ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯
ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ
ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮
ରାଜ୍ୟରେ ଆଉ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ
ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ
ଲଘୁଚାପ ଘନୀଭୂତ, ୧୦ ଜିଲାକୁ ସତର୍କ ସୂଚନା
ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ
୩୮,୪୬୫ ଜଣ କରୋନାରୁ ଆରୋଗ୍ୟ ଲାଭ ; ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ
ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ ସଂକ୍ରମିତ
ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୪୬.୨୬ କୋଟି ନମୁନା ପରୀକ୍ଷା ; ଦେଶରେ ମୋଟ ୪୫.୦୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୫୨% ଏବଂ ସାପ୍ତାହିକ ହାର ୨.୩୮%
ଅଗ୍ରାଧିକାର ଭିତ୍ତିରେ ହେବ କଳାହାଣ୍ଡିରେ ରେଳ କାରଖାନା
ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇକରଣ: କେନ୍ଦ୍ର
ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା
ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା



