୩୯ଟି ପଦବୀ ପାଇଁ ୨୯୩ ଜଣଙ୍କ ଆବେଦନ ; କୋଭିଡ କଟକଣା ଉଲ୍ଲଙ୍ଘନ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ଖାଲି ପଡିଥିବା ମିନି ଅଙ୍ଗନବାଡି, ଅଙ୍ଗନବାଡି କେନ୍ଦ୍ର ପାଇଁ ୩୯ଟି ପଦବୀ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଆବେଦନ କରାଯାଇଥିଲା । ଏହାର ଶେଷ…
Read More...

କାରରୁ ୧୦୦୦ ଲିଟର ଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ କାର ଭିତରୁ ଏକ ହଜାର ଲିଟର ଦେଶୀ ମଦ ଜବତ କରିଛି । ଖଲ୍ଲିକୋଟରୁ ବ୍ରହ୍ମପୁରକୁ ଚାଲାଣ ବେଳେ ଇଣ୍ଡିଗୋ କରଟିକୁ ପୋକଡ଼ିବନ୍ଧ ଛକ ଠାରେ କାବୁ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଜଷ୍ଟ ଡାଏଲର ୪୦.୯୫% ଅଂଶଧନ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ ଭେଂଚର୍ସ ଜମ୍ମୁ କାଶ୍ମୀରରେ ଇସଲାମିକ ଷ୍ଟେଟର ସିଧାସଳଖ ଉପସ୍ଥିତିର ପ୍ରମାଣ ମିଳିଲା ଆଜି ପବିତ୍ର ବାହୁଡା ଯାତ୍ରା ; ତିନି ରଥରେ ବିଜେ…
Read More...

ତିନି ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ; ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଉଛି ନୀତିକାନ୍ତି

ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା । ତିନି ରଥରେ ବିରାଜିତ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ। ଆଜି ସକାଳେ କରୋନା କଟକଣା ମଧରେ ଚକ୍ରରାଜ…
Read More...

ବିଦ୍ୟୁତ୍‍ ଦର ବୃଦ୍ଧିକୁ ବିରୋଧ କରି ବିଜେପି ପକ୍ଷରୁ ଝୁମ୍ପୁରା ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ଝୁମ୍ପୁରା : ବାରମ୍ବାର ବିଦ୍ୟୁତ୍‍ ବିଲ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବ ସିଧା ଉପଭୋକ୍ତା ଉପରେ ପଡୁଥିବାରୁ ଏହାକୁ ବିରୋଧ କରି ଭାରତୀୟ ଜନତା ଦଳ ପକ୍ଷରୁ ସୋମବାର ଦିନ ଝୁମ୍ପୁରା ସ୍ଥିତ ବିଦ୍ୟୁତ୍‍ କାର୍ଯ୍ୟାଳୟ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା ; ତିନି ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ; ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି ରାଜ୍ୟରେ ୨୪ ଘଣ୍ଟାରେ ୨୦୮୫ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ…
Read More...

ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି : ପର୍ସରେ ରଖନ୍ତୁ ଅଳ୍ପ ଅରୁଆ ଚାଉଳ

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ। ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ…
Read More...

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ଜୁସ

ଟମାଟର ଜୁସ୍: ଟମାଟରରେ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ୧୦୦ ଗ୍ରାମ ଟମାଟରରେ ପ୍ରାୟ ୧୮ କ୍ୟାଲୋରୀ ଏବଂ ୩.୮୬ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି…
Read More...

ଅଦିନିଆ ବର୍ଷାରେ ଧୋଇ ହୋଇଗଲା କ୍ଷେତ ; ବିଲରେ ପାଣି , ଚିନ୍ତାରେ ଚାଷୀ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କିଛି ଦିନ ହେଲା ଅଦିନିଆ ଲଗାଣ ବର୍ଷା ଲାଗି ରହିଛି। ଯାହାରି ଫଳରେ ଚାଷୀକୂଳ ଏବେ ଚିନ୍ତାରେ । କେଉଁଠି ଚାଷ ଜମିର ହୁଡା ଭାଙ୍ଗି ଯାଉଛି ତ କେଉଁଠି ଧାନ ତଳି ଧୋଇ ହୋଇ ନଷ୍ଟ ହେଉ…
Read More...

ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ହେବ ଚାରା, କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଲେ ଚାଷୀ

ନବରଙ୍ଗପୁର: :କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୁବେନେଶ୍ଵର ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଅନ୍ତର୍ଗତ ଗୌଡ଼ଗୁଡା ଠାରେ ଉନ୍ନତ କିସମର ଫଳ ପନିପରିବା ଫୁଲ ଚାରା ପ୍ରସ୍ତୁତ ତାଲିମ…
Read More...

ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ସହ ଅଞ୍ଚଳର ବିକାଶ ପାଇଁ ପରାମର୍ଶ ଲୋଡିଲେ ପାଟଣା ବିଧାୟକ

ପାଟଣା  :  ପାଟଣା ବ୍ଲକ ଅଞ୍ଚଳରେ କାର୍ୟ୍ୟରତ ସମସ୍ତ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସମୟର ବଳିଷ୍ଠ କର୍ତ୍ତବ୍ୟ ପରାୟଣତା ପାଇଁ ପାଟଣା ବିଧାୟକ ଜଗନ୍ନାଥ ନାଏକ ପୁଟୁଳିଆ ଫାର୍ମ ହାଉସ ଠାରେ…
Read More...

ଉଦୟପୁରରେ ନୂତନ ଏଟିଏମ ସ୍ଥାପନ

ପଟଣା : ସାହାରପଡା ବ୍ଲକ ଉଦୟପୁର ଠାରେ ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଅଛି।ଏହି କାର୍ୟ୍ୟକ୍ରମ ରେ ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶ୍ରୀକାନ୍ତ ପରିଡା ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ।ଉଦୟପୁର ଓ ଏହାର ଆଖପାଖ…
Read More...

ଟ୍ରକ ଚାଳକଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇ ନେବା ଘଟଣାରେ ଦୁଇ ଗିରଫ

ପାଟଣା:  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ବାଉଁସୁଳୀ ଛକରେ ଉଖୁଣ୍ଡା ଆଡ଼ୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକକୁ ଅଟକାଇ ବାଇକରେ ଆସିଥିବା ତିନି ଜଣ ଯୁବକ ଏହାର ଚାଳକଙ୍କୁ ମାଡ଼ ମାରି ମୋବାଇଲ ଓ ନଗଦ…
Read More...

ହତ୍ୟାକାଣ୍ଡର ପର୍ଦ୍ଦାଫାଶ ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଦଳିତସାହିରେ ଗତ ୧୫ ତାରିଖ ମଧ୍ୟରାତ୍ର ରେ ଘଟିଥିବା ଦିଲ୍ଲିପ ଦାସ ହତ୍ୟା ଘଟଣାରେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ହତ୍ୟାକାରୀ କୁ କୋର୍ଟ ଚାଲାଣ କରିଛି।କୋର୍ଟ ଚାଲଣ…
Read More...

ବେଆଇନ ମଦ ଜବତ ; ଜଣେ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ସ୍ଥାନୀୟ ଗଜଲକ୍ଷ୍ମୀ ସାହିରେ ଚଢାଉ କରି ୩୫ ଲିଟର ବେଆଇନ ବିଦେଶୀ ମଦ ଜବତ କରିଛି । ପୁଲିସ ସୂଚନା ମତେ ବେଆଇନ ମଦ ବିକ୍ରି ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏଏସ୍ଆଇ ଶରତ କୁମାର ସାହୁ…
Read More...

ବଦଳିବ ବିଦ୍ୟାଳୟର ଢାଞ୍ଚା ; ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟାଙ୍କ ରାମନାଗୁଡା ବିଦ୍ୟାଳୟ ପରିଦର୍ଶନ

ରାମନାଗୁଡା : ରାୟଗଡ଼ା ଜିଲ୍ଲାରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ନିର୍ମାଣଧିନ ଆଧୁନିକକରଣ କାର୍ୟ୍ୟ ପରିଦର୍ଶନ କରିବା ପାଇଁ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ ଓ ବିଜେଡି ଜିଲ୍ଲା ସଂପାଦକ…
Read More...

ଗରିବ ବୃଦ୍ଧର ଶବସତ୍କାର ରେ ସହାୟକ ହେଲେ ସରପଞ୍ଚ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ସରପଞ୍ଚ ଆର୍. ହିମାଂଶୁ ପ୍ରସାଦ ରାଓ ମାନବିକତା ଦେଖାଇଛନ୍ତି। ଉକ୍ତ ଗ୍ରାମର ଅସହାୟ ଗରିବ ପରିବାର ନରହରି ରାଉଳ ବୟସ ୮୧ ଙ୍କ ରବିବାର ଅପରାହ୍ନରେ…
Read More...

ରାସ୍ତା ଉପରୁ ସାଢ଼େ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୭.୩୦ ସମୟ ରେ ଇନ୍ଫୋସିଟି ଅଞ୍ଚଳରେ ମାଇଣ୍ଡ ଟ୍ରି ଅଫିସ ସାମନା ରାସ୍ତା ଉପରୁ ସାଢ଼େ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି। ରାସ୍ତାରେ ବଡ଼ ଅଜଗର ସାପ ଧୀରେ ଧୀରେ ଚାଲୁଥିଲା ।…
Read More...

ଇସ୍ପାତ୍‌ ଖମ୍ବ ଚଢ଼ି ଇଣ୍ଡିଆ ବୁକ ରେକର୍ଡ଼ରେ ସ୍ଥାନ ପାଇଲେ ସ୍ୱୟଂଶିବ

ଜୁନାଗଡ଼/ଚିଲିଗୁଡ଼ା : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମର ସମୀର ରଞ୍ଜନ ଯୋଶୀ ଏବଂ ସାଗରିକା ଯୋଶୀଙ୍କ ପୁତ୍ର ସ୍ୱୟଂଶିବ ଯୋଶୀ ମାତ୍ର ୪ ବର୍ଷ ୫ ମାସ ବୟସରେ ୯ ଫୁଟ ବିଶିଷ୍ଟ ୩ଟି…
Read More...

ଜିଲାପାଳଙ୍କ ବାସଭବନ ପରିସରରୁ ଭାଲୁ ଉଦ୍ଧାର

ନୂଆପଡ଼ା : ଦୁଇ ସପ୍ତାହ ଧରି ପ୍ରତିଦିନ ରାତିରେ ନୂଆପଡ଼ା ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ପରିସରରେ ପ୍ରବେଶ କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ଭାଲୁକୁ ଶେଷରେ ବନ କର୍ମଚାରୀ ଯନ୍ତା ବସାଇ ଧରିବାରେ ସକ୍ଷମ ହୋଇଛି।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

ମୁରାଦାବାଦ - ଆଗ୍ରା ହାଇୱେରେ ରବିବାର ବିଳମ୍ବିତ ରାତିରେ ୨ଟି ବସ ମଧ୍ୟରେ ଧକ୍କା ହୋଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଚାଲି ଯାଇଛି। ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଯାତ୍ରୀ…
Read More...

ଝିଅର ମୃତ୍ୟୁ ଖବର ଶୁଣି ପିତାଙ୍କର ମୃତ୍ୟୁ

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବମୟ ଘଟଣା ଘଟିଥିବା ଜଣାପଡିଛି।ରୁଦାଙ୍ଗିଆ ଗ୍ରାମର ରାମମୂର୍ତ୍ତୀ ନାୟକ ୮୫ଙ୍କ ଝିଅ ଶ୍ରୀମତୀ ନିକିମା ନାୟକ ୫୮ଙ୍କ ମୃତ୍ୟୁ ଖବର ଶୁଣିବା ପରେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ ଭୁବନେଶ୍ୱର ଶିଶୁଭବନ ଛକରେ ଜିଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ; ମୋ ସାଇକେଲକୁ କୋକେଇ କରି ଶିଶୁ ଭବନ ଛକରୁ ରାଜମହଲ ଯାଏଁ ରାଲି ରାଜ୍ୟରେ…
Read More...

ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ କ୍ୟାଡର ମାଓବାଦୀ ଅଟକ

ବଲାଙ୍ଗୀର : ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ ରଖାଯାଇଥିବା ସୋମବାର ଖବର ମିଳିଛି। ଖପ୍ରାପୋଲ ଯାଉଥିବା ସମୟରେ ବଲାଙ୍ଗୀର ପୁଲିସ ଦ୍ୱାରା କେକେବିଏନର ଏହି କ୍ୟାଡ଼ର ମାଓବାଦୀ ସହ ଅନ୍ୟ…
Read More...

ବିଷପାନ କରି ଚିକିତ୍ସିତ ଅବସ୍ଥାରେ ଯୁବକର ମୃତ୍ୟୁ

ଗୋପାଳପୁର : କରୋନା କଟକଣା ଯୋଗୁଁ ଆର୍ଥିକ ଅନଟନ ପୁଣି ଜଣେ ଯୁବକ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେବା ସହ ବିଷପାନ କରି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ନୟାଗଡ ଜିଲ୍ଲା…
Read More...

ତାମିଲନାଡୁ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଗାଁକୁ ଫେରିପାରୁନି ଶବ

କଲମପୁର : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁରରେ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି।ତାମିଲନାଡୁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ଶବ ଘରକୁ ଆସି…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩ ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ ଏପର୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ…
Read More...

ଦୁଃଖଦ ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଜୋଧପୁର : ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିବା ନେଇ ସୋମବାର ଖବର ମିଳିଛି। ଜୋଧପୁର ମିଲ୍କକମେନ କଲୋନୀ କ୍ଷେତ୍ରରେ ଥିବା ଏକ ଘରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…
Read More...

ବାଲିଶଙ୍କରାରେ ଧଳା ଜହର ସହ ଯୁବକ ଅଟକ କାର ଓ ନଗଦ ଟଙ୍କା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଓ ଆଖପାଖ ବ୍ଲକ ଅଞ୍ଚଳରେ ନିଶାଦ୍ରବ୍ୟ କାରବାରକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଆଧାର କରି ପୁଲିସ ବିଭିନ୍ନ ସମୟରେ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଆନ୍ତରାଜ୍ୟ…
Read More...

ସକାଳର ସୂର୍ୟ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ?

କ’ଣ ଆପଣ ଜାଣନ୍ତି କି, ସକାଳର ସୂର୍ୟ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ? ହଁ, ବାସ୍ତବରେ ସକାଳର ସୂର୍ୟ୍ୟ କିରଣ ଶରୀରରେ ଭିଟାମିନ୍-ଡି ର ଅଭାବ ପୂରଣ କରେ। ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯେଉଁମାନଙ୍କର…
Read More...

ଛାତ କୋଣରେ ଲଗାନ୍ତୁ ଫୁଲଗଛ : ଗୃହରେ ସର୍ବଦା ରହିଥାଏ ସୁଖଶାନ୍ତିର ବାତାବରଣ

ଘରର ନିକଟରେ ଗର୍ତ୍ତ ରହିଥିଲେ ଏହାକୁ ତୁରନ୍ତ ପୋତିବା ଉଚିତ। ନଚେତ ପରିବାରର ସଦସ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଦୁଆର ପାଖରେ କିମ୍ବା ସମ୍ମୁଖରେ କଣ୍ଟା ଗଛ ଥିଲେ ମଧ୍ୟ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ…
Read More...

ଟୋକିଓ ଅଲିମ୍ପିକରେ ୩ କରୋନା ପଜିଟିଭ

ଟୋକିଓ : ଟୋକିଓ ଅଲିମ୍ପିକ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ କରୋନାର କାୟା ଏଠାରେ ମଧ୍ୟ ଦେଖାଦେଇଛି। କ୍ରୀଡ଼ା ଗ୍ରାମରେ ଥିବା ୨ ଆଥଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜଣାପଡିଛି। କରୋନା…
Read More...

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଉପସ୍ଥିତିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମାଓବାଦୀଙ୍କ ସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଥାନା ଅନ୍ତର୍ଗତ…
Read More...

ମୁମ୍ବଇରେ ପ୍ରବଳ ବର୍ଷାରେ କାନ୍ଥ ଭୁଷୁଡିବା ଘଟଣା ; ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିବା ସହ ଏହାର ତାଣ୍ଡବ ଦେଖିବାକୁ ମିଳିଛି।ପ୍ରବଳ ବର୍ଷା କାରଣରୁ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡିବା ଘଟଣାରେ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ନୂଆ ଆକ୍ରାନ୍ତ ୪୧,୧୫୭ ; ମୃତ ୫୧୮ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୩,୬୦୯ ୨୪ ଘଣ୍ଟାରେ ଆଉ ୪୨,୦୦୪ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୨,୬୯,୭୯୬ ସୁସ୍ଥ ଏଯାଏଁ ୪୦,୪୯,୩୧,୭୧୫ ଟିକା ନେଇ…
Read More...

ଦେଶରେ ନୂଆ ଆକ୍ରାନ୍ତ ୪୧,୧୫୭ ; ମୃତ ୫୧୮

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଉ…
Read More...

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍-ଟି ସଚିବ

କଟକ : ଆଜି କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷା ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ କରିଛନ୍ତି। । ସକାଳୁ କଟକରେ ପହଞ୍ଚି ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ତୁରନ୍ତ କାର୍ଯ୍ୟ…
Read More...

ରାଜ୍ୟରେ ଆଉ ୬୬ ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୫୦୫୮

ଭୁବନେଶ୍ୱର : ରାଜ୍ୟରେ ଦିନକରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ମୁମ୍ବଇରେ ବର୍ଷାର ତାଣ୍ଡବ ; କାନ୍ଥ ଭୁଷୁଡି ୧୪ ମୃତ ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ;  ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩ ଏହାସହ ମୋଟ ସଂକ୍ରମିତଙ୍କକ ସଂଖ୍ୟା ୯,୫୪, ୩୨୬…
Read More...

ମୁମ୍ବଇରେ ବର୍ଷାର ତାଣ୍ଡବ ; କାନ୍ଥ ଭୁଷୁଡି ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିଛି। ଫଳରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡି ୧୧…
Read More...

ରାଜ୍ୟରେ ଆଉ ଦୈନିକ ସଂକ୍ରମିତ ୨୨୧୫ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଦୈନିକ ସଂକ୍ରମଣ ଲଗାତାର ୨ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩ । ଏହାସହ ମୋଟ…
Read More...

ପୂର୍ବ ଦିଗରେ ଝରକା ଥିବା କକ୍ଷ ଅଧିକ ଶୁଭଙ୍କର

ପ୍ରତ୍ୟେକ ଗୃହରେ ଝରକା ରହିବା ନିତାନ୍ତ ଆବଶ୍ୟକ। ନଚେତ୍ ଏହା ଘରର ପରିଚୟ ପାଇନଥାଏ ବୋଲି ବାସ୍ତୁବିତ୍‌ଙ୍କ ମତ। ଝରକା ସହାୟତାରେ ଘରକୁ କେବଳ ବାୟୁ ଚଳାଚଳ ଓ ଆଲୋକ ପ୍ରବେଶ ହୁଏନାହିଁ, ବରଂ ଉତ୍ତମ ଦିଗରେ ଏହା ଥିଲେ…
Read More...

ସ୍ୱାସ୍ଥ୍ୟ ଉପକାରୀ କିଛି ଜଣାଅଜଣା କଥା

ଅଦା – ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ…
Read More...

ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଖୋଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର

କେରଳ : କରୋନା କଟକଣା କାରଣରୁ ଅନେକ ଦିନ ହେବ ବନ୍ଦ ଥିବା କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଖୋଲିଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ପୂଜାପାଠ ପାଇଁ…
Read More...

ଆଜି ରଥକୁ କରାଯିବ ଦକ୍ଷିଣମୋଡ

ପୁରୀ : ଆଜି ରଥକୁ ଦକ୍ଷିଣମୋଡ କରାଯିବ। ଏଥିପାଇଁ ତିନି ରଥରେ ଆଜ୍ଞାମାଳ ଲାଗି ହୋଇଛି। ଏହାସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି। ତିନି ରଥର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ରଥର ମୁଖ୍ୟ ମହାରଣା,ଭୋଇ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ଓ ୪ଦ୍ବାରର ସୌନ୍ଦର୍ୟ୍ୟକରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଉନ୍ନତି ଓ ପୀଠର ସୌନ୍ଦର୍ୟ୍ୟକରଣ ପାଇଁ ଗତକାଲି ପୂର୍ଜାର୍ଚ୍ଚନା ଓ ବୈଷୟୀକ ଟିମ ପକ୍ଷରୁ ଗର୍ଭଗୃହର ଯାଞ୍ଚ…
Read More...

ରାଇକିଆରେ ଚାଞ୍ଚଲ୍ୟ ; ପୁଅ ଝିଅକୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ

ଜି ଉଦୟଗିରି  : ପୁଅ ଝିଅଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ ।  ଏଭଳି ଲୋମ ଟାଙ୍କୁରା ଘଟଣା ଆଜି ରାଇକିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି। ସୂଚନା ଯୋଗ୍ୟ, ଏ ମ୍ ଭାଗ୍ୟ ଲକ୍ଷ୍ମୀ ପାତ୍ର (୩୦) ତାଙ୍କ ସ୍ବାମୀ…
Read More...

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟା ୩୦ରେ ଏହି ବୈଠକ ଅନୁଷ୍ଠିତ ହେବ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ।…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ହଜାର ହଜାର ଲୋକଙ୍କୁ ଜିଅନ୍ତା ଖାଇଥିଲା ସାର୍କ ; ୭୬ ବର୍ଷ ତଳର ଲୋମଟାଙ୍କୁରା ଘଟଣା ୧୫ ବର୍ଷରୁ ଅଧିକ ୪୫ ବର୍ଷରୁ କମ୍‍ ଯୁବତୀ, ବିଧବାଙ୍କ ତାଲିକା ମାଗିଲା…
Read More...

ହଜାର ହଜାର ଲୋକଙ୍କୁ ଜିଅନ୍ତା ଖାଇଥିଲା ସାର୍କ ; ୭୬ ବର୍ଷ ତଳର ଲୋମଟାଙ୍କୁରା ଘଟଣା 

ପ୍ରଶାନ୍ତମହାସାଗରର ନୀଳ ପାଣି ସେହି ସମୟରେ ଲାଲ ରଙ୍ଗରେ ପରିଣତ ହୋଇଗଲା ଯେଉଁ ସମୟରେ ସାର୍କ ହଜାର ହଜାର ଲୋକଙ୍କୁ ନିଜର ଶିକାର କରିଥିଲା। ଟାଇଗର ସାର୍କ ଓ ସମୁଦ ଧଳା ସାର୍କର ଏହି ଶିକାର ଏପର୍ଯ୍ୟନ୍ତର ସବୁଠାରୁ…
Read More...

ବିହାରରେ ସନ୍ଦେହଜନକ ଅବସ୍ଥାରେ ୧୬ ଜଣଙ୍କ ମୃତ୍ୟୁ

ବେତିୟା : ବିହାରର ଦେଉରୁବାରେ ଏଯାଏଁ ୧୬ ଜଣଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗ୍ରାମବାସୀଙ୍କ ମତାନୁଯାୟୀ ବିଷାକ୍ତ ମଦ ପିଇବା କାରଣରୁ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪ ଆଉ ୨୩୧୭ କରୋନା ଆକ୍ରାନ୍ତ ସୁସ୍ଥ ରାଜ୍ୟରେ ୧୪୯୮୮୫୩୧ ନମୁନା ପରୀକ୍ଷା ମୋଟ ୯୨୫୫୨୬…
Read More...

ସାପ କାମୁଡାରେ ଶିଶୁ କନ୍ୟା ମୃତ

ପାଟଣା : ଜେଜେମାଙ୍କ ସହ ଶୋଇଥିଲା ନାତୁଣୀ, ବିଳମ୍ବିତ ରାତିରେ ବିଷାକ୍ତ ସାପ କାମୁଡାରେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖମୁଆଁ ଗ୍ରାମର କୁସୁମ ସାହିରେ । ମୃତ ଶିଶୁ…
Read More...

ନକଲି ପାଣି କଳକାରଖାନାରେ ଚଢ଼।ଉ

ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ଚତୃର୍ଥ ଗଳି ଠାରେ ଥିବା ଏକ ଘର ଭିତରେ ନକଲି ପାଣି କଳକାରଖାନା ଚାଲୁଥିବା ଖବର ପାଇ ପୁଲିସ ସେଠାରେ ଚଢ଼।ଉ କରିଛି । ସେଠାରୁ ବିପୁଳ ପରିମାଣର ପାଣି…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ୬ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : କରୋନାର ୩ୟ ତରଙ୍ଗ ଆଶଙ୍କାର ପୂର୍ବରୁ କେନ୍ଦ୍ର ସରକାର ଲଗାତାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବାରମ୍ବାର ଆବଶ୍ୟକ ଅନୁଯାୟୀ ସମୀକ୍ଷା ବୈଠକ ମଧ୍ୟ କରୁଛନ୍ତି। ଆଜି…
Read More...

ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟ୍ ରେ ଅଗ୍ନିକାଣ୍ଡ

ପାରାଦ୍ଵୀପ : ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟ୍ ଜଳି ପାଉଁଶ ହୋଇଯାଇଛି। ଗତ କିଛିଦିନ ହେଲା କରୋନା ଯୋଗୁଁ ଏହି ବୋଟ କୁ ମାଛଧରା ବନ୍ଦରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ…
Read More...

ଦୁଃଖଦ ; କୂଅରେ ଖସିପଡିଥିବା ନାବାଳକକୁ ଉଦ୍ଧାର ପାଇଁ ଯାଇ ଫସିଲେ ୩୦ ; ୪ ମୃତ

ବିଦିଶା : ମଧ୍ୟପ୍ରଦେଶର ବିଦିଶା ଜିଲାରେ ଗଞ୍ଜବାସୌଦାରେ ଗୁରୁବାର ରାତିରେ କୂଅରେ ଖସିପଡିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ଏହାର ଚାରିପାଖରେ ଠିଆ ହୋଇଥିବା ୩୦ ରୁ ଅଧିକ ଲୋକେ ମାଡି ଧସିଯିବା ଫଳରେ କୂଅକୁ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ; ସୁରେଖାଙ୍କୁ ୭୫ ବର୍ଷ ବୟସ ହୋଇଥିଲା; ହୃଦଘାତରେ ପରଲୋକ ଘଟିଥିବା ସୂଚନା ଆଇସିଏମଆରର…
Read More...

ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ…
Read More...

ତ୍ରିନାଥ ମନ୍ଦିରରୁ ଚୋରି

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ନୁଆଁ ବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି । ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି ପ୍ରାୟ ୧୫ରୁ ୨୦ହଜାର…
Read More...

ପାରାଦୀପ ପିପିଏଲ୍ ସାରଖାନା ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନ ର ୪ଟି ବଗି ଲାଇନଚ୍ୟୁତ

ପାରାଦ୍ୱୀପ : ପାରାଦୀପ ପିପିଏଲ୍ ସାରଖାନା ମୁଖ୍ୟ  ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନ ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ଫଳରେ ପିପିଏଲ୍ ସାର କାରଖାନା ଓ ଟାଉନସିପ୍ କୁ ଯାତାୟାତ ସମ୍ପୂର୍ଣ୍ଣ…
Read More...

ପୁଡୁଚେରୀରେ ୨୦ ଶିଶୁ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ୨ୟ ତରଙ୍ଗ ଏବେ ମଧ୍ୟ ଜାରି ରହିଛି। ଏଥିପାଇଁ ଅନେକ ରାଜ୍ୟରେ କଟକଣା ସହ ତାଲାବନ୍ଦ ବୃଦ୍ଧି କରାଯାଉଛି। ଏଭଳି ପରିସ୍ଥିତିରେ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।…
Read More...

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ ; ସମସ୍ତ ଜିଲାରେ ଗଡିବ ବସ ; କଟକଣା କଡାକଡି ଭାବେ କରାଯିବ ପାଳନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତ ; ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ…
Read More...

ତ୍ୱଚାର ସୁନ୍ଦରତା ବୃଦ୍ଧି କରେ ଅମୁଲ ଓ ଲେମ୍ବୁ

ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ…
Read More...

ଗୋରୁ ବୋଝେଇ ଭ୍ୟାନ ଜବତ ; ଚାଳକ ,ସହାୟକ ଗିରଫ

ବେଗୁନିଆ : ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମାଫିଆ ମାନେ ଲକଡାଉନ ଏବଂ ସଟଡାଉନର ସୁଯୋଗ ନେଇ ଛୋଟ ଛୋଟ ଗାଡ଼ିରେ ଗୋ ଚାଲାଣ କରୁଛନ୍ତି । ବାଙ୍କୀ ବ୍ଲକ ଅନ୍ତର୍ଗତ ନରଗାଙ୍ଗରୁ ୭ ଟି ଗୋରୁ ଏକ ଟାଟା ଏ ସି…
Read More...

ଅଭିନବ ଉପାୟରେ ଠକେଇ ଅଭିଯୋଗ ; ୩ ଲକ୍ଷ ମିଳିବ କହି ସୁନା ନେଇ ଫେରାର ଯୁବକ 

ଗୋପାଳପୁର : ଏବେ ନୂତନ ଭାବରେ ଗରିବ ଲୋକଙ୍କ ଠାରୁ ସରକାରଙ୍କ ପକ୍ଷରୁ ତୁମ ନାମରେ ଟଙ୍କା ଆସିଛି।୨୫ ହଜାର କିମ୍ବା ସୁନା ଯାହା ଅଛି ଜଲଦି ଦିଅ କହି ଲୁଟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗୋପାଳପୁର ଥାନା…
Read More...

ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ

ଭୁବନେଶ୍ୱର : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା…
Read More...

ରାଜ୍ୟସ୍ତରୀୟ ସମାଜ ସ୍ବତନ୍ତ୍ର ; ଜଙ୍ଗଲକୁ ଜୀବନ୍ୟାସ ଦେବ ମିଆୱାକୀ ବଣ

ଝାରସୁଗୁଡ଼ା : ବୃକ୍ଷଟିଏ ପ୍ରାକୃତିକ ରୂପେ ଚାରାରୁ ଗଛ ହୋଇ କ୍ରମେ ଅନେକ ଅନୁରୂପ ଗଛର ସମୂହକୁ ​‌​ନେଇ ଜଙ୍ଗଲ ସୃଷ୍ଟି ହେବାକୁ ଲାଗେ ଶତାଧିକ ବର୍ଷ । କିନ୍ତୁ ମଣିଷ ଶିଳ୍ପ ଓ ଗୃହ ନିର୍ମାଣ ପାଇଁ ଯନ୍ତ୍ର ଲଗାଇ…
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଛୁରୀ ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ଶୌଚାଳୟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଅଜଣାଗାଡି ଧକ୍କାରେ ଦୁଇଟି ବାଛୁରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା…
Read More...

ଶ୍ରମିକମାନଙ୍କୁ କୋଭିଡ ସହାୟତା ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର

ବେଗୁନିଆ : କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ  ଯୋଗୁଁ ଦୀର୍ଘ ୨ ମାସ ହେଲା ସରକାର ତାଲାବନ୍ଦ ଏବଂ ସଟଡାଉନ ଜାରି ରଖିଛନ୍ତି । ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି ।ସେଥିପାଇଁ ଶ୍ରମିକ…
Read More...

ସମାଜର ପ୍ରଭାବ ; କୋର୍ଟ ମ୍ୟାନେଜର ପହଞ୍ଚି ତ୍ୱରାନ୍ୱିତ କଲେ ବିଲଡିଂ କାର୍ୟ୍ୟ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ…
Read More...

ଧାନ ବିଲ ନିକଟରେ ଥିବା କୂଅରେ ଖସି ୮ବର୍ଷ ବାଳକର ମୃତ୍ୟୁ 

ନବରଙ୍ଗପୁର,ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ଛୁଆ ଧାନବିଲ ନିକଟରେ ଖେଳୁଥିବା ସମୟରେ କୂଅରେ ଗୋଡ଼ ଖସି ପାଣିରେ ପଡି ମୃତ୍ୟୁ ବରଣ…
Read More...

ନୂତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ୟ୍ୟରେ ଯୋଗଦାନ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁ ମିଶା ବେଗମଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନବରଙ୍ଗପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବରେ ସ୍ବର୍ଣ୍ଣାଲତା ବିଶ୍ୱାସ…
Read More...

ନୂତନ ଥାନାକୁ ଉଦଘାଟନ କଲେ ପୂର୍ବାଞ୍ଚଳ ଆଇଜି

ନୀଳଗିରି: ରାଜ୍ୟ ପୁଲିସ ହାଉସିଂ ବୋର୍ଡ ପକ୍ଷରୁ ବାଲେଶ୍ଵର ଜିଲାର ନୀଳଗିରି ଥାନା ପରିସରରେ ଏକ ନୂତନ ଥାନା ନିର୍ମାଣ ହୋଇଥିଲେ ହେଁ ଦୀର୍ଘ ୩ବର୍ଷ ହେବ ତାହା କାର୍ୟ୍ୟକ୍ଷମ ହେଉ ନଥିଲା। ଯେଉଁଥିପାଇଁ ଉକ୍ତ ନୂତନ ଥାନା…
Read More...

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ନୀଳଗିରି: ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଅଳସୁଆଁ ଗାଁ ରେ ଥିବା ତାରିଣୀ ମନ୍ଦିରରୁ କେହି ଦୁର୍ବୁତ୍ତ ଦାନହୁଣ୍ଡିରୁ ନଗଦ ଟଙ୍କା, ସୁନା ରୁପାର ମୁକୁଟ, ହାର ସହ କଂସା ବାସନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି…
Read More...

ବୁଣାକାର ସମିତି ସମ୍ପାଦକଙ୍କୁ ଆକ୍ରମଣ

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ସ୍ଥିତ ଆଦିବାସୀ ବୁଣାକାର ସମବାୟ ସମିତିର ସମ୍ପାଦକ କନ୍ଦା ମାଝୀ(୬୦)ଙ୍କୁ ମରଣାନ୍ତକ ଆକ୍ରମଣ କରା ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସମିତିର ରେକର୍ଡଭୁକ୍ତ…
Read More...

ତୁରୁମୁଙ୍ଗାରେ କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ପାଟଣା : ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଠାରେ ପାଟଣା କଂଗ୍ରେସ ପକ୍ଷରୁ ୪୯…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ପୁଣି ଉଡିଲା ଡ୍ରୋନ ଏଟିଏସ ଦ୍ୱାରା ଗିରଫ ଦୁଇ ଆତଙ୍କବାଦୀଙ୍କୁ ଆଇନଗତ ସହାୟତା ଦେବ ଜମାତ ଉଲେମା ଇ ହିନ୍ଦ୍‍ ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନ ଅଞ୍ଚଳ ଦଖଲ କଲା ତାଲିବାନ…
Read More...

ମହିଳାଙ୍କ ବେକରୁ ହାର ଝାମ୍ପି ଚମ୍ପଟ ମାରିଲେ ଲୁଟେରା

ନୀଳଗିରି: ବାଲେଶ୍ଵର ଜିଲା ଅଧୀନ ସେରଗଡ଼ରୁ ନୀଳଗିରି ଫେରୁଥିବା ସମୟରେ ୨ଜଣ ଲୁଟେରା ଜଣେ ମହିଳା ବେକରୁ ସୁନା ହାର ଝାମ୍ପି ଚମ୍ପଟ ମାରିଥିବା ନେଇ ଅଭିଯୋଗ ହୋଇଛି।  ଲୁଟେରା କଳା ପଲସର ବାଇକରେ ଆସି ଜଣେ ମହିଳାଙ୍କ…
Read More...

ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭୁବନେଶ୍ୱର ରେଳ ଷ୍ଟେସନ,ବାଲେଶ୍ୱର ସମେତ ସମସ୍ତ ସ୍ଥାନରେ ଦେଖାଯାଇଛି। ବନ୍ଦକୁ ସଫଳ କରିବା ପାଇଁ…
Read More...

ଦିନ ୧୦ଟା – ମୁଖ୍ୟ ଖବର

ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ; ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୨୧୩ ଏବଂ ସ୍ଥାନୀୟ ସଂକ୍ରମିତ ୮୯୭ ୨୪…
Read More...

ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ପଲାଣଘାଟି ପାତା ସାହିରେ ବିଷାକ୍ତ ସାପ କାମୁଡାରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଡିମ୍ବୁ ମୁଣ୍ଡାଙ୍କ ସ୍ତ୍ରୀ ବୁଧୁନୀ ମୁଣ୍ଡା।…
Read More...

ବାସ୍ତୁ ଓ ଦୀପ ସହ ଜଡିତ କିଛି ସରଳ ଉପାୟ

ବାସ୍ତୁଦୋଷ ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। କେତେକ ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଘରେ ଥିବା ବାସ୍ତୁଦୋଷକୁ ଦୂର କରି ପାରିବା। ଯାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ଆସିଥାଏ। ଜାଣନ୍ତୁ…
Read More...

ରାଉରକେଲା: ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବାକୁ ଯାଉଛି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଲାଗି ବିପିୟୁଟି…
Read More...

ଅବକାରୀ ଧରପଗଡ଼ ବେଳେ ଉତେଜନା

ବ୍ରହ୍ମପୁର: ଫାଷ୍ଟ ଗେଟ୍ ନିକଟରେ ଗଞ୍ଜେଇ ଧିରିବାକୁ ଯାଇ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଅଟକାଇ ଗାଡି ଚାଳକକୁ ମାଡ଼ ମାରିବା ସହ ଗାଡ଼ିର ଗ୍ଲାସ ଭାଙ୍ଗି ଦେଇଛନ୍ତି । ଗାଡ଼ିରେ…
Read More...

ରାଜସ୍ଥାନରେ ପ୍ରତ୍ନତତ୍ତ୍ୱ ଏବଂ ରାଜକୀୟ ସଂଗ୍ରହାଳୟରୁ ମୂଲ୍ୟବାନ ସୁନା ଟଙ୍କା ଚୋରି ଅଭିଯୋଗ

ଜୟପୁର : ରାଜସ୍ଥାନର ଭରତପୁରରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଭରତପୁରର ପ୍ରତ୍ନତତ୍ତ୍ୱ ଏବଂ ରାଜକୀୟ ସଂଗ୍ରହାଳୟରୁ ଗୁପ୍ତକାଳର ଏକ ସୁନାର ଟଙ୍କା ଚୋରି ହୋଇଯାଇଛି। ଏହି ସୁନା ଟଙ୍କା ୧୬୦୦ ବର୍ଷ ପୁରୁଣା ଓ…
Read More...

କାଉଡି ଯାତ୍ରା : ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରାୟ ; କେନ୍ଦ୍ରକୁ ମଧ୍ୟ ନୋଟିସ ଜାରି

ନୂଆଦିଲ୍ଲୀ : କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ…
Read More...

ଶ୍ରୀମମନ୍ଦିର ଯାଞ୍ଚ ପାଇଁ ପୁରୀରେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ

ପୁରୀ : ଶ୍ରୀମମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ଆଜି ପହଞ୍ଚି ସାରିଛନ୍ତି। ଏହି ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ତଦାରଖ କରିବା ସହ ଶ୍ରୀମନ୍ଦିରର ଭିତର ସ୍ଥିତି ମଧ୍ୟ ଯାଞ୍ଚ…
Read More...

ଦିନ ୧୨ଟା – ମୁଖ୍ୟ ଖବର

ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଏପର୍ୟ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା…
Read More...

ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା

ପୁରୀ : ଆଡପ ମଣ୍ଡପ ବିଜେ ପରେ ଏବେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି। ଏହାସହ ଆଜି ଠାରୁ ବାହାରିବ ଆଡପ ଅବଢା। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ ଷ୍ଟାଣ୍ଡରେ ଅବଢା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ…
Read More...

ଟ୍ରକ ଧକ୍କାରେ ଜଣେ ମୃତ ; ୨ ଗୁରୁତର 

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା କେନାଲ ପୋଲ ନିକଟ ଜାତୀୟ ରାଜପଥ ୨୬ ରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଆଜି ଭୋର ସକାଳୁ ଏକ ଦ୍ରୁତ ଗ୍ରାମୀ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ୩…
Read More...

ରାଜସ୍ଥାନରେ କପ୍ପା ଭାରିଆଣ୍ଟ ରେ ୧୧ ଜଣ ସଂକ୍ରମିତ ଚିହ୍ନଟ

ଜୟପୁର : ଦେଶରେ କରୋନା ସଂକ୍ରମଣର ୨ୟ ତରଙ୍ଗ ହ୍ରାସ ପାଉଥିବା ଦେଖାଯାଉଥିବା ବେଳେ କିଛି ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ ଦେଖାଯାଉଛି। ସେହିପରି ରାଜସ୍ଥାନରେ କରୋନା ଭୂତାଣୁର କପ୍ପା…
Read More...

ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଏପର୍ୟ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ ୨୪…
Read More...

ଏସିଡିଟି ଦୂର ସହ ଅନେକ ସମସ୍ୟାର ସମାଧାନ ଏହି ଉପାୟ

ଆଜିକାଲି ଲୋକମାନେ ଅଧିକ ତେଲିଆ ଓ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଏହାର ଅଧିକ ସେବନ ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ପାଚନତନ୍ତ୍ରକୁ…
Read More...

କେଶ ପାଇଁ ଆପଣାନ୍ତୁ କିଛି ବିଶେଷ ଉପାୟ

କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପୋଷକତତ୍ତ୍ବ ଭରପୂର ଖାଦ୍ୟ ଖାଇବା ସହ ଯତ୍ନ ନେବା ମଧ୍ୟ ଜରୁରୀ। ଆୟୁର୍ବେଦ ଉପଚାରରେ ମଧ୍ୟ କେଶ ସମସ୍ୟା ଦୂର ହେବା ସହ ଘନତ୍ବ ବୃଦ୍ଧି ପାଇଥାଏ। – କେଶ ଦୁର୍ବଳ ଥିଲେ,…
Read More...

ବକେୟା ଅର୍ଥ ପୈଠ ନ କରିବା ଯୋଗୁଁ  ମାର୍କେଟ କମ୍ପ୍ଲେକ୍ସ୍ ଦୋକାନକୁ ସିଲ କଲା ପ୍ରଶାସନ

ମୋହନା : ଦୀର୍ଘ ବର୍ଷ ହେବ ମାର୍କେଟ କମ୍ପ୍ଲେକ୍ସ ବକେୟା ଭଡ଼ା ପଇଠ ନ କରିବା ଯୋଗୁଁ  ତିନୋଟି ଦୋକାନ କୁ ସିଲ କରିଛି ପ୍ରଶାସନ । ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତର ୩ ଗୋଟି ମାର୍କେଟ…
Read More...

ଉତ୍ତର-ପୂବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଏହାସହ ୩ୟ ତରଙ୍ଗର ଆଶଙ୍କା ମଧ୍ୟ କରାଯାଉଛି। ୩ୟ ତରଙ୍ଗର ଆଶଙ୍କା ମଧ୍ୟରେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା…
Read More...

ବାହାରିନ୍‍ ରେ ଓଡିଆ ସମାଜର ସଦସ୍ୟଙ୍କ ସହଯୋଗରେ ଭର୍ଚୁଆଲ ମୋଡରେ ରଥ ଯାତ୍ରା ପାଳନ

ନୂଆଦିଲ୍ଲୀ /ଭୁବନେଶ୍ୱର : ବାହାରିନ୍‍  ଓଡିଆ ସମାଜର ସଦସ୍ୟ ଏବଂ ସେମାନଙ୍କ ପରିବାରର ମିଳିତ ସହଯୋଗରେ ୧୨ ଜୁଲାଇ ୨୦୨୧ ସୋମବାର ଭର୍ଚୁଆଲ ମୋଡରେ ରଥ ଯାତ୍ରା ପାଳନ କରାଯାଇଛି। ଗତ ବର୍ଷ ଭଳି, ଏହି ବର୍ଷ ରଥଯାତ୍ରା…
Read More...

ଜଙ୍ଗଲ ମଧ୍ୟରୁ ୫ ମାସର ଶିଶୁପୁତ୍ର ଉଦ୍ଧାର

ଦେବଗଡ : ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ମସିନ୍ତା ଜଙ୍ଗଲ ମଧ୍ୟରୁ ଗତକାଲି ଏକ ୫ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନ୍ୟୁାୟୀ ରାତ୍ରୀ ପ୍ରାୟ ୯ ଟା ସମୟରେ ବାରକୋ ବ୍ଲକ…
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୫୦ ଜଣଙ୍କ ମୃତ୍ୟୁ

ଇରାକ : ଇରାକର ନସିରିୟାରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୁଲିସ ପକ୍ଷରୁ ଏହି ଖବର ମିଳିଛି। ଅଧିକାରୀଙ୍କ…
Read More...