କଲମପୁର ଓ ଜୟପାଟଣାରେ ଖୋଲିଲା ଧାନ ମଣ୍ଡି

କଲମପୁର : କଳାହାଣ୍ଡି ଜିଲ୍ଲା ପ୍ରଶାସନର ଘୋଷଣା କ୍ରମେ ଶୁକ୍ରବାର ରବିଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି । ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ଉପସ୍ଥିତ ରହି ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ…
Read More...

ସିଙ୍ଗାରୀ ଘାଟି ପିକଅପ୍ ଦୁର୍ଘଟଣା : ମୃତ ୪ ପରିବାରକୁ ମିଳିବ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

କଲମପୁର :  ଥୁଆମୁଳ-ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ପଞ୍ଚାୟତରୁ ପିଡିଏସ ଚାଉଳ ନେଇ ଏକ ପିକଅପ୍ ଭ୍ୟାନ ଯୋଗେ ନିଜ ଗାଁ ବାର୍ଷିକୋନାକୁ ଫେରୁଥିବା ବେଳେ କଲମପୁର ଥୁଆମୁଳ-ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀଘାଟି…
Read More...

ଆଉ ୧୪ ଓଟିଏମ୍ ଶ୍ରମିକଙ୍କ ମୃତ୍ୟୁ,ସଂଖ୍ୟା ୭୨୪ଛୁଇଁଲା

ଚୌଦ୍ୱାର : ଦୀର୍ଘ ୨୦ ବର୍ଷ ହେଲା ବନ୍ଦ ପଡ଼ିଥିବା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ(ଓଟିଏମ୍)ର ଆଉ ୧୪ ଜଣ ଶ୍ରମିକ ଓ କର୍ମଚାରୀଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେମାନେ ହେଲେ ଶାଳଗାଁ ଜୟପୁରର…
Read More...

‘ଦି ନିୟୁ ମାରିଅନ୍’ ପଞ୍ଚତାରକା ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ

ଚୌଦ୍ୱାର : ଚୌଦ୍ୱାର ନିକଟ ନୂଆପାଟଣା ଠାରେ ଲାଲଚାନ୍ଦ୍ ଗୃପ୍ ତରଫରୁ ‘ଦି ମାରିଅନ୍’ ନାମରେ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯାଉଛି। ଏହି ଉପଲକ୍ଷେ ଶୁକ୍ରବାର ଅପରାହ୍ଣରେ ନୂଆ ପାଟଣା ଡାକ ବଙ୍ଗଳା ପାଖରେ…
Read More...

ବିଜ୍ଞାପନରେ ସୀମିତ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ

ବେଗୁନିଆ : ଗାଁ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହାର ପରିଚାଳନା ଦାୟିତ୍ବ ଅଙ୍ଗନୱାଡି କର୍ମୀମାନଙ୍କୁ ଦିଆଯାଇଛି। ଗାଁ…
Read More...

ବିବାଦରେ ୬ ଧର୍ମପୀଠ

ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ ମାମଲାର ସମାଧାନ ପରେ ଏବେ ଜ୍ଞାନବାପୀ ମସ୍‌ଜିଦ-ଶ୍ରୀଙ୍ଗାର ଗୌରୀ ବିବାଦର ବିଚାର ଜାରି ରହିଛି। ମଥୁରାର କୃଷ୍ଣ ଜନ୍ମଭୂମି ମାମଲାର ମଧ୍ୟ ବିଚାର ଚାଲିଛି। ଏଥିସହିତ କୁତବ…
Read More...

ସାତଲହଡ଼ି ମଠ ପୁନରୁଦ୍ଧାର ଅବହେଳା ; ଅଧାରୁ କାମଛାଡ଼ି ପଳାଇଛି ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ :  ଓଡ଼ିଆ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନାପୀଠ ସାତଲହଡ଼ି ମଠ ପୁନରୁଦ୍ଧାର କରିବାରେ ଅବହେଳା କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ଶିଳାନ୍ୟାସ କରାଯିବାର ୯ବର୍ଷ ବିତିଗଲାଣି। ପୁନରୁଦ୍ଧାର…
Read More...

ଇଣ୍ଡୋନେସିଆ ଉଠାଇବ ପାମ୍‍ ତେଲ ରପ୍ତାନି କଟକଣା

ଜାକର୍ତ୍ତା : ଇଣ୍ଡୋନେସିଆ ସରକାର ପାମ୍‍ ତେଲ ରପ୍ତାନି ଉପରେ ଜାରି କରିଥିବା କଟକଣା ଖୁବଶୀଘ୍ର ଉଠାଇନେବେ। ଏହା ଭାରତ ଭଳି ବିଶ୍ୱର ଏକ ବୃହତ ଖାଇବା ତେଲ ଆମଦାନୀକାରୀ ତଥା ବ୍ୟବହାରକାରୀ ରାଷ୍ଟ୍ର ପାଇଁ ଆଶ୍ୱସ୍ତିର…
Read More...

ଜିଏସ୍‍ଟି ଉପରେ ସୁପ୍ରିମକୋର୍ଟ ରାୟ : ପରିଷଦ ସୁପାରିସ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦର ସୁପାରିସ କେନ୍ଦ୍ର ଓ ରାଜ୍ୟସରକାରଙ୍କ ନିମନ୍ତେ ବାଧ୍ୟତାମୂଳକ ନୁହେଁ। ବରଂ ଏଭଳି ସୁପାରିସର ଜିଏସ୍‍ଟି କ୍ଷେତ୍ରରେ ପ୍ରେରଣା ଦେବାଭଳି ମୂଲ୍ୟ ରହିଛି ବୋଲି…
Read More...

ବିଶ୍ବକୁ ମାନ୍ଦାବସ୍ଥା ମାଡ଼

ନୂଆଦିଲ୍ଲୀ : ବିଶ୍ବକୁ ଏବେ ଘାରିଛି ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଡ଼ର। ପ୍ରଥମେ ଏ କ୍ଷେତ୍ରରେ ଅତିମାରୀ କରୋନା ଆଣିଥିଲା ସଙ୍କଟ। ଏବେ ଏହାକୁ ଅଧିକ ଉତ୍କଟ କରିଛି ଗତ ୮୫ ଦିନ ଧରି ଲାଗି ରହିଥିବା ଋଷ-ୟୁକ୍ରେନ…
Read More...

ସିଧୁଙ୍କୁ ବର୍ଷେ ସଜା

ନୂଆଦିଲ୍ଲୀ : ତିନି ଦଶନ୍ଧିର ଏକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଲୋକପ୍ରିୟ ପୂର୍ବତନ କ୍ରିକେଟର ତଥା ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂହ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ…
Read More...

ବିବାଦ ତୁଟାଇବାକୁ ମଧ୍ୟସ୍ଥତା କରିବି

ଝାରସୁଗୁଡ଼ା : ମହାନଦୀ ମରିବାକୁ ଯାଉଛି, ଏଥିପାଇଁ କେବଳ ରାଜନୈତିକ ନେତୃତ୍ବ ଦାୟୀ । ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ଖୁବ୍ ସହଜ। କିନ୍ତୁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସେ ଶକ୍ତି ନାହିଁ ଯେ ଏହାର ସମାଧାନ…
Read More...

ବିଦ୍ୟାଳୟ ପାଇଖାନା ସଫାକଲେ ମନ୍ତ୍ରୀ

ଖଇରା : ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗୁରୁବାର ହଠାତ ଖଇରା ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଥିଲେ। ପରେ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା…
Read More...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ; ୟାସିନ ମଲିକ ଦୋଷୀ

ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଗୁରୁବାର ସ୍ବତନ୍ତ୍ର ଏନଆଇଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୟାସିନଙ୍କ ବିରୋଧରେ ବେଆଇନ…
Read More...

‘ମହୋତ୍ସବ ମାଟିର ଗୌରବମୟ ଇତିହାସ ଓ ସଂସ୍କୃତିକୁ ମନେପକାଇବାର ମୂହୁର୍ତ୍ତ’

ବଡ଼ମ୍ବା :  ମହୋତ୍ସବ ସଂପୃକ୍ତ ମାଟିର ଗୌରବମୟ ଇତିହାସ ଓ ସଂସ୍କୃତିକୁ ମନେପକାଇବାର ଏକ ମୂହୁର୍ତ୍ତ ବୋଲି ଶତାଦ୍ଦି ପୁରୁଣା ବଡ଼ମ୍ବା ଭଉଁରି ଯାତ୍ରାର ପୃଷ୍ଠଭୂମିକୁ ଆଧାରକରି ଆୟୋଜିତ ଏକାଦଶ ଚନ୍ଦନ ମହୋତ୍ସବ ଉଦଘାଟନ…
Read More...

ବେଲଜିୟମ, ନେଦରଲାଣ୍ଡ୍‌ସ ମ୍ୟାଚ ଲାଗି ଅମିତ ଅଧିନାୟକ

ନୂଆଦିଲ୍ଲୀ :  ଭାରତୀୟ ପୁରୁଷ ହକି ଦଳ ଆସନ୍ତା ଜୁନରେ ବେଲଜିୟମ ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ୨୦ଜଣିଆ ଭାରତୀୟ ଦଳ ଘୋଷଣା…
Read More...

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଅଙ୍କୁଶ : ଉତ୍କଳରେ କମିଲା ୫ ଶହ ଆସନ, ରେଭେନ୍ସାରେ ବନ୍ଦ ହେଲା ୭ ବିଭାଗ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ଲାଗିଛି ଅଙ୍କୁଶ। ବହୁ ବାଦବିବାଦ ପରେ ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିଛନ୍ତି…
Read More...

ଶୁକ୍ରବାର ରାଶିଫଳ (୨୦/୦୫/୨୦୨୨)

ମେଷ : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଈପ୍‌ସିତ ଆର୍ଥିକ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୃଷ : ସେବା ଓ ବିନୟ ଭାବରୁ ମିଳିଥିବା…
Read More...

ଆସାମ ବନ୍ୟାରେ ୧୦ ମୃତ ; ନାଉ ହୋଇ ବନ୍ୟା ପାଣି ପାର ହେଲେ ବିଜେପି ବିଧାୟକ

ଗୁଆହାଟି : ଆସାମରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକ ନିଜର ଘର ଦ୍ବାର ଓ ଚାଷବାସ ହରାଇଛନ୍ତି । ଏପରିସ୍ଥିତିରେ ଶାସକ ବିଜେପିର ଜଣେ ବିଧାୟକଙ୍କ କାର୍ଯ୍ୟକୁ ସମାଲେଚନା…
Read More...

ଚୋରା ବନ୍ଧୁକ ଓ ୨ ଜୀବନ୍ତ ଗୁଳି ଜବତ, ଜଣେ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ୍ ଚୋରା ବନ୍ଧୁକ ବିକ୍ରି କରୁଥିବା ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି । ତା ନିକଟରୁ ଗୋଟିଏ ବିଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା…
Read More...

ଫର୍ମକୁ ଫେରିଲେ ବିରାଟ ; ପ୍ଲେଅଫ୍‌ ଦୌଡ଼ରେ ଆର୍‌ସିବି

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୨ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ତାଙ୍କର ଏହି ଇନିଂସ ବଳରେ ଗୁଜରାଟ ଟାଇଟାନ୍‌ସକୁ ଗୁରୁବାର ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରାସ୍ତକରି…
Read More...

ସମସ୍ୟା ଘେରରେ ଆଦର୍ଶ ବିଦ୍ୟାଳୟ : ଶିକ୍ଷକ ଅଭାବ ଶିକ୍ଷାଦାନରେ ବାଧକ

ଆଠଗଡ : ଆଠଗଡ ବ୍ଲକ ପାଇଁ କୁଲାଇଲୋଠାରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟଟି କାର୍ଯ୍ୟକ୍ଷମ ହେବାର ୭ମାସ ବିତିଯାଇଥିଲେ ମଧ୍ୟ ଏହା ବିବିଧ ସମସ୍ୟା ମଧ୍ୟଦେଇ ଗତି କରୁଛି। ବିଶେଷ କରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
Read More...

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ୍‌ : ସ୍ବର୍ଣ୍ଣ ପଦକ ଜିତିଲେ ନିଖତ

ନୂଆଦିଲ୍ଲୀ : ୪ ବର୍ଷ ପରେ ଜଣେ ଭାରତୀୟ ପୁଣି ଥରେ ବିଶ୍ବ ମହିଳା ବକ୍ସିଂ (ମୁଷ୍ଟିଯୁଦ୍ଧ) ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଇସ୍ତାନବୁଲରେ ଚାଲିଥିବା ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ…
Read More...

କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକରେ ଗୁରୁବାର ଦିନ ଅଚାନକ ଘଡ଼ଗଡ଼ି ସାଙ୍ଗକୁ କାଳବୈଶାଖୀ ବର୍ଷା ସାଙ୍ଗକୁ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପିଣ୍ଡିକି ପଞ୍ଚାୟତ ଅଧିନ ନାରିଙ୍ଗି ଗ୍ରାମରେ ଏକ ବିରାଟ ଗଛ…
Read More...

ସୁନ୍ଦରଗଡ଼ରେ ଓମ୍ବାଡ୍‌ସିର ଓଭରସାଇଟ୍ କର୍ତ୍ତୃପକ୍ଷ ; ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

ସୁନ୍ଦରଗଡ଼ :  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି…
Read More...

ଜଣେ ମା’ର ସଂଘର୍ଷର କାହାଣୀ; ଝିଅ ପାଇଁ ପୁରୁଷ ବେଶରେ ରହିଲେ ୩୦ ବର୍ଷ

ନୂଆଦିଲ୍ଲୀ: ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ନାରୀର ସଂଘର୍ଷ । ଝିଅର ସୁରକ୍ଷା ପାଇଁ ନିଜର ଚେହେରା ବଦଳାଇଲା ମା’ । ଖାଲି ଚେହେରା ନୁହେଁ ଚେହେରା ସହ ବଦଳିଗଲା ମା’ର ପରିଚୟ । ହଁ ଦର୍ଶକ ବନ୍ଦୁ ଏ ହେଉଛନ୍ତି…
Read More...

ଆନ୍ଧ୍ରକୁ ଛାଡ଼ୁନି କୋଟିଆ ମୋହ; ବନ୍ଦ କଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ମୋହ । ବାରମ୍ବାର ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ନିଜର ସ୍ଥିତିତ୍ୱ ଜାହିର କରୁଛନ୍ତି । କେତେବେଳେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତ…
Read More...

ଏଥର ସ୍ନାନଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ: ଆଗକୁ ଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା । ଏନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଛି । ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତଙ୍କ ସାମାଗମକୁ…
Read More...

ଦେଶରେ ଆଉ ୨ହଜାର ୩୬୪ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ତୁଳନାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ହଜାର ୩୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ଯୋଗୁ ସାରା ଦେଶରେ ୧୦ ଜଣଙ୍କ ମୃତ୍ୟୁ…
Read More...

ଜୈବ ଇନ୍ଧନ ନୀତିକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ନୀତିରେ ଅନେକ ସଂଶୋଧନ କରାଯିବା ପରେ ତାହାକୁ ଅନୁମୋଦନ କରାଯାଇଥିବା ଜଣାଯାଇଛି। ଉକ୍ତ ସଂଶୋଧନ ମଧ୍ୟରେ ପେଟ୍ରୋଲରେ…
Read More...

ଚିଞ୍ଚେଡରେ ଜଳ ସଙ୍କଟ; କାମରେ ଆସୁନି ଲକ୍ଷାଧିକ ଟଙ୍କାର ପ୍ରକଳ୍ପ

ଗୁଡଭେଲା: ପ୍ରଚଣ୍ଡ ଗ୍ରୀଷ୍ମତାପରେ ପୂର୍ବାହ୍ନ ୧୧ ବାଜିଲେ ଗାଁ ଗହଳି ଓ ରାସ୍ତା ଘାଟରେ ଲୋକଙ୍କୁ ଦେଖିବାକୁ ମିଳୁନାହିଁ । ପ୍ରଚଣ୍ଡ ଖରାରେ ଗ୍ରାମାଞ୍ଚଳ ପରିବେଶ ଖାଁଖାଁ ଲାଗୁଛି । ପୋଖରୀ ଠାରୁ ଆରମ୍ଭ କରି…
Read More...

ଗୁଡଭେଲା ପଞ୍ଚାୟତ ସମିତିର ପ୍ରଥମ ବୈଠକ; ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ

ଗୁଡଭେଲା : ବଲାଙ୍ଗିର ଜିଲ୍ଲା  ଗୁଡଭେଲା ପଞ୍ଚାୟତ ସମିତିର ପ୍ରଥମ ବୈଠକ ସ୍ଥାନୀୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ବାଚିତ  ଅଧ୍ୟକ୍ଷା ବେବି ଦୋରା ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ…
Read More...

‘ଏଲନ୍‍ ମସ୍କ ମାନସିକ ଭିନ୍ନକ୍ଷମ’

ନ୍ୟୁୟର୍କ: ବିଶ୍ୱର କୋଟିପତି ଏଲନ୍‍ ମସ୍କ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଟ୍ୱିଟର୍‍ର ଜଣେ କର୍ମଚାରୀ ଆଲେକ୍ସ ମାର୍ଟିନେଜ କହିଛନ୍ତି। ଟ୍ୱିଟର ନୀତିକୁ ସମାଲୋଚନା କରୁଥିବା ଏବଂ ଏହାକୁ ଖରିଦ କରିବାକୁ କହୁଥିବା ଏଲନ୍‍…
Read More...

ପିଟର ଏଲବର୍ସ ଇଣ୍ଡିଗୋର ନୂଆ ସିଇଓ

ନୂଆଦିଲ୍ଲୀ: ବେସରକାରୀ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ତାହାର ନୂଆ ସିଇଓ ଭାବରେ ପିଟର ଏଲବର୍ସଙ୍କୁ ନିଯୁକ୍ତି ଦେଇଛି। ପିଟର ୨୦୧୪ରୁ କେଏଲ୍‍ଏମ ରୟାଲ ଡଚ୍‍ ଏୟାରଲାଇନ୍ସର ପ୍ରେସିଡେଣ୍ଟ ଏବଂ ସିଇଓ ଭାବରେ କାର୍ଯ୍ୟ…
Read More...

୩ ରାଜ୍ୟରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ: ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ତୀବ୍ର ଗ୍ରୀଷ୍ମପ୍ରବାହ ଲାଗିରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଉତ୍ତର-ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଗୁରୁବାରଠାରୁ ଗ୍ରୀଷ୍ମପ୍ରବାହ ଆହୁରି ବୃଦ୍ଧି ପାଇବ…
Read More...

ଲୋକଙ୍କୁ ଶ୍ରୀଲଙ୍କା ମନ୍ତ୍ରୀଙ୍କ ନିବେଦନ; ପେଟ୍ରୋଲ ଟାଙ୍କିରେ ଧାଡ଼ି ନ ଲଗାନ୍ତୁ

କଲମ୍ବୋ: ପେଟ୍ରୋଲ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ; ତେଣୁ ପେଟ୍ରୋଲ ପମ୍ପ ସମ୍ମୁଖରେ କେହି ଧାଡ଼ି ନ ଲଗାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଶ୍ରୀଲଙ୍କା ସରକାର। ଦେଶର ଶକ୍ତିମନ୍ତ୍ରୀ କାଞ୍ଚନ…
Read More...

ନାଟୋ ସଦସ୍ୟ ହେବେ ଫିନଲାଣ୍ଡ ଓ ସ୍ୱିଡେନ

ଷ୍ଟକହୋମ/କିଭ୍‍: ନାଟୋ ଗୋଷ୍ଠୀର ସଦସ୍ୟ ହେବାକୁ ଫିନଲାଣ୍ଡ ଏବଂ ସ୍ୱିଡେନ ବିଧିବଦ୍ଧ ଭାବରେ ଆବେଦନ କରିଛନ୍ତି। ଦୁଇ ରାଷ୍ଟ୍ରର ସଂସଦରେ ଏ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହେବାପରେ ବିଶ୍ୱର ସର୍ବବୃହତ ସାମରିକ ମେଣ୍ଟରେ…
Read More...

ଭବିଷ୍ୟତରେ ବିନା ମାଟିରେ ଚାଷ

ପୃଥିବୀପୃଷ୍ଠର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ହେଉଛି ମାଟି। ଜୀବନର ସୃଷ୍ଟି, ବିକାଶ ସହ ସଜୀବଙ୍କ ଜୀବନ, ଜୀବିକା ତଥା ଦେଶ ଓ ଜାତିର ସଭ୍ୟତାର ସ୍ଥିତି ଓ ବିନାଶ ମୂଳରେ ମାଟିର ସହଯୋଗ ସର୍ବାଧିକ ବୋଲି…
Read More...

ଆତ୍ମନିର୍ଭର ଅର୍ଥନୀତିର ବାସ୍ତବତା

କୌଣସି ମଣିଷ ସ୍ୱୟଂସମ୍ପୂର୍ଣ୍ଣ ଏକ ବିଚ୍ଛିନ୍ନ ଦ୍ୱୀପ ପରି ନୁହେଁ। ଅର୍ଥନୀତି କ୍ଷେତ୍ରରେ ମଧ୍ୟ ସେହି ସମାନ କଥା କୁହାଯାଇପାରେ। କୌଣସି ଅର୍ଥନୀତି ବିଚ୍ଛିନ୍ନ ଦ୍ୱୀପ ପରି ରହିପାରିବ ନାହିଁ। ଅର୍ଥାତ୍‍ ଏହାକୁ…
Read More...

ସମ୍ପତ୍ତି ଲୋଭ: ବାପାଙ୍କୁ ସ୍ବାମୀ ଦର୍ଶାଇ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଆରଡି: ସମ୍ପତ୍ତି ପାଇଁ ସର୍ମ୍ପକୀୟଙ୍କ ବଡ ଚଞ୍ଚକତା । ଟଙ୍କା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ, ଅବିବାହିତ ମହିଳାଙ୍କ ବାପ ସାଜିଲେ ସ୍ବାମୀ ା ଏକଥା ଯେ କେହି ବି ଶୁଣିଲେ ଅଡୁଆ ଲାଗିବ। ଭଦ୍ରକ ଜିଲା ଚାନ୍ଦବାଲି ତହସିଲ…
Read More...

ପୁଣି ତାତିକୁ ଭୟ

ଭୁବନେଶ୍ବର: ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ । ୩ ଦିନ ପରେ ପଶ୍ଚିମ ଓ ଆଭ୍ୟନ୍ତରଣ ଓଡ଼ିଶାର ଜିଲା ଗୁଡିକରେ ଦିନ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ,…
Read More...

ଭିଡିଓଗେମ୍ ଖେଳିବା ଭଲ

ବାପା-ମା’ମାନେ ଏବେ ପିଲାଙ୍କ ସ୍କ୍ରିନ୍ ସମୟ କମ୍ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ମୋବାଇଲ୍ ଅଧିକ ସମୟ ଦେଖିବା ହେଉଛି ସ୍କ୍ରିନ୍ ସମୟ। ଆଖି ଓ ମସ୍ତିଷ୍କ ଉପରେ ଏହି ଯନ୍ତ୍ରର ଭଲ ପ୍ରଭାବ ପଡ଼ୁନଥିବାରୁ…
Read More...

ରାଶିଫଳ (ଗୁରୁବାର) ୧୯/୦୫/୨୦୨୨

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିର ମୂଳଦୂଆ ପଡ଼ିବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ: ସ୍ବାଭିମାନୀ ହେବେ।…
Read More...

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଳୀ: ଦେଶରେ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦାମ୍‌ । ପୁଣି ଥରେ ଦେଶରେ ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି । ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି । ସାରା ଦେଶରେ ରନ୍ଧନ ଗ୍ୟାସର…
Read More...

ମୋଦିଙ୍କୁ ଭେଟିବେ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାପାନରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ସୂଚନା ଦିଆଯାଇଛି । ବାଇଡେନ ଆସନ୍ତା…
Read More...

ବାହା ବେଦୀରେ କନ୍ୟାର ହାଇଡ୍ରାମା; ବର ବେହୋସ

ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ…
Read More...

ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା !

ମାଲକାନଗିରି: କାଲିମେଳା ବ୍ଲକର କାଙ୍ଗୁରୁକେଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।​…
Read More...

ଗୁଜରାଟ କଂଗ୍ରେସକୁ ବଡ଼ ଝଟକା; ଇସ୍ତଫା ଦେ​‌ଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଳୀ: ଗୁଜରାଟରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ନେଇ ହାର୍ଦ୍ଦିକ ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଇସ୍ତଫା ପତ୍ର ସୋନିଆ…
Read More...

ଦେଶରେ ଆଉ ୧,୮୨୯ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ଯୋଗୁ ସାରା ଦେଶରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ଗୋଦରା କୋଡେ ଯେତେ ମାଡ଼େ ସେତେ: ସମାଲୋଚିତ ହେଲେ ଜିଲ୍ଳାପାଳ

ବଲାଙ୍ଗିର: ସୋମବାର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ସାମାଜିକ ଗଣମାଧ୍ୟମ ‘ଟୁଇଟ୍‌’ ଜରିଆରେ ବଲାଙ୍ଗିର ସହରାଞ୍ଚଳର ବିଭିନ୍ନ ୱାର୍ଡରେ ମୌସୁମୀ ଆଗମନ ଓ ବର୍ଷା ପୂର୍ବରୁ ଡ୍ରେନ୍‌ ସଫେଇ କାମ ଚାଲିଥିବା ସୂଚନା…
Read More...

ଜିଲାସ୍ତରୀୟ ସନ୍ତରଣ ଚୟନ ଶିବିର ଅନୁଷ୍ଠିତ                 

ସମ୍ବଲପୁର: ସମ୍ବଲପୁର ଜିଲା ସନ୍ତରଣ ସଂଘର ଆନୁକୂଲ୍ୟରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତା ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ଓ ସବ ଜୁନିୟର ବର୍ଗର ବାଳକ ଓ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଥାନାରେ ଅଭିଯୋଗ  

ସମ୍ବଲପୁର: ପଶ୍ଚିମ ଓଡିଶାର ସର୍ବପୂରାତନ ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଲୁମିନି ଛାତ୍ର ସଂଘ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ଲାଲା…
Read More...

ବାପା କଟୁରୀ ଚୋଟରେ ପୁଅର ମୃତ୍ୟୁ

ଦେବଗଡ଼: ମଦ୍ୟପ ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ୩୦…
Read More...

ମାଛକୁଣ୍ଡ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ

ଲମତାପୁଟ: କୋରାପୁଟ ଜିଲା ମାଛକୁଣ୍ଡ ଯୁଗ୍ମ ଜଳବିଦ୍ୟୁତ ପ୍ରକଳ୍ପର ବିଭିନ୍ନ ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ନେଇ ୩ଦିନ ଯାଏଁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରାଯାଇଥିବା ଜଣାଯାଇଛି । ବିଦ୍ୟୁତ ପ୍ରକଳ୍ପରେ ଉତ୍ପାଦନ…
Read More...

ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତାହା ସହ ନବୀନ ପୀଠ ସହିତ ଜଡିତ ଥିବା ବହୁ ନୂତନ ପ୍ରକଳ୍ପର…
Read More...

ଋୁଷ ନିକଟରେ ୨୬୫ ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ

କିଭ୍‍/ମସ୍କୋ: ମାରିଉପୋଲର ଆଜୋଭସ୍ତଲ ଇସ୍ପାତ କାରଖାନାରେ ଦୀର୍ଘଦିନ ରହି ରୁଷ ସୈନ୍ୟଙ୍କର ମୁକାବିଲା କରୁଥିବା ୨୬୫ ଜଣ ୟୁକ୍ରେନ ସୈନ୍ୟ ଶେଷରେ ରୁଷ ନିକଟରେ ଆତ୍ମସମର୍ପଣ କରିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ…
Read More...

ଏଥର କମ୍ ବର୍ଷା: ପଶୁପାଳକ

ଭୁବନେଶ୍ବର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦେଶ ଓ ରାଜ୍ୟରେ ସ୍ବାଭାବିକ ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି। ହେଲେ ଏସନ ଦେଶରେ ମୌସୁମି ବାୟୁ ସ୍ବାଭାବିକ ବର୍ଷିବାକୁ ଥିବାବେଳେ ରାଜ୍ୟରେ…
Read More...

ପିଆଇଏଲ୍‌ର ଦୁରୁପଯୋଗ

ନୂଆଦିଲ୍ଲୀ: ଅନେକ ସମୟରେ ଅଯଥା ଜନସ୍ବାର୍ଥ ମାମଲା (ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେସନ୍‌ ବା ପିଆଇଏଲ) ଦାଖଲ କରି ଅଦାଲତଙ୍କ ସମୟ ବରବାଦ୍‌ କରିବାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏଭଳି ଜନସ୍ବାର୍ଥ ମାମଲା…
Read More...

ସୀମାରେ ୧୦ ଲକ୍ଷ ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ବିବାଦ ଲାଗିରହିଥିବାବେଳେ ଏକାଧିକ ଥର ଦୁଇ ଦେଶର କୋର୍‍ କମାଣ୍ଡରସ୍ତରୀୟ ଆଲୋଚନା ସତ୍ତ୍ବେ ସେଥିରୁ କୌଣସି ସମାଧାନ…
Read More...

ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

କଟକ/ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ଜୁନ୍‌ ୧୨ରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳା ଯିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଷ୍ଟାଡିୟମର ସୁରକ୍ଷା ଓ ଅଗ୍ନି ନିରାପତ୍ତାକୁ ନେଇ ଉଠିଛି ବଡ…
Read More...

ରାଜଦ୍ରୋହ ଆଇନର ସମୁଚିତ ସମୀକ୍ଷା

ଭାରତ ବିିଶ୍ବର ସର୍ବବୃହତ୍‌, ଗଣତାନ୍ତ୍ରିକ ରାଷ୍ଟ୍ର ହୋଇ ମଧ୍ୟ ସ୍ବାଧୀନତା ପ୍ରାପ୍ତିର ୭୨ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଇଂରେଜଙ୍କ ଔପନିବେଶିକ ଶାସନ ଅମଳରେ ପ୍ରଣୀତ ଭାରତୀୟ ଦଣ୍ଡସଂହିତା ୧୮୭୦ (ଆଇପିସି) ଆଜି…
Read More...

ଭଲ ଲୋକ ସନ୍ଧାନରେ

ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ୍‌ ଥରେ ଦିନରେ ଲଣ୍ଠନଟିଏ ଧରି ବୁଲି ବାହାରି ପଡ଼ିଥିଲେ, ଆଉ କେହି ତାଙ୍କର ଅଦ୍‌ଭୁତ ଖିଆଲି ଭ୍ରମଣ ବିଷୟରେ ପଚାରନ୍ତେ ସେ କହିଥିଲେ ସେ ଚାଲିଛନ୍ତି କେହି ଭଲଲୋକର ସନ୍ଧାନରେ। ସତରେ…
Read More...

ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ ଚାଲେଞ୍ଜ

କଟକ: ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ୪ ସପ୍ତାହେ ମଧ୍ୟରେ ଜବାବ ରଖିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ…
Read More...

ଚନ୍ଦ୍ର ମାଟିରେ ଚାଷ

ନୂଆଦିଲ୍ଲୀ: ଫ୍ଲୋରିଡା ବିଶ୍ବବିଦ୍ୟାଳୟର ଗବେଷକଦଳ ସ୍ପଷ୍ଟ କରିଛନ୍ତି, ଚନ୍ଦ୍ରରୁ ଆସିଥିବା ମାଟିରେ ଚାରାରୋପଣ କରାଯାଇଛି। ମହାକାଶ ଇତିହାସରେ ଏହା ପ୍ରଥମ ଘଟଣା ଭାବେ ଲିପିବଦ୍ଧ ହେବାକୁ ଯାଉଛି। ଏହି ଉଦ୍ୟମରେ…
Read More...

ବିଶ୍ବ ଏଡ୍‌ସ ଟିକା ଦିବସ

ଭୁବନେଶ୍ୱର: ପ୍ରତି ବର୍ଷ ମେ ୧୮ରେ ବିଶ୍ୱ ଏଡସ୍‌ ଟିକା ଦିବସ, ପାଳନ କରାଯାଏ। ଏହି ଦିନକୁ ଏଚଆଇଭି ଟିକା ସଚେତନତା ଦିବସ ମଧ୍ୟ କୁହାଯାଏ। ଏଚଆଇଭି ସଂକ୍ରମଣ ଏବଂ ଏଡସ୍ ରୋକିବା ପାଇଁ ଟିକା ନିରନ୍ତର ଜରୁରୀ। ୧୯୯୭ ମେ…
Read More...

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଭୁବନେଶ୍ୱର: ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରଥମେ ‘ସଂଗ୍ରହାଳୟ ଦିବସ’ ପାଳନର ଘୋଷଣା କରିଥିଲା। ୧୯୭୭ରେ ଏହି ସଂଘ ପ୍ରତିଷ୍ଠା ହେବା ପରେ, ସେହି ବର୍ଷ ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ ମେ ୧୮ରେ ପାଳିତ ହେଲା।…
Read More...

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ ବସିବା ନେଇ ସୂଚନା ଦିଆଯାଇଛି ।…
Read More...

ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ

ପୁରୀ: ବଡ଼ଦାଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ମାର୍କେଟ ଛକ ନିକଟ ଥିବା ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ…
Read More...

ରାଶିଫଳ (ବୁଧବାର) ୧୮/୦୫/୨୦୨୨

କନ୍ୟା: ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ନିଜ କର୍ମବଳରେ ଭାଇମାନଙ୍କ ମଧ୍ୟରେ ଶୀର୍ଷାସନ ଅଳଙ୍କୃତ କରିପାରନ୍ତି। ତୁଳା:…
Read More...

ବିଡ଼ାନାସୀ ବଜାରରେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ

କଟକ: ବିଡ଼ାନାସୀ ବଜାରରେ ଥିବା ପାଣି ଟାଙ୍କି ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । କାରଣ ମୃତ…
Read More...

ବିଜେଡିରେ ଅଲୋଡ଼ା କି ଅନୁଭବ ? ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ନାଁ

ଭୁବନେଶ୍ୱର: ବିଜେଡିରେ ଅଲୋଡ଼ା କି ଅନୁଭବ ? କୌଣସି ଦଳୀୟ କାର୍ଯ୍ୟରେ ଦିଶୁନି ଅନୁଭବଙ୍କ ମୁହଁ । ନିକଟରେ ପୌର ଓ ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ଅନୁଭବ ଦଳପାଇଁ କେଉଁଠିବି ପ୍ରଚାର କରିନାହାନ୍ତି । ହେଲେ…
Read More...

ସେୟାର ବଜାରକୁ ପ୍ରବେଶ କଲା ଏଲଆଇସି

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଓ ବିଶ୍ୱସ୍ତ ବୀମା ସେବା କମ୍ପାନୀ ଏଲଆସି  ଆଜି ବିଧିବଦ୍ଧ ଭାବେ ସେୟାର ବଜାରକୁ ପ୍ରବେଶ କରିଛି । ଏଲଆଇସି ଷ୍ଟକ ବଜାରରେ ପ୍ରବେଶ କରିବା କାରଣରୁ ନିବେଶକଙ୍କ ମଧ୍ୟରେ ବିଶେଷ କିଛି ଖୁସି…
Read More...

ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣା; ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଲକ୍ଷ୍ମୀପୁର: ଚୋରା ଗଞ୍ଜେଇ ପରିବହନ ବେଳେ ଦୁର୍ଘଟଣା ହେଲା ବୋଲେରୋ ।  ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ତଳ ଚମ୍ପ ଓ କୁଟୁଣିପଦର ନିକଟସ୍ଥ ଏକ ପୋଲ ନିକଟରେ ବୋଲେରୋଟି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଗାଡ଼ି ଛାଡି…
Read More...

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଆଜି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାଲିକାର ପ୍ରଥମରେ…
Read More...

ଦେଶରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୨ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୫୬୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ଯୋଗୁ ସାରା ଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ…
Read More...

ମନରେଗା ଯୋଜନାରେ ପୁଣି ଦୁର୍ନୀତି ଅଭିଯୋଗ

ମାଲକାନଗିରି: ଜଣେ ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ କୁଚକ୍ରାନ୍ତ ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ଜଣେ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ…
Read More...

ଆଜି ଷ୍ଟକ ବଜାରକୁ ଆସିବ ଏଲଆଇସି ସେୟାର

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ସେୟାର ବଜାରକୁ ଆସିବ ଏଲଆଇସି ଷ୍ଟକ । ଏଲଆଇସି ତାଲିକାଭୁକ୍ତ ହେବା ନେଇ ଜଣାପଡ଼ିଛି । ଏହି କାରଣରୁ ନିବେଶକଙ୍କ ମଧ୍ୟରେ ବିଶେଷ କିଛି ଖୁସି ଦେଖିବାକୁ ମିଳୁନାହିଁ । ପୂର୍ବରୁ ମଧ୍ୟ…
Read More...

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳ

ଆରଡି:  ଗତ ୨ବର୍ଷର କରୋନା କଟକଣା  ପରେ ଚଳିତ ବର୍ଷ  ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳନ କରାଯିବ । ଆସନ୍ତା ଜୁନ ୪ରେ ମହା ଆଡମ୍ବର ସହ ପାଳନ ହେବ ଶିବବିବାହ । ଏଥିପାଇଁ  ପବିତ୍ର ଚନ୍ଦନପୂର୍ଣ୍ଣିମା ଓ…
Read More...

ଚନ୍ଦନ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ୫ଘଣ୍ଟା ଧରି ବିଜୁଳି କାଟ

ଆରଡି: ସୋମବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବିଶେଷକରି ଚଳିତ ଶିବବିବାହ ପାଇଁ ସୋମବାର ଲଗ୍ନଥାଳ ଉଠିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ପୀଠରେ…
Read More...

କେବେ ଚାଲିବ ସମ୍ବଲପୁରରୁ ରେଙ୍ଗାଲି ଦେଇ ଲଇଡାକୁ ସିଟି ବସ୍‌ ?

ରେଙ୍ଗାଲି: ସମ୍ବଲପୁରରୁ ରେଙ୍ଗାଲି ,କତରବଗା, ଝାଙ୍କରପାଲି, କିନାଲୋଇ, ରେଙ୍ଗଲୋଇ ଆଦି ଗ୍ରାମ ପଞ୍ଚୟତର ବିଭିନ୍ନ ଗ୍ରାମ ଦେଇ ସିଟି ବସ୍‌ ଚଳାଚଳ ପାଇଁ ବର୍ଷାଧିକ କାଳ ହେଲା ଜନସାଧାରଣରେ ଦାବି ହୋଇଆସୁଛି । ସିଟି ବସ୍‌…
Read More...

ଆଜି ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଆଜି ମେ’ ୧୬ ତାରିଖ ବୁଦ୍ଧ ପୂର୍ଣ୍ଣିମା । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୨ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି । ଏହା ରାତି ୧୨ଟା ୨୦ ମିନିଟରେ ଶେଷ ହେବ । ଏନେଇ ବୈଜ୍ଞାନିକ ମାନେ ସୂଚନା ଦେଇଥିବା…
Read More...

ବ୍ରିଜ୍ ଉପରେ ବିମାନ ଦୁର୍ଘଟଣା; ଜଣେ ମୃତ

ଓ୍ୱାସିଂଟନ୍‌: ମିଆମି ନିକଟସ୍ଥ ଏକ ବ୍ରିଜରେ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଫେଡେରାଲ…
Read More...

ରାଜ୍ୟରେ କମୁଛି କରୋନା; ଆଉ ୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ…
Read More...

ଦେଶରେ ଆଉ ୨,୨୦୨ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ହଜାର ୨୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ…
Read More...

ପୋଷା ଦନ୍ତାହାତୀ ନନ୍ଦର ମୃତ୍ୟୁ

ଭୁବନେଶ୍ୱର; ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତାହାତୀ ନନ୍ଦର ମୃତ୍ୟୁ ହୋଇଛି । ଅସୁସ୍ଥତା କାରଣରୁ ନନ୍ଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନନ୍ଦ ଅସୁସ୍ଥ ହେବାପରେ ତାର ଚିକିତ୍ସା କରାଯାଉଥିଲା । ଡାକ୍ତର ତାର ଚିକିତ୍ସା…
Read More...

ଭାରତରେ ଡାକ୍ତରୀ ଶିକ୍ଷା

ଗତ କିଛିଦିନ ହେବ ୟୁକ୍ରେନ୍‍ରେ ଯୁଦ୍ଧର ବିଭୀଷିକା ଚାଲିଛି। ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ନିଶ୍ଚିତ ବୋଲି ଜଣା ପଡ଼ିଲାଣି; କିନ୍ତୁ ଆରମ୍ଭରେ ଯାହା ଦେଶବାସୀଙ୍କ ପାଇଁ ସବୁଠାରୁ ବେଶି ଉଦ୍‍ବେଗର…
Read More...

ଶାନ୍ତି ଓ ସଦ୍‌ଭାବନାର ଅଗ୍ରଦୂତ

ଏକ ସହଜ ସରଳ ଜୀବନଶୈଳୀ ମାଧ୍ୟମରେ ବସୁଧୈବ କୁଟୁମ୍ବକମ୍‌ର ଅନ୍ତର୍ନିହିତ ବାର୍ତ୍ତାକୁ ବିଶ୍ୱରେ ବାସ୍ତବରୂପ ଦେବାରେ ଗୌତମ ବୁଦ୍ଧ ହେଉଛନ୍ତି ପ୍ରଥମ ଧର୍ମାଚାର୍ଯ୍ୟ। ସେ ମୂର୍ତ୍ତିପୂଜା, ଯଜ୍ଞ, ପଶୁବଳି, କର୍ମକାଣ୍ଡ ଓ…
Read More...

ଓଡ଼ିଶା ଆସିବେ ପ୍ରିୟଙ୍କା

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଙ୍ଗଠନକୁ ଖୁବ୍‍ଶୀଘ୍ର ଅଧିକ ମଜ୍‍ଭୁତ ଓ କ୍ରିୟାଶୀଳ କରାଯିବ। ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ କଂଗ୍ରେସ…
Read More...

ପଶ୍ଚିମ ଜଳୁଛି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି । ୪୦ ଡିଗ୍ରୀ ତଳକୁ ଖସୁନି ଦିନ ତାପମାତ୍ରା । ଏଣେ ଉପକୂଳ ଓଡ଼ିଶାରେ ବିଶେଷ ଖରା ଅନୁଭୂତ ହେଉ ନ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି । ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ…
Read More...

ଜଟିଳ ହେଉଛି ଶ୍ରୀଲଙ୍କା ପରିସ୍ଥିତି

କଲମ୍ବୋ: ଆର୍ଥିକ ସଂକଟକୁ ନେଇ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ଲାଗି ରହିଥିବାବେଳେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଲୋକଙ୍କ ସରକାରୀ ବିରୋଧୀ ବିକ୍ଷୋଭବେଳେ ଶ୍ରୀଲଙ୍କା ସରକାରରେ ଏକ…
Read More...

ଓଠକୁ ଚୁମ୍ବନ ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ହାଇକୋର୍ଟ

ମୁମ୍ବଇ: ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ। ଏପରି କାର୍ଯ୍ୟ କରି ଅପ୍ରାକୃତି ଯୌନ ସମ୍ପର୍କ ମାମଲାରେ ଫସି ଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ ପୂର୍ବକ ବମ୍ବେ ହାଇକୋର୍ଟ ଉପରୋକ୍ତ ମତ…
Read More...

ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର !

କିଭ୍‌/ୱାଶିଂଟନ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ସେ ଜଟିଳ ରକ୍ତକର୍କଟରେ ଆକ୍ରାନ୍ତ ହୋଇ ଏବେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଏକ ଗୋପନ ରିପୋର୍ଟରୁ ଜଣାପଡିଛି ।…
Read More...

ନାଟୋ ମୁଖ୍ୟଙ୍କ ଦାବି: ୟୁକ୍ରେନ ଜିତିବ

କିଭ୍‌: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟୁ ନଥିବାବେଳେ ଏହାର ଫଳାଫଳକୁ ନେଇ ଆଶଙ୍କା ଲାଗି ରହିଛି। ଫେବୃଆରୀ ୨୪ରୁ ଆରମ୍ଭ ଏହି ଯୁଦ୍ଧର ଅନ୍ତ ଖୁବ୍‌ଶୀଘ୍ର ହେବ ଓ ରୁଷ୍ ବିଜୟୀ ହେବ ବୋଲି…
Read More...

ଲୋକଙ୍କ ସହ ଯୋଡ଼ି ହୁଅ: ରାହୁଲ

ଜୟପୁର: ରାଜସ୍ଥାନ ଉଦୟପୁରରେ ଚାଲିଥିବା କଂଗ୍ରେସ ନବ ସଙ୍କଳ୍ପ ଚିନ୍ତନ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଦିବସରେ ଦଳର ନେତା ରାହୁଲ ଗାନ୍ଧୀ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଲୋକଙ୍କ ସହିତ ଯୋଡି ହେବାକୁ…
Read More...

ନାଟୋରେ ଯୋଗ ଦେବାକୁ ଫିନ୍‌ଲାଣ୍ଡର ଘୋଷଣା

ନୂଆଦିଲ୍ଲୀ: ରୁଷ୍‌ର ଅନ୍ୟତମ ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ନାଟୋରେ ଯୋଗଦେବାକୁ ଘୋଷଣା କରିଛି। ଫିନଲାଣ୍ଡ ରାଷ୍ଟ୍ରପତି ସୌଲି ନିନିଷ୍ଟୋ ଓ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ରବିବାର ରାଷ୍ଟ୍ରପତି ଭବନରେ ଏକ ମିଳିତ…
Read More...

ଓଡ଼ିଆ ବିଦ୍ୟାଳୟ ଉଚ୍ଛେଦ କଲା ଆନ୍ଧ୍ର

ଜେମାଦେଇପେଣ୍ଠ: ଗୋଟିଏ ପଟେ ଓଡ଼ିଶାର ଭୌଗୋଳିକ ମାନଚିତ୍ରକୁ ଖଣ୍ଡ ବିଖଣ୍ଡିତ କରିବାର ଷଡ଼ଯନ୍ତ୍ର, ଜମି, ଜଳ, ଜଙ୍ଗଲ ସବୁଥିରେ ବିବାଦ ଛିଣ୍ଡୁ ନ ଥିବାବେଳେ ଏବେ ସୀମାନ୍ତରେ ମାତୃଭା​‌ଷା ଉପରେ ପଡ଼ିଶାର ଲୋଲୁପ ନଜର।…
Read More...

ବ୍ରଜରାଜନଗର ପାଇଁ ବିଜେପିର ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୧୪ ଦିନ ରହିଛି। ଏହି ଦୁଇ ସପ୍ତାହ ଭିତରେ କିଭଳି ପ୍ରଚାର ଜୋରଦାର ହେବ ସେଥିପାଇଁ ବିଜେପି ଅଣ୍ଟା ଭିଡ଼ିଛି। ଏହି ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ୪୦ ଜଣିଆ…
Read More...

ରାଶିଫଳ: ସୋମବାର (୧୬-୫-୨୦୨୨)

ମେଷ: ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଆଶା ମରୁରୁ ମରୀଚିକା ପରି ଛଳନାମୟୀ ହୋଇପାରେ। ବୃଷ: ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ସକଳ ଇଚ୍ଛା ପୂରଣ…
Read More...

କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ

ହରିୟାଣା: ହରିୟାଣାର ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ ହୋଇଛି । ପହଁରା ଜାଣିନଥିବାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ…
Read More...