www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ

ଭୁବନେଶ୍ୱର ଶିଶୁଭବନ ଛକରେ ଜିଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ; ମୋ ସାଇକେଲକୁ କୋକେଇ କରି ଶିଶୁ ଭବନ ଛକରୁ ରାଜମହଲ ଯାଏଁ ରାଲି

- Advertisement -

ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ; ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିବା ସହ ତୃତୀୟ ଲହର ଆସିନଥିବା ନେଇ ସୂଚନା

ପରିସମ୍ପତ୍ତି ମୁଦ୍ରିକରଣରୁ ସରକାରଙ୍କର ୫ ବର୍ଷ ମଧ୍ୟରେ ୭୦,୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩

ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ

ଏପର୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ; ୯୩୦୪୧୮ ଜଣ ସୁସ୍ଥ

ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୧୬ ; ଖୋର୍ଦ୍ଧାରୁ ସର୍ବାଧିକ ୧୯ ମୃତ

ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଜମ୍ମୁ କାଶ୍ମୀରରେ ଜଣେ କୁଖ୍ୟାତ ଲସ୍କର କମାଣ୍ଡରଙ୍କ ସମେତ ୨ ଆତଙ୍କି ନିହତ

୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର

ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୩୮,୬୬୦ ଜଣ କୋଭିଡ ସଂକ୍ରମିତ ଆରୋଗ୍ୟ ଲାଭ

ସମୁଦାୟ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୨୧,୬୬୫ରେ ପହଞ୍ଚିଛି

କ୍ରୀଡ଼ାଗ୍ରାମରେ କରୋନା, ୩ ଖେଳାଳିଙ୍କ ସହ ୧୦ ସଂକ୍ରମିତ

ଟୋକିଓରେ ପହଞ୍ଚିଲା ୮୮ଜଣିଆ ଭାରତୀୟ ଦଳ

ମୂଲ ଲାଗୁଛନ୍ତି ମତ୍ସ୍ୟ, ପ୍ରାଣୀ ସମ୍ପଦ, ଏବଂ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଲୋଗନାଥନ ମୁରୁଗାନ କେନ୍ଦ୍ରମନ୍ତ୍ରୀଙ୍କ ପିତାମାତା

ସାଂସଦଙ୍କ ଦାବି, ପୁନଃ ପ୍ରଦାନ କରାଯାଉ ଉନ୍ନୟନ ପାଣ୍ଠି

ଆଜିଠୁ ମୌସୁମି ଅଧବେଶନ, ଚର୍ଚ୍ଚାରେ ଚାଷୀ ପ୍ରସଙ୍ଗ

ଧାୱନ-କିଷନ୍‌ଙ୍କ ଅର୍ଦ୍ଧଶତକ; ଭାରତର ସହଜ ବିଜୟ

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories