www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍ ; କରୋନା ବିରୋଧରେ ବିଜୟ ପାଇଁ ଲଢେଇ ଜାରି ରଖିବାକୁ ପଡିବ

ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ଦେଇଛନ୍ତି ପରାମର୍ଶ

- Advertisement -

ଦିବଙ୍ଗତ ଆଥଲେଟ ମିଲଖା ସିଂହଙ୍କୁ ମନେ ପକାଇଛନ୍ତି ମୋଦୀ

ଦେଶରେ ଟିକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି ;  ଜୁନ ୨୧ରେ ରେକର୍ଡ ସଂଖ୍ୟକ ଟିକାକରଣ, ଦିନକରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ କରାଯାଇଛି ଟିକାକରଣ

ଦେଶରେ ୨୪ ଘଣ୍ଟାରେ ଆଉ ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି

ସପ୍ତାହିକ ପଜିଟିଭ ହାର ୫% ରୁ କମ ରହିଥିବା ବେଳେ ଏବେ ଏହା ୨.୯୧% ରହିଛି

ଦୈନିକ ପଜିଟିଭ ହାର ୨.୮୨% ରହିଥିବା ବେଳେ ୨୦ ଦିନ ହେବ ଏହା ୫% ରୁ କମ

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୫,୭୫୧

ଦିନକରେ ଆଉ ୫୭,୯୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୨,୫୧,୦୨୯ ସୁସ୍ଥ

ଆରୋଗ୍ୟହାର ୯୬.୭୫%

୫,୮୬,୪୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୩୮୮୭ ରେ ପହଞ୍ଚିଲା

ରାଜ୍ୟରେ ମୋଟ ୮୬୩୮୨୪ ଜଣ କରୋନାରୁ ସୁସ୍ଥ ; ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ

ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି ; ଏଆଇଏମଆଇଏମ ସହିତ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟକଲେ ମାୟାବତୀ

ତାଲିବାନକୁ ମିଳୁଛି ପାକିସ୍ତାନ ନାଗରିକଙ୍କ ବିପୁଳ ସମର୍ଥନ ; ଆଫଗାନିସ୍ତାନରେ ଚାଲିଥିବା ଆକ୍ରମଣ, ବିସ୍ଫୋରଣ ପାଇଁ ତାଲିବାନ ଦାୟୀ ନୁହେଁ: ପାକ୍‍ ବୈଦେଶିକ ମନ୍ତ୍ରୀ

୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା; କ୍ଲିନିକାଲ ପରୀକ୍ଷା ଶେଷ

ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନିଦିନିଆ ପୂର୍ବ ଲଦାଖ ଗସ୍ତ ; ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ; ଭାରତୀୟ ସେନାର ରଣ ପ୍ରସ୍ତୁତିର ଟିକିନିଖି ସମୀକ୍ଷା କରାଯିବ

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

‘ଭାଇରସ ସଟ୍ ଆଉଟ’ କାର୍ଡ ର ବେଧଡ଼କ ବିପଣୀ ;ଉପାଦେୟତା ବିଷୟରେ କ୍ରେତା, ବିକ୍ରେତା ଅଜ୍ଞ

ନେଦରଲାଣ୍ଡ୍‌ସ-ଚେକ୍‌ ଗଣରାଜ୍ୟ, ବେଲଜିୟମ-ପର୍ତ୍ତୁଗାଲ ମ୍ୟାଚ ଆଜି

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories