ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁ ମିଶା ବେଗମଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନବରଙ୍ଗପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବରେ ସ୍ବର୍ଣ୍ଣାଲତା ବିଶ୍ୱାସ କାର୍ୟ୍ୟରେ ଯୋଗ ଦେଇଛନ୍ତି।

ସେହିପରି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ଗତ ମାସ ରେ ଅବସର ପରେ ସୁଧାଂଶୁ ପାତ୍ର ନୂତନ ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବରେ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଉଭୟ ଅଧିକାରୀ ଙ୍କୁ ସମ୍ପୃକ୍ତ କାର୍ୟ୍ୟାଳୟ ର କର୍ମଚାରୀ ବୃନ୍ଦ ସ୍ୱାଗତ କରିଥିଲେ ।
ନୂତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ୟ୍ୟରେ ଯୋଗଦାନ
Popular Categories



