ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ଅକ୍ଷୟ କୁମାର ଶନିବାର ନିଜ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି। ଗତବର୍ଷ ମଧ୍ୟ ଅକ୍ଷୟ କରୋନା ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମଣ ଯୋଗୁଁ ଅକ୍ଷୟ ଚଳିତବର୍ଷ କେନ୍ସ ଫିଲ୍ଫ ଫେଷ୍ଟିଭାଲରେ ଯୋଗ ଦେବେ ନାହିଁ।
Popular Categories



