www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୩୦, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦

ରାଜ୍ୟରେ ମଙ୍ଗଳବାର ଗୋଟିଏ ଦିନରେ ୧୦୭୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୨୬ ଓ ସ୍ଥାନୀୟ ସଂକ୍ରମିତ ୪୫୨

- Advertisement -

ରାଜ୍ୟରେ ଦିନକ ମଧ୍ୟରେ ୧୩୧୯ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୧୦୬୮୨ ଜଣ ସକ୍ରିୟ ସଂକ୍ରମିତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ 

ଦିନକ ମଧ୍ୟରେ ୪୦,୦୧୩ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫% ;  ଏହା ଏପର୍ୟ୍ୟନ୍ତ ସର୍ବାଧିକ ଆରୋଗ୍ୟ ହାର 

କରୋନା ସଂକ୍ରମଣରୁ ମୋଟ ୩,୧୨,୨୦,୯୮୧ ଜଣ ସୁସ୍ଥ

ଦେଶରେ ସଂପ୍ରତି ୩,୮୬,୩୫୧ ଜଣ ସକ୍ରିୟ କରୋନା ରୋଗୀ

ଦେଶରେ ଦୈନିକ ସଂକ୍ରମଣ ହାର ୨.୧୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୪%

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୮.୫୦ କୋଟି ନମୁନା ପରୀକ୍ଷା 

ସେହି ସମୟ ମଧ୍ୟରେ ୫୧.୯୦ କୋଟି ପାନ ଟିକା ଦିଆଯାଇଛି

ଇଓଏସ-୦୩ କୃତ୍ରିମ ଉପଗ୍ରହ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଅପସାରଣ ନିଷ୍ପତ୍ତି ଚୂଡାନ୍ତ ; ମୋ ନିଷ୍ପତ୍ତିକୁ ନେଇ ମୋର ଅନୁଶୋଚନା ନାହିଁ- ବାଇଡେନ

ସରିଲା ଆଇଏଏସ ପ୍ରେମ କାହାଣୀ: ଛାଡପତ୍ର ନେଲେ ଟିନା ଡାବି ଓ ଆତହାର ଖାଁ

ରାଜନେତାଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ଉଚ୍ଚ ନ୍ୟାୟାଳୟଙ୍କ ଅନୁମତିରେ ପ୍ରତ୍ୟାହାର

ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ ପ୍ରକାଶରେ ବିଫଳତା, ୮ ଦଳକୁ ଜୋରିମାନା

ରାଜ୍ୟ ହାତରେ ଓବିସି ତାଲିକା ପ୍ରସ୍ତୁତି କ୍ଷମତା

ଅଣାୟତ୍ତ ଆଫଗାନିସ୍ତାନ ପରିସ୍ଥିତି

ପଢ଼ିବା ବାହାନାରେ ପିଓକେ ଯାଇଥିବା ୫୭ କାଶ୍ମୀର ଯୁବକ ଏବେ ଆତଙ୍କବାଦୀ

ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବାର କାରଣ ଦର୍ଶାଇଲେ ସରକାର

ପେଗାସସ୍ ବାବଦରେ ସାମାଜିକ ଗଣମାଧ୍ୟମରେ ବିତର୍କ ନ ହେଉ: ସର୍ବୋଚ୍ଚ ନ୍ୟାୟାଳୟ

ନୀରଜଙ୍କ ସମ୍ମାନାର୍ଥେ, ଅଗଷ୍ଟ ୭ ଜାତୀୟ ଜାଭେଲିନ୍‌ ଦିବସ ପାଳନ କରିବ ଏଏଫ୍‌ଆଇ

ମହାନଦୀରେ ଚାଲିବ କ୍ରୁଜ୍, ୭ ସ୍ଥାନରେ ପରିବେଶ ଅନୁକୂଳ ନିର୍ଜନ ବାସ

୧୪ ପର୍ୟ୍ୟନ୍ତ ବର୍ଷା, ୧୭ ଜିଲାକୁ ସତର୍କ ସୂଚନା

୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ନବମ ଓ ଦଶମ ପାଇଁ ବିକଳ୍ପ ପଦ୍ଧତି, ଦୁଇ ପର୍ୟ୍ୟାୟରେ ପରୀକ୍ଷା

୧୭ ଯାଏ ଘୁଞ୍ଚିଲା ବି.ଟେକ୍ ପଞ୍ଜୀକରଣ

୧୨ରୁ ଯୁକ୍ତ ଦୁଇ ନାମଲେଖା: ବଢ଼ିବ ନାହିଁ ଦେୟ, ବଢ଼ିଲା ଆସନ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories