www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪

ଆଉ ୨୩୧୭ କରୋନା ଆକ୍ରାନ୍ତ ସୁସ୍ଥ

- Advertisement -

ରାଜ୍ୟରେ ୧୪୯୮୮୫୩୧ ନମୁନା ପରୀକ୍ଷା

ମୋଟ ୯୨୫୫୨୬ ସୁସ୍ଥ

ରାଜ୍ୟରେ ସଂପ୍ରତି ୨୧୫୪୦ ଜଣ ସକ୍ରିୟ ସଂକ୍ରମିତ

ରାଜ୍ୟରେ ଦିନକରେ ୬୭ ଜୀବନ ନେଲା କରୋନା; ଖୋର୍ଦ୍ଧାରୁ ସର୍ବାଧିକ ୨୫ ମୃତ ; ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୨

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକରେ ୫୬୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ;ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪,୧୩,୦୯୧

ଦିନକରେ ଦେଶରେ ୪୨,୧୨,୫୫୭ ପାନ ଟିକା ଦିଆଯାଇଛି ; ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୯,୯୬,୯୫,୮୭୯ ପାନ ଟିକା ଦିଆଯାଇସାରିଛି

ଦେଶରେ ୪,୨୪,୦୨୫ ସକ୍ରିୟ ସଂକ୍ରମିତ ; ଏଥିସହିତ ମୋଟ ୩,୦୨,୨୭,୭୯୨ ସୁସ୍ଥ

ପଶ୍ଚିମବଙ୍ଗ ଚାଲାଣ ବେଳେ ଗୋରୁ ଗାଡ଼ି ଜବତ, ତିନି ଗିରଫ

ବାଳିକାକୁ ଉଦ୍ଧାର ବେଳେ ଭୁଶୁଡ଼ିଲା କୂଅ, ୧୧ ମୃତ

ଦେଶମୁଖଙ୍କ ୪.୨ କୋଟିର ସମ୍ପତ୍ତି ଜବତ

୧୨ରୁ ୧୮ବର୍ଷଙ୍କ ପାଇଁ ଶୀଘ୍ର ଆସୁଛି ଟିକା

ବିଶ୍ବ ତୃତୀୟ ଲହର କରୋନା ସଂକ୍ରମଣ ଆଡ଼କୁ ବଢୁଛି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories