www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ନୂଆ ଆକ୍ରାନ୍ତ ୪୧,୧୫୭ ; ମୃତ ୫୧୮

ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୩,୬୦୯

- Advertisement -

୨୪ ଘଣ୍ଟାରେ ଆଉ ୪୨,୦୦୪ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୨,୬୯,୭୯୬ ସୁସ୍ଥ

ଏଯାଏଁ ୪୦,୪୯,୩୧,୭୧୫ ଟିକା ନେଇ ସାରିଛନ୍ତି

୪,୨୨,୬୬୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ମୁମ୍ବଇରେ ବର୍ଷାର ତାଣ୍ଡବ ; କାନ୍ଥ ଭୁଷୁଡି ୧୪ ମୃତ

କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟ ସମୀକ୍ଷା କଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ;  ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩
ଏହାସହ ମୋଟ ସଂକ୍ରମିତଙ୍କକ ସଂଖ୍ୟା ୯,୫୪, ୩୨୬

୯,୨୭,୯୨୬ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ସଂକ୍ରମିତ ଚିକିତ୍ସାଧୀନ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୬ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଲା

ପ୍ରଥମ ଦଫାରେ ୫୪ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଟୋକିଓ ଯାତ୍ରା

ବାହୁଡ଼ାଯାତ୍ରା ପ୍ରସ୍ତୁତି ଶେଷ, ପ୍ରବେଶପତ୍ର ହସ୍ତାନ୍ତରକାରୀଙ୍କ ବିରୋଧରେ ହେବ କାର୍ୟ୍ୟାନୁଷ୍ଠାନ

କରୋନା ଭୂତାଣୁ ଉତ୍ପତ୍ତିସ୍ଥଳ ନେଇ ପୁନଃ ତଦନ୍ତ କରିବ ‘ହୁ’

ସର୍ବୋଚ୍ଚ ନ୍ୟାୟାଳୟ ଜନତାଙ୍କ ଅଭିଭାବକ: ପ୍ରଧାନ ବିଚାରପତି

ନୂଆ ରାଜପଥରେ ହେବ ୨୦୨୨ ସାଧାରଣତନ୍ତ୍ର ଦିବସ ପରେଡ୍‌

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories