www.samajalive.in
Thursday, December 11, 2025
16.1 C
Bhubaneswar

ମାଗଣାରେ ମିଳିବ ଭିଆଇପି ନମ୍ବର; ଅନଲାଇନରେ କରନ୍ତୁ ଆବେଦନ

ନୂଅଦିଲ୍ଲୀ: ଭିଆଇପି ନମ୍ବର ରଖିବା ପ୍ରାୟ ସମସ୍ତଙ୍କର ଏକ ସଉକ୍‌ ଥାଏ । ଏହି ନମ୍ବର ରଖିବା ପାଇଁ କିଛି ଲୋକ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ହେଲେ ବର୍ତ୍ତମାନ ଆପଣ ଅତି ସହଜରେ ଭିଆଇପି ନମ୍ବର ପାଇପାରିବେ । ତାହା ପୁଣି ମାଗଣାରେ । ଆସନ୍ତୁ ଜାଣିବା..

ଆପଣ ବର୍ତ୍ତମାନ ପୋଷ୍ଟପେଡ ଓ ପ୍ରିପେଡ ଦୁଇଟି ଯାଗ ସିମ୍‌ ମାଗଣାରେ ପାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

- Advertisement -

ଭୋଡାଫୋନ୍‌ ଏହି ସୁବିଧା ତାର ଗ୍ରାହକଙ୍କୁ ଯୋଗଇଦେଉଛି । ଆପଣ ଭିଆଇପି ସିମ୍‌ କିଣିବାକୁ ହେଲେ ଭୋଡାଫୋନ- ଆଇଡିଆ ୱେବସାଇଟକୁ ଯାଇ ଏହି ସିମ୍‌ ମଗାଇ ପାରିବେ ।  ଭୋଡାଫୋନ- ଆଇଡିଆ ଅଫିସିଆଲ ୱେବସାଇଟର ଆପ୍‌ https://www.myvi.in / କୁ ସର୍ଚ୍ଚ କରିପାରିବେ । ଏହାକୁ ଆପଣ ଆପଣଙ୍କ ମୋବାଇଲରେ ମଧ୍ୟ ମଗାଇପାରିବେ । ସିମ୍‌ ଅର୍ଡର କରିବା ସମୟରେ ଆପଣଙ୍କୁ କମ୍ପାନୀ ପକ୍ଷରୁ କିଛି ବିକଳ୍ପ ବାଛିବାକୁ କୁହାଯିବ । ବିକଳ୍ପ ବାଛିବା ପରେ ଆପଣଙ୍କୁ ଆପଣଙ୍କ ଭିଆଇପି ନମ୍ବର ମିଳିଯିବ ।

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories