www.samajalive.in
Friday, December 12, 2025
14.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ ଫାଇନାଲରେ ଭାବିନା

କୋଭିଡ୍‍ ଟିକାକରଣରେ ରେକର୍ଡ : ଦିନକରେ ନେଲେ ୧ କୋଟି ୩ ଲକ୍ଷ, ମୋଟ ୬୨.୨୯କୋଟିରୁ ଅଧିକ

- Advertisement -

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ: ଡ୍ରୋନ୍ ଆକ୍ରମଣରେ ମୁଖ୍ୟ ଷଡଯନ୍ତ୍ରକାରୀର ମୃତ୍ୟୁ
୪୮ ଘଣ୍ଟା ମଧ୍ୟରେ କାବୁଲ ବିସ୍ଫୋରଣର ପ୍ରତିଶୋଧ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୭୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୫ ଆକ୍ରାନ୍ତ

ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ୩୨୫ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୫,୬୫୪କୁ ବୃଦ୍ଧି

୯,୮୯,୮୪୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୭,୯୯୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୯

ରାଜ୍ୟରେ ଆଖି ବୁଜିଲେ ଆଉ ୬୮ କରୋନା ଆକ୍ରାନ୍ତ

ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୫, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ଜଗତସିଂହପୁର ୬,
ଅନୁଗୁଳ ଓ ମୟୁରଭଞ୍ଜରୁ ୫ ଲେଖାଏଁ, ବାଲେଶ୍ୱର,ଭଦ୍ରକ,ଢେଙ୍କାନାଳରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

ନୟାଗଡରୁ ୨, ବୌଦ୍ଧ,ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ; ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭୬୫

ନୂଆଦିଲ୍ଲୀ : ଦେଶରେ ଆଉ ୪୬, ୭୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ଆରୋଗ୍ୟ ହେଲେ ୩୧,୩୭୪, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୧୮ଲକ୍ଷ ୫୨ ହଜାର ୮୦୨କୁ ବୃଦ୍ଧି

ଆରୋଗ୍ୟ ହାର ୯୭.୫୬%

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୭୭୫

ଦୈନିକ ସଂକ୍ରମଣ ହାର ୨.୬୬ % ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୯%

ଦେଶରେ ଗତ୨୪ ଘଣ୍ଟା ମଧ୍ୟରେ ୫୦୯ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୪,୩୭,୩୭୦, ମୃତ୍ୟୁ ହାର ୧.୩୪%

ଟୋକିଓ ପାରା ଅଲିମ୍ପିକ୍ସ : ଟେବୁଲ ଟେନିସ୍ ମହିଳା ସିଙ୍ଗିଲ୍ସ ଫାଇନାଲରେ ଭାରତର ଭାବିନା ପଟେଲ୍

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories