ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି Samaja Digital (SM) Jul 4, 2021 ପୁରୀ : ଆଜି ହେଉଛି ଦଶମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଚକାବିଜେ ନୀତି କରାଯିବ। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସେବା ଚାଲିଛି। ଦଶମୀ ତିଥିରେ ଶ୍ରୀବୈଦ୍ୟଙ୍କ ଦ୍ୱାରା… Read More...
ମହୁମାଛି ଆକ୍ରମଣରେ ବାଇକରୁ ଖସି ଯୁବକ ଗୁରୁତ଼ର Samaja Digital (SM) Jul 4, 2021 ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆ ପଶି ନିକଟରେ ବାଇକରୁ ଖସି ପଡି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କେନ୍ଦୁଝର ଜେଲରୋଡ ସାହିର କାଳୁ ନାଏକଙ୍କ ପୁଅ ରୋହନ ନାଏକ ବୋଲି ଜଣାପଡିଛି । ସେ… Read More...
ଦେଶରେ ଆଉ ନୂଆ ସଂକ୍ରମିତ ୪୩,୦୭୧ ; ଆରୋଗ୍ୟ ହାର ୯୭.୦୯% Samaja Digital (SM) Jul 4, 2021 ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jul 4, 2021 ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି ରାଜ୍ୟରେ… Read More...
ବଜ୍ରପାତରେ ଦୁଇ ଶ୍ରମିକ ଗୁରୁତର Samaja Digital (SM) Jul 4, 2021 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଯୋଗୁ ଦୁଇ ମହିଳା ଶ୍ରମିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ… Read More...
ଜାଣନ୍ତୁ ଏଭଳି କିଛି ବାସ୍ତୁ ନିୟମ ବିଷୟରେ Samaja Digital (SM) Jul 3, 2021 ବାସ୍ତୁ ଅନୁସାରେ ମହିଳାମାନେ ଘରେ ଅନେକ କାର୍ୟ୍ୟପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଯାହାଦ୍ୱାରା ନିଜର ପିଲାମାନଙ୍କ ଭବିଷ୍ୟତ ସହ ସ୍ୱାମୀଙ୍କର ଭାଗ୍ୟରେ ପ୍ରଭାବ ରହିଥାଏ। ତେବେ ଆସନ୍ତୁ ଜାଣିବା ମହିଳାମାନେ କେଉଁସବୁ ଦିଗ… Read More...
ପୁରୀରେ ଲାଗୁ ହେବ ୧୪୪ ଧାରା ; ଛାତରେ ଉପରେ କେହି ରଥକୁ କରିବେ ନାହିଁ ଦର୍ଶନ Samaja Digital (SM) Jul 3, 2021 ପୁରୀ : ପାଖେଇ ଆସୁଛି ରଥଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି କଟକଣା ମଧ୍ୟରେ ସେବାୟତଙ୍କ ଦ୍ୱାରା ରଥଟଣା ଯିବ। ଏଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ। ଆସନ୍ତା ୧୧ ତାରିଖରୁ ୧୩ ତାରିଖ ଯାଏଁ… Read More...
ନାରାୟଣପୁର ଜିଲାରେ ବଡ ଧରଣର ନକ୍ସଲ ଆକ୍ରମଣ Samaja Digital (SM) Jul 3, 2021 ମାଲକାନଗିରି : ଆଜି ଛତିଶଗଡର ନାରାୟଣପୁର ଜିଲାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି। ନାରାୟଣପୁର ଜିଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି।ପ୍ରାୟ ହଜାରରୁ ଅଧିକ ନକ୍ସଲ ଏଥିରେ… Read More...
ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ Samaja Digital (SM) Jul 3, 2021 ସହାରନପୁର : ଉତ୍ତରପ୍ରଦେଶର ସହାରନପୁରରେ ଆମ୍ବର ଏପରି ଏକ ଗଛ ଅଛି, ଯେଉଁଥିରେ ପ୍ରାୟ ୧୨୧ ପ୍ରକାରର ଆମ୍ବ ରହିଛି। ଏହି ଆମ୍ବ ଗଛକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଆସୁଛନ୍ତି। ମନରେ ପ୍ରଶ୍ନ ମଧ୍ୟ ସୃଷ୍ଟି… Read More...
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ବ୍ୟକ୍ତିଙ୍କ ଆତ୍ମହତ୍ୟା Samaja Digital (SM) Jul 3, 2021 ଜଗତସିଂହପୁର : ଜଗତସିଂହପୁର ଥାନା ଚନ୍ଦପାଟଣା ଗ୍ରାମରେ ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ଜଣେ ବ୍ୟକ୍ତି ନିଜେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଜଗତସିଂହପୁର ଥାନା ଅଧିନସ୍ଥ ଶାଳଜଙ୍ଗ ପଞ୍ଚାୟତ ଚନ୍ଦପାଟଣା ଗାଁରେ ଏଭଳି… Read More...
ଦିନ ୧ଟା – ମୁଖ୍ୟ ଖବର Samaja Digital (SM) Jul 3, 2021 କୋଭାକ୍ସିନ ୩ୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ଆସିଲା; ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ ପାଣି ଉପରେ ଜରୁରୀ ଅବତରଣ କଲା ୭୩୭… Read More...
ଗାଁ ଗଳିରେ କୁମ୍ଭୀର Samaja Digital (SM) Jul 3, 2021 ଆପଣ କେବେ ଏପରି କିଛି ଭିଡିଓ ଦେଖିଛନ୍ତି କି , ଯାହା ଭୟାବହ ସହ ରୋମାଞ୍ଚକର ମଧ୍ୟ। କୁମ୍ଭୀର ସହ ଜଡିତ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ଏହି… Read More...
ଦିଲ୍ଲୀର ବୁଦ୍ଧବିହାରରେ ଅଗ୍ନିକାଣ୍ଡ ; ପୋଡି ହୋଇ ୪ ଗୁରୁତର Samaja Digital (SM) Jul 3, 2021 ନୂଆଦିଲ୍ଲୀ : ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ ଅଗ୍ନିକାଣ୍ଡ ଜନିତ ଅନେକ ଘଟଣା ସାମ୍ନାକୁ ଆସିଛି। ବୁଦ୍ଧବିହାର ଅଞ୍ଚଳରେ ସ୍ଥିତ ଗୋଟିଏ ଘରେ ଶନିବାର ସକାଳ ୬ ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମକଳ କର୍ମଚାରୀଙ୍କ… Read More...
ଦେଶରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା Samaja Digital (SM) Jul 3, 2021 ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୫୦ ହଜାରରେ ଓ ମୃତ୍ୟୁ ସଂଖ୍ୟା ୧ ହଜାରରେ ସୀମିତ ରହିଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୪୪,୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jul 3, 2021 ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦ ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପଞ୍ଜାବରେ ଗୁରୁତର… Read More...
ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଏହି ଫଳ Samaja Digital (SM) Jul 2, 2021 ଫଳ ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। କିନ୍ତୁ ଏପରି ଏକ ଫଳ ରହିଛି ଯାହା କେବଳ ସ୍ବାସ୍ଥ୍ୟ ନୁହେଁ ବରଂ ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି କରିଥାଏ। ସେପରି ଫଳ ହେଉଛି କିୱି। ଏଥିରେ ସମସ୍ତ ପ୍ରକାରର ଭିଟାମିନ… Read More...
ପୁଲୱାମାରେ ଗୁଳିବିନିମୟ ; ୪ ଆତଙ୍କବାଦୀ ସହ ସହଯୋଗକାରୀ ନିହତ; ଜଣେ ଯବାନ ଶହୀଦ Samaja Digital (SM) Jul 2, 2021 ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଗୁରୁବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଗୁଳିବିନିମୟରେ ୪ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଜଣେ ସହକାରୀ ମଧ୍ୟ ନିହତ… Read More...
ଭାରସାମ୍ୟ ହରାଇ ଟ୍ରକ ଭିତରେ ପଶିଗଲା ବାଇକ୍ Samaja Digital (SM) Jul 2, 2021 ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଆଜି ପୂର୍ବାହ୍ନରେ ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଟ୍ରକ ଭିତରେ ପଶିଯାଇ ଦୁର୍ଘଟଣା ଗ୍ରସ୍ଥ… Read More...
ଦିନ ୩ଟା – ମୁଖ୍ୟ ଖବର Samaja Digital (SM) Jul 2, 2021 ଦୁନିଆର ସବୁଠାରୁ ଦାମୀ ମସଲା ; ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ ୟାମିଙ୍କୁ ଇଡିର ସମନ ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି ; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ… Read More...
ଦୁନିଆର ସବୁଠାରୁ ଦାମୀ ମସଲା ; ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ Samaja Digital (SM) Jul 2, 2021 ଦୁନିଆରେ ବିଭିନ୍ନ ପ୍ରକାର ମସଲା ରହିଛି। ଯାହା ନିଜର ସ୍ୱାଦ ପାଇଁ ବେଶ ପରିଚିତ। ମାତ୍ର ଏପରି ଏକ ମସଲା ରହିଛି ଯାହା ନିଜର ମୂଲ୍ୟ ପାଇଁ ବେଶ ପରିଚିତ। ଏହି କାରଣରୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି… Read More...
ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି ; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା Samaja Digital (SM) Jul 2, 2021 ଜନସନ ଆଣ୍ଡ ଜନସନ ଆମେରିକୀୟ ଫାର୍ମା କମ୍ପାନୀ କରୋନା ଟିକାକୁ ନେଇ ଏକ ଦାବି କରିଛି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍ କୋଭିଡ ଟିକା ଡେଲ୍ଟା ଭାରିଆଣ୍ଟକୁ ମାତ୍ ଦେବାରେ ସକ୍ଷମ ବୋଲି କମ୍ପାନୀ ଦାବି… Read More...
ସାମନ୍ତିଆ ପଲ୍ଲୀ ରେଞ୍ଜରେ ବନ ମହୋତ୍ସବ ପାଳିତ Samaja Digital (SM) Jul 2, 2021 ପାତ୍ରପୁର : ସାମନ୍ତିଆ ପଲ୍ଲୀ ରେଞ୍ଜରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି। ଗତ କାଲି ପ୍ରଥମ ଦିନରେ ପାତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟ ଠାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ପରି ଆଜି ପାତ୍ରପୁର ତୁଳସୀ ଦେବୀ ବାଳିକା… Read More...
ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶଙ୍କ ସୂଚନା Samaja Digital (SM) Jul 2, 2021 ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇ ପାରିବେ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ ରୁ ୧୪ ମଧ୍ୟରେ ଫର୍ମ… Read More...
ଦିନ ୧୨ଟା – ମୁଖ୍ୟ ଖବର Samaja Digital (SM) Jul 2, 2021 ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ଜଣେ ଯବାନ ଶହୀଦ ; ଜଣେ ଆତଙ୍କବାଦୀ ନିହତ ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ; ୫୯,୩୮୪ ଜଣ କରୋନାରୁ… Read More...
ଜନ୍ମଦିନ କେକ୍ ପାଇଁ ବାଘ ଠାରୁ ବଞ୍ଚିଲା ୨ ଭାଇଙ୍କ ଜୀବନ Samaja Digital (SM) Jul 2, 2021 ମଧ୍ୟପ୍ରଦେଶରେ ଜନ୍ମଦିନରେ ମଗେଇଥିବା କେକ୍ ୨ ଭାଇଙ୍କର ଜୀବନ ବଞ୍ଚାଇଛି। କଥାଟି କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ଘଟଣା ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଓ ତାଙ୍କ ଭାଇ, ନିଜ ପୁଅର ଜନ୍ମଦିନ… Read More...
ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ଜଣେ ଯବାନ ଶହୀଦ ; ଜଣେ ଆତଙ୍କବାଦୀ ନିହତ Samaja Digital (SM) Jul 2, 2021 ଶ୍ରୀନଗର : ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାସହ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ଗତକାଲି ବିଳମ୍ବିତ… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jul 2, 2021 ନିଜ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ଦେବେନ୍ଦ୍ର, ଟୋକିଓ ପାରାଲିମ୍ପିକ୍ସ ଯୋଗ୍ୟତା ୟୁରୋ କପ୍ – ଆଜିଠାରୁ କ୍ବାର୍ଟରଫାଇନାଲ ବିଶ୍ବର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟରଙ୍କୁ ଆନନ୍ଦଙ୍କ ଅଭିନନ୍ଦନ ଗୋଟିଏ ଦିନରେ… Read More...
ନଖର ବହୁ ସମସ୍ୟା ଦୂର କରେ ଏହି ଉପାୟ Samaja Digital (SM) Jul 1, 2021 ରସୁଣର ପାଣି – ୨ ରୁ ୪ଟି ରସୁଣର ଚୋପା ଛଡ଼ାଇ, ଏହାକୁ ଏକ ପାତ୍ରରେ ପାଣି ନେଇ ବତୁରାଇ ରଖି ଦିଅନ୍ତୁ। ଏହାପରେ ରସୁଣକୁ କାଢି ଏହାର ପାଣିରେ ହାତକୁ ବୁଡ଼ାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ସାଧାରଣ ପାଣିରେ ହାତ ଧୋଇ… Read More...
ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫ ଟଙ୍କା ବୃଦ୍ଧି Samaja Digital (SM) Jul 1, 2021 ଭୁବନେଶ୍ୱର/ନୂଆଦିଲ୍ଲୀ : ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୨୫.୫ ଟଙ୍କା ବୃଦ୍ଧି କରିଛନ୍ତି। ଯାହା ଆଜି ଠାରୁ ଲାଗୁ ହେବ। ମୁମ୍ବଇ ଏବଂ ଦିଲ୍ଲୀରେ… Read More...
କରୋନାର ୨ୟ ତରଙ୍ଗରେ ୮୦୦ ଡାକ୍ତର ମୃତ Samaja Digital (SM) Jul 1, 2021 ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ତରଙ୍ଗ ଏବେ ମଧ୍ୟ ଜାରି ରହିଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏହି ମହାମାରୀ ଆଗଧାଡିର କରୋନା ଯୋଦ୍ଧା ଭଗବାନଙ୍କ ସ୍ୱରୂପ ହଜାର ହଜାର ଡାକ୍ତରଙ୍କ ମଧ୍ୟ ଜୀବନ ନେଇଛି। କରୋନାର… Read More...
ଦିନ ୩ଟା – ମୁଖ୍ୟ ଖବର Samaja Digital (SM) Jul 1, 2021 ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ ;… Read More...
ଗଡ଼ିଆରେ ବୁଡି ଦେଢ଼ବର୍ଷ ଶିଶୁ ପୁତ୍ରର ମୃତ୍ୟୁ Samaja Digital (SM) Jul 1, 2021 ପାଟଣା : ଖେଳ ହେଲା କାଳ । ଗଡ଼ିଆରେ ବୁଡି ଦେଢ଼ବର୍ଷ ଶିଶୁ ପୁତ୍ରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ । ସୂଚନା ଅନୁଯାୟୀ ଆଜି… Read More...
କୃଷୀ ମାରଣ ନୀତି ବିରୋଧରେ ବିଜେପିର ବିକ୍ଷୋଭ Samaja Digital (SM) Jul 1, 2021 ପାଟଣା : ଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ ବାଉଁଶୁଳି ଛକ ଠାରେ କୃଷି ମାରଣ ନିତି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଟୋକନ ପାଇଥିବା ଚାଷୀଙ୍କ ର ଧାନ ମଣ୍ଡି ରୁ ଧାନ ଉଠିବା,… Read More...
ଯାଜପୁର ସହ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ Samaja Digital (SM) Jul 1, 2021 ଯାଜପୁର : ଯାଜପୁର ଜିଲ୍ଲାରେ ଜୁଲାଇ ୩ ଯାଏଁ ଟିକାକରଣ ବନ୍ଦ । ଏନେଇ ଟୁଇଟ ଯୋଗେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେବଳ ଯାଜପୁର ନୁହେଁ ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ବଲାଙ୍ଗିର, ଅନୁଗୁଳ, ବାଲେଶ୍ବର,… Read More...
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ Samaja Digital (SM) Jul 1, 2021 ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଏସଡିଓ ଚିରଞ୍ଜିତ ସାହୁ ଙ୍କ ନେତୃତ୍ୱ ରେ ପାଟଣା… Read More...
ପୋଖରୀରେ ବୁଡି ୪ ବର୍ଷ ଶିଶୁପୁତ୍ରର ମୃତ୍ୟୁ Samaja Digital (SM) Jul 1, 2021 ପାଟଣା : ଖେଳୁ ଖେଳୁ ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦାୟକ ଘଟଣା ଘଟିଛି କେନ୍ଦୁଝର ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ । ସୂଚନା ଅନୁଯାୟୀ ବୁଧବାର ସଂନ୍ଧ୍ୟାରେ ଗ୍ରାମର ସୁଦର୍ଶନ… Read More...
କାହାଣୀ ଏହି ଗାଁର ; ଏଠାରେ ଆଦୌ ହୋଇନଥାଏ ବର୍ଷା Samaja Digital (SM) Jul 1, 2021 ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ପାଣିପାଗ ବିଭାଗ ଅନୁଯାୟୀ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି। ଦୁନିଆରେ କିଛି ଏପରି ସ୍ଥାନ ରହିଛି, ଯେଉଁଠାରେ ବର୍ଷକ ମଧ୍ୟରେ ଅଧିକ ବର୍ଷା… Read More...
ଦିନ ୧୨ଟା – ମୁଖ୍ୟ ଖବର Samaja Digital (SM) Jul 1, 2021 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ଦିନକରେ ୬୧,୫୮୮ ଜଣ ସୁସ୍ଥ ; ମୋଟ ଆରୋଗ୍ୟ ଲାଭ ୨,୯୪,୮୮,୯୧୮,ଆରୋଗ୍ୟ ହାର ୯୬.୯୭% ୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା… Read More...
କାଟେଗୋରୀ ଅନୁଯାୟୀ ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ Samaja Digital (SM) Jul 1, 2021 ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ପୁଣି ଆଂଶିକ ତାଲାବନ୍ଦ ଜାରି କରାଯାଇଛି। କାଟେଗୋରୀ ଏରେ ୨୦ ଜିଲା ଓ କାଟେଗୋରୀ ବିରେ ୧୦ ଜିଲାରେ ସଂକ୍ରମଣ ଅନୁଯାୟୀ ଗାଇଡଲାଇନ ଜାରି ହୋଇଥିବା ବେଳେ ମଲ୍ , ସ୍ପା, ପାର୍ଲର ବ୍ୟତୀତ… Read More...
କ୍ରେନ ଚାପାରେ ବୃଦ୍ଧାଙ୍କ ମୃତ୍ୟୁ Samaja Digital (SM) Jul 1, 2021 ଟିଟିଲାଗଡ଼ : ଟିଟିଲାଗଡ଼ ସହର ଶିଶୁ ମନ୍ଦିର ନିକଟସ୍ଥ ଟିଟିଲାଗଡ଼ ବଲାଂଗୀର ରାସ୍ତାରେ ଏକ କ୍ରେନ ଚାପାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ସ୍ଥାନୀୟ ସର୍ଗିଗୁଡା ପଡ଼ାର ଦେବକୀ ହରପାଳ ବୋଲି ଜଣାପଡ଼ିଛି । ଖବର… Read More...
ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ Samaja Digital (SM) Jul 1, 2021 ମୁମ୍ବଇ : କଥାରେ ଅଛି ରଖେ ହରି ମାରେ କିଏ ? ଏହି କଥା ଏବେ ଉକ୍ତ ଘଟଣାକୁ ଦେଖି ସଭିଏଁ ଭାବିଛନ୍ତି। ମୁମ୍ବଇର ବେରିବଲୀ ରେଳ ଷ୍ଟେସନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଏକ ଚଳନ୍ତା ଟ୍ରେନରୁ… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jul 1, 2021 ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨ ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାତ ଟେକିଦେଲେ ମନ୍ତ୍ରୀ, ଅଭାବରୁ ୧୬… Read More...
ନିତିଦିନିଆ କାର୍ୟ୍ୟକଳାପରେ କରୁଥିବା ଏହି ଭୁଲ୍ : ଅନେକ ସମସ୍ୟାର କାରଣ Samaja Digital (SM) Jun 30, 2021 ଧନ ସମ୍ପତ୍ତି ବୃଦ୍ଧି ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ରହିଛି । ଅନେକ ସମୟରେ ଏମିତି ହୁଏ କି, ପରିଶ୍ରମ ତୁଳନାରେ ସଫଳତା ମିଳେନାହିଁ । ଯଦି ଆପଣଙ୍କ ଜୀବନରେ ଏଭଳି କିଛି ସମସ୍ୟା ରହିଛି ତେବେ ଏହାର କାରଣ ନିତିଦିନିଆ… Read More...
ଜୁଲାଇ ୧୬ ଯାଏଁ ଆଂଶିକ ତାଲାବନ୍ଦ ; କାଟେଗୋରୀ ଏ ଓ ବି ଅନୁଯାୟୀ ଗାଇଡଲାଇନ ଜାରୀ Samaja Digital (SM) Jun 30, 2021 ଭୁବନେଶ୍ୱର : ଆଜି ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଛି। କାଟେଗୋରୀ ଏ ରେ ଥିବା ୨୦ ଜିଲାରେ… Read More...
ଦିନ ୨ଟା – ମୁଖ୍ୟ ଖବର Samaja Digital (SM) Jun 30, 2021 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ ସରକାର ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ ; ଶିଖର, କେ ଏଲ ରାହୁଲ ଓ… Read More...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ… Samaja Digital (SM) Jun 30, 2021 ନୂଆଦିଲ୍ଲୀ : କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ… Read More...
ରାଜଧାନୀରେ ବନ୍ଦ ହେଲା ଏହି ମାର୍କେଟ Samaja Digital (SM) Jun 30, 2021 ନୂଆଦିଲ୍ଲୀ : ଦେଶରେ ଏବେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମାତ୍ର ଏବେ ମଧ୍ୟ ଦେଶରେ କରୋନାର ୨ୟ ତରଙ୍ଗ ଜାରି ରହିଛି। ୩ୟ ତରଙ୍ଗର ଭୟ ଏବେ ମଧ୍ୟ ରହିଛି। କରୋନା ଭୂତାଣୁ ସହ ଲଢିବା ପାଇଁ କେନ୍ଦ୍ର ସରକାର… Read More...
ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ଲାଗି ୪ ମୃତ Samaja Digital (SM) Jun 30, 2021 ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଥିରେ ୪ ଜଣଙ୍କର ଜଳିଯାଇ ମୃତ୍ୟୁ ହୋଇଛି। ଆଉ ଜଣେ… Read More...
ଦିନ ୧୨ଟା – ମୁଖ୍ୟ ଖବର Samaja Digital (SM) Jun 30, 2021 ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ ଦେଶରେ ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ… Read More...
ନବରଙ୍ଗପୁରର ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ Samaja Digital (SM) Jun 30, 2021 ନବରଙ୍ଗପୁର : ଆଦିବାସୀ ଅଧୁସିତ ନବରଙ୍ଗପୁର ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ନେଇ ସମସ୍ତେ ଖୁସିରେ ରହିଛନ୍ତି। ଜିଲାରେ ସର୍ବାଧିକ ୯୮.୦୮ପ୍ରତିଶତ ପିଲା ପାସ କରିଛନ୍ତି। ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ… Read More...
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତୁଣ୍ଡି ବଣ୍ଟନ ଓ ଚାରା ରୋପଣ କାର୍ଯ୍ୟକ୍ରମ କଲେ ପାଟଣା ବିଧାୟକ Samaja Digital (SM) Jun 30, 2021 ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା… Read More...
ଦେଶରେ ନୂଆ ସଂକ୍ରମିତ ୪୫,୯୫୧ ; ମୃତ୍ୟୁ ହାର ୧.୩୧% Samaja Digital (SM) Jun 30, 2021 ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୪୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jun 30, 2021 ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୯୨୨ , ସ୍ଥାନୀୟ ସଂକ୍ରମିତ ୧୪୪୯ ରାଜ୍ୟରେ ୨୪ ଘଣ୍ଟାରେ ୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଦିନକରେ ସର୍ବାଧିକ ୧୧ ଜିଲାରେ ଆଜି… Read More...
ସଡକ ଦୁର୍ଘଟଣା ; ଜଣେ ଗୁରୁତର Samaja Digital (SM) Jun 29, 2021 କଂଣ୍ଟାବାଞ୍ଜି : ବାଇକ ଧକ୍କାରେ ଚାଳକ ଗୁରୁତର। କଂଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ହିଆଁଲ ଛକ ଠାରେ ସଦ୍ଧ୍ୟା ସମୟରେ ରାସ୍ତା କଡରେ ବସିଥିବା ୨ ଯୁବକଙ୍କୁ ସହର ପଟୁ ହିଆଁଲ ଯାଉଥିବା ବାଇକ ଧକ୍କା ଦେବା ଫଳରେ ଭାରସାମ୍ୟ… Read More...
ବାସ୍ତୁ ଓ ଫଟୋ Samaja Digital (SM) Jun 29, 2021 ବାସ୍ତୁଶାସ୍ତ୍ର ଅନୁଯାୟୀ ଫଟୋ ଜୀବନ ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ଫଟୋ ବିଷୟରେ ଯାହା ଆପଣଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ । ଘରର ମୁଖ୍ୟ ଦ୍ୱାର ନିକଟରେ… Read More...
ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି Samaja Digital (SM) Jun 29, 2021 କଂଣ୍ଟାବାଞ୍ଜି : ରେଳ ଷ୍ଟେସନ ରାସ୍ତାରେ ଲୁଟ ,ରାହାଜାନୀ ବୃଦ୍ଧି। କଂଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବାକୁ ସହର ଷ୍ଟେସନ ମଧ୍ୟରେ ବିଶେଷ ରାତ୍ରୀକାଳିନ ଟ୍ରେନ ,ଲଙ୍କ୍ ଏକ୍ସପ୍ରେସ ଆଜମିର,ସୁରତ, ଗାନ୍ଧିଧାମ ସୁପର… Read More...
କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା ; ୭ ସାଇବର ଲୁଟେରା ଗିରଫ Samaja Digital (SM) Jun 29, 2021 ଭୁବନେଶ୍ୱର : କମିସନରେଟ ପୁଲିସକୁ ମିଳିଛି ବଡ ସଫଳାତା । ୭ ସାଇବର ଲୁଟେରା ଗିରଫ ହେବା ସହ ସେମାନଙ୍କ ନିକଟରୁ ୧୫୦ ମୋବାଇଲ ସହ ୧୬ ହଜାର ସିମ କାର୍ଡ ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶନୀ ସୂଚନା… Read More...
ଜୁଲାଇ ପର୍ଯ୍ୟନ୍ତ ’ ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ Samaja Digital (SM) Jun 29, 2021 ନୂଆଦିଲ୍ଲୀ : ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୧ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ… Read More...
ଦିନ ୨ଟା – ମୁଖ୍ୟ ଖବର Samaja Digital (SM) Jun 29, 2021 କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ ଜୁଲାଇ ପର୍ୟ୍ୟନ୍ତ ‘ଏକ ରାଷ୍ଟ୍ର, ଏକ ପଡିକାର୍ଡ’ ଯୋଜନା ବଳବତ୍ତର ରଖ- ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉତ୍ତରପ୍ରଦେଶର… Read More...
ନବବଧୂଙ୍କୁ କାନ୍ଧରେ ନେଲେ ବର ; ଜାଣନ୍ତୁ କାରଣ Samaja Digital (SM) Jun 29, 2021 ବିହାର : ବାହାଘର ପରେ ସାଧାରଣତଃ ନବ ବରବଧୂ ଯେକୌଣସି ଯାନରେ ଯିବାର ଦେଖିଥିବେ। ମାତ୍ର ବର କନ୍ୟାକୁ କାନ୍ଧରେ ନେବା ଏବେ ଚର୍ଚ୍ଚାର କାରଣ ପାଲଟିଛି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ ଭାଇରାଲ ହେଉଥିବା… Read More...
ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ Samaja Digital (SM) Jun 29, 2021 ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଫିରୋଜାବାଦ ଜନପଦରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ ୱେରେ ଏକ ସ୍ଲିପର ବସ ସହ ଡିସିଏମ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଗଭୀର ଭାବେ ଆହତ… Read More...
ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ Samaja Digital (SM) Jun 29, 2021 କଟକ : ମାଟ୍ରିକ ମୂଲ୍ୟାୟନ ଦ୍ୱନ୍ଦ ଦୂର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୋର୍ଡ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦ ଦୂର ପାଇଁ ବୋର୍ଡର ସଭାପତି ଓ… Read More...
ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ Samaja Digital (SM) Jun 29, 2021 ପୁରୀ : ପବିତ୍ର ସ୍ନାନଯାତ୍ରା ପରେ ଅଣସର ଘରେ ବଡ ଠାକୁର। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଆଜି ବଡ଼ ଠାକୁରଙ୍କୁ ଲାଗି ହେବ ଫୁଲୁରୀ ତେଲ। ବଡ ଓଡିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଇଥାଏ।… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jun 29, 2021 ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧା ଜିଲାରୁ… Read More...
ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା Samaja Digital (SM) Jun 28, 2021 ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପିଥୋରାଗଡ ଓ ବାଗେଶ୍ୱର ଜିଲାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ପିଥୋରାଗଡ ଜିଲାର ନାଚନୀ କ୍ଷେତ୍ର ଓ ବାଗେଶ୍ୱରରେ ଆଜି… Read More...
ନକାରାତ୍ମକ ଶକ୍ତି ଦୂର କରେ ଏହି ଉପାୟ Samaja Digital (SM) Jun 28, 2021 ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ୟ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି… Read More...
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ସପୁରି ଚାଷ Samaja Digital (SM) Jun 28, 2021 ନବରଙ୍ଗପୁର : କରେ।ନା କାଳରେ ନବରଙ୍ଗପୁର ଚାଷୀଙ୍କ ନୂତନ ସମ୍ଭାବନା ଆଣିଦେଇଛି ରାଣୀ ସପୁରୀ । ନବରଙ୍ଗପୁର ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟ ନେଇ ପାଇଁ କାର୍ଯ୍ୟକରୁଥିବା କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ… Read More...
ମିକ୍ସ ଚାଟ୍ Samaja Digital (SM) Jun 28, 2021 ଆବଶ୍ୟକ ସାମଗ୍ରୀ ଟମାଟୋ – ୪ଟି ( କଟା ଯାଇଥିବା) ମଟର – ୧କପ ( ସିଝା ଯାଇଥିବା) ଆଳୁ – ୧ଟି (ସିଝା ଯାଇଥିବା) ପିଆଜ – ୧ଟି (କଟା ଯାଇଥିବା) ଅଦା – ୧ ଚାମଚ (କଟା ଯାଇଥିବା) କଞ୍ଚା ଲଙ୍କା – ୧ ଚାମଚ (କଟା… Read More...
ଦିନ ୩ଟା – ମୁଖ୍ୟ ଖବର Samaja Digital (SM) Jun 28, 2021 ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ ; ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ୪ ନମ୍ବର ଉତକ୍ଷେପଣ ସ୍ଥଳରୁ ସଫଳତାର… Read More...
ଟ୍ରେନ ଟିକେଟର ମୂଲ୍ୟ ୩୭ ଲକ୍ଷ ! Samaja Digital (SM) Jun 28, 2021 ଟ୍ରେନର ନାମ ମହାରାଜା ଏକ୍ସପ୍ରେସ। ଏହା ଦିଲ୍ଲୀରୁ ଆଗ୍ରା, ବାରାଣାସୀ,ଜୟପୁର, ରଣଥମ୍ବୋର ଏବଂ ମୁମ୍ବଇ ଯାତ୍ରା କରେ। ଏହି ଟ୍ରେନର ଲୋକପ୍ରିୟତାକୁ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ୱାର୍ଲ୍ଡ ଟ୍ରାଭେଲ ଆୱାର୍ଡ ଦ୍ୱାରା ବିଶ୍ୱର… Read More...
ଗଞ୍ଜାମରେ ଆରମ୍ଭ ହେଲା ଆଭାସିରେ ଅଭିଯୋଗ ଶୁଣାଣି Samaja Digital (SM) Jun 28, 2021 ବ୍ରହ୍ମପୁର: କରୋନା ଯୋଗୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ପଡ଼ିଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପୁଣି ଥରେ ଗଞ୍ଜାମ ଜିଲାରେ ଆରମ୍ଭ ହୋଇଛି । ତେବେ ଆଭାସିରେ ଅଭିଯୋଗ ଶୁଣାଣି କରାଯାଇଛି । ଏହାକୁ… Read More...
ମାଟ୍ରିକ ପରୀକ୍ଷାଫଳକୁ ନେଇ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ Samaja Digital (SM) Jun 28, 2021 କଟକ/ଭୁବନେଶ୍ୱର/ପୁରୀ : ପ୍ରକାଶ ପାଇ ସାରିଛି ମାଟ୍ରିକ ପରୀକ୍ଷାଫଳ। ମାତ୍ର ମାଟ୍ରିକ ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ… Read More...
ପରିଚୟ ସଂସ୍ଥା ପକ୍ଷରୁ ମାନସିକ ବିକାରଗ୍ରସ୍ତ ମହିଳା ଉଦ୍ଧାର Samaja Digital (SM) Jun 28, 2021 ବୁର୍ଲା : ବୁର୍ଲା ସହରରେ ଥିବା ଡ଼ାକ୍ତରୀ ଛାତ୍ରୀଙ୍କ ନିବାସ ନିକଟରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସମ୍ବଲପୁର ପରିଚୟ ସଂସ୍ଥା ଉଦ୍ଧାର କରି ତାଙ୍କୁ ସମ୍ବଲପୁର କୁଲୁଥକାନି ସ୍ଥିତ ଆଶା… Read More...
କୁକୁର ପରି ଭୁକେ ଏହି ହରିଣ Samaja Digital (SM) Jun 28, 2021 କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି। ଏହି ହରିଣର ବିଶେଷତ୍ୱ ହେଉଛି ଏହା କୁକୁର ପରି ଭୋକିଥାଏ। ବନ୍ୟଜନ୍ତୁ ଅଧିକାରୀମାନେ ଗତ ଶୁକ୍ରବାର ସୂଚନା ଦେଇଛନ୍ତି ବିଲୁପ୍ତ ହେବା… Read More...
ଦିନ ୧୨ଟା – ମୁଖ୍ୟ ଖବର Samaja Digital (SM) Jun 28, 2021 ଦେଶରେ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ମୋଟ ସଂକ୍ରମିତ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭୯ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା… Read More...
ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଯୋଜନା ପଣ୍ଡ ; ୪ ଦୁର୍ବୃତ୍ତ ଗିରଫ Samaja Digital (SM) Jun 28, 2021 ବୁର୍ଲା : ଡକାୟତି ପାଇଁ ଉଦ୍ୟମ କରୁଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତକୁ ବୁର୍ଲା ପୁଲିସ ଗିରଫ କରିଛି। ଫଳରେ ଜାତୀୟ ରାଜପଥରେ ଏକ ବଡଧରଣର ଡକାୟତି ଯୋଜନା ପଣ୍ଡ ହୋଇଥିବା ଜଣାପଡିଛି। ଗିରଫ ୪ ଜଣ… Read More...
କର୍ମଚାରୀଙ୍କ ପ୍ରାପ୍ୟର ସୁବିଚାର କରିବା ଉପରେ ଓଡ଼ିଶା ଆଦିବାସୀ ଦଳିତ ସେନାର ଦାବୀ Samaja Digital (SM) Jun 28, 2021 ବୁର୍ଲା : ସମ୍ବଲପୁର ଜିଲ୍ଲା ଓଡ଼ିଶା ଆଦିବାସୀ ଦଳିତ ସେନାର ଉପସଭାପତି ଶ୍ରୀପତି ପ୍ରଧାନ ଯୋଗଦାନ କରି କର୍ମଚାରୀ ମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସଙ୍ଗଠନ ବାରମ୍ବାର ଦାବୀ କରି ଆସୁଛି। ଦାବୀ ହାସଲ ନିମନ୍ତେ ସଙ୍ଗଠନର… Read More...
ମଧ୍ୟପ୍ରଦେଶ ଭୋପାଳରୁ ଜବତ ହେଲା ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା Samaja Digital (SM) Jun 28, 2021 ସୁନ୍ଦରଗଡ଼ : ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା ଭୁଲବଶତଃ ମଧ୍ୟପ୍ରଦେଶ ଭୋପାଳର ଜୈନିକ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା । ବ୍ୟବସାୟୀ ଜଣକ କୌଣସି ଅନୁସନ୍ଧାନ ନ କରି ଉକ୍ତ ଟଙ୍କାକୁ ବାହାର… Read More...
୫୦ ହଜାର ତଳକୁ ଦୈନିକ ସଂକ୍ରମଣ ; ମୃତ୍ୟୁ ହାର ୧.୩୧% Samaja Digital (SM) Jun 28, 2021 ନୂଆଦିଲ୍ଲୀ : ଦେଶରେ କରୋନା ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ପାଇଛି। ଦୀର୍ଘ… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jun 28, 2021 ରାଜ୍ୟରେ ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩ କଟକ, ଖୋର୍ଦ୍ଧା ଜିଲା ସର୍ବାଧିକ ଚିନ୍ତାର କାରଣ ପାଲଟିଛି ; ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର, ପୁରୀରେ… Read More...
ଭୋଜନ ସମୟରେ କରୁଛନ୍ତି କି ଏହି ଭୁଲ Samaja Digital (SM) Jun 27, 2021 ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ… Read More...
ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା Samaja Digital (SM) Jun 27, 2021 ଝାରସୁଗୁଡ଼ା :ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା କରାଯାଇଛି । ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ (ସରଗିଗୁଡା)ଠାରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ମଦ ପିଇବା… Read More...
ଅତାବିରା ବ୍ଲକ ମାଟ୍ରିକ ଫଳାଫଳ ୯୭.୯୫ ପ୍ରତିଶତ ; ୭ଜଣ ଏ୧ Samaja Digital (SM) Jun 27, 2021 ରେଙ୍ଗାଲିକ୍ୟାମ୍ପ : ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ଅଞ୍ଚଳରେ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। କରୋନା ଯୋଗୁ ହାଇ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ବାତିଲ… Read More...
ଉଦ୍ଧାର କଲା ବେଳେ ଗୋଟେ ସାପ ; କିଛି ସମୟ ପରେ ୧୪ Samaja Digital (SM) Jun 27, 2021 ଭୁବନେଶ୍ୱର : ଆଜି ସକାଳେ ରଘୁନାଥପୁର ପ୍ଲଟ ନଂ- ୩୦୯ ରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର… Read More...
ଦିନ ୩ଟା – ମୁଖ୍ୟ ଖବର Samaja Digital (SM) Jun 27, 2021 ରାଜ୍ୟରେ ଆଜି ବର୍ଷା ସମ୍ଭାବନା ; କିଛି ଜିଲାକୁ ସତର୍କ ସୂଚନା ଜାରି ଜୁଲାଇ ୧ ଯାଏଁ ୟୁନିଟ୍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍ ସପ୍ତାହାନ୍ତ ସଂପୂର୍ଣ୍ଣ ଚଳାଚଳ ବନ୍ଦ ସମୟରେ ପୁଲିସର… Read More...
କଣ୍ଟାମାଳ ହାଇସ୍କୁଲରେ ମୋସ୍କୁଲ ଅଭିଯାନର ସମୀକ୍ଷା ବୈଠକ Samaja Digital (SM) Jun 27, 2021 କଣ୍ଟାମାଳ : କଣ୍ଟାମାଳ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବୈାଦ୍ଧ ଅତିରିକ୍ତ ଶିକ୍ଷା… Read More...
କଣ୍ଟାମାଳରେ ଖରିଫ ପିଆଜ ଚାଷର ତାଲିମ ଶିବିର Samaja Digital (SM) Jun 27, 2021 କଣ୍ଟାମାଳ : କୃଷି ଓ କୃଷକଙ୍କ ପାଇଁ ସରକାରଙ୍କ କୃଷି ବିଭାଗ ତରଫରୁ ଗଠନ ହୋଇଥିବା ଆତ୍ମା ଯୋଜନା କଣ୍ଟାମାଳ ବ୍ଳକରେ ଦୀର୍ଘ ଦିନ ପରେ ପୁଣି ସକ୍ରୀୟ ହୋଇଥିବା ଦେଖିବାକୁ ମିଳିଛି। ସଂପ୍ରତି ଆତ୍ମା ତରଫରୁ ଖରିଫ ପିଆଜ… Read More...
୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ Samaja Digital (SM) Jun 27, 2021 କଣ୍ଟାମାଳ: ୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଚାଷ ଓ ଚାଷୀଙ୍କ ସୁବିଧା ପାଇଁ ୨୦୧୫ ମସିହା ଖରିଫ ଚାଷ ସମୟ ରେ ସରକାର ଚାଷୀ ମାନଙ୍କ ପାଇଁ ବୀମା ଛାଡ କରିଥିଲେ। ଏହି ବୀମା ଟଙ୍କା… Read More...
ରାଜ୍ୟରେ ଆଜି ବର୍ଷା ସମ୍ଭାବନା ; କିଛି ଜିଲାକୁ ସତର୍କ ସୂଚନା ଜାରି Samaja Digital (SM) Jun 27, 2021 ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି… Read More...
ଜୁଲାଇ ୧ ଯାଏଁ ୟୁନିଟ୍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍ Samaja Digital (SM) Jun 27, 2021 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ବୃଦ୍ଧି ପାଉଛି। ଏହାସହ ରାଜ୍ୟର କିଛି ଜିଲାରେ ସଂକ୍ରମଣ ତଳ ମୁହାଁ ହେଉ ନାହିଁ। କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି… Read More...
ଦିନ ୧୨ଟା – ମୁଖ୍ୟ ଖବର Samaja Digital (SM) Jun 27, 2021 ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ; କରୋନା ବିରୋଧରେ ବିଜୟ ପାଇଁ ଲଢେଇ ଜାରି ରଖିବାକୁ ପଡିବ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଖେଳାଳିଙ୍କୁ ଉତ୍ସାହିତ କରିବାକୁ… Read More...
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ Samaja Digital (SM) Jun 27, 2021 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସାରିଛି। ମନ୍ କି ବାତ୍ ର ୭୮ତମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ,… Read More...
ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ଆରୋଗ୍ୟ ହାର ୯୬.୭୫% Samaja Digital (SM) Jun 27, 2021 ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି ପାଇଛି। ସପ୍ତାହିକ… Read More...
ଦିନ ୧୦ଟା – ମୁଖ୍ୟ ଖବର Samaja Digital (SM) Jun 27, 2021 ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫ ରାଜ୍ୟରେ ମୋଟ ୮୬୩୮୨୪ ଜଣ କରୋନାରୁ ସୁସ୍ଥ ; ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ ଉତ୍ତରପ୍ରଦେଶରେ ଏକାକି… Read More...
ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ Samaja Digital (SM) Jun 26, 2021 ସୁଖମୟ ଜୀବନ ଓ ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ.... -ନିୟମିତ ପ୍ରଭୁ ଶିବଙ୍କ ସ୍ତୁତି, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଜଳାଭିଷେକ କରନ୍ତୁ। ଅଳ୍ପ ଚାଉଳ, ଗହମ, ମୁଗ, ବାଜରା ଦାନ କରନ୍ତୁ। –… Read More...
କରୁଛନ୍ତି କି ଏହି ଭୁଲ Samaja Digital (SM) Jun 26, 2021 ଅନେକ ଲୋକ ସକାଳେ ଓ ସଂଧ୍ୟାରେ ଚା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଚା’ ପିଇବା ସମୟରେ ଛୋଟିଆ ଭୁଲ୍ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଚା’ ସହ ଜଡିତ କିଛି ଏମିତି ଭୁଲ ଯାହା ଭବିଷ୍ୟତରେ… Read More...
ନଡ଼ିଆକୋରା ଛତୁ Samaja Digital (SM) Jun 26, 2021 ଆବଶ୍ୟକ ସାମଗ୍ରୀକଟା ଛତୁ – ୪୦୦ ଗ୍ରାମକଟା ପିଆଜ – ୨ଟିକଟା ଗାଜର – ଅଳ୍ପଗ୍ରୀନ ମଟର – ଅଳ୍ପକଟା କଞ୍ଚା ଲଙ୍କା – ୨ଟିଅଦା ରସୁଣ ବଟା – ଆବଶ୍ୟକ ପରିମାଣରେଲଙ୍କା ଗୁଣ୍ଡ – ଅଳ୍ପହଳଦୀ ଗୁଣ୍ଡ – ଅଳ୍ପଦହି – ଆବଶ୍ୟକ… Read More...
ଜାଣନ୍ତୁ ଦେଶର କିଛି ଧନୀ ମନ୍ଦିର ବିଷୟରେ Samaja Digital (SM) Jun 26, 2021 ଭାରତକୁ ମନ୍ଦିର ଓ ତୀର୍ଥସ୍ଥଳମାନଙ୍କର ଦେଶ ବୋଲି କୁହାଯାଏ। ଦେଶରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ମନ୍ଦିରମାନଙ୍କରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆସି ଦେବୀ ଦେବତାଙ୍କୁ ଦର୍ଶନ କରିଥାଆନ୍ତି। ବିଭିନ୍ନ ସ୍ଥାନରେ… Read More...
ଦିନ ୨ଟା – ମୁଖ୍ୟ ଖବର Samaja Digital (SM) Jun 26, 2021 ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ… Read More...
ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ; ଜଣେ ଗିରଫ Samaja Digital (SM) Jun 26, 2021 ରାଉରକେଲା : ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ ହୋଇଛି। ଏଭଳି ଘଟଣା ରାଉରକେଲାରେ ଘଟିଛି। ଘଟଣାକ୍ରମେ ସିକ୍ରେଟ କୋଡ୍ ଦ୍ୱାରା ଟଙ୍କା ଲୁଟ କରିଥିବା ଅଭିଯୁକ୍ତକୁ ରାଉରକେଲା ପୁଲିସ ଗିରଫ… Read More...