www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

କୋଭାକ୍ସିନ ୩ୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ଆସିଲା; ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ

- Advertisement -

ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ

ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ

ଦେଶରେ ୨୪ ଘଣ୍ଟାରେ ଆଉ ୪୪,୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୨,୩୬୨

ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧,୦୫୦

ମୃତ୍ୟୁ ହାର ୧.୩୧%

ଦିନକରେ ଆଉ ୫୭,୪୭୭ ସୁସ୍ଥ ହେବା ସହ ମୋଟ ୨,୯୬,୦୫,୭୭୯ ସୁସ୍ଥ ; ଆରୋଗ୍ୟ ହାର ୯୭.୦୬%

୪,୯୫,୫୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ; ସକ୍ରିିୟ ଚିକିତ୍ସାଧୀନ ହାର ୧.୬୨%

୪୩,୯୯,୨୯୮ ଦିନକରେ ଟିକା ନେଇଥିବା ବେଳେ ମୋଟ ୩୪,୪୬,୧୧,୨୯୧ ଟିକା ନେଇ ସାରିଛନ୍ତି

ସାପ୍ତାହିକ ପଜିଟିଭ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୫୦% ରହିଛି

ତାଲିବାନର ଫତୱା- ଘରୁ ଏକାକି ବାହାରି ପାରିବେନାହିଁ ମହିଳା, ପୁରୁଷ ଦାଢି ବଢାଇବେ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦

ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍‍ ବାକି

ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ

ଇସଲାମାବାଦ ଭାରତୀୟ ଉଚ୍ଚାୟୁକ୍ତଙ୍କ କୋଠା ଉପରେ ଡ୍ରୋନ୍‌, ଜବାବ ମାଗିଲା ଭାରତ

ବିହାରରେ ନିଜ ଦଳର ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ, ଅଧିକାରୀଙ୍କ ବଦଳିରୁ ବିଜେପି ମନ୍ତ୍ରୀଙ୍କ ଆୟ ୧୦୦କୋଟି

ୟୁରୋକପ୍‌ – ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ, ଡେନମାର୍କ

ୱିମ୍ବଲଡନ୍‌ – ଚତୁର୍ଥ ରାଉଣ୍ଡରେ ପ୍ଲିସକୋଭା, ସାବାଲେଙ୍କା

ଏଣିକି ବିନା ସ୍ଲଟ ବରାଦରେ ଟିକା

ସାଇବର ଠକେଇ ଅଭିଯୋଗ ପାଇଁ ବାରଦୁଆର, ଶିକ୍ଷୟିତ୍ରୀଙ୍କଠାରୁ ନେଇଗଲେ ୬୦ ହଜାର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories