www.samajalive.in
Sunday, December 7, 2025
16.1 C
Bhubaneswar

ବଜ୍ରପାତରେ ୨ ବଳଦ ମୃତ ; ୧ ବାଛୁରୀ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କିର୍ତ୍ତିଙ୍ଗୀ ଗ୍ରାମରେ ୨ ଗୋରୁ ମୃତ। ଗୁରୁବାର ମଧ୍ୟାହ୍ନ ସମୟରେ ହଠାତ ବର୍ଷା ସାଙ୍ଗକୁ ଘତଘଡି ମାରିବାରୁ କିର୍ତ୍ତିଙ୍ଗୀ ଗ୍ରାମର ଅଜୟ ଓ ବିପିନ ଦଳାଇ ବିଲରେ ହଳ ନେଇ ଚାଷ କରୁଥିବା ବେଳେ ବର୍ଷା ଆସିବାରୁ ହଳ ଛାଡି କିଛି ଦୂରକୁ ଚାଲିଆସିଥିଲେ । କିନ୍ତୁ ସେହି ସମୟରେ ବଜ୍ରପାତ ହେବାରୁ ଅଜୟ ଓ ବିପିନଙ୍କର ଗୋଟିଏ ଲେଖାଏଁ ବଳଦର ମୃତ୍ୟୁ ଘଟିଛି ଏବଂ ସେହି ଗ୍ରାମର ଗୋଟିଏ ବାଛୁରୀ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ବାଛୁରୀକୁ ଚିକିତ୍ସା କରିବା ସହ ୨ ବଳଦର ଶବ ବ୍ୟବଚ୍ଛେଦ କରି ଜମିରେ ପୋତା ଯାଇଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବିରେନ୍ଦ୍ର ପଣ୍ଡା କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories