଙ୍କ ଭିଡ ; ଭୁଲିଗଲେ କରୋନା ନିୟମ

ମଦୁରାଇ : ଏବେ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟ ( ଟଙ୍କା ପୈଠ) ନେବା ଦେବା କରାଯାଉଛି। ମାତ୍ର ଏଭଳି ସମୟରେ ହୁଏତ ଖୁବ କମରୁ କମ ଲୋକଙ୍କ ନିକଟରେ ୫ ପଇସାର କଏନ୍‍ ଥିବ ବିଶ୍ୱାସ କରିବା କଷ୍ଟ। ୫ ପଇସା ଦେବ ଓ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ସଂଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ସଂକ୍ରମିତ ୮୨୮ ଜଣ ଦିନରେ ୧୯୪୩ ଜଣ କରୋନା ରୋଗୀ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୯୬୨୩ ଜଣ ସକ୍ରିୟ ଓଡ଼ିଶାରେ ଦିନକରେ…
Read More...

ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ କାମୁଡ଼ିଲା ନାଗ

ପିପିଲି : କମଳାସାଗାର ପାଟଣା ଗାଁରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ନାଗ ସାପ ଦଂଶନ କରିଛି। ତାଙ୍କ ନାମ ରୁଷିଆ ବେହେରା (୫୫)। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା…
Read More...

ରାଜସ୍ଥାନରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୮

ରାଜସ୍ଥାନ : ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ବିକାନେର ଜିଲାରେ ଗୁରୁବାର ସକାଳେ ୭ଟା ୪୨ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏଯାଏଁ…
Read More...

ତ୍ୱଚା ପାଇଁ କମଳା ଚୋପାର ସ୍କ୍ରବ

ଓଟସ୍‍ ସ୍କ୍ରବ – ଓଟସ୍‍କୁ ଗୁଣ୍ଡ କରି ଏଥିରେ କଞ୍ଚା କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଧିରେ ଧିରେ ୫ ମିନିଟ ପର୍ୟ୍ୟନ୍ତ ଘଷନ୍ତୁ। ୧୦ ମିନିଟ ଯାଏଁ ଏହାକୁ ମୁହଁରେ ରଖି ପାଣିରେ ଧୋଇ ଦିଅନ୍ତୁ। କମଳା…
Read More...

ଜିଲା ଡାକ୍ତରଖାନାରେ ଶୀତଳ ଭଣ୍ଡାର ଉଦ୍‍ଘାଟନ

ନବରଙ୍ଗପୁର: ଜିଲା ମୁଖ୍ୟଡାକ୍ତରଖାନା ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏଚଆଇଭି ଓ ସିଫିଲି କିଟ୍‍ ସଂରକ୍ଷଣ ଶୀତଳ ଭଣ୍ଡାର ଉଦଘାଟିତ ହୋଇ ଯାଇଛି। ଜିଲାପାଳଡଃ.ଅଜିତ୍‍ କୁମାର ମିଶ୍ର ଓ ଏସ୍‍,ପି ପି,ଏସ ପୁରୁଷୋତ୍ତମ ଦାସ…
Read More...

ଟ୍ରକ – ବାଇକ୍ ଦୁର୍ଘଟଣା ; ଜଣେ ମୃତ ଜଣେ ,ଗୁରୁତର

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରି ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ସନ୍ଧ୍ୟା ସାଢେ଼ ୭ ଟା ସମୟରେ ଠିଆ ହୋଇଥିବା ଏକ ଟ୍ରକ ରେ ଦୃତ…
Read More...

ବଜ୍ରପାତରେ ଜଣେ ମୃତ

ସାକ୍ଷୀଗୋପାଳ : ଗତକାଲି ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନ ସାଢ଼େ ୩ ଟା ସମୟରେ ହଠାତ ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ବର୍ଷା, ଘଡଘଡି ଓ ବଜ୍ରପାତ ଆରମ୍ଭ ହୋଇଗଲା । ଏହି ସମୟରେ ବିଲରେ କାମ କରୁଥିବା ଅଳଗୁମ…
Read More...

କରୋନା କଟକଣା ପାଇଁ ହାଜିରା ପକାଉଛି ଖୋଲା ଝୁଲା

ପାଟଣା : ଚାଷୀ ମାନେ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ରି କରିବା ପାଇଁ ଏବେ ବହୁ ମୁଖି କୃଷକ ସେବା ସମବାୟ ସମିତି (ଲ୍ୟାମ୍ପ୍ସ୍) ମାନଙ୍କରେ ଚାଷୀ ପଞ୍ଜିକରଣ କାମ ଚାଲି ଥିବାରୁ ଏଠାକୁ ଚାଷୀ ମାନେ ଆସି ଗହଳି…
Read More...

ସାପ କାମୁଡ଼ାରେ ବାଳକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସାପ କାମୁଡ଼ାରେ ଜଣେ ବାଳକର ମୃତ୍ୟୁ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି…
Read More...

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା : ପାଟଣା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ବଡ଼ଖେଲା ମାଝୀଙ୍କ ପୁଅ ଅଜିତ କୁମାର ମାଝୀ(୨୪) ଅସୁସ୍ଥତା ଅନୁଭବ କରିବାରୁ ଅଜିତଙ୍କୁ ଗତ ରାତି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା…
Read More...

ଶାରୀରିକ ଅକର୍ମଣ୍ୟଙ୍କୁ ଭତ୍ତା ଯୋଗାଇଦେବାକୁ ଏବିଡ଼ିଓଙ୍କୁ ଭେଟିଲେ ବିଜେପି ନେତା

ପାଟଣା : ଢେଙ୍କିକୋଟ ପଞ୍ଚାୟତ ଅଧିନସ୍ଥ ଲଙ୍ଗଳକଣ୍ଟି ଗ୍ରାମ ର କୌଶଲ୍ୟା ନାୟକ ଓ ମାଗୁଣି ଗିରି ଶାରୀରିକ ଭାବେ ଅକ୍ଷମ ଅଟନ୍ତି । ପୂର୍ବରୁ ପଞ୍ଚାୟତ ଓ କାର୍ୟ୍ୟଳୟ, ବ୍ଲକ କାର୍ୟ୍ୟଳୟ ଦଉଡ଼ି ଦଉଡ଼ି ଭତ୍ତା ପାଇଁ ଆବେଦନ…
Read More...

ପଥ ଫାଙ୍କା ରଥ ଗଡ଼ିଲାନି, ରୀତି ନୀତିରେ ଶେଷ ହେଲା ରାଜନଗର ଓ ମଲିପଶି ବାହୁଡ଼ା ଯାତ୍ରା

ପାଟଣା : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପାଟଣା ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ରଥ ଯାତ୍ରା ବନ୍ଦ ରହିଛି। ରଥ ଗଡ଼ି ନାହିଁ ଓ ପଥ ମଧ୍ୟ ଫାଙ୍କା ପଡ଼ିଥିବା ମଧ୍ୟରେ ମନ୍ଦିର ରେ କେବଳ ରୀତି ନୀତି ଅନୁଯାୟୀ…
Read More...

ଛଅ ମାସରେ କଂକ୍ରିଟ୍‍ ରାସ୍ତାରେ ବିରାଟ ଫାଟ

ପିପିଲି : ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମପଞ୍ଚାୟତ ଅର୍ନ୍ତଗତ ସାନଗାଁ ଠାରୁ ବନମାଳିପୁର ଅଞ୍ଚଳକୁ ସଂଯୋଗ କରୁଥିବା ଏକମାତ୍ର କଂକ୍ରିଟ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ନିର୍ମାଣର ମାତ୍ର ୬ମାସ ମଧ୍ୟରେ ଏହି…
Read More...

ଭକ୍ତ ଦାସିଆ ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ

ପିପିଲି : ପବିତ୍ର ବାହୁଡା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ତ୍ରୟୋଦଶ ତମ ପ୍ରତିଷ୍ଠା…
Read More...

ପିପିଲିରେ ପତିତପାବନଦେବଙ୍କ ବାହୁଡାବିଜେ ନୀତି ସଂପନ୍ନ

ପିପିଲି : ମହାମାରୀ କରୋନା କଟକଣା ଯୋଗୁଁ ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରାର ସମସ୍ତ ନିତୀକାନ୍ତି ମନ୍ଦିର ମଧ୍ୟରେ ବିନାଭକ୍ତରେ ସଂପନ୍ନ ହୋଇଛି । ପିପିଲି ପୌରାଞ୍ଚଳ…
Read More...

ଗୋବିନ୍ଦାଲୟରେ ସପୁରୀ ଚାରା ପ୍ରସ୍ତୁତ ତାଲିମ

ନବରଙ୍ଗପୁର : ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ,ଭୁବନେଶ୍ଵର ପକ୍ଷରୁ ନନ୍ଦହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଠାରେ ଗୋବିନ୍ଦାଲୟ ପରିସରରେ ସପୁରୀ ଚାରା ପ୍ରସ୍ତୁତ ତାଲିମ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...