ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା ; ତିନି ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ; ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି
ରାଜ୍ୟରେ ୨୪ ଘଣ୍ଟାରେ ୨୦୮୫ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ; ସଂଗରୋଧରୁ ୧୧୯୮ ଏବଂ ସ୍ଥାନୀୟ ସଂକ୍ରମିତ ୮୮୭
ଦିନକରେ ୨୨୪୮ ଜଣ ସୁସ୍ଥ ; ରାଜ୍ୟରେ ଏପର୍ୟ୍ୟନ୍ତ ମୋଟ ୯୩୨୬୬୬ ଜଣ ଆରୋଗ୍ୟଲାଭ
ସଂପ୍ରତି ରାଜ୍ୟରେ ୨୦୧୬୮ ଜଣ ସକ୍ରିୟ ସଂକ୍ରମିତ
ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯
କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୭୨
ବ୍ରିଟେନ ହାସପାତାଳରେ ଭର୍ତ୍ତି ୬୦% କରୋନା ରୋଗୀ ଟିକା ନେଇନାହାନ୍ତି
ଭାରତକୁ ମିଳିଲା ୨ଟି ଏମଏଚ- ୬୦ଆର ସିହକ୍ ହେଲିକପ୍ଟର ଓ ପି-୮ ପୋସିଡନ୍
ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ନଗ୍ନ ଚଳଚ୍ଚିତ୍ର ପ୍ରସ୍ତୁତ ଅଭିଯୋଗରେ ଗିରଫ ; ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ପୁଲିସ ପକ୍ଷରୁ ପ୍ରକାଶ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ
୪୫,୨୫୪ ଜଣ କରୋନା ରୋଗୀ ସୁସ୍ଥ
କରୋନାରୁ ମୋଟ ୩,୦୩,୫୩,୭୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ଆରୋଗ୍ୟ ହାର ୯୭.୩୭%
ସମଗ୍ର ଦେଶରେ ସଂପ୍ରତି ୪,୦୬,୧୩୦ ଜଣ ସକ୍ରିୟ ସଂକ୍ରମିତ ; ସଂକ୍ରମିତଙ୍କ ହାର ୧.୩୦%
ଦେଶରେ ଦୈନିକ ସଂକ୍ରମଣ ହାର ୧.୬୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୬%
ମୋଟ ୪୪.୭୩ କୋଟି ନମୁନା ପରୀକ୍ଷା
ସୋମବାର ସଂଧ୍ୟା ସୁଦ୍ଧା ୪୧.୧୮ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
୨ୟ ଦିନିକିଆ ଆଜି: ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ
ଅଭ୍ୟାସ ଆରମ୍ଭକଲେ ଭାରତୀୟ ଖେଳାଳି



