ଅପହରଣ ଉଦ୍ୟମ ପଣ୍ଡ; ହାତଗୋଡ଼ ବନ୍ଧା ଅବସ୍ଥା ନାବାଳିକା ଉଦ୍ଧାର

କଟକ: କଟକ ସଦର ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଉଦ୍ଧାର କରାଯାଇଛି । ନାବାଳିକାଙ୍କୁ ସ୍ଥାନୀୟ ଗ୍ରମାବାସୀ ମାନେ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ବିଳମ୍ୱିତ ରାତିରେ…
Read More...

ମାଗଣାରେ ମିଳିବ ଭିଆଇପି ନମ୍ବର; ଅନଲାଇନରେ କରନ୍ତୁ ଆବେଦନ

ନୂଅଦିଲ୍ଲୀ: ଭିଆଇପି ନମ୍ବର ରଖିବା ପ୍ରାୟ ସମସ୍ତଙ୍କର ଏକ ସଉକ୍‌ ଥାଏ । ଏହି ନମ୍ବର ରଖିବା ପାଇଁ କିଛି ଲୋକ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ହେଲେ ବର୍ତ୍ତମାନ ଆପଣ ଅତି ସହଜରେ ଭିଆଇପି ନମ୍ବର…
Read More...

ବସ୍-ଟ୍ରକ୍ ଦୁର୍ଘଟଣା; ୩ମୃତ, ୩୦ରୁ ଅଧିକ ଆହତ

ଗୁଜରାଟ: ବନାସକାଣ୍ଠା ଜିଲ୍ଲା ପାଲନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ସହ ଟ୍ରକ୍‌ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିବା…
Read More...

କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଦ୍ୟପାନ; ୪୨ଟି ବିମାନବନ୍ଦରରେ ମଦ୍ୟପାନ କରି କାମ କରୁଛନ୍ତି ୮୪ କର୍ମଚାରୀ, ୬୪%…

ନୂଆଦିଲ୍ଲୀ: କର୍ମକ୍ଷେତ୍ରରେ ବଢ଼ୁଛି କର୍ମଚାରୀଙ୍କ ମଦ୍ୟପାନ । ଦେଶର ୪୨ଟି ବିମାନବନ୍ଦରରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଦ୍ୟପାନ କରୁଥିବାର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଡିଜିସିଏର ରିପୋର୍ଟ ଅନୁଯାୟୀ…
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ନୂଆଦିଲ୍ଲୀ: ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହା । ରାଜଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ତ୍ରିପୁରାରେ ଦଳ ମଧ୍ୟରେ…
Read More...

ଗୁଣିଗାରେଡ଼ି ସନ୍ଧେହରେ ଅଟକ ରଖିଲେ, ନିର୍ଧୂମ ଛେଚିଲେ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗାଁରେ ଗୁଣିଗାରେଡି ସନ୍ଧେହରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧି ମାଡ଼ ମାରିବା ସହ ଲହୁଲୁହାଣ କରିଛନ୍ତି ଗ୍ରାମବାସୀ । ଦୁଇ ବ୍ୟକ୍ତିଙ୍କୁ ମାରି ଦାନ୍ତ ଭାଙ୍ଗି…
Read More...

ଧରାପଡ଼ିଲେ ନକଲି ଶିକ୍ଷକ; ଚାକିରିରୁ ହେଲେ ବିଦା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଜାଲ୍‌ ଯୁକ୍ତ ଦୁଇ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜଣେ ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି ।  ରତନପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ଦୀପ ଚାକିରିରୁ…
Read More...

ଆସାମରେ ବଡ଼ଧରଣର ଭୂସ୍ଖଳନ; ୩ମୃତ, ଅନେକ ନିଖୋଜ

ଆସାମ: ଆସାମର ଡିମାହାସା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି । ଖାଲି…
Read More...

ସୁଆଣ୍ଡୋ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ

ସୁଆଣ୍ଡୋ: ପିପିଲି ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି  । ହାତରେ କୋଦାଳ, ଝୁଡି ଧରି କ୍ରୀଡା ଶିକ୍ଷକ ବ୍ରଜକିଶୋର…
Read More...

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ…
Read More...

ଦେଶରେ ଆଉ ୨ହଜାର ୪୮୭ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ହଜାର ୪୮୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ଯୋଗୁ ସାରା ଦେଶରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆଜିର…
Read More...

ଥମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ: ଆଉ ଏକ ଇତିହାସ ଅପେକ୍ଷା‌ରେ ଭାରତ

ବ୍ୟାଙ୍ଗ୍‌କକ୍‌: ବିଶ୍ବ ଦଳଗତ ପୁରୁଷ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ ଥମାସ୍ କପ୍‌ରେ କ୍ରମାଗତ ୨ ଦିନରେ ନୂତନ ଇତିହାସ ରଚିଛନ୍ତି ଭାରତୀୟ ଦଳ। ଗୁରୁବାର ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପହଞ୍ଚି ପ୍ରଥମଥର ପଦକ…
Read More...

ଶ୍ରୀଲଙ୍କାକୁ ୬୫,୦୦୦ ଟନ୍‍ ୟୁରିଆ ଯୋଗାଇବ ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଶୋଚନୀୟ ଆର୍ଥିକ ସଙ୍କଟ ପରିପ୍ରେକ୍ଷୀରେ ଭାରତ ଏହାକୁ ଆଉ ଏକ ସହାୟତାର ହାତ ବଢ଼ାଇଛି। ଏହା ଶ୍ରୀଲଙ୍କାକୁ ୬୫,୦୦୦ ଟନ୍‍ ୟୁରିଆ ସାର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି। ଭାରତରେ ଅବସ୍ଥାପିତ…
Read More...

‘ତଣ୍ଟି ଚିପି ମାରିବା ପରେ ନିଆଁ ଲଗେଇ ଦେଲି’

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଉଚ୍ଚଗାଁ ଗ୍ରାମର ଢ଼ିପାସାହିରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ଘଟଣାର ରହସ୍ୟ ଉପରୁ ପରଦା ହଟିଛି। ପାରିବାରିକ ଅଶାନ୍ତିରୁ ନିଜ…
Read More...

ଅକ୍ଷୟ କୁମାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ଅକ୍ଷୟ କୁମାର ଶନିବାର ନିଜ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି। ଗତବର୍ଷ ମଧ୍ୟ ଅକ୍ଷୟ କରୋନା ସଂକ୍ରମିତ…
Read More...

ଦିଲ୍ଲୀ ଘଟଣା ପରେ ଚେତିଲା ଓଡ଼ିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର: ଦିଲ୍ଲୀରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଗ୍ନିଶମ ନିରାପତ୍ତା ଆଇନ ୨୦୧୭କୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ବିଭାଗୀୟ…
Read More...

ରାଜ୍ୟସଭା ନିର୍ବାଚନ; କେଉଁ ବର୍ଗକୁ ପ୍ରାଧାନ୍ୟ ଦେବ ଶାସକ ଦଳ ?

ଭୁବନେଶ୍ୱର: ଚାରି ରାଜ୍ୟସଭା ଆସନରେ ନିର୍ବାଚନ କରିବା ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିରୋଧୀ ବିଜେପି ଓ କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଉଭୟ ଦଳ ପ୍ରାର୍ଥୀ ଦେବା…
Read More...

ଦୂଷିତା ନଦୀମାତୃକା

ଆମ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ମୁନି ଋଷିମାନେ ପ୍ରକୃତିର ଜଡ ବସ୍ତୁକୁ ନିର୍ମଳ ଓ ଅକ୍ଷତ ଅବସ୍ଥାରେ ରଖିବାକୁ ଅଗ୍ନି ପାଇଁ ଅଗ୍ନିଦେବତା, ଜଳ (ସାଗର) ପାଇଁ ବରୁଣ ଦେବତା, ବାୟୁ ପାଇଁ ପବନଦେବ, ବର୍ଷାପାଇଁ…
Read More...

ଗାନ୍ଧିଗିରି: ଏକ ଲୋକପ୍ରିୟ ସଂସ୍କୃତିର ଧାରଣା

ଜାତିର ପିତା, ସାମ୍ବାଦିକ, ଲେଖକ, ସମ୍ପାଦକ, ବକ୍ତା, ପ୍ରକାଶକ, ଚିନ୍ତକ, ଦାର୍ଶନିକ, କୂଟନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଆଇନ ବିଶେଷଜ୍ଞ, ରାଜନେତା, ରାଷ୍ଟ୍ର ନୀତିଜ୍ଞ, ସଙ୍କଟ ପରିଚାଳକ, ଶିଶୁ ଲେଖକ,…
Read More...

ଡ୍ୟାନ୍ସ ବାର୍ ଖୋଲିବା ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର: ଡ୍ୟାନ୍ସ ବାର୍ ଓ ମଦ ବିକ୍ରିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି, ଯାହା ଦୁର୍ଭାଗ୍ୟଜନକ। ରାଜ୍ୟରେ ମଦ ବିକ୍ରିକୁ ପ୍ରାଥମିକତା ଦିଆଯିବା ଦ୍ବାରା ସରକାର ଯୁବକ ଏବଂ ଛାତ୍ରଙ୍କୁ ବିପଥଗାମୀ କରିଛନ୍ତି ବୋଲି…
Read More...

ଶିକାରୀ ଗୁଳିରେ ୩ ପୁଲିସ ମୃତ

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲା ଆରୋନା ଥାନା ଅଞ୍ଚଳ‌ରେ ଶନିବାର କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ…
Read More...

ଆମେରିକା-ରୁଷ ପ୍ରତିରକ୍ଷା ମୁଖ୍ୟଙ୍କ ଆଲୋଚନା

କିଭ୍‍: ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ପ୍ରଥମ ଥର ପାଇଁ ଆମେରିକା ଏବଂ ରୁଷର ପ୍ରତିରକ୍ଷା ମୁଖ୍ୟ ଶୁକ୍ରବାର ପରସ୍ପର ସହିତ ଆଲୋଚନା କରିଛନ୍ତି। ଏହାସତ୍ତ୍ବେ ୟୁକ୍ରେନକୁ ନେଇ ମସ୍କୋ ଆଭିମୁଖ୍ୟରେ କୌଣସି…
Read More...

ଆତ୍ମହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଶନିବାର ସନ୍ଧ୍ୟାରେ ଗଞ୍ଜାମ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିବା ଘଟଣା  । ଆଜି ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣକଙ୍କ…
Read More...

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ କରୋନା

ୱେଲିଙ୍ଗଟନ୍‌: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆଡ୍ରେନ୍ କରୋନା ସଂକ୍ରମିତ ହୋଇଛନ୍ତି। ଏ ସଂପର୍କରେ ଶନିବାର ଜାସିଣ୍ଡା ସୂଚନା ଦେବା ସହ ସାମାଜିକ ଗଣମାଧ୍ୟମରେ କୋଭିଡ୍‌ ପରୀକ୍ଷା ରିପୋର୍ଟର ଫଟୋ…
Read More...

ଉଦ୍ଧବ ମହାରାଷ୍ଟ୍ର ପାଇଁ ବଡ଼ ବିପଦ: ନବନୀତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛନ୍ତି ବୋଲି ଅମରାବତୀର ସାଂସଦ ନବନୀତ ରାଣା କହିଛନ୍ତି । ଶନିବାର ନବନୀତ ଓ ତାଙ୍କ ସ୍ବାମୀ ରବି ରାଣା ଦିଲ୍ଲୀ କନଟପ୍ଲେସ୍‌ସ୍ଥିତ…
Read More...

ଦିଲ୍ଲୀ ଅଗ୍ନିକାଣ୍ଡ; ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି, ୨୯ ନିଖୋଜ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟ ଏକ କୋଠାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଶନିବାର କୁଲିଂ ଅପରେସନ ସମୟରେ ଆଉ ତିନିଟି ମୃତଦେହ ମିଳିଥିବା…
Read More...

ଶ୍ରୀଲଙ୍କାରେ ପୁଣି ତେଜିଲା ବିଦ୍ରୋହ

କଲମ୍ବୋ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପୁଣି ବିଦ୍ରୋହ ଆରମ୍ଭ ହୋଇଛି । ବିଦ୍ରୋହକୁ ଦମନ ପାଇଁ ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫ୍ୟୁକୁ ଉଠାଇ ଦିଆଯିବା ପରେ ଶୁକ୍ରବାର ମଧ୍ୟରାତ୍ରରୁ ଲୋକେ ବିକ୍ଷୋଭ…
Read More...

ଭିଜିଲାନ୍ସ ନିରୀକ୍ଷକ ଗିରଫ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀଙ୍କ ବିରାଧରେ ଥିବା ମାମଲା ରଫାଦଫା କରିବା ଲାଗି ସମ୍ବଲପୁର ଦୁର୍ନୀତି ନିବାରଣ ଉପଖଣ୍ଡର ନିରୀକ୍ଷକ ମାନସୀ େଜନା ମଧ୍ୟସ୍ଥିଙ୍କ ଜରିଆରେ ୧୦ଲକ୍ଷ ଟଙ୍କା ଲାଞ୍ଚ େନବା ଅଭିଯୋଗରେ…
Read More...

ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ…
Read More...

ଯୁବକଙ୍କୁ ବୀଭତ୍ସ ହତ୍ୟା

ପୋଲସରା: ବିଳମ୍ବିତ ରାତିରେ କଳମ୍ୱ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କ ତଣ୍ଟି ଚିପିବା ସହ ଛୁରୀ ଭୁସି ଦୁର୍ବୃତ୍ତ ମାନେ ହତ୍ୟା କରିଥିବା ଜଣାପଡ଼ିଛି ।  ମୃତ ଯୁବକଙ୍କ ନାଁ ବିକାଶ ସାହୁ ବୋଲି ସୂଚନା…
Read More...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ

ଅଷ୍ଟ୍ରେଲିଆ: ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ପରଲୋକ ହୋଇଛି । ଗତକାଲି ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର୍‌ ଚଳାଇ ଯାଉଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ପରଲୋକ ହୋଇଥିବା…
Read More...

ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କିଛି ପଡୋଶୀ ଦେଶ ଓ ଗହମର ଜରୁରୀ ଆବଶ୍ୟକତାକୁ ନଜରରେ ରଖି କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଛନ୍ତି । ସୂଚନା…
Read More...

ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା ଆଇଆଇସି

ଭୁବନେଶ୍ୱର;  ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ଭିଜିଲାନ୍ସର ନିର୍ଦ୍ଦେଶ ପରେ ଆଇଆଇସି ନିହାର ଆଜି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍‌ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାମ ବନ୍ଦ କରିବାକୁ ଇନଟାକ୍‌ ପକ୍ଷରୁ କୁହାଯାଇଛି । ଇନଟାକର…
Read More...

ପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ: ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ​‌ ବିଭାଗର…
Read More...

ଦେଶରେ ଆଉ ୨ହଜାର ୮୫୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ହଜାର ୮୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ଗୋଟିଏ ଦିନରେ ୩ହଜାର ୩୫୫ଜଣ ସଂକ୍ରମିତ ସୁସ୍ଥ ​‌ହୋଇଛନ୍ତି । ସେହପରି ଗୋଟିଏ ଦିନରେ କରୋନା ଯୋଗୁ ଆଉ ୧୧ ଜଣଙ୍କ…
Read More...

ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ସଙ୍ଗରୋଧରୁ ୫ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୩ଜଣ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଜିର…
Read More...

ପୋଖରୀରୁ ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ମହିଁଷାମଣ୍ଡି ଗାଁ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଗ୍ରାମର ଲମ୍ବୋଦର ନାଏକ (୪୬) ବୋଲି ଜଣାପଡିଛି । ସେ…
Read More...

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ…
Read More...

ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ

ରାୟଗଡ଼ା: ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ । ଗାଡ଼ିରେ ୬ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ନିନାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ…
Read More...

ବ୍ରିଟେନରେ ବ୍ୟାପୁଛି ମଙ୍କିପକ୍ସ

ଲଣ୍ଡନ: ବ୍ରିଟେନରେ ଏକ ଅତ୍ୟନ୍ତ ବିରଳ ରୋଗ ମଙ୍କିପକ୍ସ ଚିହ୍ନଟ ହୋଇଛି। ଏହା ଏକ ବିରଳ ଭୂତାଣୁଜନିତ ସଂକ୍ରମଣ ଏବଂ ଜଣେ ବ୍ୟକ୍ତିଙ୍କ ଠାରୁ ଅତି ଘନିଷ୍ଠ ଭାବରେ ମିଳାମିଶା ଦ୍ୱାରା ଅନ୍ୟ ଜଣକୁ ସଂକ୍ରମିତ ହେଉଛି। ଏଥିରେ…
Read More...

ରାଜ୍ୟସଭା ଉପନିର୍ବାଚନ: ୧୩ରେ ସୁବାସଙ୍କ ଆସନ ଲାଗି ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ଆସନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ଉପନିର୍ବାଚନ ତିଥି ଘୋଷଣା କରିଛନ୍ତି। କଟକ ମେୟର ପଦକୁ ନିର୍ବାଚିତ ହେବା ପରେ ଗତ ଅପ୍ରେଲ ୨୧ରେ ଶ୍ରୀ ସିଂହ…
Read More...

ବାଇକ୍‌ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୁଡ଼ିଆପୋଖରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ସାଇକେଲ ଚାଳକ ଜଣକ ଯାଉଥିବା ବେଳେ ବାଇକଟି ତାଙ୍କୁ…
Read More...

ଟ୍ରକକୁ ଧକ୍କା ଦେଲା ବାଇକ୍‌; ଚାଳକ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବା ବେଳେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ…
Read More...

୩ କୋଟି ଟଙ୍କାର ଧଳାଜହର ଜବତ

ପୁରୀ: ମଙ୍ଗଳାଘାଟ ଛକ ନିକଟରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ବାସେଳିସାହି ଥାନା ପୁଲିସ ପକ୍ଷରୁ ମଙ୍ଗଳାଘାଟ ଛକ ନିକଟରେ ଚଢ଼ାଉ କରାଯାଇଥିବା ବେଳେ ୩ କେଜି ଧଳାଜହର ଜବତ କରିଛି ପୁଲିସ ।  ଚଢ଼ାଉ ବେଳେ ଜଣେ…
Read More...

ଦିଲ୍ଲୀରେ ଅଗ୍ନିକାଣ୍ଡ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟ୍ରେସନ ନିକଟ ଏକ କୋଠାରେ ଗତକାଲି ଅପରାହ୍ଣରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗତକାଲି ୨୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ…
Read More...

ଅଧଘଣ୍ଟାର କାଳବୈଶାଖୀରେ ଅନ୍ଧାର ହେଲା ସମ୍ବଲପୁର

ସମ୍ବଲପୁର:  ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ନିୟମିତ ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ କରାଯାଉଥିବା ଅଭିଯୋଗ ହେଉଛି । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ କାଳବୈଶାଖୀର ପ୍ରଭାବରେ ପବନ ସହ କିଛି…
Read More...

କାହିଁକି ବଦଳିଲେ ଯୋଗାଣ ନିରୀକ୍ଷକ ?

ହରଭଙ୍ଗା: ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ନାଁରେ ପିଡିଏସ ଚାଉଳ ହରିଲୁଟ୍‌ ଦୁର୍ନୀତି ପର୍ଦ୍ଦାଫାସ ପରେ ବୌଦ୍ଧ ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇଛି । ଦୁର୍ନୀତିରେ ଲିପ୍ତଥିବା ସଂପୃକ୍ତ…
Read More...

ବଚସା ପରେ ଛାଡ଼ି ଚାଲିଗଲେ ଜେଜେ; ଚାରିଆଡ଼େ ଖୋଜୁଛି ନାତୁଣୀ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସୁଗୋ ନିକଟସ୍ଥ ଧାନସିମୁଳିଆ ଗାଁର ସ୍ୱର୍ଗତଃ ଗୌରାଙ୍ଗ ଚାନ୍ଦଙ୍କ ଦେହାନ୍ତ ପରେ ତାଙ୍କ କନ୍ୟାଝିଅ ଦେବସ୍ମିତା (୨୨) ନିରାଶ୍ରୟ ହୋଇ ପଡ଼ିଛନ୍ତି । ଏନେଇ ବାରିପଦାସ୍ଥିତ…
Read More...

ବନକର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ବନକର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କରୋନା ସମୟରେ ବନକର୍ମଚାରୀଙ୍କ…
Read More...

ଉତ୍ତର କୋରିଆରେ ଲକଡାଉନ୍‌ ଘୋଷଣା

ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆରେ ପୁଣି କରୋନା ଆତଙ୍କ । ଜଣେ ବ୍ୟକ୍ତିଙ୍କ କରୋନା ମାମଲା ପଜିଟିଭ୍‌ ଆସିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସମଗ୍ର ଦେଶରେ ଲକଡାଉନ୍‌ କଟକଣା ଲାଗୁ କରିଛନ୍ତି ।…
Read More...

ରାଜଧାନୀରେ ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟ୍‌ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଚେନ୍‌ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ନବରଙ୍ଗପୁରରୁ ଭୁବନେଶ୍ୱରକୁ ଆସିଥିବା ଦମ୍ପତିଙ୍କଠାରୁ ଲୁଟ୍‌…
Read More...

ଧୀରେଧୀରେ ବଢ଼ିବ ଦିନର ତାପମାତ୍ରା: ଉମାଶଙ୍କର

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଦିନର ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହେବା ​ନେଇ କୁହାଯାଇଛି । ଅବପାତ…
Read More...

ଦେଶରେ ଆଉ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ; ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ତିନି ହଜାର ତଳେ ରହୁଛି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୮୨୭…
Read More...

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ସଙ୍ଗରୋଧରୁ ୮ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ…
Read More...

ହାଇୱା ଧକ୍କାରେ ୪ ଗୁରୁତର, ୨ ବଳଦ ମୃତ

ଦେବଗଡ଼: ହାଇୱା ଦୁର୍ଘଟଣାରେ ୨ଟି ଦଳଦର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦେବଗଡ ଜିଲ୍ଳା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଇଛି । ସୂଚନା ମୁତାବକ…
Read More...

ଆଜି ଦ୍ୱିତୀୟ ଗ୍ଲୋବାଲ କୋଭିଡ-୧୯ ସମ୍ମିଳନୀ; ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଗ୍ଲୋବାଲ କୋଭିଡ-୧୯ ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବାକୁ…
Read More...

ପଦ ଛାଡ଼ିବେନି ରାଷ୍ଟ୍ରପତି; ଶ୍ରୀଲଙ୍କାକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କା: ଘୋର ଆର୍ଥିକ ସଙ୍କଟ ଭିତରେ ଗତି କରୁଛି ଶ୍ରୀଲଙ୍କା । ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମାନେ ହିଂସାକାଣ୍ଡ ଘଟାଉଥିବା ଦେଖିବାକୁ ମିଳୁଛି । ଶ୍ରୀଲଙ୍କାର ରାଜଧାନୀରେ ଗର୍ଜୁଛନ୍ତି ହଜାର ହଜାର…
Read More...

ଜିତୁଙ୍କ ୧୩୩ କୋଟି ଟଙ୍କାର ସମ୍ପତ୍ତି ସିଜ୍‌

ଭୁବନେଶ୍ୱର: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିବା ସମୟରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ସହ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍ କରିଛି…
Read More...

ରାଜଧାନୀରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ; ଜଣେ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଓ ଅପରାଧୀ ମୁହାମୁହିଁ ହୋଇଛନ୍ତି । ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧୀ ଓ ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ପୁଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି । ଆହତ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ; ନିର୍ଦ୍ଦେଶ ଦେଲେ ଏସଡିଜେଏମ୍‌ କୋର୍ଟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ ପୁଣି ନୂଆ ମୋଡ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ପୁରୀ ଏସଡିଜେଏମ୍‌ କୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଛି ।  କୋର୍ଟ ମାମଲାର ଶୁଣାଣି କରି ଘଟଣାକୁ…
Read More...

ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ

ଡେରାଡୁନ୍‌: ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଆଜି ସକାଳେ ପିଥୌରାଗଡ଼ ଜିଲ୍ଳାରେ ଭୂମିକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ ହୋଇଥିବା ବେଳେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା…
Read More...

ବସ୍-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ପାଟଣ: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ…
Read More...

ଦେଶରେ ଆଉ ୨ହଜାର ୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ତୁଳନାରେ ଆଜି ସଂକ୍ରମଣ ବୃଦ୍ଧି ପାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରୁ ଗୋଟିଏ ଦିନରେ ୨ହଜାର ୯୮୬ଜଣ ସଂକ୍ରମିତ…
Read More...

୧୩ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର: ବାତ୍ୟା ‘ଅସାନି’କୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ଯାଏ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ…
Read More...

‘ଅସାନି’ ମୁକାବିଲା ପାଇଁ ପ୍ରସ୍ତୁତ ମାଲମାନଗିରି ପ୍ରଶାସନ; ପହଞ୍ଚିଲା ଓଡ୍ରାଫ ଟିମ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ବାତ୍ୟା ‘ଆସାନି’ ପ୍ରଭାବରେ ସକାଳୁ ପାଗ ମେଘୁଆ ରହିବା ସହ ସ୍ୱଳ୍ପ ପରିମାଣରେ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ…
Read More...

‘ଅସାନି’ ପ୍ରଭାବରେ ସମୁଦ୍ର କୂଳରେ ଲାଗିଲା ସୁନା ରଥ !

ମାଲକାନଗିରି: ସମୁଦ୍ରକୂଳକୁ ଭାସି ଆସିଲା ସୁନା ରଥ ।  ବାତ୍ୟା ‘ଅସାନି’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହି ଥିବା ବେଳେ ଆନ୍ଧ୍ର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ୍ୟ ଭାସି ଆସିଛି । ଏଥିରେ…
Read More...

ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୫୨ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୦ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ଭିତରୁ…
Read More...

‘ଅସାନି’ ପାଇଁ ଆନ୍ଧ୍ରରେ ପରୀକ୍ଷା ବାତିଲ୍‌

ଆନ୍ଧ୍ରପ୍ରଦେଶ: ବାତ୍ୟା ‘ଅସାନି’ ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍‌ ଇଣ୍ଟର ମିଡିଏଟ୍‌ ଏଜୁକେସନର ପରୀକ୍ଷା । ପ୍ରବଳ ବର୍ଷା ଓ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଜି…
Read More...

ଆର.ଟି.ଆଇରେ ତଥ୍ୟ ଦେବାକୁ ମନାକରୁଛନ୍ତି ସମ୍ପାଦକ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ସେବା ସମବାୟ ସମିତିରେ ବିଭିନ୍ନ ସମୟରେ ହେଉଥିବା ଅନିୟମିତତା ସମ୍ପର୍କରେ ଗ୍ରାମର ସାମାଜିକ କର୍ମୀ ରଘୁନାଥ ବେହେରା ସମ୍ପାଦକ ,ଡି ଆର.ସି.ଏସ ଖୋର୍ଦ୍ଧାଙ୍କୁ ତଥ୍ୟ ମାଗି…
Read More...

ଚିନ୍ତାରେ ପିଆଜ ଚାଷୀ; ଲାଭ ତ ଦୂରରେ ମିଳୁନି ପରିଶ୍ରମର ପାଉଣା

ବଲାଙ୍ଗିର: ପରିଶ୍ରମ ତୁଳନାରେ ପିଆଜ ଚାଷୀଙ୍କୁ ମିଳୁନି ପ୍ରାପ୍ୟ । ପିଆଜର ବର୍ଦ୍ଧିତ ମୂଲ୍ୟ ଯୋଗୁ କିଛି ମାସ ତଳେ ପଖାଳ କଂସାରୁ ପିଆଜ ଉଭାନ୍‌ ମାରିଥିବା ବେଳେ ଏବେ ପିଆଜ ଚାଷୀ ସଠିକ୍‌ ପ୍ରାପ୍ୟ ନପାଇ ମୁଣ୍ଡରେ ହାତ…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖ ରାମଙ୍କ ପରଲୋକ

ନୂଆଦିଲ୍ଳୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖ ରାମଙ୍କ ପରଲୋକ ହୋଇଛି । ୯୪ ବର୍ଷ ବୟସରେ ନୂଆଦିଲ୍ଲୀର ଏମସ ଡାକ୍ତରଖାନାରେ ସୁଖ ରାମଙ୍କ ବିୟୋଗ ହୋଇଥିବା ସୂଚନା ମଳିଛି ।…
Read More...

‘ଅସାନି’ ପାଇଁ ମାଲକାନଗିରିରେ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗୋଟିଏ ଦିନ ପାଇଁ ମାଲକାନଗିରିରେ ସବୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନେଇ…
Read More...

ଦୁର୍ବଳ ହେଲା ‘ଅସାନି’

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ‘ଅସାନି’ ଦୁର୍ବଳ ହେବା ପରେ ଆନ୍ଧ୍ରମୁହାଁ ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏଥିସହିତ ‘ଅସାନି’ ଘଣ୍ଟାକୁ ୧୨ କି.ମି ବେଗରେ…
Read More...

ମତ୍ସ୍ୟଜୀବୀଙ୍କ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ; ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାତ୍ୟା ‘ଅସାନି’କୁ ନେଇ ମତ୍ସ୍ୟଜୀବୀଙ୍କ ପାଇଁ କଠୋର ହେଲେ ଏସଆରସି । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଯଦି…
Read More...

ଜଗନ୍ନାଥ ମନ୍ଦିର ବଞ୍ଚାନ୍ତୁ ପ୍ରଧାନମନ୍ତ୍ରୀ: ଜୟନ୍ତ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ପୁଣି ସରଗରମ ହେଲା ରାଜ୍ୟ ରାଜନୀତି । ଘଟଣାକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଶ୍ରୀ ମନ୍ଦିରର ଯାହା କ୍ଷତି ହୋଇଛି…
Read More...

ଅଶାନ୍ତ ଶ୍ରୀଲଙ୍କା; ବିକ୍ଷୋଭକାରୀଙ୍କ ଆକ୍ରମଣରେ ସାଂସଦଙ୍କ ସହ ୫ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଶ୍ରୀଲଙ୍କାର ସ୍ଥିତି ବିଗିଡ଼ିବାର ଲାଗିଛି । ଘୋର ଆର୍ଥିକ ସଙ୍କଟ ଯୋଗୁ ହାହାକାର ହେଉଛି ଶ୍ରୀଲଙ୍କା । ସରକାରଙ୍କ ଭୁଲ ନୀତି ଯୋଗୁ ରାଜରାସ୍ତାରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ…
Read More...

ବିବାହ ବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ: ବିଦ୍ୟୁତ୍‌ କାଟ୍‌ ଯୋଗୁ ମଧ୍ୟପ୍ରଦେଶରେ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ବିବାହ କାର୍ଯ୍ୟ ଆରମ୍ଭ ହେବା ବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁ ବର ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମଧ୍ୟପ୍ରଦେଶର…
Read More...

ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ; ଭାସିଗଲା ଡଙ୍ଗା

ଛତ୍ରପୁର: ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବଡ଼ ଧରଣର ଅଘଟଣ ଘଟିଛି । ସମୁଦ୍ରକୁ ମାଛ ମାରି ଯାଇଥିବା ବେଳେ ୬୦ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ୬୦ଜଣ ଯୁବକ ୬ଟି ଡଙ୍ଗା ଯୋଗେ…
Read More...

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଜିଲ୍ଲା ଓ ଷ୍ଟେଟପୁଲରୁ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭ଜଣ ଆକ୍ରାନ୍ତ…
Read More...

ଦେଶରେ ଖସିଲା କରୋନା ଗ୍ରାଫ୍‌; ଆଉ ୧୦ ଜଣଙ୍କ ମୃତ୍ୟୁ  

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ୩ହଜାର ଉପରେ ରହିଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୩ଶହ ମଧ୍ୟରେ ସୀମିତ ରହିଛି ।…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଟ୍ୱିଟ୍‌ କରି ବର୍ଷିଲେ ଅପରାଜିତା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ପୁଣି ତାଙ୍କର ମତ ରଖିଛନ୍ତି । ସାଂସଦ ପୁଣି ଥରେ…
Read More...

ଭିଣୋଇ ଛୁରାମାଡ଼ରେ ଶଳା ଆହତ; ଥାନାରେ ମାମଲା

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଗ୍ରାମରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଶଳା ଭିଣୋଇ ଛୁରାମାଡ଼ରେ ଆହତ ହୋଇଥିବାର ଜଣାପଡିଛି ।…
Read More...

ହରଭଙ୍ଗାରେ ଖୋଲିବ ସବୁଦିନ ପଶୁ ଡାକ୍ତରଖାନା; ନିର୍ଦ୍ଦେଶ ଦେଲେ ସି.ଡି.ଭି.ଓ

ହରଭଙ୍ଗା: ୫ଟି ମୋ ସରକାରରେ ସାମିଲ ପରେ ବି ହରଭଙ୍ଗା ବ୍ଲକରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଥିବା ଏକ ଶୀର୍ଷକ ଖବର ସୋମବାର ‘ସମାଜ’ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିଲା । ଖବରପଢି ବୌଦ୍ଧ ଜିଲ୍ଲାପାଳ…
Read More...

ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସ୍‌ୟୁସିଆଇ(ସି)ର ବିକ୍ଷୋଭ

ବଲାଙ୍ଗିର: ଏସ୍‌ୟୁସିଆ(କମ୍ୟୁନିଷ୍ଟ) ପାର୍ଟି ବଲାଙ୍ଗିର ଜିଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା…
Read More...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା; ୪ ଗିରଫ

ବଲାଙ୍ଗିର/ଦେଓଗାଁ: ବଲାଙ୍ଗିର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଭୁତିଆରବାହାଲରେ ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କଠାରୁ ୨ଲକ୍ଷ ୩୫ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଘଟଣା ଗତ ୪…
Read More...

ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ବିଇଓଙ୍କ ନିଲମ୍ବନ ପ୍ରତ୍ୟାହୃତ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଳା ତଥା ବଲାଙ୍ଗିର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ନେପାଳ ଚନ୍ଦ୍ର ବାଗଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା । ଏହାର ଯାଞ୍ଚ କରାଯାଇ ରାଜ୍ୟ ସରକାରଙ୍କ ସ୍କୁଲ ଓ…
Read More...

ଜେସିୟୁରେ ଓଡ଼ିଆ ଝିଅ ପ୍ରତିଶାଙ୍କୁ ୨ଟି ସ୍ୱର୍ଣ୍ଣ

ବଲାଙ୍ଗିର: ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଜେସିୟୁ)ରେ ପଢୁଥିବା ବଲାଙ୍ଗିରର ଝିଅ ପ୍ରତିଶା ମିଶ୍ର ବ୍ୟାଚ୍‌ ଶ୍ରେଷ୍ଠ ହେବା ସହ ବିଶ୍ୱବିଦ୍ୟାଳୟର (ଟପ୍ପର) ହୋଇଛନ୍ତି । ଏଥିସହିତ ୨ଟି ସ୍ୱର୍ଣ୍ଣପଦକ ହାସଲ…
Read More...

ଆଜିଠୁ ‘ଅସାନି’ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଳା ଗୁଡ଼କରେ ଆଜି ସଂଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହେବାର ସମ୍ଭାବନା ଥିବା ସୂଚନା…
Read More...

ଟ୍ରକକୁ ପିଟିଲା ବାଇକ୍; ଚାଳକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ପିଟି ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଚିକିରଡ଼ା ଗାଁ ନିକଟସ୍ଥ ଠୁକାରୀ ନାଳ ନିକଟରେ ଥିବା ବିଲ ମଧ୍ୟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତଦେହକୁ ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅପରାହ୍ନ…
Read More...

ଜାତୀୟ ବିଜୟ ଦିବସ ପରେଡ଼ରେ ମନୋବଳ ବଢ଼ାଇଲେ ପୁଟିନ : ‘ମାତୃଭୂମିକୁ ସୁରକ୍ଷା ଦେଉଛି ସେନା’

ମସ୍କୋ/କିଭ୍‌ : ୟୁକ୍ରେନ ବିରୋଧରେ ରୁଷ୍‌ ଚଳାଇଆସିଥିବା ଯୁଦ୍ଧ ଯର୍ଥାତ। ମାତୃଭୂମି ପ୍ରତି ରହିଥିବା ବିପଦକୁ ପ୍ରତିହତ କରିବା ଲାଗି ରୁଷ୍‌ ସେନା ୟୁକ୍ରେନରେ ଲଢେଇ କରୁଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…
Read More...

ଦୁର୍ବଳ ହେଉଛି “ଅସାନି” : ପୁରୀ ଠାରୁ ୫୧୦ କିମି ଦୂରରେ ବାତ୍ୟା

ଭୁବନେଶ୍ବର : ଭୀଷଣ ବାତ୍ୟା "ଅସାନି" ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ୫୧୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏବେ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ…
Read More...

ଆଇଟିଆଇ, ପଲିଟେକନିକ ମାନବ ରୂପାନ୍ତରଣର କେନ୍ଦ୍ର

ଭୁବନେଶ୍ବର : ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବ। ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ ମାନବ ରୂପାନ୍ତରଣର କେନ୍ଦ୍ର ବୋଲି ଦିନିକିଆ…
Read More...

୨୦୨୪ ସୁଦ୍ଧା ଇ-ଜନଗଣନା : ଅମିତ ଶାହା

ନୂଆଦିଲ୍ଲୀ : ଦେଶରେ ଆଗାମୀ ୨୦୨୪ ମସିହା ସୁଦ୍ଧା ହେବ ଇ-ଜନଗଣନା। ଏହା ଫଳରେ ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜଣାପଡିବ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବାସ୍ତବ ଜନସଂଖ୍ୟାର ସଠିକ୍‌ ତଥ୍ୟ ମିଳିପାରିବ। ଏହାଦ୍ବାରା…
Read More...

ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଶଯ୍ୟା ସଂଖ୍ୟା ୫୦୭କୁ ବୃଦ୍ଧି

ଭୁବନେଶ୍ବର : କଟକ ବଡ ଡାକ୍ତରଖାନା ପରିସରରେ ଥିବା ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ ଫର କ୍ୟାନସର (ଏଏଚପିଜିଆଇସି)ର ଶଯ୍ୟାସଂଖ୍ୟା ୨୮୧ରୁ ୫୦୭କୁ ବୃଦ୍ଧି କରାଯାଇଛି। ଦୀର୍ଘଦିନ ଧରି ଏଠାରେ…
Read More...

ମଙ୍ଗଳବାର ରାଶିଫଳ (୧୦/୦୫/୨୦୨୨

ମେଷ :  କର୍ମ ଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।…
Read More...

ଶାଶୂ ଘର ସମ୍ମୁଖରେ ଦୁଇ ବୋହୂଙ୍କ ଧାରଣା

ବ୍ରହ୍ମପୁର : ନିର୍ଯାତନା ଦେଇ ଘରୁ ବାହାର କରି ଦିଆଯାଇଥିବା ଅଭିଯୋଗ ନେଇ ଦୁଇ ବୋହୂ ଆଜି ନିଜ ଶାଶୂ ଘର ସମ୍ମୁଖରେ ଧାରଣା ଦେଇଥିଲେ। ବଡବଜାର ଥାନା ଅନ୍ତର୍ଗତ ମାର୍ଥାପେଟା ସାହିରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି।…
Read More...

ବୁମ୍‌ରାଙ୍କ ୫ ୱିକେଟ​ ନିଷ୍ଫଳ ;​‌ ମୁମ୍ବଇକୁ ହରାଇଲା କେକେଆର୍

ମୁମ୍ବଇ : ଚଳିତ ଆଇପିଏଲ୍‌ର ପ୍ଲେଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ମୁମ୍ବଇ ଇଣ୍ଡିଆନ୍‌ସ ପୁଣି ଏକ ପରାଜୟ ଭୋଗିଛି। ସୋମବାର ଯଶପ୍ରୀତ ବୁମ୍‌ରା ୧୦ ରନ୍‌ଦେଇ ୫ଟି ୱିକେଟ ନେବା ସତ୍ତ୍ବେ କଲକାତା ନାଇଟ୍‌ ରାଇଡର୍ସ…
Read More...

ଓଡ଼ିଶାରୁ ବୀରେନ୍ଦ୍ର, ଦୀପ୍‌ସାନ, ଅଭିଷେକ ଓ ନୀଲମ୍‌

ନୂଆଦିଲ୍ଲୀ : ପୁରୁଷ ଏସିଆ କପ୍‌ ହକିର ଏକାଦଶ ସଂସ୍କରଣ ଇଣ୍ଡୋନେସିଆର ଜାକର୍ତ୍ତାରେ ମେ’ ୨୩ରୁ ଜୁନ୍ ୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ସୋମବାର ୨୦ ଜଣିଆ ଦଳ ଘୋଷଣା କରିଛି। ଟୋକିଓ…
Read More...