ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟlଳୟରୁ ଏକ ନାଗ ସାପକୁ ଉଦ୍ଧାର କରାଯାଇଛି। ସେହି ସାପଟିକୁ ଗଞ୍ଜାମ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଉଦ୍ଧାର କରି ନେଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେହେଲେ ଡମ୍ବୁରୁ ବେହେରା, ତରୁ ବେହେରା, ଦେବରାଜ ବେହେରା, କଣ. କେ. ତପନ ରାଓ, ଡମ୍ବୁରୁ ଧର ବେହେରା ।
Popular Categories



