ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ସଂକ୍ରମିତ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭୯ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୬,୭୩୦  ମୃତ୍ୟୁ ହାର ୧.୩୧%

ଦିନକରେ ଆଉ ୫୮,୫୭୮ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୩,୦୯,୬୦୭ ସୁସ୍ଥ ; ଆରୋଗ୍ୟ ହାର ୯୬.୮୦%

୫,୭୨,୯୯୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୪ ଘଣ୍ଟାରେ ୧୭,୨୧,୨୬୮ ଟିକା ନେଇଥିବା ବେଳେ ମୋଟ ୩୨,୩୬,୬୩,୨୯୭ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

prayash

କଟକ, ଖୋର୍ଦ୍ଧା ଜିଲା ସର୍ବାଧିକ ଚିନ୍ତାର କାରଣ ପାଲଟିଛି ; ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର, ପୁରୀରେ ମଧ୍ୟ ଖସୁନାହିଁ ସଂକ୍ରମଣ

କରୋନାରେ ରାଜ୍ୟରେ ଆଉ ୪୩ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ମୃତ ; କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦

ବୁର୍ଲା ଜାତୀୟ ରାଜପଥରେ ଡ଼କାୟତି ଉଦ୍ୟମ ଯୋଜନା ପଣ୍ଡ ; ୪ ଦୁର୍ବୃତ୍ତ ଗିରଫ

ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬
ଦେଶରେ ପେଟ୍ରୋଲ ଲିଟର ଟପିଲା ୧୧୦ ଟଙ୍କା

ପୂର୍ବତନ ଏସପିଓ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟାକଲେ ଆତଙ୍କବାଦୀ ;ଘର ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ

ବର ପସନ୍ଦ ହେଲାନାହିଁ, ଛଅ ଫେରା ପରେ କନ୍ୟା ବେଦୀରୁ ଉଠିଗଲା

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

kalyan agarbati

Comments are closed.