www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩

ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ

- Advertisement -

ଏପର୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ; ୯୩୦୪୧୮ ଜଣ ସୁସ୍ଥ

ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୧୬ ; ଖୋର୍ଦ୍ଧାରୁ ସର୍ବାଧିକ ୧୯ ମୃତ

ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଜମ୍ମୁ କାଶ୍ମୀରରେ ଜଣେ କୁଖ୍ୟାତ ଲସ୍କର କମାଣ୍ଡରଙ୍କ ସମେତ ୨ ଆତଙ୍କି ନିହତ

୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର

ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୩୮,୬୬୦ ଜଣ କୋଭିଡ ସଂକ୍ରମିତ ଆରୋଗ୍ୟ ଲାଭ

ସମୁଦାୟ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୨୧,୬୬୫ରେ ପହଞ୍ଚିଛି

କ୍ରୀଡ଼ାଗ୍ରାମରେ କରୋନା, ୩ ଖେଳାଳିଙ୍କ ସହ ୧୦ ସଂକ୍ରମିତ

ଟୋକିଓରେ ପହଞ୍ଚିଲା ୮୮ଜଣିଆ ଭାରତୀୟ ଦଳ

ମୂଲ ଲାଗୁଛନ୍ତି ମତ୍ସ୍ୟ, ପ୍ରାଣୀ ସମ୍ପଦ, ଏବଂ ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଲୋଗନାଥନ ମୁରୁଗାନ କେନ୍ଦ୍ରମନ୍ତ୍ରୀଙ୍କ ପିତାମାତା

ସାଂସଦଙ୍କ ଦାବି, ପୁନଃ ପ୍ରଦାନ କରାଯାଉ ଉନ୍ନୟନ ପାଣ୍ଠି

ଆଜିଠୁ ମୌସୁମି ଅଧବେଶନ, ଚର୍ଚ୍ଚାରେ ଚାଷୀ ପ୍ରସଙ୍ଗ

ଧାୱନ-କିଷନ୍‌ଙ୍କ ଅର୍ଦ୍ଧଶତକ; ଭାରତର ସହଜ ବିଜୟ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories