www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨

- Advertisement -

ଏପର୍ୟ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା

ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୨୦

ରାଜସ୍ଥାନରେ କପ୍ପା ଭାରିଆଣ୍ଟ ରେ ୧୧ ଜଣ ସଂକ୍ରମିତ ଚିହ୍ନଟ

ଚନ୍ଦ୍ର ପୃଷ୍ଠକୁ ଯାଇଥିବା ଧାନରୁ ବିହନ ଉତ୍ପାଦନ କଲା ଚାଇନା

ଗୋଟିଏ ଦିନରେ ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୧୧,୪୦୮

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୪୬ ହଜାର ୭୪

୩ କୋଟି ୧ଲକ୍ଷ ୪ହଜାର ୭୨୦ ସୁସ୍ଥ

ଦେଶରେ ୪ ଲକ୍ଷ ୨୯ ହଜାର ୯୪୬ ଜଣ ସକ୍ରିୟ ସଂକ୍ରମିତ

ମୋଟ ୪୩,୫୯,୭୩,୬୩୯ ନମୁନା ପରୀକ୍ଷା ; ଗତକାଲି ଗୋଟିଏ ଦିନରେ ଦେଶରେ ୧୯,୧୫,୫୦୧ ନମୁନା ପରୀକ୍ଷା

ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କିଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ ସୟଦ ସଲାହଉଦ୍ଦିନଙ୍କ ପୁଅ

ଭାରତରେ ୨୦୨୬ ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌

ପୁଲୱାମାରେ ଗୁଳି ବିନିମୟ; ପାକିସ୍ତାନୀ ଲସ୍କର କମାଣ୍ଡର ସମେତ ୩ ନିହତ

ଜମ୍ମୁ ସୀମାରେ ଡ୍ରୋନ ଠାବ; ସୀମା ସୁରକ୍ଷା ବାହିନୀର ଗୁଳିଚାଳନା ପରେ ପାକିସ୍ତାନ ପଟକୁ ଫେରିଗଲା

୧୪୦୦୦ ଟି୨୦ ରନ୍ କରିବାରେ ଗେଲ୍‌ ବିଶ୍ବରେ ପ୍ରଥମ

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories