www.samajalive.in
Sunday, December 7, 2025
15.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ; ଆଜି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

- Advertisement -

ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସଂଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ସଂକ୍ରମିତ ୮୨୮ ଜଣ

ଦିନରେ ୧୯୪୩ ଜଣ କରୋନା ରୋଗୀ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୯୬୨୩ ଜଣ ସକ୍ରିୟ

ଓଡ଼ିଶାରେ ଦିନକରେ ୬୭ କରୋନା ରୋଗୀଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ୨୦

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୫୩୦୮

ରାଜସ୍ଥାନରେ ପୁଣି ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୮

ବିଜେପିକୁ ହଟାଇବା ପର୍ୟ୍ୟନ୍ତ ‘ଖେଳ ହେବ’: ମମତା

ଦେଶରେ ଆଉ ୪୧,୩୮୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ; ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୩,୦୪,୨୯,୩୩୯ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ୪,୦୯,୩୯୪ ଜଣ ସକ୍ରିୟ କରୋନା ରୋଗୀ

ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨%

ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା

ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫%

ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ପାନ ଟିକା

ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେବେ ୭୦୦ ଶିକ୍ଷକ, ଅଗଷ୍ଟ ୭ରେ ସାକ୍ଷାତ୍‌କାର

ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞଙ୍କ ଝିଅକୁ ହତ୍ୟା

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା, କୋହଲି ୨ୟରେ ସ୍ଥିର; ଧାୱନ ୧୬କୁ ଉଠିଲେ

ଆଜିଠାରୁ ଯନ୍ତର ମନ୍ତରରେ କୃଷକଙ୍କ ବିକ୍ଷୋଭ; ସୁରକ୍ଷା ବ୍ୟବସ୍ଥା କଡାକଡି

ଟୋକିଓ ଅଲିମ୍ପିକ୍‌ସ: ହାନ୍ନା ବୟୋଜ୍ୟେଷ୍ଠ; ଜାଜା ସର୍ବକନିଷ୍ଠ

ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆରେ ବିଜୟୀ ହୋଇ ଭାରତର ବିଶ୍ୱ ରେକର୍ଡ

ପିପିଲିରେ ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ ବ୍ୟକ୍ତିଙ୍କୁ କାମୁଡ଼ିଲା ନାଗ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର ;  ଏସୀୟ ସିଂହୀ ବିଜିଲୀ ତା’ର ପ୍ରଥମ ଗର୍ଭରୁ  ୩ ଟି ଶାବକ ଜନ୍ମ ଦେଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories