www.samajalive.in
Sunday, December 7, 2025
14.1 C
Bhubaneswar

ଘରେ ରଖନ୍ତୁ ଚାନ୍ଦିର ମୟୁର : ମିଳିବ ଶୁଭଫଳ

ଚାନ୍ଦିକୁ ଶୁଭ ଧାତୁ କୁହାଯାଏ।ଏହି ଧାତୁରେ ନିର୍ମିତ ବସ୍ତୁ ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେହିପରି ମୟୁର ମଧ୍ୟ ଦେବତାଙ୍କ ପ୍ରିୟ। ମା’ସରସ୍ୱତୀ,ଭଗବାନ ଶ୍ରୀକୃଷ୍ଣ,କାର୍ତ୍ତିକେୟ ଓ ଶ୍ରୀ ଗଣେଶଙ୍କ ଫଟୋରେ ପକ୍ଷୀଙ୍କ ଫଟୋ ରହିଥାଏ। ତେବେ ଜାଣନ୍ତୁ ଘରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା କି ଲାଭ ମିଳିଥାଏ।
ନାଚୁ ଥିବା ଅବସ୍ଥାରେ ଚାନ୍ଦିର ମୟୁର ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଚାନ୍ଦିର ୨ଟି ଯାଉଁଳି ମୟୁର ରଖିବା ଦ୍ୱାରା ବୈବାହିକ ଜୀବନରେ ମଧୁରତା ଓ ଶାନ୍ତି ଭରି ରଖିଥାଏ।
ଚାନ୍ଦିର ସିନ୍ଦୁର ଫରୁଆ , ସେଥିରେ ମୟୁର ହୋଇଥିବାର ଚିତ୍ର ଥିବା ରଖିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଘରର ବୈଠକ କକ୍ଷରେ ଚାନ୍ଦିର ମୟୁର ରଖିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
ପୂଜା କକ୍ଷରେ ବସିଥିବା ଶାନ୍ତି ଅବସ୍ଥାରେ ଚାନ୍ଦିର ମୟୁର ରଖିବା ଦ୍ୱାରା ପୂଜାର ଫଳ ଦ୍ୱିଗୁଣିତ ହୋଇଥାଏ।
ଅବିବାହିତ ଯୁବକ ଓ ଯୁବତୀଙ୍କ କକ୍ଷରେ ଚାନ୍ଦିର ମୟୁର ରଖିବା ଦ୍ୱାରା ବିବାହ ଶୀଘ୍ର ହୋଇଥାଏ।
ଭାଗ୍ୟରେ ଶୁଭଫଳ ପ୍ରାପ୍ତି ପାଇଁ ପୂର୍ଣ୍ଣିମା ଦିନ ଚାନ୍ଦିର ମୟୁରକୁ ଆଲମିରାରେ ରଖନ୍ତୁ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories